Advertisment

ମାଳ ମାଳ ନୋଟ୍ । ବିଡ଼ା ବିଡ଼ା ୫ ଶହ ଟଙ୍କିଆ ନୋଟ୍

ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ନୂଆ ଅଡ଼ାପଢ଼ା ଗାଁରୁ ମିଳିଛି ଫେକ୍‌ ନୋଟ୍ । ଆଉ ଏହି କଳାଧନ୍ଧା ଚଳାଇଥିବା ୨ ଅଭିଯୁକ୍ତଙ୍କୁ ଧରିଛି ପୋଲିସ ।

author-image
Satyendu Shekher Mishra

ରଙ୍ଗ, ରୂପକୁ ଦେଖିଲେ ଆଖି ଧୋକ୍କା ଖାଇବା ଥୟ । ସାଧାରଣ ମଣିଷ ପକ୍ଷେ ଏହା ଅସଲି କି ନକଲି ଠଉରାଇବା ସେତେ ସହଜ ନୁହେଁ । ହେଲେ ପୋଲିସ ଆଖିରେ ଧରାପଡ଼ିଛି । ଜବତ ହୋଇଛି ୧୫ ଲକ୍ଷ ୧୨ ହଜାର ୫ଶହ ଟଙ୍କାର ଜାଲ୍ ନୋଟ୍ । ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ନୂଆ ଅଡ଼ାପଢ଼ା ଗାଁରୁ ମିଳିଛି ଫେକ୍‌ ନୋଟ୍ । ଆଉ ଏହି କଳାଧନ୍ଧା ଚଳାଇଥିବା ୨ ଅଭିଯୁକ୍ତଙ୍କୁ ଧରିଛି ପୋଲିସ । 

Advertisment
Crime Fake Note
Advertisment
Advertisment