ଆଶ୍ଚର୍ଯ୍ୟର କଥା ଯେ ହତ୍ୟା ପରେ କଟାମଣ୍ତକୁ ଧରି ସେଲଫି ନେଇଛନ୍ତି ଦୁର୍ବୃତ୍ତ ।
ଅର୍ଚ୍ଚନା ମୁହଁରେ ଲୁଚିରହିଛି କି ନାଗଫାଶର ସତ କାହାଣୀ ? ବଡ଼ବଡ଼ିଆଙ୍କ ମୁଖା ଖୋଲିବାକୁ ମଉକା ଖୋଜୁଛି କି ଅର୍ଚ୍ଚନା ? କାରଣ ଯେବେ ବି କୋର୍ଟରେ ହାଜର କରାଯାଉଛି, ମାମଲା ପଛର ସତ ବଖାଣିବାକୁ ଚେଷ୍ଟା କରୁଛି ଅର୍ଚ୍ଚନା । ହେଲେ ମିଡ଼ିଆ ଆଗରେ କୁହାଇ ଦେଉନି ପୋଲିସ । ଦିନେ ମିଡିଆକୁ ନାଲି ଆଖି ଦେଖାଇଥିବା ଅର୍ଚ୍ଚନା ଆଜି ପୋଲିସ ବିରୋଧରେ କରିଛି ବିଷୋଦ୍ଗାର ।
ପ୍ରଥମେ ନ୍ୟୁଡ୍କଲ୍ । ତାପରେ ବ୍ଲାକମେଲିଂ । ଆଉ ଶେଷରେ ସୁଇସାଇଡ୍ । ବରଗଡ଼ ବରପାଲି ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କର ମ୍ୟାନେଜର୍ ଦିବ୍ୟରଞ୍ଜନ ମିଶ୍ରଙ୍କ ଆତ୍ମହତ୍ୟା ମାମଲାର ୪ ମାସ ପରେ ଖୁଲାସା । ନିତି ଡରି ଡରି ବଞ୍ଚିବା ଅପେକ୍ଷା ଜୀବନକୁ ସାରିଦେବାକୁ ଭାବିଥିଲେ ଦିବ୍ୟରଂଜନ । ଆଉ ନେଇଥିଲେ ଚରମ ନିଷ୍ପତ୍ତି । ସୋନପୁର ପୋଲିସ୍ ଦିବ୍ୟରଞ୍ଜନ ସୁଇସାଇଡ୍ କେସ୍ ଉପରୁ ପରଦା ହଟାଇଛି ।
ବଲାଙ୍ଗିର ତୁରେକେଲା ଜଙ୍ଗଲରୁ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ୍ । ପ୍ରେମିକାକୁ ଗୁଳି କରି ହତ୍ୟା ପରେ ମୃତଦେହ ଜାଳି ଦେଇଥିଲା ପ୍ରେମିକ। ଛତିଶଗଡ଼ ରାୟରପୁର ଅଭିଯୁକ୍ତକୁ ଗିରଫ କଲା ବଲାଙ୍ଗିର ପୋଲିସ....
ପରମ୍ପରାର ଆଳ ଦେଖାଇ ମଦ ଆଉ ଜୁଆର ଆସର ଜମାଇଥିଲା ମାଲିକ । ହେଲେ ତାହାରି ଭିତରେ ଲହୁଲୁହାଣ ହେଉଥିଲେ ନୀରହ ଗଞ୍ଜା ମାନେ ।
ଅଞ୍ଜନଙ୍କ ମୃତଦେହକୁ ୨୨ ଖଣ୍ଡ କରାଯାଇଥିବା ଚର୍ଚ୍ଚା ହେଉଥିବା ବେଳେ, ପୋଲିସ କହିଛି ଫ୍ରିଜ୍ରେ ୧୦ ଖଣ୍ଡ କରି ରଖାଯାଇଥିଲା ।
ଫିଟିବ ନାଗଫାଶରେ ପଡ଼ିଥିବା ପ୍ରଭାବଶାଳୀଙ୍କ ଚିତ୍ର ଓ ଚରିତ୍ର। ଖୋଲିବ ନାଗ ସାମ୍ରାଜ୍ୟକୁ ଅହେତୁକ ଅନୁକମ୍ପା ଦେଖାଇଥିବା ବାବୁ ଭାୟାଙ୍କ ଅସଲ ରୂପ। ଆସନ୍ତା ସପ୍ତାହରେ ସାରା ଓଡ଼ିଶା ଦେଖିବ ହନିଟ୍ରାପ୍ ମାମଲାର ନୂଆ ଚେହେରା। କାରଣ ଲେଡ଼ି ବ୍ଲାକମେଲର୍ ଅର୍ଚ୍ଚନାର ଆର୍ଥିକ ସାମ୍ରାଜ୍ୟର ଗୁମର ଖୋଲୁଥିବା ଇଡ଼ି କାହାକୁ ବି ଛାଡ଼ିବା ମୁଡ୍ରେ ନାହିଁ।
ପ୍ରେମିକକୁ ବାରମ୍ବାର ଫୋନ୍ କରୁଥିଲେ, ହେଲେ ଫୋନ୍ ଉଠାଉଥିଲେ ଆଉ ଜଣେ ଯୁବତୀ। ଅନ୍ୟ ଯୁବତୀ ଫୋନ୍ ଉଠାଇବାରୁ ସମ୍ପୃକ୍ତ ଯୁବତୀ ପ୍ରେମିକ ଘରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି।
ଗତ ଦୁଇ ଦିନ ଧରି ପଲିଗ୍ରାଫ ଟେଷ୍ଟରେ ଶ୍ରଦ୍ଧା ମର୍ଡରର ନୂଆ ତଥ୍ୟ ସାମ୍ନାକୁ ଆସିଛି । ଦୃଶ୍ୟମ ଫିଲ୍ମ ଦେଖି ଆଫତାବ ଭିଆଇଥିଲା ଏହି କାଣ୍ତ ।
ପଡ଼ିଥିଲେ ଅର୍ଚ୍ଚନାର ନାଗଫାଶରେ । ଇଡ଼ି ଖୁଆଡ଼କୁ ଟଣାହେଲେ ବାବୁ ଭାୟା । ସମନ ପାଇଥିବା ୧୫ ଜଣିଆ ଟିମର ପ୍ରଥମ ପାଳିରେ ୨ ଜଣଙ୍କ ହାଜିରା । କୋଟିପତି ବିଜନେ୍ସମ୍ୟାନ୍ ଅମୀୟକାନ୍ତ ଦାସ ଏ.କେ.ଆସୋସିଏସଟ୍ସର ମାଲିକ ଆଜି ଇଡି ଜେରାର ସମ୍ମୁଖୀନ ହୋଇଛନ୍ତି । ପୂର୍ବରୁ ସମନ ପାଇଥିବା ଅମୀୟ ଆଜି ସକାଳ ପ୍ରାୟ ୯ଟାରେ ହାଜର ହୋଇଥିଲେ ଇଡି ଅଫିସରେ । କୁହାଯାଉଛି, ନାଗ-ଚାନ୍ଦ ଦମ୍ପତିଙ୍କୁ ଏହି ବ୍ୟବସାୟୀ ଦେଇଛନ୍ତି ୧୦ ଲକ୍ଷ ଟଙ୍କା
ଟିଡିପି ନେତାଙ୍କୁ ମରଣାନ୍ତକ ଆକ୍ରମଣ ! ନେତାଙ୍କ ଘରକୁ ପୂଜକ ବେଶରେ ଆସି ଆକ୍ରମଣ କଲା ଦୁର୍ବୃତ୍ତ ।
ଶ୍ରଦ୍ଧା(Shraddha murder case)ଙ୍କୁ ମାରିବା ପରେ ଘରକୁ ନୂଆ ପ୍ରେମିକା ନେଇ ଆସିଥିଲା ଅଭିଯୁକ୍ତ ।
କେମିକାଲରେ ରକ୍ତଭିଜା ଚଟାଣର ଦାଗ ସଫା କରିଥିଲା ଅଭିଯୁକ୍ତ
ଅଭିଯୁକ୍ତ ଅଫତାବ୍ ଦେଖିଥିଲା କ୍ରାଇମ ସୋ । ଆମେରିକାର କ୍ରାଇମ ସୋ ଡେକ୍ସଟର ଦେଖି ହତ୍ୟାକାଣ୍ଡ ଘଟାଇବାକୁ ଉତ୍ସାହିତ ହୋଇଥିଲା ।
ଘରୁ ଅଧିକ ଟଙ୍କା ପଇସା ନମିଳିବାରୁ ଡକାୟତଙ୍କ ନାରକୀୟ କାଣ୍ଡ ।
ମା’ର ସ୍ୱାର୍ଥର ନିଆଁରେ ଜଳିଗଲା ଝିଅ । ନିଜର ପ୍ରେମିକ ସହ ଝିଅକୁ ଜୋରଜବରଦସ୍ତି ବିବାହ କରାଇଛି ଜଣେ ପିଶାଚୀ ମା’ । ତା’ର ଅବୈଧ ପ୍ରେମରେ ନାବାଳିକା ଝିଅର ସ୍ୱପ୍ନ ଛାରଖାର ହୋଇଯାଇଛି । ଏମିତି ଜଘନ୍ୟ କାଣ୍ତ ମହାରାଷ୍ଟ୍ରର ପୁନେ ସହରରେ ଦେଖିବାକୁ ମିଳିଛି ।
ଖାଲି ଏତିକି ନୁହେଁ ବରଂ ସେ ସେକ୍ସ ରାକେଟ୍ରେ ବି ଜଡ଼ିତ । ଆଉ ସତ ଜାଣିବା ପରେ ସ୍ତ୍ରୀଙ୍କର ଉଡିଯାଇଥିଲା ହୋସ୍ ।
ବହୁଚର୍ଚ୍ଚିତ ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ୍ଙ୍କ ଆର୍ଥିକ ସାମ୍ରାଜ୍ୟରେ ପଶିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ହନିଟ୍ରାପ୍ ଓ ବ୍ଲାକ୍ମେଲିଂ କରି କାହାଠୁ କେଉଁ ଉପାୟରେ ବହୁ କୋଟିର ଧନସଂପତ୍ତି ହାସଲ କରିଥିଲେ ନାଗ-ଚାନ୍ଦ ଦମ୍ପତ୍ତି ? ତାର ଖୋଳତାଡ଼ ଆରମ୍ଭ କରିଛି ଇଡି । ଅର୍ଚ୍ଚନାଙ୍କ ବାପ ଘରଠୁ ଶାଶୁଘର, କଳାହାଣ୍ଡିରୁ କ୍ୟାପିଟାଲ୍ ଯାଏଁ ଏକକାଳୀନ ଇଡି ଛାପା ମାରିଛି
ଦଲାଲଙ୍କ ଉପରେ ଦମନଲୀଳା ଚଳାଇଛି ପୋଲିସ୍। ମେଡିକାଲରେ ଆଉ ଦଲାଲଗିରିକୁ ବରଦାସ୍ତ କରାଯିବନି ବୋଲି ଖୁଲମଖୁଲା ଦିଆଯାଇଛି ଚେତାବନୀ। କଟକ ଓ ବ୍ରହ୍ମପୁର ବଡ଼ ମେଡିକାଲ ପରେ ଏବେ ଭୁବନେଶ୍ୱର ଏମସ୍ ପାଳି।
ଏ ମଣିଷ ନା ଦାନବ । ଟଙ୍କା ପାଇଁ ନିଜ ଗର୍ଭବତୀ ସ୍ତ୍ରୀକୁ ବି ଛାଡ଼ିଲାନି ।
ଅର୍ଚ୍ଚନା ମାମଲାରେ କେନ୍ଦ୍ରୀୟ ଏଜେନ୍ସି ତଦନ୍ତ ନେଇ କାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଇଶାରା ଆଉ ଆଜି ଇଡିରେ ମାମଲା ଘଟଣାକୁ ନେଇ ବଢିଛି ବଡବଡିଆଙ୍କ ହାର୍ଟବିଟ୍ । ED କେଉଁ ଦିଗରେ ତଦନ୍ତ କରିବ, ରାଡାର୍ରେ କେଉଁମାନେ ରହିଛନ୍ତି ? ତାକୁ ନେଇ ପୁଣିଥରେ ଚର୍ଚ୍ଚା ଜୋର୍ ଧରିଛି । ଇଡି ତଦନ୍ତ ଦ୍ୱାରା ଶାସକ ଦଳ ନେତାଙ୍କ ମୁଖା ଖୋଲିବ ବୋଲି ବିଜେପି କହିଥିବା ବେଳେ କଂଗ୍ରେସ କହିଛି ସତ୍ୟାସତ୍ୟ ପଦାକୁ ଆସିବା ଦରକାର । ଜବାବରେ ବିଜେଡି କହିଛି, ନିର୍ବାଚନ ସମୟରେ ଏଭଳି ଧମକ ନଦେଇ, ତଦନ୍ତ କରନ୍ତୁ
କଲେଜରୁ ବସ୍ରେ ଫେରି ଚାଲି ଚାଲି ଗଲା ବେଳେ ଛାତ୍ରୀଙ୍କ ଉପରେ ଆକ୍ରମଣ ।
ଯୌତୁକ ନିର୍ଯାତନା ଦେଇ ମହିଳାଙ୍କୁ ହତ୍ୟା ଅଭିଯୋଗ କରାଯାଇଥିବା ଅଭିଯୋଗ ହୋଇଛି ।
ଗୁଣି କରିଥିବା ସନ୍ଦେହରେ ସ୍ୱାମୀକୁ ନିର୍ଧୁମ ଛେଚିଲେ, ସ୍ତ୍ରୀ ଥାନାରେ ଅଭିଯୋଗ କରିବାରୁ ପିଟି ପଟି ମାରିଦେଲେ ଗାଁ ଲୋକ ।