• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

Ind Vs Aus
ଆଜି ଦ୍ୱିତୀୟ ଦିନିକିଆ; ସିରିଜ୍ ବିଜୟ ଲକ୍ଷ୍ୟରେ ଭାରତ

ଇନ୍ଦୋରରେ ଆଜି ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆ । ପ୍ରଥମ ମ୍ୟାଚ୍ ଜିତି ଥିବାରୁ ସିରିଜ୍ ବିଜୟ ଲକ୍ଷ୍ୟରେ ଭାରତୀୟ ଦଳ ।

Asian Games 2023
Asian Games: ୨ଟି ରୌପ୍ୟ, ଗୋଟିଏ ବ୍ରୋଞ୍ଜ ଜିତିଲା ଭାରତ... ଫାଇନାଲରେ ମହିଳା କ୍ରିକେଟ୍ ଟିମ୍‌

ଭାରତୀୟଙ୍କ ପାଇଁ ଆଜି ସୁପର୍‌ ସଣ୍ଡେ। କାରଣ ଡବଲ୍ ରୌପ୍ୟରୁ ଏସିଆନ୍ ଗେମ୍ସରେ ଅଭିଯାନ ଆରମ୍ଭ କରିଛି ଭାରତ।

  • Sunday, 24 September 2023
Team India
ବିଶ୍ୱ କ୍ରିକେଟରେ ’କିଙ୍ଗ୍’ ଟିମ୍ ଇଣ୍ଡିଆ; ସବୁ ଫର୍ମାଟରେ ନମ୍ବର ୧

କ୍ରିକେଟ୍‌ର ସବୁ ଫର୍ମାଟରେ ରାଜ୍‌ କରୁଛି ଟିମ୍‌ ଇଣ୍ତିଆ । ଟେଷ୍ଟ ହେଉ ବା ଦିନିକିଆ କିମ୍ବା ଟି-ଟ୍ୱେଣ୍ଟି ସବୁଥିରେ ଭାରତ ନଂ ୱାନ୍‌ । ଗତକାଲି ଅଷ୍ଟ୍ରେଲିଆ ବିପକ୍ଷରେ ବିଜୟ ସହ ଟିମ୍‌ ଇଣ୍ତିଆ ଦିନିକିଆରେ ନଂ ୱାନ୍‌ ସ୍ଥାନ ହାସଲ କରିଛି ।

Asian Games
ଏସିଆନ୍‌ ଗେମ୍‌ସ: ୪୦ ବର୍ଗରେ ୪୮୧ଟି ସ୍ୱର୍ଣ୍ଣ ପଦକ ପାଇଁ ହେବ ଫାଇଟ୍

ଟ୍ରାକ ଆଣ୍ଡ ଫିଲଡ ଇଭେଣ୍ଟରେ ଓଡ଼ିଆ ଜାଭେଲିନ ଫିଙ୍ଗାଳି କିଶୋର ଜେନାଙ୍କ ଉପରେ ମେଡାଲ ଆଶା ରହିଛି।

India - Australia
ଭାରତ-ଅଷ୍ଟ୍ରେଲି‍ଆ ପ୍ରଥମ ଦିନିକିଆ, ଖେଳିବେନି ବିରାଟ-ରୋହିତ

ଏହି ମ୍ୟାଚ୍ ଉଭୟ ଦଳ ପାଇଁ ବେଶ୍ ଗୁରୁତ୍ୱବହନ କରୁଛି । ଏହି ସିରିଜ ଜିତି ବିଶ୍ୱକପରେ ଫେଭରାଇଟ୍ ଟିମ ଭାବେ ଟିମ ଇଣ୍ଡିଆ ପଡିଆକୁ ଓହ୍ଲାଇବାର ଲକ୍ଷ ରଖିଛି ।

Team India New Jersey
ନୂଆ ଜର୍ସି ନୂଆ ଜୋସ୍‌; ବିଶ୍ୱକପ୍‌ ଜର୍ସିରେ ତ୍ରିରଙ୍ଗାର ଝଲକ

ଆଦିଦାସର ନୂଆ ଜର୍ସିରେ ଖେଳାଳିମାନଙ୍କ କାନ୍ଧରେ ଥିବା ୩ଟି ଧଳାଗାରକୁ ବଦଳାଇ ତ୍ରିରଙ୍ଗାର ରଙ୍ଗକୁ ସ୍ଥାନ ଦିଆଯାଇଛି ।

Anthem Release
ICC କ୍ରିକେଟ ବିଶ୍ୱକପ ଆନ୍ଥେମ ରିଲିଜ..ନଜର ଆସିଲେ ଅଭିନେତା ରଣବୀର ସିଂ

ICC କ୍ରିକେଟ ବିଶ୍ୱକପ ୨୦୨୩ର ଆନ୍ଥେମ ‘ଦିଲ ଜଶନ ବୋଲେ’ ରିଲିଜ ହୋଇଛି ।

Cricket World Cup 2023 how was the 1975 Cricket World Cup
Cricket World Cup 2023: କିପରି ଥିଲା ୧୯୭୫ର ବିଶ୍ୱକପ୍ କ୍ରିକେଟ୍; ଗାଭାସ୍କର କାହିଁକି ଖେଳିଥିଲେ ଧିମା ଇନିଂସ୍

ବର୍ତ୍ତମାନ ଭାରତ ଅତି ସହଜରେ ଏସିଆ କପ୍ ଟାଇଟଲ୍ ଜିତିଥିବାରୁ ଏଥର ବିଶ୍ୱକପ୍ ଟାଇଟଲ୍ ଜିତିବା ପାଇଁ ଭାରତୀୟ ଟିମ୍ ମୁଖ୍ୟ ଦାବିଦାର ହେବା ଆଶା ଆହୁରି ବଢିଯାଇିଛି। ଏହି କଳ୍ପନା ଜଳ୍ପନା ଭିତରେ ଆସନ୍ତୁ କ୍ରିକେଟ୍ ବିଶ୍ୱକପ୍‌କୁ ନେଇ ଏହାର ଇସିହାସ ଜାଣିନେବା।

The highlight of Gavaskar's remarkable career
Cricket World Cup 2023: ଗାଭାସ୍କରଙ୍କ ଉଲ୍ଲେଖନୀୟ କ୍ୟାରିଅର୍‌ର ଅଲୋଡ଼ା କୀର୍ତ୍ତି

୧୭୪ ବଲ୍‌ରେ ଅପରାଜିତ ୩୬ ରନ୍‌, ତାହା ପୁଣି ଦିିନିକିଆ କ୍ରିକେଟ୍ ବିଶ୍ୱକପ୍‌ରେ। ଆଜିର ଆକ୍ରମଣାତ୍ମକ କ୍ରିକେଟ୍‌ରେ ନୂଆ ପିଢ଼ି ପାଇଁ ଏହା ବିଶ୍ୱାସଯୋଗ୍ୟ ନ ହେଲେ ବି କଥାଟି ସତ। ବିଶ୍ୱକପ୍ ଇତିହାସର ଏହା ସବୁଠାରୁ ଧୀମା ଇନିଂସ୍। କିମ୍ବଦନ୍ତୀ ବ୍ୟାଟର୍ ସୁନୀଲ ଗାଭାସ୍କରଙ୍କ ଉଲ୍ଲେଖନୀୟ କ୍ୟାରିଅର୍ ସହ ଯୋଡ଼ି ହୋଇରହିଛି ଏହି ଅଲୋଡ଼ା କୀର୍ତ୍ତି।

Team India
ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ଆରମ୍ଭରୁ ଖେଳିବେନି ରୋହିତ-ବିରାଟ

ପ୍ରଥମ ୨ଟି ODIରେ ଅଧିନାୟକ ଦାୟିତ୍ୱ ତୁଲାଇବେ କେ ଏଲ୍‌ ରାହୁଲ୍ ଓ ଉପଅଧିନାୟକ ରହିବେ ରହିବନ୍ଦ୍ର ଜାଡେଜା ।

Can Indian hockey team win gold medal in Asiad
Sports: ଏସିଆଡ୍‌ରେ ସ୍ୱର୍ଣ୍ଣ ପଦକ ଜିତିପାରିବ କି ଭାରତୀୟ ହକି ଟିମ୍‌

ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ଜିତିବା ପରେ ହାଙ୍ଗଝୁ ଏସିଆଡ୍‌ରେ ସ୍ୱର୍ଣ୍ଣ ପଦକ ଜିତିପାରିବ କି ଭାରତୀୟ ଟିମ୍‌? କାମ ଦେବ କି ମୁଖ୍ୟ କୋଚ୍ କ୍ରେଗ୍ ଫୁଲ୍‌ଟନ୍‌ଙ୍କ ଫର୍ମୂଲା? ଟ୍ରମ୍ପ୍ କାର୍ଡ ସାବ୍ୟସ୍ତ ହେବେ କି ଅଧିନାୟକ ହରମନପ୍ରୀତ ସିଂହ?

India Champion
ଅଷ୍ଟମ ଥର ପାଇଁ ଭାରତ ଏସିଆ କପ୍ ଚାମ୍ପିଅନ୍

କମ୍‌ ରନ୍‌ର ଟାର୍ଗେଟକୁ ପିଛା କରି ଟିମ୍‌ ଇଣ୍ତିଆ ବିନା ୱିକେଟ୍‌ରେ ମ୍ୟାଚ୍‌କୁ ଜିତିଯାଇଛି ।

Ind Vs SL
ସିରାଜଙ୍କ ସୁଇଂ ଆଗରେ ମାଟି କାମୁଡ଼ିଲା ଶ୍ରୀଲଙ୍କା; ଭାରତ ପାଇଁ ଟାର୍ଗେଟ୍‌ ୫୧ ରନ୍‌

ଏସିଆ କପ୍‌ ଫାଇନାଲ୍‌ରେ ୫୦ ରନ୍‌ରେ ଅଲ୍‌ଆଉଟ୍‌ ହୋଇଛି ଶ୍ରୀଲଙ୍କା ।

Asia Cup 2023
କାହାର ହେବ ଏସିଆ କପ୍ ? କଲମ୍ବୋରେ ଭାରତ-ଶ୍ରୀଲଙ୍କା ଫାଇନାଲ୍ ମ୍ୟାଚ୍

ଅଷ୍ଟମ ଥର ପାଇଁ ଟାଇଟାଲ୍ କବଜା ଲକ୍ଷ୍ୟରେ ଭାରତ ..ଟସ୍ ଉପରେ ରହିବ ଉଭୟ ଟିମର ନଜର ..ଏଥର ବି ବର୍ଷା ସାଜିପାରେ ବାଧକ

Virat Kohli
ବିରାଟଙ୍କ ଏ କି ରୂପ ! ଡେଇଁ ଡେଇଁ ଆସିଲେ, ଦର୍ଶକ ଦେଖି ହସିଲେ..

ବିରାଟ କୋହଲି..କେବଳ ନାଁ ହିଁ ସବୁ କିଛି । କ୍ରିକେଟର ଜଗତର କିଙ୍ଗ ହେଉଛନ୍ତି ବିରାଟ । ହେଲେ ନିଜକୁ କେବେ ହେଲେ ବଡ଼ ଖେଳାଳି ବୋଲି ଭାବି ଅହଂକାର ଦେଖାନ୍ତି ନାହିଁ ବିରାଟ ।

Indian Football Team
ଖେଳାଳିଙ୍କ ଗ୍ରହ ନକ୍ଷେତ୍ର ଚଳନକୁ ଦେଖି ଟିମ୍‌ରେ ମିଶାଉଥିଲେ କୋଚ୍‌ !

ଖେଳାଳିଙ୍କ ଗ୍ରହ ନକ୍ଷତ୍ରର ଚଳନ ଅନୁସାରେ ସେମାନଙ୍କୁ ଟିମରେ ସ୍ଥାନ ଦିଆଯାଇଥିଲା।

  • Wednesday, 13 September 2023
Asia Cup 2023
Asia Cup 2023: ସିଂହଳୀ ଦଳକୁ ହରାଇ ଫାଇନାଲରେ ଭାରତ

ପୂର୍ବରୁ ଆଜି ଟସ ଜିତି ପ୍ରଥମେ ଟିମ ଇଣ୍ଡିଆ ବ୍ୟାଟିଂ କରିଥିଲା। ଓପନର ସୁବମନ ଗିଲଙ୍କ ସହ କ୍ୟାପଟେନ ରୋହିତ ଶର୍ମା ୮୦ ରନର ଭାଗିଦାରୀ କରିଥିଲେ।

Asia Cup 2023: India vs Pakistan
ପାକିସ୍ତାନ ବିପକ୍ଷରେ ଭାରତର ବିଶାଳ ବିଜୟ; ଆଜି ଶ୍ରୀଲଙ୍କାକୁ ଭେଟିବ ଇଣ୍ଡିଆ

ଦ୍ୱିତୀୟ ୱିକେଟ୍ ଯୋଡ଼ିରେ ବିରାଟ କୋହଲି ପଡ଼ିଆକୁ ଓହ୍ଲାଇବା ସହ ପାକିସ୍ତାନୀ ବୋଲରଙ୍କୁ ଧୁଲେଇ କରିଥିଲେ । ସେ ୧୨୨ ରନ କରିଥିଲେ । ସେହିଭଳି କେ.ଏଲ ରାହୁଲ ମଧ୍ୟ ଶତକୀୟ ଇନିଂସ ଖେଳିଥିଲେ ।

India vs Pakistan
ଭାରତ ବନାମ ପାକିସ୍ତାନ ! ମ୍ୟାଚ୍‌ ଗୋଟିଏ, ରେକର୍ଡ ଅନେକ

ଦୁଇ ଭାରତୀୟ ବ୍ୟାଟର ବିରାଟ କୋହଲି ଓ କେଏଲ ରାହୁଲ ୧୯୪ ବଲରୁ ୨୩୩ ରନର ରେକର୍ଡ ଭାଗିଦାରୀ କରିଛନ୍ତି । ଯାହା ଫଳରେ ନିର୍ଦ୍ଧାରିତ ୫୦ ଓଭରରେ ଭାରତ ୨ ୱିକେଟ ହରାଇ ବିଶାଳ ୩୫୬ ରନ୍ କରିଛି । ଏହି ରେକର୍ଡ ପାର୍ଟନରସିପ୍ ପୂର୍ବରୁ ପାକିସ୍ତାନ ବ୍ୟାଟର ନାସିର ଜାମସେଦ୍ ଓ ମହମ୍ମଦ ହାଫିଜଙ୍କ ନାମରେ ରହିଥିଲା ।

Despite losing US Open Rohan Bopanna won the heart
Sports: ୟୁଏସ୍ ଓପନ୍ ହାରିକି ବି ହୃଦୟ ଜିତିଲେ ରୋହନ ବୋପନ୍ନା

ଭାରତର ରୋହନ ବୋପନ୍ନା ୧୩ ବର୍ଷ ପରେ ୟୁଏସ୍ ଓପନ୍ ପୁରୁଷ ଯୁଗଳ ଫାଇନାଲ୍‌ରେ ପ୍ରବେଶ କରିଥିଲେ ବି ରନର୍ସଅପ୍ ହୋଇଛନ୍ତି। ଗ୍ରାଣ୍ଡ୍‌ସ୍ଲାମ୍‌ରେ ବୋପନ୍ନାଙ୍କ ପୁରୁଷ ଯୁଗଳ ମୁକୁଟ ବିଜୟ ସ୍ୱପ୍ନ ପୁଣି ଥରେ ଅଧୁରା ରହିଯାଇଛି, ହେଲେ ନିଜ ପ୍ରଦର୍ଶନ ଜରିଆରେ ସେ ସମସ୍ତଙ୍କ ହୃଦୟ ଜିତିପାରିଛନ୍ତି। ଲିଆଣ୍ଡର ପେସ୍‌, ମହେଶ ଭୂପତି, ସାନିଆ ମିର୍ଜାଙ୍କ ଭଳି ବୋପନ୍ନା ମଧ୍ୟ ଯୁବପିଢ଼ିର ଖେଳାଳିଙ୍କ ପାଇଁ ଆଜି ସାଜିଛନ୍ତି ପ୍ରେରଣା।

  • Monday, 11 September 2023
  • Tennis
Paralympic Athlete Mark Dharmai
ୱାଲ୍ଡ ଡ୍ୱାର୍ଫ ଗେମ୍ସରେ ସ୍ୱର୍ଣ୍ଣ ଜିତିଥିବା ପ୍ରଥମ ଭାରତୀୟ ହେଲେ ମାର୍କ ଧର୍ମାଇ

ୱାଲ୍ଡ ଡ୍ୱାର୍ଫ ଗେମ୍ସରେ ମାର୍କ ଧର୍ମାଇ ଜିତିଲେ ସ୍ୱର୍ଣ୍ଣ ପଦକ..ଏପରି ସଫଳତା ହାସଲ କରିଥିବା ସେ ପ୍ରଥମ ଭାରତୀୟ ହୋଇଛନ୍ତି ।

  • Sunday, 10 September 2023
  • Gold
Ind Vs Pak
ସୁପରସଣ୍ତେରେ ମହାମୁକାବିଲା; ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଟକ୍କର

କଲମ୍ବୋର ଆର ପ୍ରେମାଦାସ ଷ୍ଟାଡିୟମରେ ଦେଖିବାକୁ ମିଳିବ ହାଇଭୋଲଟେଜ୍ ଟକ୍କର ।

Rohit Sharma
ଯେଉଁ ଟିମ୍‌ରେ ଦିନେ ମିଳିନଥିଲା ସ୍ଥାନ; ଆଜି ସେହି ଟିମ୍‌ର ସେ ଅଧିନାୟକ..

ରୋହିତ ଶର୍ମା, କ୍ରିକେଟ ଜଗତର ଏତ ଚର୍ଚ୍ଚିତ ତଥା ସଫଳ ନାମ । ଭାରତୀୟ କ୍ରିକେଟର ଅନ୍ୟତମ ମହାରଥୀ । ହେଲେ ୨୦୧୧ ବିଶ୍ୱକପ ସ୍କ୍ୱାଡରୁ ବାଦ୍ ପଡ଼ିଥିଲେ ରୋହିତ, ଏବେ ତାଙ୍କ ନେତୃତ୍ୱରେ ୨୦୨୩ ବିଶ୍ୱକପ ଟୁର୍ଣ୍ଣାମେଣ୍ଟ ଖେଳିବ ଭାରତୀୟ ଟିମ ।

Virendra Sehwag
‘ବିଶ୍ୱକପ ଜର୍ସିରେ ଇଣ୍ଡିଆ ପରିବର୍ତ୍ତେ ଭାରତ ଲେଖାଯାଉ’

ଇଣ୍ଡିଆ ନାଁ ଇଂରେଜମାନେ ଦେଇଛନ୍ତି । ତେଣୁ ଏବେ ଭାରତ ରଖାଯାଉ । ଭାରତ ନାଁ ରଖାଗଲେ ଗର୍ବ ଅନୁଭବ ହେବ । ଆମେ ଭାରତୀୟ, ଆମକୁ ଭାରତ ନାଁ ଦରକାର ବୋଲି କହିଛନ୍ତି ସେହୱାଗ ।

Team India
ବିଶ୍ୱକପ୍‌ ପାଇଁ ଭାରତୀୟ କ୍ରିକେଟ ଦଳ ଘୋଷଣା; ବାଦ୍‌ ପଡ଼ିଲେ ଭେଟେରାନ୍‌ ସ୍ପିନର୍‌..

ରୋହିତ ଶର୍ମାଙ୍କୁ ଅଧିନାୟକ ଦାୟିତ୍ୱ ମିଳିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପଅଧିନାୟକ ଦାୟିତ୍ୱ ଦିଆଯାଇଛି ।