ଭାରତୀୟ ଚେସ ଗ୍ରାଣ୍ଡମାଷ୍ଟର ଡି. ଗୁକେଶ ଦେଶର ଏକ ନମ୍ବର ଚେସ ଖେଳାଳି ପାଲଟିଛନ୍ତି। ଅର୍ଜୁନ ଇରିଗାସୀଙ୍କୁ ହଟାଇ ଗୁକେଶ ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି।
ଚେସ୍ ପ୍ରତିଯୋଗିତାରେ କିମ୍ବଦନ୍ତୀ ବିଶ୍ୱନାଥନ୍ ଆନନ୍ଦଙ୍କ ରେକର୍ଡ ଭାଙ୍ଗିଲେ ଡି ଗୁକେଶ।