• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Odia Jatra

ଥମୁନି ଯାତ୍ରା ପାଲା ।
Jatra Controversy Resumes: ଯାତ୍ରା ବିବାଦ ମଞ୍ଚରେ ନୂଆ ବହି, ନିଆଁ ଲଗାଇଦେଲେ ବାପି ପଣ୍ଡା... !

ଯାତ୍ରା ପେଣ୍ଡାଲ ନୁହେଁ ଯାତ୍ରା ବିବାଦରେ ଏବେ ସବୁ ଦିନ ନୂଆ ନୂଆ ବହି । ଚାଲିବ ଶୀତଳଯୁଦ୍ଧ । ନିଆଁ ଲଗାଇଛନ୍ତି ବାପି ପଣ୍ଡା । ଫଟୋରେ ଫୁଲମାଳ ଦେଖି ଜନ୍ମ ନେବେ ହଜାରେ ।

‘ବନ୍ଧାପଡ଼ିଲା ଗଣନାଟ୍ୟ’
Odia Jatra Artists' Payment Dispute: ଯାତ୍ରା ବିବାଦରେ ନିଇତି ନୂଆ ନୂଆ ନାଟକ...ଯାତ୍ରା ମଞ୍ଚରେ କମ୍, ମଞ୍ଚ ବାହାରେ ଏବେ ବେଶି 'ବହି'

ଡେଲି ନୂଆ ବିବାଦ, ନିଇତି ନୂଆ ନୂଆ ନାଟକ । ଯାତ୍ରା ମଂଚରେ କମ୍, ମଂଚ ବାହାରେ ଏବେ ବେଶି 'ବହି' । ସଦ୍ୟ ନାଟକ- 'ବନ୍ଧା ପଡ଼ିଲା ଗଣନାଟ୍ୟ' !

Odia Jatra Industry Disputes
Odia Jatra Industry Disputes: ଯାତ୍ରା କଳିରେ ‘ତୁଣ୍ଡ ଖୋଲିଲେ-ମୁଣ୍ଡ ଗଡ଼ିବା’ ଚର୍ଚ୍ଚା;  କଳି ବଢ଼ିଲେ ଜଲିଉଡ୍ ବୁଡ଼ିବ...

ମଞ୍ଚ ବାହାରେ ଯାତ୍ରା କଳିରେ ଏବେ ମଞ୍ଚସ୍ଥ ହେଉଛି କି ‘ତୁଣ୍ଡ ଖୋଲିଲେ ମୁଣ୍ଡ ଗଡ଼ିବ’ ନାଟକ ? ଜାରି ରହିଥିବା ବିବାଦ ଭିତରେ ଅଭିନେତା ବାପି ପଣ୍ଡାଙ୍କୁ ସଜାଯାଇଛି କି ଖଳନାୟକ ? 

ବଳିପଡ଼ିବେ ବାପି ପଣ୍ଡା !
Jatra Controversy Intensifies: ବାପି ପଣ୍ଡାଙ୍କ ବିରୋଧରେ ହେବ ଆକ୍ସନ୍ ! ମାଲିକଙ୍କ ବିରୋଧରେ ଖୋଲିଥିଲେ ମୁହଁ

ଯାତ୍ରା କର୍ମଚାରୀ-କଳାକାର ସଂଘ ଉପଦେଷ୍ଟା ବାପି ପଣ୍ଡାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇ ଚର୍ଚ୍ଚା ହେଉଛି । ମାଲିକଙ୍କୁ ଖୋଲା ଚ୍ୟାଲେଞ୍ଜ ଦେବା ପରେ ଏବେ ବାପି ପଣ୍ଡାଙ୍କ ଉପରେ ଖପ୍ପା ମାଲିକ ସଂଘ ।

Conflict in Jatra Industry
Conflict in Jatra Industry: ଯାତ୍ରାରେ କଳିରେ ପଡୁନି ଯବନିକା; ମୁହାଁମୁହିଁ ହେଉଛନ୍ତି ଅଭିନେତା-ମାଲିକ।...

ଆକ୍ଷେପ, ପ୍ରତିଆକ୍ଷେପ... ଜବାବ...ପ୍ରତି ଜବାବ...ଜଲିଉଡରେ ବହୁଥିବା ଝଡ଼ ଭିତରେ କ୍ରମାଗତ ମୁହାଁମୁହିଁ ହେଉଛନ୍ତି ଅଭିନେତା ଏବଂ ମାଲିକ। ଅଭିନେତା ନରି ପଣ୍ଡା ଓ ପ୍ରତାପ ମହାନ୍ତିଙ୍କ ଉପରୁ ବ୍ୟାନ୍ ଉଠାଇବା ଏବଂ ନ୍ୟାୟ ଦାବିରେ ଯାତ୍ରା କଳାକାର ସଂଘର ଉପଦେଷ୍ଟା ବାପି ପଣ୍ଡା ଅଟଳ...

Odia Jatra Dispute
Odia Jatra Dispute:ନୂଆ ମୋଡରେ ଯାତ୍ରା ବିବାଦ, କଳାକାର ଦି'ଭାଗ

ରାଜଧାନୀ ଅପେରାର କଳାକାର ମନୋଜ ବରାଳ ଓ କଳାକାର ସଂଘର ଉପଦେଷ୍ଟା ବାପି ପଣ୍ଡାଙ୍କ ମଧ୍ୟରେ କଥା କଟାକଟି ହୋଇଛି। ବିଭିନ୍ନ ପ୍ରସଙ୍ଗ ଉଠାଇ କଥା କଟାକଟି ହୋଇଛନ୍ତି ଉଭୟ । 

Boycott Lifted on Artistes
Boycott Lifted on Artistes: 'ନରି ପଣ୍ଡା ଓ ପ୍ରତାପ ମହାନ୍ତିଙ୍କ ଉପରୁ ହଟିବ ବୟକଟ୍'

ନରି ପଣ୍ଡା ଓ ପ୍ରତାପ ମହାନ୍ତିଙ୍କ ଉପରୁ ହଟିବ ବୟକଟ୍ । ଆମେ ସେମାନଙ୍କୁ କୋଳେଇ ଆଣିବୁ, ସମାଧାନ ହେବ ଯାତ୍ରାର ସମସ୍ତ ବିବାଦ । ଏଭଳି କହିଛନ୍ତି ଯାତ୍ରା ମାଲିକ ସଂଘ ଉପସଭାପତି ପବିତ୍ର ପାତ୍ର । 

Odia Jatra Controversy
Odia Jatra Controversy: ଆଜି କ୍ଷମା ନ ମାଗିଲେ ରଙ୍ଗ ପାଉଡର ମାରିବା ତାଙ୍କ ପାଇଁ ସ୍ୱପ୍ନ ହୋଇଯିବ; ଜଗତ ଜୀବନ ପଣ୍ଡା

ଯାତ୍ରା ପାଲା ଥମିବା ବଦଳରେ ଆହୁରି ତେଜୁଛି। କଳାକାର ଓ ଯାତ୍ରା ମାଲିକ ପୁଣି ମୁହାଁମୁହିଁ ହୋଇଛନ୍ତି। କଳାକାରଙ୍କୁ ଯାତ୍ରା ପାର୍ଟିର ଜଣେ ପରିଚାଳକ ଚେତାବନୀ ଦେଇ କହିଛନ୍ତି ଆଜି କ୍ଷମା ନ ମାଗିଲେ କାଲି ରଙ୍ଗ ପାଉଡର ମାରିବା ସ୍ୱପ୍ନ ହୋଇଯିବ।

Jollywood Controversy
Jollywood Controversy: ମାଲିକଙ୍କୁ କଳାକାରଙ୍କ ଚେତାବନୀ, ବ୍ୟାନ ନହଟିଲେ ଯାତ୍ରା ବନ୍ଦ

ମାଲିକଙ୍କୁ କଳାକାରଙ୍କ ଚେତାବନୀ । ବ୍ୟାନ ନହଟିଲେ ଯାତ୍ରା ବନ୍ଦ । ମାଲିକ ଓ କଳାକାର ପରସ୍ପର ପରିପୂରକ । ନରି ପଣ୍ଡା, ପ୍ରତାପ ମହାନ୍ତି ଓ ନମିତା ଭୂୟାଁଙ୍କ ଉପରୁ ବ୍ୟାନ ହଟାଅ ।

sonali panda
Sonali Panda Allegations: ନାଣ୍ଡୁ ବାବୁ ଓ ମୋ ସ୍ତ୍ରୀ ଏକାଠି ହୋଟେଲରେ ଥିଲେ, କ୍ୟାମେରା ସାମ୍ନାରେ ମୁହଁ ଖୋଲିଲେ ସୋନାଲିଙ୍କ ସ୍ୱାମୀ

ସୋନାଲିଙ୍କ ସହିତ ନାଣ୍ଡୁ ବାବୁଙ୍କୁ ଥରେ ଦୁଇଥର ହୋଟେଲରେ ଦେଖିଛି ବୋଲି ଶ୍ରୀକ୍ଷେତ୍ର କହିଛନ୍ତି। ଏପରି ସମୟରେ ସେ ରୁମରୁ ବାହାରକୁ ପଳେଇ ଆସନ୍ତି ବୋଲି କହିଛନ୍ତି ଶ୍ରୀକ୍ଷେତ୍ର। ଏପରିକି ଏହି ଘଟଣା ସମ୍ପର୍କରେ ଜାଣିବା ପରେ ତାଙ୍କୁ ମାରିବାକୁ ଧମକ ଦିଆ ଯାଇଥିଲା....

Odia Yatra Controversy
Odia Jatra Controversy: ଯାତ୍ରା କଳିରେ ପଡୁନି ଯବନିକା, ପୀୟୁଷ ଓ ନରିଙ୍କ ପରେ ଅକଳରେ କମେଡିଆନ୍ ଦୟା

ଯାତ୍ରା ମଞ୍ଚର ଅନ୍ୟତମ ହାସ୍ୟ ଅଭିନେତା । ହସାଇ ହସାଇ ବେଦମ୍ କରିଛନ୍ତି, ଦର୍ଶକଙ୍କ ମନ ବି ଜିଣିଛନ୍ତି...ହେଲେ ସେହି ହାସ୍ୟ ଅଭିନେତାଙ୍କ ଉପରେ ଏବେ ପଡ଼ିଛି ଚଡ଼କ । ମାଷ୍ଟର ଆସୋସିଏନ ରୋକ୍‌ଠୋକ୍‌ କହିଛନ୍ତି, ଯେଉଁ ଯାତ୍ରା ପାର୍ଟିରେ ଦୟାନିଧି କାମ କରିବେ, ସେହି ପାର୍ଟି ପାଇଁ ନା କୌଣସି ସଂଳାପ ଲେଖିବେ ନା ନିର୍ଦ୍ଦେଶନା ଦେବେ ।

Odia Jatra Industry
Jatra Controversy: ନରି ପଣ୍ଡାଙ୍କୁ ବୟକଟ୍...ଚିଠି ଲେଖି ଅନୁରୋଧ କଲେ ପିୟୁଷଙ୍କ ବାପା

ଚଳିତ ବର୍ଷ ଯାତ୍ରା ମଞ୍ଚରେ ଶୁଭିବନି ହାସ୍ୟ ଅଭିନେତା ନରି ପଣ୍ଡାଙ୍କ କମେଡି । ବିବାଦ ସୃଷ୍ଟିହେବା ପରେ ତାଙ୍କୁ ପୂରା ଯାତ୍ରା ସାମ୍ରାଜ୍ୟରୁ ବ୍ୟାନ୍ କରିଛନ୍ତି ଯାତ୍ରା ମାଲିକ ସଂଘ । ଅପରପକ୍ଷେ ସୋସିଆଲ୍ ମିଡିଆରେ ପୀୟୁଷ ତ୍ରିପାଠୀଙ୍କ ବାପାଙ୍କ ଚିଠିକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।

Odia Jatra Comedian Nari Panda Attacked Over Financial Dispute
Comedian Nari Panda Attacked: ଯାତ୍ରା କଳାକାରଙ୍କୁ ଆକ୍ରମଣ; କଳା କାଚ ଡୋର୍ ଥିବା ଘରେ ପୂରେଇକି ପିଟିଲେ...

ଗତ ୩୦ ବର୍ଷ ଧରି ହାସ୍ୟ ଅଭିନେତା ଭାବେ ନାଁ କମେଇଥିବା ନରି ପଣ୍ଡାଙ୍କୁ ଜଣେ ଯାତ୍ରା ପାର୍ଟି ମାଲିକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ତାଙ୍କୁ ଉଲଗ୍ନ କରାଯାଇ ମାଡ଼ ମରାଯାଇଥିବାର ଅଭିଯୋଗ କରିଛନ୍ତି ନରି ପଣ୍ଡା ।

censorship
Odia Jatra: ଫିଲ୍ମ ଭଳି ଯାତ୍ରାରେ ସୀମା ଜଗିବ ସେନ୍ସର

ଯାତ୍ରାରେ ସୀମା ଟପିଥିବା ଅଶ୍ଲୀଳତା ଉପରେ ଲାଗିବ ରୋକ୍ । କାହାଣୀ ହେଉ କି ନିର୍ଦ୍ଦେଶନା ଅବା ଅଭିନୟ, ସମସ୍ତଙ୍କ ପାଇଁ ଲାଗିବ ଲଗାମ ।

Gaap Saap Ep 411 | Candid Talk With Most Beautiful Couple of Jollywood Bebina & Binod
Gaap Saap Ep 411 | Candid Talk With Most Beautiful Couple of Jollywood Bebina & Binod

A candid chat with our favorite celebrities and the recent news, rumors and gossip that surround them. This show entails a lot of fun questions and the

Gaap Saap Ep 450 26th Nov 2017 | Goura Das & Purnima | Odia Jatra
Gaap Saap Ep 450 26th Nov 2017 | Goura Das & Purnima | Odia Jatra

A candid chat with our favorite celebreties and the recent news, rumors and gossip that surround them. This show entails a lot of fun questions and the

Gaap Saap With Jollywood Actor Who Left Govt Job To Pursue Acting
Gaap Saap With Jollywood Actor Who Left Govt Job To Pursue Acting

OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves

Gaap Saap Ep 548 | 27 Oct 2019 | ଏଥର ଯାତ୍ରା କଳାକାର ନିର ସ୍ୱାଇଁ,  ହରେନ୍ଦ୍ର ଜେନା ଏବଂ ଗୁରିଆ ସାହୁ  ଙ୍କ ସହ
Gaap Saap Ep 548 | 27 Oct 2019 | ଏଥର ଯାତ୍ରା କଳାକାର ନିର ସ୍ୱାଇଁ, ହରେନ୍ଦ୍ର ଜେନା ଏବଂ ଗୁରିଆ ସାହୁ ଙ୍କ ସହ

A candid chat with our favorite celebrities and the recent news, rumors and gossip that surround them. This show entails a lot of fun questions and the