• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

Rohit Sharma
Viral Video: ମଇଦାନ ବାହାରେ ସାଙ୍ଗ, ଭିତରେ ବି ସାଙ୍ଗ: ଧାୱନ୍‌ଙ୍କ ପରାମର୍ଶ ମାନିଲେ ଆଉ ଜିତିଲେ..

ଗତକାଲି ଚଳିତ ସଂସ୍କରଣର ୪୬ ନମ୍ବର ମ୍ୟାଚ୍‌ରେ ଉଭୟ ଦଳ ମୋହାଲିରେ ମୁହାଁମୁହିଁ ହୋଇଥିଲେ । ଆଉ ମ୍ୟାଚ୍‌ ଆରମ୍ଭ ପୂର୍ବରୁ ଟଚ୍‌ ପକାଇବା ପାଇଁ ଉଭୟ ଦଳର ଅଧିନାୟକ ମଇଦାନକୁ ଆସିଥିଲେ । ଶିଖର ଧାୱନ୍‌ କଏନ୍‌ ଫିଙ୍ଗିଥିବା ବେଳେ ରୋହିତ ଶର୍ମା ହେଡ୍‌ ଡାକି ଟଚ୍‌ ଜିତିଥିଲେ ।

Cricketer Mohammed Shami Continues To Have Extra-Marital Affairs Alleges Estranged Wife
ଟିମ୍‌ ଇଣ୍ଡିଆ କ୍ରିକେଟରଙ୍କ ପତ୍ନୀ ଆଣିଲେ ସାଂଘାତିକ ଅଭିଯୋଗ- ‘ମୋ ସ୍ୱାମୀ ହୋଟେଲରେ ଦେହଜୀବୀଙ୍କ ସହ...’

ବର୍ତ୍ତମାନ ଆଇପିଏଲ୍‌ ମ୍ୟାଚ୍‌ ଖେଳୁଥିବା ତଥା ଟିମ୍‌ ଇଣ୍ଡିଆ କ୍ରିକେଟର ମହମ୍ମଦ ସାମିଙ୍କ ପତ୍ନୀ ସାଂଘାତିକ ଅଭିଯୋଗ ଆଣିଛନ୍ତି। ପତ୍ନୀଙ୍କ ଏଭଳି ସାଂଘାତିକ ଅଭିଯୋଗ ପରେ ସେ ଅଡୁଆରେ ପଡ଼ିପାରନ୍ତି ବୋଲି କୁହାଯାଉଛି।

  • Wednesday, 03 May 2023
virat kohli and gautam gambhir argument during ipl
କୋହଲି-ଗମ୍ଭୀର କଥା କଟାକଟି: କିଛି ବି ‘ବିରାଟ’ ଓ ‘ଗମ୍ଭୀର’ ନୁହେଁ, ଚର୍ଚ୍ଚାରେ ୟୁପି ପୋଲିସ୍‌ର ଏହି ଟ୍ୱିଟ୍‌...

ଖାଲି ଚର୍ଚ୍ଚା ନୁହେଁ କୋହଲି ଓ ଗମ୍ଭୀରଙ୍କ ମଧ୍ୟରେ ହୋଇଥିବା ଏହି କଥା କଟାକଟି ବେଳର ଦୃଶ୍ୟ ଓ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଏବେ ଏହି ମାମଲାକୁ ନେଇ ୟୁପି ପୋଲିସ୍‌ର ଅଫିସିଆଲ୍‌ ଟ୍ୱିଟର ହ୍ୟାଣ୍ଡେଲ୍‌ରୁ ଏକ ଟ୍ୱିଟ୍‌ କରାଯାଇଛି।

Virat Kohli and Gautam Gambhir having a heated exchange in ipl mtch
ଆଇପିଏଲ ମ୍ୟାଚ୍‌ରେ କୋହଲି-ଗମ୍ଭୀର କଥା କଟାକଟି, ଦୁହିଁଙ୍କ କଟିଲା ମ୍ୟାଚ ଫି'

ହୋମ୍‌ ଗ୍ରାଉଣ୍ଡରେ ଲକ୍ଷ୍ନୌକୁ ହରାଇ ବଦଲା ନେଇଥିଲା ବାଙ୍ଗାଲୋର୍‌। ହେଲେ କାଲି ଏହି ମ୍ୟାଚ୍‌ରେ ଦେଖିବାକୁ ମିଳିଥିଲା ଭିନ୍ନ ଦୃଶ୍ୟ। ମ୍ୟାଚ୍‌ ସରିବା ପରେ ଗମ୍ଭୀର ଓ କୋହଲି କଥା କଟାକଟି ହୋଇଥିଲେ। 

Preity Zinta
ଖେଳାଳିଙ୍କ ଲାଗି ୧୨୦ ପରଟା ବେଲିଲେ ପ୍ରୀତି ଜିଣ୍ଟା

ଏକ ଖେଳ ଚ୍ୟାନେଲର ଜଣେ ଆଙ୍କର ପ୍ରୀତି ଜିଣ୍ଟାଙ୍କୁ କିଛି ପ୍ରଶ୍ନ କରିଥିଲେ । ଆଉ ପ୍ରୀତି କହିଥିଲେ, ପୁଅମାନେ ଏତେ ଖାଆନ୍ତି ବୋଲି ମୁଁ ଭାବିନଥିଲି । ଯେତେବେଳେ ସେ ଦକ୍ଷିଣ ଆଫ୍ରିକାରେ ଥିଲେ, ଖାଇବା ସମୟରେ ତାଙ୍କୁ ଭଲ ପରଟା ଦିଆଯାଇନଥିଲା । ଏହାକୁ ଦେଖି ସେ ପରଟା ଶିଖିବାକୁ ଇଚ୍ଛା କରିଥିଲେ । ପରେ ପରଟା ତିଆରି କରିବା ବି ଶିଖିଥିଲେ । ପରେ ଖେଳାଳିମାନେ କହିଥିଲେ ପରଟା ତିଆରି କରିବାକୁ...

IPL India
ଖେଳାଳିଙ୍କ ଲାଗି ୧୨୦ ପରଟା ବେଲିଲେ ପ୍ରୀତି ଜିଣ୍ଟା

ଏକ ଖେଳ ଚ୍ୟାନେଲର ଜଣେ ଆଙ୍କର ପ୍ରୀତି ଜିଣ୍ଟାଙ୍କୁ କିଛି ପ୍ରଶ୍ନ କରିଥିଲେ । ଆଉ ପ୍ରୀତି କହିଥିଲେ, ପୁଅମାନେ ଏତେ ଖାଆନ୍ତି ବୋଲି ମୁଁ ଭାବିନଥିଲି । ଯେତେବେଳେ ସେ ଦକ୍ଷିଣ ଆଫ୍ରିକାରେ ଥିଲେ, ଖାଇବା ସମୟରେ ତାଙ୍କୁ ଭଲ ପରଟା ଦିଆଯାଇନଥିଲା । ଏହାକୁ ଦେଖି ସେ ପରଟା ଶିଖିବାକୁ ଇଚ୍ଛା କରିଥିଲେ । ପରେ ପରଟା ତିଆରି କରିବା ବି ଶିଖିଥିଲେ । ପରେ ଖେଳାଳିମାନେ କହିଥିଲେ ପରଟା ତିଆରି କରିବାକୁ...

Ajinkya Rahane's career is back on track
ଟ୍ରାକ୍‌କୁ ଫେରୁଛି ଅଜିଙ୍କ୍ୟ ରାହାଣେଙ୍କ କ୍ୟାରିଅର୍‌

ଅଜିଙ୍କ୍ୟ ରାହାଣେଙ୍କ ୨.୦ ଅବତାରକୁ ନେଇ ଏବେ ବେଶ୍ ଚର୍ଚ୍ଚା। ସେ ଆଇପିଏଲ୍ ୨୦୨୩ରେ ଦମଦାର ବ୍ୟାଟିଂ ପ୍ରଦର୍ଶନ କରୁଥିବା ବେଳେ ନିକଟରେ ଡବ୍ଲ୍ୟୁଟିସିର ଫାଇନାଲ୍ ମ୍ୟାଚ୍ ପାଇଁ ୧୫ ମାସର ବ୍ୟବଧାନ ପରେ ଭାରତୀୟ ଟେଷ୍ଟ୍‌ ଟିମ୍‌ରେ ସ୍ଥାନ ପାଇଛନ୍ତି। ଏବେ ଟ୍ରାକ୍‌କୁ ଫେରୁଛି ରାହାଣେଙ୍କ କ୍ୟାରିଅର।

Ishan Kishan and Shubman Gill slap each other video goes viral
ଆଇପିଏଲ୍‌ ୨୦୨୩: ଫିଲ୍ଡ ଭିତରେ ପରସ୍ପରକୁ ଚାପୁଡ଼ା ମାରିଲେ ଶୁବମନ୍‌ - ଇସାନ ! ଭିଡିଓ ଭାଇରାଲ୍‌...

ଫିଲ୍ଡରେ ଶୁବମନ୍‌ ଓ ଇସାନ ଉଭୟ ପ୍ରତିଯୋଗୀ ହୋଇଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ଭଲ ବନ୍ଧୁତା ରହିଛି। ଏମାନଙ୍କର ଏହି ବନ୍ଧୁତ୍ୱ ନା ଖାଲି ଫିଲ୍ଡ ଭିତରେ ଦେଖିବାକୁ ମିଳିଛି ଫିଲ୍ଡ ବାହାରେ ମଧ୍ୟ ନଜର ଆସିଛି।

Wrestler protest In India, Fir Lodged Against BJP MP WFI Chief Brij Bhushan
Wrestler Protest In India: BJP ସାଂସଦ ବ୍ରିଜଭୂଷଣଙ୍କ ବିରୋଧରେ FIR

ଯୌନ ନିର୍ଯାତନା ଅଭିଯୋଗରେ ରେସଲରଙ୍କ ଧାରଣା ଜାରି । ଯନ୍ତରମନ୍ତର ଧାରଣାରେ ବସିଛନ୍ତି କୁସ୍ତିଯୋଦ୍ଧା ।

We deserved to lose says virat kohli
କୋଲକାତା ଠାରୁ ପରାଜୟ ପରେ ବିରାଟ କହିଲେ- ଆମେ ହାରିବାକୁ ଯୋଗ୍ୟ

ପ୍ରଥମାର୍ଦ୍ଧରେ ବିରାଟ ବାହିନୀ ବ୍ୟାଟିଂ ଭଲ ପ୍ରଦର୍ଶନ ଥିଲେବି ଦ୍ୱିତୀୟାର୍ଦ୍ଧରେ ଚକ୍‌ମା ଦେଖାଇଥିଲେ କେକେଆର୍‌ ବୋଲର୍‌।   

RCB Fans
‘RCB ଆଇପିଏଲ୍‌ ଟ୍ରଫି ନଜିତିବା ଯାଏଁ ମୁଁ ସ୍କୁଲ୍ ଯିବିନି’

୨୦୦୮ରୁ ଏଯାଁଏ ଆଇପିଏଲ୍‌ କୌଣସି ସଂସ୍କରଣରେ ବି ଆର୍‌ସିବି ଟ୍ରଫି ଜିତି ନାହିଁ । ପୂର୍ବରୁ ଦଳ ଆଇପିଏଲ୍‌ ଫାଇନାଲ ଖେଳିଥିଲେ ମଧ୍ୟ ଟ୍ରଫି ହାତେଇବାରେ ଅସମର୍ଥ ହୋଇଛି । ଯାହାକୁ ନେଇ ଲୋକେ ସୋସିଆଲ୍‌ ମିଡିଆରେ ବାରମ୍ବାର ଟ୍ରୋଲ କରୁଥିବାର ମଧ୍ୟ ଦେଖିବାକୁ ମିଳିଛି । ଯେତେ ବି ଟ୍ରୋଲ୍‌ ହେଉ ନା କାହିଁକି ଏବେବି ଆର୍‌ସିବିର କୋଟି କୋଟି ଫ୍ୟାନ୍ସ ରହିଛନ୍ତି । ଯେଉଁମାନେ ଷ୍ଟାଡିୟମରେ ଆସି ଟିମ୍‌କୁ ସପୋର୍ଟ କରୁଛନ୍ତି ।

Rishabh Pant
ଏସିଆ କପ୍‌ ଓ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲେ ଋଷଭ ପନ୍ତ

ଚଳିତବର୍ଷ ସେପ୍ଟେମ୍ବରରେ ଏସିଆ କପ୍‌ ହେବାକୁ ଥିବା ବେଳେ ଅକ୍ଟେବର-ନଭେମ୍ବରରେ ଭାରତରେ ଦିନିକିଆ ବିଶ୍ୱକପ୍‌ ଖେଳାଯିବ । ଏଥିରୁ ବାଦ ପଡ଼ିଲେ ୱିକେଟ୍‌ କିପର୍‌ ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ ।

Virat Kohli ‍& Anushka Sharma
ଫ୍ୟାନ୍‌ଙ୍କ ଉପରେ ଚିହିଁକି ଉଠିଲେ ବିରାଟ, କହିଲେ ଅନୁଷ୍କାଠୁ...

ଭାରତର ଚର୍ଚ୍ଚିତ ଯୋଡ଼ି ବିରାଟ-ଅନୁଷ୍କା(ବିରୁଷ୍କା) ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ବିରାଟଙ୍କ ନାକ ଅଗରେ ରହିଥାଏ ରାଗ । ତେବେ ଜଣେ ଫ୍ୟାନ୍ସଙ୍କ ଉପରେ ଚିହିଁକି ଉଠିଲେ ବିରାଟ..ଦେଖନ୍ତୁ ଭିଡିଓ..

World Test Championship
WTC Final: ଟିମ୍‌କୁ ଫେରିଲେ ରାହାଣେ, ବାଦ୍‌ ପଡ଼ିଲେ ବୁମ୍ରା ଓ ଶ୍ରେୟସ୍

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌ ପାଇଁ ୧୫ ଜଣିଆ ଭାରତୀୟ ଟିମ୍‌ ଘୋଷଣା କରାଯାଇଛି ।

Indian Hockey Team
ଭାରତୀୟ ହକି ଦଳର ଆଉ ୧୦ ବର୍ଷ ପ୍ରାୟୋଜକ ହେବ ଓଡ଼ିଶା

୨୦୩୩ ଯାଏଁ ଭାରତୀୟ ହକି ଦଳର ପ୍ରାୟୋଜକ ଭାବେ ଓଡ଼ିଶା ଖଣି ନିଗମ ରହିବ ବୋଲି ଆଜି କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି ।

Sachin Tendulkar Birthday
କ୍ରିକେଟ୍‌ର ମହାନାୟକ 50 Not Out ! ଜନ୍ମଦିନରେ ସଚିନ୍‌ଙ୍କୁ ଚାରିଆଡୁ ଶୁଭେଚ୍ଛା

ସେ କ୍ରିକେଟ୍‌ର ଭଗବାନ । କିମ୍ବଦନ୍ତୀ କ୍ରିକେଟର ଏବଂ ଭାରତୀୟ କ୍ରିକେଟର କୋହିନୁର। ବିଶ୍ବର ବଡ଼ ବଡ଼ ଦୁର୍ଦ୍ଦଷ ବୋଲରଙ୍କ ନିଦ ହଜାଇଛନ୍ତି, କୋଟି କୋଟି ଫ୍ୟାନ୍ସଙ୍କ ମୁହଁରେ ହସ ଭରିଛନ୍ତି । କ୍ରିକେଟ ତାଙ୍କ ପାଇଁ ଜୀବନ । ସତେ ଯେମିତି କ୍ରିକେଟ ପାଇଁ ହିଁ ତାଙ୍କର ଜନ୍ମ ।

Wrestlers stage protest at Jantar Mantar
ମାମଲା ରୁଜୁ ପାଇଁ ସୁପ୍ରିମକୋର୍ଟ ଗଲେ କୁସ୍ତିଯୋଦ୍ଧା

ଏକ ସମ୍ବେଦନଶୀଳ ମାମଲାରେ ନା ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ନା ଏ ସଂପର୍କିତ ସରକାରୀ ପାନେଲ ରିପୋର୍ଟ ଏଯାଏଁ ସାର୍ବଜନୀନ କରାଯାଇଛି।

Virat Kohli dancing on one leg
ଅନୁଷ୍କାଙ୍କ ସହ ଗୋଟିଏ ଗୋଡ଼ରେ ନାଚିଲେ କୋହଲି

ଅପଲୋଡ୍‌ କରିବାର କେଇ କ୍ଷଣ ପରେ ଶହ ଶହ କମେଣ୍ଟ ଆସିବା ସହ ବିରାଟ ଓ ଅନୁଷ୍କାଙ୍କ  ଲଭ୍‌ କେମେଷ୍ଟ୍ରିଙ୍କୁ ପସନ୍ଦ କରିଛନ୍ତି ଫ୍ୟାନ୍ସ। ଅନେକ ୟୁଜର ଉଭୟଙ୍କୁ ରାଜା ରାଣୀ ବୋଲି ସମ୍ବୋଧିତ କରିଛନ୍ତି। 

MS Dhoni
ପୁଣି ଦେଖିବାକୁ ମିଳିଲା ଧୋନି ‘ରିଭ୍ୟୁ ସିଷ୍ଟମ୍’ର କମାଲ୍‌ ! ଅମ୍ପାୟାର୍‌ଙ୍କୁ ବଦଳାଇବାକୁ ପଡ଼ିଲା ନିଷ୍ପତ୍ତି

କୋଲକାତା ନାଇଟ୍ ରାଇଡର୍ସ (KKR) ବିପକ୍ଷ ମ୍ୟାଚରେ ମଧ୍ୟ ଦଳର ଧୁଆଁଧାର ବ୍ୟାଟିଂ ଦେଖିବାକୁ ମିଳିଥିଲା । ଯେଉଁଥି ପାଇଁ ସିଏସକେ ୨୦ ଓଭରରେ ୨୩୫ ରନ୍ ସଂଗ୍ରହ କରିଥିଲା ।

Sachin Tendulkar Birthday
ସଚିନ @ ୫୦ : ମୈଦାନରୁ ଆଉଟ, ହେଲେ ଫ୍ୟାନସଙ୍କ ହୃଦୟରେ ସର୍ବଦା ନଟଆଉଟ୍....

୫୦ ବର୍ଷରେ ପାଦ ଥାପିଲେ ମାଷ୍ଟର ବ୍ଲାଷ୍ଟର । କିମଦନ୍ତୀଙ୍କ ବାର୍ଥ ଡେରେ ବିଶ୍ୱର କୋଣ ଅନୁକୋଣରୁ ଛୁଟିଲା ଶୁଭେଚ୍ଛାର ସୁଅ ।

10 records of little master which made him god of cricket
Happy Birthday: ଏହି ୧୦ ପଏଣ୍ଟ୍ ଯୋଗୁଁ ସଚିନ 'ଗଡ୍ ଅଫ୍ କ୍ରିକେଟ୍'

ସଚିନ ତେନ୍ଦୁଲକର ୨୪ ବର୍ଷର କ୍ୟାରିଅରରେ ଅନେକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି, ଯାହାକୁ ଭାଙ୍ଗିବା କଷ୍ଟକର। ଯେବେ ବି ସେ ପଡ଼ିଆକୁ ଆସୁଥିଲେ, ଏକ ରେକର୍ଡ ସୃଷ୍ଟି କରୁଥିଲେ। ତାଙ୍କର ଏହି ଚମତ୍କାର ହେତୁ ତାଙ୍କୁ 'ଗଡ୍ ଅଫ୍ କ୍ରିକେଟ୍' ବୋଲି କୁହାଯାଏ। ତାଙ୍କର ଅନେକ ରେକର୍ଡ ମଧ୍ୟରୁ ଆସନ୍ତୁ ୧୦ଟି ବଡ ରେକର୍ଡ ଉପରେ ନଜର ପକେଇବା।

Arshdeep shatters middle stumps during ipl match
IPLରେ ୨ଟି ଦୀମୀ ଷ୍ଟମ୍ପ ଭାଙ୍ଗିଦେଲେ ଅର୍ଶଦୀପ, ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହିବ କିଏ ?

ବିଜୟର ଆଶା ରଖିଥିଲା ମୁମ୍ବାଇ ହେଲେ, ଯାହାକୁ ଧୂଳିସାତ୍‌ କରିଦେଇଥିଲେ ଅର୍ଶଦୀପ।

ବାଇଶର ଫିନିଶର୍ ତେଇଶରେ ଫିନିଶ୍!
କ୍ୟାରିଅର୍‌ର ଅନ୍ତିମ ସୋପାନରେ ଦିନେଶ କାର୍ତ୍ତିକ

ଆଇପିଏଲ୍‌ର ପୂର୍ବ ସିଜନ୍‌ରେ ଦିନେଶ କାର୍ତ୍ତିକ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଫିନିଶର୍ ଭୂମିକାକୁ ସୁଚାରୁ ରୂପେ ତୁଲାଇଥିଲେ, ହେଲେ ଚଳିତ ସିଜନ୍‌ରେ ସେହି ଭୂମିକା ଆଉ ତାଙ୍କୁ ସୁହାଉ ନାହିଁ। ତାଙ୍କ ବ୍ୟାଟିଂ ପ୍ରଦର୍ଶନ ଫିକା ପଡ଼ିଗଲାଣି। କ୍ୟାରିଅରର ଅନ୍ତିମ ସୋପାନରେ ପହଞ୍ଚିଲେଣି କାର୍ତ୍ତିକ।

Mahendra Singh Dhoni
ଆଇପିଏଲ୍‌ରେ ଧୋନି ଯୁଗର ଅନ୍ତ; ଅବସର ନେଇ ଦେଲେ ଇସାରା

ପୁଣିଥରେ ଫ୍ୟାନ୍ସଙ୍କୁ ନିରାଶ କରିଛନ୍ତି ଧୋନି । ଧୋନିଙ୍କ ମନ୍ତବ୍ୟରେ ଭାବପ୍ରବଣ ହୋଇଉଠିଲେ ଫ୍ୟାନ୍ସ । ନିଜର ଅବସର ନେଇ ଦେଲେ ଇସାରା ।

IPL 2023 Jadeja fumes at Klaasen after bizarre clash denies wicket
ପ୍ରଥମେ ଧକ୍କା, ତା’ପରେ ବୁଲି ବୁଲି ଚାହିଁଲେ...ମ୍ୟାଚ୍‌ ମଝିରେ ରାଗିଲେ ଜାଡେଜା

ମ୍ୟାଚ୍‌ ବେଳେ ପଡ଼ିଆରେ ଏମିତି କିଛି ଘଟିଥିଲା, ଯାହାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ହାଇଦ୍ରାବାଦ ଟିମ୍‌ର ବ୍ୟାଟ୍ସମ୍ୟାନ୍ ହେନରିକ୍‌ କ୍ଲାସନ୍‌ଙ୍କ ଉପରେ ଜାଡେଜା ରାଗି ଯାଇଥିଲେ।