ହତ୍ୟାର ଠିକ୍ ଅଧ ଘଣ୍ଟାଏ ପୂର୍ବରୁ ଶୁଭଶ୍ରୀ କରିଥିବା ଶେଷ କଲ୍ର ଅବଧି ଥିଲା ୨୭ ସେକେଣ୍ଡ । ଆଉ ତା ପରେ ହିଁ ଘଟିଥିଲା ହତ୍ୟାକାଣ୍ଡ ।
ଘରୁ ଭିତରୁ କେମିତି ମିଳିଲା ମୃତଦେହ ? ପୁଅକୁ ଟ୍ୟୁସନରେ ଛାଡିବା ପରେ ଘରେ କେମିତି ହେଲା ମୃତ୍ୟୁ ? କଣ ରହିଛି କାରଣ ?
ଆମ ସ୍ୱାମୀ-ସ୍ତ୍ରୀ ଭିତରେ ଝଗଡା ହୋଇଥିଲା । କିନ୍ତୁ ପୋଲିସ ବାଲା ଆସି ମତେ ଜୋର ଜବରଦସ୍ତ ଉଠାଇ ନେଲେ। ମୁଁ ଯେତେ କାକୁତିମୀନତି ହେଲି କେହି ଶୁଣିଲେନି। ମୁଁ ରକ୍ତବାନ୍ତି କଲା ପରେ ବି ମତେ ଛାଡିଲେନି। ସେପଟେ ସ୍ତ୍ରୀ କହୁଛନ୍ତି ସ୍ୱାମୀଙ୍କ ନାଁରେ ମୁଁ କୌଣସି FIR ଦେଇନି। ମୋ ଆଗରେ ସ୍ୱାମୀଙ୍କୁ ମାରିଲେ ପୋଲିସ।
ଥାନାରେ ଏତଲା ପରେ ନାଏବ ସରପଞ୍ଚ ଫେରାର । ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି ପୋଲିସ ।
ଯାହାକୁ ଜୀବନଠୁ ଅଧିକ ଭଲ ପାଉଥିଲେ, ଯାହା ହାତ ଧରି ବାଟ ଚାଲିବାକୁ ଆଶା ରଖିଥିଲେ ସିଏ ହିଁ ବାଟ ମଝିରେ ଧୋକା ଦେଲେ। ବିବାହର ୧୨ ବର୍ଷ ପରେ ପତ୍ନୀର ବିଶ୍ୱାସରେ ବିଷ ମିଶାଇଲା ସ୍ୱାମୀ ।
କଥାରେ ଅଛି ରାଗ ହେଉଛି ବ୍ରହ୍ମ ଚଣ୍ଡାଳ । ସେଇ ରାଗ ହିଁ ମଣିଷର ସବୁଠୁ ବଡ଼ ଶତ୍ରୁ ।
ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ଆଶ୍ରମ ବିଦ୍ୟାଳୟରେ ଛାତ୍ର ଆକ୍ରମଣରେ ଛାତ୍ରର ମୃତ୍ୟୁ ।
ପୋଲିସ ବାବୁ ଆସାମୀକୁ ଧରିବା ପାଇଁ ଆତ୍ମଘୋଷିତ ବାବାଙ୍କ ସାହାଯ୍ୟ ମାଗୁଥିବାର ଭିଡିଓ ଭାଇରାଲ ହେବା ପରେ ସସ୍ପେଣ୍ତ ହେଲେ ASI ।
ଜାବେଜ ସାମୁଏଲ ନାମକ ଏହି ଅଭିଯୋଗକାରୀ କରିଛନ୍ତି ଯେ, ସେ ତାଙ୍କ ପତ୍ନୀ ଏବଂ ଜଣେ ସହକାରୀ ଗତ ୧୯ ଅକ୍ଟୋବର ୨୦୨୧ରେ ଚାରି ଘଣ୍ଟା ପାଇଁ ଏକ ଓଲା କ୍ୟାବ ଭଡ଼ାରେ ନେଇଥିଲେ ।
ନିଶାସକ୍ତ ଅବସ୍ଥାରେ ଘର ମାଲିକର ମୁଣ୍ତରେ ମାର୍ତୁଲ ପିଟି ହତ୍ୟା ପରେ ଶବ ସହ ସେଲ୍ଫି ନେଇ ଫେରାର ହୋଇଗଲା ଅଭିୟୁକ୍ତ ।
ବିବାହ ଭାଙ୍ଗିଯିବା ପରେ ବର ପକ୍ଷ ଲୋକ ଝିଅର ଜଣେ ସମ୍ପର୍କୀୟଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଦେଇଛନ୍ତି ।
ଚାକିରି ଖୋଜୁ ଖୋଜୁ ଅପରାଧୀ ପାଲଟିଥିବା ବିକାଶ ଏବେ ପୋଲିସ୍ ହାତରେ ଧରାପଡ଼ିଛି ।
ଦାରିଦ୍ର୍ୟତା ଯୋଗୁଁ ବିଧବା ମାଆ, ଝିଅ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି ।
ଗୁରୁ କନସଲଟାଣ୍ଟସ ସଂସ୍ଥାର ୩ କୋଟି ୯୦ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ । ପ୍ରଭାତ କହିଲେ ଜମିଜମା ସଂପର୍କିତ ମାମଲା, କୋର୍ଟରେ ପ୍ରମାଣ କରିବି ।
ଜୀବିକା, ଧର୍ମ ଓ ଇତିହାସ ସହ ଯୋଡ଼ି ହୋଇଛି ମୁଙ୍ଗେ ପାହାଡ଼ । ଐତିହାସିକ ପାହାଡ଼ ସୁରକ୍ଷା ପାଇଁ ତେଜିଲା ଅଞ୍ଚଳବାସୀଙ୍କ ଦାବି ।
ଏହି ଘଟଣାରେ ପତ୍ନୀଙ୍କ ପ୍ରାଣବାୟୁ ଉଡ଼ିଯାଇଥିବା ବେଳେ ସ୍ୱାମୀ କିନ୍ତୁ ଗୋଡ଼ ହାତ ଭାଙ୍ଗି ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।
ଦାଦନ ଖଟିବାକୁ ଯାଉଥିବା ବେଳେ ଧରିଲା ପୋଲିସ । ପିଲାମାନଙ୍କୁ ଉଦ୍ଧାର ପରେ ପରିବାର ଲୋକଙ୍କୁ ହସ୍ତାନ୍ତର ।
ଟିଏମସି ମନ୍ତ୍ରୀଙ୍କ ସମ୍ପର୍କୀୟଙ୍କ ଘରୁ ବାହାରିଲା ଏଭଳି ଗଦାଗଦା ଟଙ୍କା । ଟିଏମସି ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସମ୍ପର୍କୀୟ ଅର୍ପିତା ମୁଖାର୍ଜୀଙ୍କ ଘରୁ ପ୍ରାୟ ୨୦ କୋଟି ଟଙ୍କା ଜବତ କରିଛି ଇଡି ।
କ୍ରୋଧର ବହ୍ନିରେ ଜଳୁଥିଲେ ୮୫ ବର୍ଷିୟ ବାପା ପାଦୁକ ସାହୁ । ସେ ଏକ ପ୍ରକାର ପ୍ରତିଶୋଧ ପରାୟଣ ହୋଇଉଠିଥିଲେ ।
ପେଟ ଭିତରେ ଛୋଟ ଛୋଟ କ୍ୟାପ୍ସୁଲ୍ ଦ୍ୱାରା ହେରୋଇନ୍ ଗୁଡ଼ିକ ପ୍ୟାକ୍ ହୋଇ ରହିଥିଲା ।
ଜାଲ ଆଧାର, ଜାଲ ଫଟୋ, ଜାଲ ଦସ୍ତଖତରେ ହେଲା ଜମି କିଣାବିକା ହୋଇଥିବା ଅଭିଯୋଗ ହୋଇଛି ।
ୟୁପିରେ ତାଙ୍କ ନାଁରେ ରୁଜୁ ହୋଇଥିବା ସମସ୍ତ ଏଫଆଇଆରକୁ ସୁପ୍ରିମକୋର୍ଟ ଦିଲ୍ଲୀକୁ ସ୍ଥାନାନ୍ତରଣ ମଧ୍ୟ କରିଛନ୍ତି ।
ପୋଲିସ ଏନ୍କାଉଣ୍ଟର ବେଳେ ବିପରିତ ଦିଗରୁ ମଧ୍ୟ ଗୁଳି ବର୍ଷା ହୋଇଥିଲା । ଏଥିରେ ୩ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି ।