• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Crime

Luggage Scanning
ଲଗେଜ୍‌ ସ୍କାନିଂ ବେଳେ ବିଡ଼ା ବିଡ଼ା ଟଙ୍କା

ପୁରୀ ସଦର ଥାନା ମୁକୁନ୍ଦ ମିଶ୍ର ନଗରରେ ବୋମାମାଡ଼ ।  ଜଣେ ଆହତ; ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି ।

People
ରାସ୍ତାକଡ଼ ଗାତରେ ପଡ଼ି ୪ ଶିଶୁ ମୃତ୍ୟୁ ଘଟଣା, ମୃତକଙ୍କ ପରିବାରକୁ ୯ ଲକ୍ଷ ଟଙ୍କା ସହାୟତା

ଗାତ ଖୋଲିଥିବା ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦଶମନ୍ତପୁର ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋରାପୁଟ ଜିଲ୍ଲାପାଳ ।

Rasmirakha Death Follow up
ଟେଲି ଅଭିନେତ୍ରୀ ରଶ୍ମିରେଖା ମୃତ୍ୟୁ ମାମଲାରେ ପୂର୍ବତନ ପୁରୁଷ ବନ୍ଧୁଙ୍କୁ ଜେରା

ସିରିଏଲ ଜଗତରେ ଚହଳ ସୃଷ୍ଟି କରିଥିବା ଅଭିନେତ୍ରୀ ରଶ୍ମିରେଖା ଓଝା ମୃତ୍ୟୁ ମାମଲାରେ ଆଜି ଭୁବନେଶ୍ୱର ନୟାପଲ୍ଲୀ ପୋଲିସ ରଶ୍ମିଙ୍କ ପୂର୍ବତନ ବୟଫ୍ରେଣ୍ଡ୍‌ ଅଭିନେତା ରାଜାଙ୍କୁ ଡାକି ପ୍ରାୟ ୨ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଛି (GFX)।

People
ରାସ୍ତାକଡ଼ ଗଡ଼ିଆରେ ପଡ଼ି ଚାଲିଗଲା ୪ ଶିଶୁଙ୍କ ଜୀବନ

ଚାରି ଚାରି ଜଣ ଶିଶୁଙ୍କୁ ହରାଇ କାନ୍ଦବୋବାଳିରେ ଫାଟି ପଡ଼ୁଛି ପରିବେଶ । ଏହି ଅଘଟଣ ପାଇଁ ଠିକାଦାରଙ୍କୁ ଦାୟୀ କରି ଲୋକେ କ୍ଷତିପୂରଣ ଦାବି କରିଛନ୍ତି ।

Crime
ବନ୍ଦ ଘରୁ ମିଳିଲା ୯ ଜଣଙ୍କ ମୃତଦେହ

ଗୋଟିଏ ପରିବାରର ୯ଜଣଙ୍କ ମୃତଦେହ ଘରେ ମିଳିବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।

Love
ଗ୍ଲାମର ଦୁନିଆରେ ଜୀବନ ଜୀଉଁଥିବା ଯୁବତୀଙ୍କ ମିଳିଛି ଝୁଲନ୍ତା ମୃତଦେହ

କେବେ ଟେଲିଭିଜନରେ ଅଭିନୟ କରୁଥିଲେ ତ କେବେ ବିଭିନ୍ନ ଗୀତରେ ରିଲ୍ ବନାଇ ସୋସିଆଲ୍ ମିଡିଆରେ ଛାଡ଼ୁଥିଲେ ।

Love
ଅଭିନେତ୍ରୀ ରଶ୍ମୀରେଖାଙ୍କ ରହସ୍ୟଜନକ ମୃତ୍ୟୁ, ସାମ୍ନାକୁ ଆସିଲା ତ୍ରିକୋଣୀୟ ପ୍ରେମ ଲିଙ୍କ୍ !

ରଶ୍ମୀରେଖାଙ୍କ ମୃତ୍ୟୁକୁ ନେଇ ରାଜଧାନୀରେ ହଇଚଇ । ଲିଭ୍ ଇନ୍‌ରେ ରହୁଥିବା ଯୁବକଙ୍କ ବିରୁଦ୍ଧରେ ହତ୍ୟା ଅଭିଯୋଗ । ଭୁବନେଶ୍ୱର ଡିସିପି କହିଲେ ଯୁବତୀ ଆତ୍ମହତ୍ୟା କରିଛନ୍ତି ।

Crime
ମୋବାଇଲ ଚୋରକୁ ନିର୍ଧୁମ ମାଡ଼, ହାତଗୋଡ଼ ବାନ୍ଧି ଟ୍ରକ୍ ଡାଲାକୁ ଫିଙ୍ଗିଦେଲେ

ପାରାଦୀପ ଅଞ୍ଚଳରେ ପୁଣି ଅମାନବୀୟ କାଣ୍ଡ । କିଛିଦିନ ପୂର୍ବରୁ ସାମାନ୍ୟ କାରଣରୁ ଘଟିଥିଲା ସମାନ ଘଟଣା ।

deadbody
ବୋହୂର କାଠଫାଳିଆ ମାଡ଼ରେ ଶ୍ୱଶୁର ମୃତ

ପାରିବାରିକ କଳହରୁ କିଶୋରଚନ୍ଦ୍ରପଲ୍ଲୀ ଗାଁରେ ଅଭାବନୀୟ ଘଟଣା । ଘଟଣାସ୍ଥଳରେ ପହଞ୍ଚି ଆସିକା ଥାନା ପୋଲିସର ତଦନ୍ତ ।

Crime
ଡ୍ରେସ କିଣିବାକୁ ପଇସା ନଦେବାରୁ ମାଆକୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁଅ

ନୟାକୋଟ ଥାନା ଉପରବରଡ଼ା ଗାଁରେ ଘଟିଛି ଏହି ଲୋମହର୍ଷକ ହତ୍ୟାକାଣ୍ଡ । ଘଟଣାର ତଦନ୍ତ କରିବା ସହ ନାବାଳକ ପୁଅକୁ ଥାନାକୁ ଆଣି ପଚରାଉଚରା କରୁଛି ପୋଲିସ ।

Mines Mafia
ଯାଜପୁରରେ ଏକାଧିକ ଖଣି ବ୍ୟବସାୟୀଙ୍କ ଘରେ ଆୟକର ବିଭାଗର ଜୋରଦାର ଚଢ଼ାଉ

ଆୟକର ଫାଙ୍କି ଅଭିଯୋଗରେ ରେଡ୍ ସୂଚନା । ଘର, ଅଫିସ ଓ କ୍ରସର ୟୁନିଟ୍ରେ ରେଡ୍ ।

Crime
ଡ୍ରଗ୍ସ ସେବନ ପରେ ହିତାହିତ ଜ୍ଞାନ ଭୁଲିଯାଉଛନ୍ତି ନିଶାଡ଼ି, ରାଜଧାନୀରେ ଗଡ଼ିଲାଣି ଅନେକ ମୁଣ୍ଡ

ନିଶା କାରବାର ରୋକିବାକୁ ପୋଲିସ୍‌ର ଭୂମିକାକୁ ନେଇ ପ୍ରଶ୍ନ । ନିଶାରୁ କେମିତି ମିଳିବ ନିସ୍ତାର ବାଟ ବତାଇଲେ ବିଶେଷଜ୍ଞ ।

Crime
କି ପ୍ରଚଣ୍ଡ କ୍ରୋଧ ! କ୍ଷଣିକ ମଧ୍ୟରେ ପୁରା ପରିବାର ଛାରଖାର, ପ୍ରଥମେ ପତ୍ନୀ ପରେ କୁନି ଝଅର ତଣ୍ଟି କାଟିଲା ବାପା

ଘରେ ବେଡ୍ ଉପରେ ପଡ଼ି ରହିଛି କୁନି ଝିଅ ଖାତା ବହି । ହେଲେ ସେ କେବେ ଘରକୁ ଫେରିବ ଠିକ୍ ଠିକଣା ନାହିଁ । କ୍ଷଣିକ ରାଗରେ ଛାରଖାର ହୋଇ ଯାଇଛି ପୁରା ପରିବାର ।

Wife's Sting Operation
ପୋଲିସ ସ୍ୱାମୀର ଚୋରା ପୀରତି ଧରିବାକୁ ପତ୍ନୀ କଲେ ଜବରଦସ୍ତ ଷ୍ଟିଙ୍ଗ ଅପରେସନ୍‌

ବିବାହର କିଛି ଦିନ ପରେ ମନୀଷା ଜାଣିବାକୁ ପାଇଥିଲେ ଯେ, ସ୍ୱାମୀ ସତ୍ୟମ ବାହାଲଙ୍କ ନାରୀଙ୍କ ପ୍ରତି ଦୁର୍ବଳତା ରହିଛି । ଅର୍ଥାତ୍‌ ସ୍ୱାମୀଙ୍କ ଚରିତ୍ର ପ୍ରତି ତାଙ୍କର ସନ୍ଦେହ ହୋଇଥିଲା । ତେଣୁ ସେ ଏକ ଉପାୟ ପାଞ୍ଚିଥିଲେ ।

Indian Army
କୁପ୍ରଥାର ଶିକାର ଭାରତୀୟ ଯବାନ, ଗାଁରୁ ହେଲେ ନିଆଁ ପାଣି ବାସନ୍ଦ

ଗଂଜାମ ଜିଲାରେ ଦିନକୁ ଦିନ ବଢ଼ିବାରେ ଲାଗିଛି ବାସନ୍ଦ ପ୍ରଥା । ସାମାନ୍ୟ ଭୁଲ କଲେ ଗାଁରୁ ତଡ଼ିପାର । ନଚେତ ନିଜ ଜାତିରୁ ବାସନ୍ଦ । ଗାଁ ମୁଖିଆ ଘୋଷଣା କରିଦେଲେ, ତାହା ବେଦର ଗାର ପାଲଟି ଯାଏ ।

Puri police
ନିଶା ବେପାରୀଙ୍କଠୁ ବଟି ନେଉଛି କି ପୁରୀ ପୋଲିସ ? ଅବକାରୀ ଇନ୍ସପେକ୍ଟର କଲେ ଖୁଲାସା

ପୋଲିସକୁ ବଟି ଦେଇ ଅବକାରୀ ଅଧିକାରୀଙ୍କୁ ବେଖାତିର କରୁଛନ୍ତି ମାଫିଆ । ଅବକାରୀ ଇନ୍ସପେକ୍ଟରଙ୍କ ମୁଣ୍ଡ ଦୋଷ ଅଛି କହିଲେ ଅଧୀକ୍ଷକ ।

Bhadrak Love Story
ପୁରା ଫିଲ୍ମ ଷ୍ଟାଇଲ ! ସ୍ୱାମୀକୁ ଦେଖୁ ଦେଖୁ ଧାଇଁ ଆସି କୁଣ୍ଢାଇ ଧରିଲା ଫେରାର ହୋଇଥିବା ସ୍ତ୍ରୀ..

ସ୍ତ୍ରୀକୁ ହରାଇ କାନ୍ଦି କାନ୍ଦି ଗଡ଼ିଯାଉଥିବା ସ୍ୱାମୀର ପ୍ରେମ ଶେଷରେ ଜିତିଯାଇଛି । ସାବିତ୍ରୀ ବ୍ରତ ପରଦିନ ଫେରାର ହୋଇଥିବା ସ୍ତ୍ରୀକୁ ଖୋଜି ପାଇଛନ୍ତି ଯୁବକ । ଅନ୍ୟ ଜଣେ ପୁରୁଷଙ୍କୁ ବିବାହ ପୂର୍ବରୁ ପତ୍ନୀଙ୍କୁ ଫିଲ୍ମ ଷ୍ଟାଇଲ୍‌ରେ ଉଦ୍ଧାର କରିଛନ୍ତି ସ୍ୱାମୀ ।

Puri Police
ଅବକାରୀ ବିଭାଗର ସାଂଘାତିକ ଅଭିଯୋଗ; ନିଶା ବେପାରୀଙ୍କଠୁ ମାସିକିଆ ବଟି ନେଉଛି ପୋଲିସ

ପୁରୀ ପୋଲିସ ନିଶା ବେପାରୀଙ୍କଠୁ ବଟି ନେଉଥିବା ଅଭିଯୋଗ କରିଛି ଅବକାରୀ ବିଭାଗ । ଅବକାରୀ ଇନ୍ସପେକ୍ଟରଙ୍କ ଚିଠିକୁ ନେଇ ପୁରୀ ପୋଲିସ ବିଭାଗ ହଟଚମଟ ।

Crime
କ୍ରାଇମ ପାଟ୍ରୋଲ ଦେଖି ଲୁଟ୍ ଯୋଜନା, ମହିଳାଙ୍କ ସହ ପ୍ରେମିକ ଗିରଫ

ଲୁଟ୍ ଘଟଣାରେ ମହିଳାଙ୍କ ସହ ତାଙ୍କ ପ୍ରେମିକ ଓ ଅନ୍ୟ ଜଣେ ନାବାଳକକୁ ଗିରଫ କରିଛି କଟକ ଲାଲବାଗ ଥାନା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ପ୍ରିୟଙ୍କା ସାହୁ ଓ ତାଙ୍କ ପ୍ରେମିକ ଅରବିନ୍ଦ ନାୟକ ।

Matrimony Marriage
ମ୍ୟାଟ୍ରିମୋନିରୁ ଆରମ୍ଭ ଲଭ୍‌ ଷ୍ଟୋରୀ, ତା’ପରେ ବାହାଘର ! ୨ ମାସରେ ମୃତ୍ୟୁ..

ମୃତ ନବବିବାହିତା ହେଲେ ପ୍ରଭାବତୀ ନାୟକ । ବାପଘର ଭଦ୍ରକ ଜିଲ୍ଲା ଅଣ୍ଡରାଇ ଗାଁ । ଭୁବନେଶ୍ୱର ଖଣ୍ଡଗିରି ଥାନା ସରକନ୍ତରା ଗାଁର ପ୍ରମୋଦ ଖୁଣ୍ଟିଆଙ୍କ ପୁଅ ପ୍ରକାଶ ଖୁଣ୍ଟିଆଙ୍କୁ ବିବାହ କରିଥିଲେ ।

Chakara Gang
ଲାଗିବ NSA ! ତଡ଼ିପାର ହେବେ ଦୁର୍ଦ୍ଦାନ୍ତ ଚକରା ଗ୍ୟାଙ୍ଗ

ଖାଲି ୨୦୨୨ରେ ରୁଜୁ ହୋଇଛି ୨୨ଟି ମାମଲା । ଖାଲି ଚକରା କାହିଁକି ଗ୍ୟାଙ୍ଗ ସଦସ୍ୟ ରାଜେଶ ମହାପାତ୍ର, ରବିନ ଶତପଥୀ ନାଁରେ ବି ରହିଛି ମାଳମାଳ ମାମଲା ।

Crime
ବୋହୂ ଉପରେ ରାଗ, ହେଲେ ଶାଶୁକୁ ନିସ୍ତୁକ ମାଡ଼

୮୦ ବର୍ଷିୟ ବୃଦ୍ଧା ଶାଶୁଙ୍କୁ ଏକ ରୁମ୍‌ ଭିତରେ ରଖି ମାଡ଼ମାରିଲେ ।

Crime Bhubaneswar
ପୋଲିସ ସମ୍ମୁଖରେ ଭାଇକୁ ହାଣିଲା ଭାଇ

ପୋଲିସ ଉପସ୍ଥିତିରେ ଆକ୍ରମଣ କରିଚାଲିଥିଲେ ହେଁ କାବୁ କରିବାକୁ ଯାଇ ନାକେଦମ ହୋଇଥିଲା ପୋଲିସ ।

1 dead in firing
ଗୁଳି ଫୁଟାଇ ମାରିଦେଲେ, ୨୦ ଲକ୍ଷ ଲୁଟିନେଲେ

ଜଣେ ବ୍ୟବସାୟୀ ଘଟଣାସ୍ଥଳରେ ଟଳି ପଡିଥିଲେ।

Firing
ପୁରୀରେ ପୁଣି ଫୁଟିଲା ଗୁଳି, ଜଣେ ମୃତ

ପୂର୍ବ ଶତ୍ରୁତାରୁ ଗୁଳିମାଡ଼ ସୂଚନା । ୨ ଜଣ ଦୁର୍ବୃତ୍ତ ୨ ରାଉଣ୍ଡ ଗୁଳି କରିଥିବା ସୂଚନା ।