/odishatv-khabar/media/post_attachments/uploadimage/library/16_9/16_9_0/IMAGE_1691861666.jpg)
Asian Champions Trophy
ଏସିଆନ ଚାମ୍ପିଅନସ ଟ୍ରଫି ହକିରେ ଭାରତର ଜବରଦସ୍ତ ବିଜୟ। ପୁଣି ଚାମ୍ପିଅନ୍ ହେଲା ଭାରତ। ଚେନ୍ନାଇରେ ମାଲେସିଆକୁ ୪-୩ ଗୋଲରେ ହରାଇ ଭାରତ ଆଜି ଚାମ୍ପିଅନ୍ ହୋଇଛି। ଏହି ବିଜୟ ସହ ଭାରତ ଚତୁର୍ଥ ଥର ପାଇଁ ଏସିଆନ ଚାମ୍ପିଅନ୍ସ ଟ୍ରଫି ଜିତିଛି। ଏହାପୂର୍ବରୁ ୨୦୧୧ ଓ ୨୦୧୬ରେ ଭାରତ ଚାମ୍ପିଅନ୍ ହୋଇଥିଲାା। ୨୦୧୮ରେ ପାକିସ୍ତାନ ସହ ଯୁଗ୍ମ ଚାମ୍ପିଅନ୍ ହୋଇଥିବାବେଳେ ଏଥର ପୁଣି ଚାମ୍ପିଅନ ହୋଇ ଭାରତ ଇତିହାସ ରଚିଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)