• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Crime

Planned Crime
ହିଟ୍‌ ଆଣ୍ଡ ରନ୍‌ କେସ୍‌ରେ ସିସିଟିଭି କହିଲା ସତ, ସାମ୍ନାକୁ ଆସିଲା ମୁଖ୍ୟ ଅଭିଯୁକ୍ତ

ଏକ୍ସକ୍ଳୁସିଭ ଭିଜୁଆଲ ସହ ତଥ୍ୟ ଲାଗିଛି ଓଟିଭି ହାତରେ । ପୋଲିସ କହିଛି, ଗାଡି ଭିତରେ ୨ ଜଣ ଥିବାବେଳେ ଜଣେ ଧରାପଡ଼ିଛି ଆଉ ଜଣେ ଫେରାର ମାରିଛି ।

Lady Killed
ପଚାରିଲା ‘ମୋତେ କାହିଁକି ଭଲ ପାଉନାହଁ’ ? ତା’ପରେ ଯୁବତୀଙ୍କ ଗଳା କାଟି ଫେରାର..

ଔରଙ୍ଗାବାଦ୍‌ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ରବିବାର ତାକୁ ଗିରଫ କରିଛି । ଅଭିଯୁକ୍ତ ଜଣଙ୍କ ହେଲା ୨୦ ବର୍ଷିୟ ସାରନ୍‌ସିଂହ ସେଠି ।

Video Chatting
ଚତୁର୍ଥୀ ରାତିରେ ନ୍ୟୁଡ୍‌ ଭିଡିଓ କଲ୍‌ ମାମଲା, ନନ୍ଦିନୀଙ୍କ ନାଁରେ ଲାଗିଲା ୪୨୦ ଦଫା

ଖାଲି ଏତିକି ନୁହେଁ, ଲିଙ୍ଗରାଜ ଥାନାରେ ବି ରୁଜୁ ହୋଇଛି ନନ୍ଦିନୀଙ୍କ ନାଁରେ ମାମଲା ।

self immolation
ଥାନା ଆଗରେ କିରୋସିନ୍‌ ଢ଼ାଳି ମହିଳାଙ୍କ ଆତ୍ମାହୂତି ଉଦ୍ୟମ

ପୋଲିସ କାର୍ଯ୍ୟନୁଷ୍ଠାନ ନେଉ ନଥିବାରୁ ଥାନା ଆଗରେ କିରାସିନ ଢାଳି ଆତ୍ମାହୂତି ଉଦ୍ୟମ କଲେ ମହିଳା।

killing husband
ରାଗ ବ୍ରହ୍ମ ଚଣ୍ତାଳ, ସ୍ୱାମୀକୁ କାଠ ଫାଳିଆରେ ପିଟିପିଟି ମାରିଦେଲା ସ୍ତ୍ରୀ

ସାମାନ୍ୟ କଥାକୁ ନେଇ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ କଳହ ଦେଖା ଦେଇଥିଲେ । ଆଉ ତା’ପରେ ସାତ ଜନମର ସାଥୀକୁ କାଠ ଫାଳିଆରେ ପିଟି ମାରିଦେଲା ସ୍ତ୍ରୀ।

Family Issue
ଏମିତି ବି ହୁଏ ! ଶ୍ୱଶୁର ଘରେ ନବ ବଧୂର ଉତ୍ପାତ, ଥାନାରେ FIR ଦେଲେ ସ୍ୱାମୀଙ୍କୁ ମାଡ଼ ଖୁଆଇଲେ

ସ୍ତ୍ରୀର ନିର୍ଯାତନାରେ ଅତିଷ୍ଠ ହେଲାଣି ସ୍ୱାମୀ । ମାମଲା ଏତେ ବଢିଗଲାଣି ଯେ, ଏମିତି ସ୍ତ୍ରୀ ସାଙ୍ଗରେ କେମିତି ରହିବେ ସେ କଥା ଚିନ୍ତା କରୁଛନ୍ତି ନିରଞ୍ଜନ ।

Balaram Sahu
ଚଉଠି ରାତିରେ ବୟଫ୍ରେଣ୍ଡ ସହ ନ୍ୟୁଡ୍ ଭିଡ଼ିଓ ଚାଟିଂ, ନବବିବାହିତା ପତ୍ନୀଙ୍କୁ ସାଜିଲା କାଳ

ତା’ପରଦିନ ଘରୁ ସୁନା, ଟଙ୍କା ଧରି ଖସିଯାଇଛନ୍ତି ନିଜ ବାପଘରକୁ ।

Balaram Sahu
ଚଉଠି ରାତିରେ ବୟଫ୍ରେଣ୍ଡ ସହ ଚାଲିଥିଲା ନ୍ୟୁଡ୍ ଭିଡିଓ କଲ୍, ଦେଖିଦେଲେ ସ୍ୱାମୀ ! ତା’ପରେ..

ମେ’ ୧୨ ତାରିଖ । ବୈଦିକ ରୀତିନୀତି ଅନୁଯାୟୀ, ସଂପନ୍ନ ହୋଇଥିଲା ଉଭୟଙ୍କ ବିବାହ । ଅଗ୍ନିକୁ ସାକ୍ଷୀ ରଖି ପିପିଲି ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ କରିଥିଲେ ବଳରାମ ।

Clash
ଖଡ଼ି ମାଟି ବିବାଦ ! ପୁଣି ପୋଲିସ-ଗ୍ରାମବାସୀ ମୁହାଁମୁହିଁ

ପୁଣି ଥରେ କୋରାପୁଟ ଜିଲ୍ଲାର ଖଡିମାଟି ଖନନ ଅଞ୍ଚଳରେ ଦେଖା ଦେଇଛି ଉତେଜନା । ମୁହାଁମୁହିଁ ହୋଇଛନ୍ତି ପୋଲିସ-ଗ୍ରାମବାସୀ ।

New york
୧୮ ବର୍ଷୀୟ ଯୁବକ ଚଳାଇଲା ଆଖିବୁଜା ଗୁଳି, ଚାଲିଗଲା ୧୦ ଜଣଙ୍କ ପ୍ରାଣ

ତା’ନିକଟରୁ ଏକ ଅତ୍ୟାଧୁନିକ ମାରଣାସ୍ତ୍ର ଜବତ କରାଯାଇଛି ।

Vigilance Raid
ଭିଜିଲାନ୍ସ ହାତରେ ଭିଜିଲାନ୍ସ ଇନିସ୍‌ପେକ୍ଟର ମାନସୀ ଜେନା ଗିରଫ

୧୦ ଲକ୍ଷ ଟଙ୍କା ଲାଞ୍ଚ ନେଲା ବେଳେ ଗତକାଲି ସେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ।

Mahanga IIC
ଥାନାରେ ହାଜର ହେଲେ ମାହାଙ୍ଗା ଥାନା IIC, ପତ୍ନୀଙ୍କୁ ଗିରଫ କରିସାରିଛି ପୋଲିସ

ଭୁବନେଶ୍ୱର ଭିଜିଲାନ୍ସ କାର୍ଯ୍ୟାଳୟରେ ସେ ହାଜର ହୋଇଛନ୍ତି । ଭିଜିଲାନ୍ସ ନିର୍ଦ୍ଦେଶରେ ସେ ହାଜର ହୋଇଥିବା ଜଣାପଡିଛି ।

Saroj Padhi
ପୂର୍ବତନ ବିଧାୟକ ଉଭାନ୍‌ ! ୩ ଦିନ ହେଲା ପତ୍ତା ମିଳୁନି, ଅପହରଣ ସନ୍ଦେହ

ଗୁରୁବାର ସକାଳ ସାଢ଼େ ୮ଟାରେ ବାହାରିଥିଲେ ସରୋଜ । ତା’ରେ ସେ ଆଉ ଘରକୁ ଫେରିନାହାନ୍ତି ।

Firing
ଚଢ଼ାଉ ବେଳେ ପୋଲିସ ଉପରକୁ ଗୁଳି ଚଳାଇଲେ ଲୁଟେରା ଗ୍ୟାଙ୍ଗ୍‌; ୩ ଗିରଫ

ଲୁଟେରା ଗ୍ୟାଙ୍ଗକୁ ଧରିବାକୁ ଯାଇଥିବା ପୋଲିସ୍‌ ଉପରକୁ ଅତର୍କିତ ଗୁଳି ଚଳାଇଲେ ଲୁଟେରା । ଏହି ଫାୟାରିଂରେ କେହି ପୋଲିସ୍‌ କର୍ମୀ ଆହତ ହୋଇ ନ ଥିବା ବେଳେ ୩ ଲୁଟେରାଙ୍କୁ କାବୁ କରିବାରେ ସଫଳ ହୋଇଛି ପୋଲିସ୍‌ ।

Jitu Pattnaik
ED ରେଡ୍‌ ନେଇ ମୁହଁ ଖୋଲିଲେ ଖଣି ମାଲିକ ଜିତୁ ପଟ୍ଟନାୟକ

ଯାଞ୍ଚ ବେଳେ ଘରୁ ୫୫ ଲକ୍ଷ ଓ ଅଫିସ୍‌ରୁ ୧୪.୫ ଲକ୍ଷ ଟଙ୍କା ମିଳିଥିଲା । ଏତେ ପରିମାଣର ନଗଦ ଟଙ୍କା କେଉଁଠୁ ଆସିଲା ବୋଲି ପଚାରିଲେ ।

Brother Killed Sister Husband
ଭଉଣୀର ଧର୍ମ ପରିବର୍ତ୍ତନ ସହିପାରିଲାନି ଭାଇ, ଭିଣୋଇକୁ ମାରିଦେଲା

ଭଉଣୀ ମୁଣ୍ତରୁ ସିନ୍ଦୂର ପୋଛିଦେଲା ଭାଇ । ଘର ବିରୁଦ୍ଧରେ ବାହା ହେବାରୁ ପରିବାର ଲୋକେ ଭିଆଇଲେ ଏଭଳି ବିଭତ୍ସ କାଣ୍ତ ।

Prakash Majhi
ସତ ହୋଇଥିଲେ ସାଂଘାତିକ ! BJD ବିଧାୟକଙ୍କ ନାଁରେ ଯୌନ ଶୋଷଣ-ଭୃଣହତ୍ୟା ଅଭିଯୋଗ, ପୋଲିସ ରଖୁନି ଏତଲା

ବିଡ଼ିଓଙ୍କୁ ଆକ୍ରମଣ ଅଭିଯୋଗ ଦର୍ଶାଇ ଜଣେ ବିଜେପି ବିଧାୟକଙ୍କୁ ଗିରଫ କରିଥିବା ପୋଲିସ, ଏଭଳି ଜଘନ୍ୟ ଅପରାଧରେ ଜଡ଼ିତ ଶାସକ ଦଳ ବିଧାୟକଙ୍କ ପ୍ରତି କାହିଁକି ଏତେ ଅନୁକମ୍ପା ଦେଖାଉଛି ବୋଲି ଦଳ ପ୍ରଶ୍ନ କରିଛି ।

Attack on IIC
କୋରାପୁଟରେ IIC ଙ୍କୁ ଆକ୍ରମଣ ଘଟଣାରେ ଆକ୍ସନ୍ ମୁଡରେ ପୋଲିସ

କୋରାପୁଟ ଜିଲ୍ଲା ନନ୍ଦପୁର ଥାନା IIC ଙ୍କୁ ଆକ୍ରମଣ । ଆସାମୀଙ୍କୁ ଧରିବା ପାଇଁ ୩ ପ୍ଲାଟୁନ୍‌ ଫୋର୍ସ ମୂତୟନ।

Cyber Fraud
କେମିତି ବ୍ୟବହାର ହେଉଛି ଜାଲ ସିମ୍ କାର୍ଡ ? କେମିତି ହୁଏ ଠକେଇ ? କେମିତି ହୁଏ ସାଇବର ଫ୍ରଡ୍ ?

ବାୟର ସେଲର ଅଫ୍ ଓଟିପି ଗ୍ରୁପ୍ ସହ ସମ୍ପର୍କରେ ଥାଆନ୍ତି ପ୍ରିଆକ୍ଟିଭେଟେଡ୍ ସିମ୍ ଯୋଗାଉଥିବା ଦୋକାନୀ। 

Sand Mafia
ରାଜସ୍ୱ ମନ୍ତ୍ରୀଙ୍କ ଜିଲ୍ଲାରେ ଚାଲିଛି ବାଲି ଚୋରାଚାଲାଣର ସାହାଣମେଲା

ରାଜସ୍ୱ ମନ୍ତ୍ରୀଙ୍କ ଜିଲ୍ଲାରେ ଚାଲିଛି ବାଲି ଚୋରାଚାଲାଣର ସାହାଣମେଲା । ପ୍ରଶାସନ ଓ ବାଲି ମାଫିଆଙ୍କ ମଧୁଚନ୍ଦ୍ରିକାରେ ଲୁଟ୍ ହେଉଛି ବୁଢ଼ାବଳଙ୍ଗ ନଦୀର ବାଲି । ଆଇନ ଓ ସରକାରୀ ବ୍ୟବସ୍ଥା ଆଖିରେ ଅଙ୍ଗୁଳି ଗେଞ୍ଜି ମାଫିଆ ଖୋଳ କରିବାରେ ଲାଗିଛନ୍ତି ଚୀରସ୍ରୋତା ନଦୀକୁ ।

Brijesh Ray Murder
ପବ୍‌ରେ ଯୁବକଙ୍କୁ ବାଉନ୍‌ସରମାନେ ପିଟି ପିଟି ମାରିଦେଲେ

ଭିଡିଓରେ ଦେଖାଯାଇଛି ଯେ, ବ୍ରିଜେଶ ଏବଂ ତାଙ୍କ ସାଙ୍ଗମାନେ ବାର୍ ବାହାରକୁ ଆସୁଛନ୍ତି । ସେହି ସମୟରେ ମଲ୍‌ର କିଛି କର୍ମଚାରୀ ଏବଂ ବାଉନ୍‌ସରମାନଙ୍କ ସହିତ ସେମାନଙ୍କର ଯୁକ୍ତିତର୍କ ହେଉଛି ।

Superstition
ରାତାରାତି ଧନୀ ହେବା ଆଶାରେ ବାପାର ବଳି ଦେବାକୁ ପୁଅ କରିଥିଲା ପ୍ରସ୍ତୁତି, ଧରିଲା ପୋଲିସ

ସଂପତ୍ତି ଲୋଭ ହେଉ କି ପ୍ରତିପତି ହାସଲ ଲକ୍ଷ୍ୟ, ରାଜ୍ୟରେ ନରବଳିର ଅନେକ ନଜିର ରହିଛି ।

Vigilance Raid
ଭିଜିଲାନ୍ସ ଜାଲରେ ନିଲମ୍ବିତ ASI ! ରେଡ୍‌ ବେଳେ ଧରାପଡ଼ିଲା ଅପର୍ଯ୍ୟାପ୍ତ ସମ୍ପତ୍ତି

ମାଲକାନଗିରିର ଭଡ଼ା ଘର, ସୁନାବେଡ଼ାର ସରକାରୀ ଗୃହ, କୋରାପୁଟର ଦୁଇଟି ଘର ଏବଂ ଶ୍ୱଶୁର ଘର ସମେତ ୫ଟି ସ୍ଥାନରେ ଚଢାଉ କରିଛି ।

Crime
ମୁଥ ମାରି ଶିକ୍ଷାଧିକାରୀଙ୍କ ନାକ ଫଟାଇଦେଲେ ଦମ୍ପତି

DEOଙ୍କ ସହ ଆଲୋଚନା କରୁଥିବା ବେଳେ ଉଭୟ ପକ୍ଷଙ୍କ ମଧ୍ୟରେ ବଚସା ହୋଇଥିଲା ।

3 kg gold ornaments, Rs 2 lakh looted from Gunupur jeweler in broad daylight
ଦୋକାନ୍ ସାମ୍ନାରୁ ଲୁଟିନେଲେ ୩ କେଜି ସୁନା ଗହଣା

ଦୋକାନ ସାମ୍ନାରୁ ଲୁଟି ନେଲେ ୩ କେଜି ସୁନା ଗହଣା । ଗୁଣପୁର ହଳଦିଆ ନାଳ ନିକଟ ଗହଣା ଦୋକାନ ସାମ୍ନାରୁ ଏହି ଲୁଟ୍ ହୋଇଛି ।