• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

5 Indian Cricketers Appointed Coach in Other Nations
Cricket: ଅନ୍ୟ ଦେଶରେ କ୍ରିକେଟ କୋଚ୍ ଥିବା ୫ ଭାରତୀୟ ଖେଳାଳୀ

ଏହି ୫ ଜଣ ଭାରତୀୟ କ୍ରିକେଟ ଖେଳାଳୀ ଅନ୍ୟ ଦେଶର କ୍ରିକେଟ ଦଳର କୋଚ୍ ରହି ଆସିଛନ୍ତି। ଏମାନେ ସମସ୍ତେ ପୂର୍ବତନ ଭାରତୀୟ ଖେଳାଳୀ।

  • Wednesday, 29 January 2025
Akram about Gambhir
Akram about Gambhir: ଗମ୍ଭୀରଙ୍କୁ ନେଇ ବଡ ବୟାନ ଦେଲେ ୱାସିମ ଆକ୍ରମ

ବର୍ତ୍ତମାନ ଭାରତୀୟ ଦଳର ମୁଖ୍ୟ କୋଚ ରହିଥିବା ଗୌତମ ଗମ୍ଭୀରଙ୍କୁ ପ୍ରଶଂସା କରିଛନ୍ତି ପାକିସ୍ତାନୀ କ୍ରିକେଟ କିମ୍ବଦନ୍ତୀ ୱାସିମ ଆକ୍ରମ। ସବୁ ଖେଳାଳି ଗମ୍ଭୀରଙ୍କ ଠାରୁ ଶିଖିବା ଉଚିତ ବୋଲି ବଡ ବୟାନ ମଧ୍ୟ ଦେଇଛନ୍ତି ସେ। ଗମ୍ଭୀର ଜଣେ ଅଧିନାୟକ ଭାବେ ଉଦାହରଣ ସୃଷ୍ଟି କରିଛନ୍ତି।

janik sinner
Sports: ପେସାଦାର ଟେନିସ୍‌ରେ ଜାନିକ୍ ସିନର୍‌ଙ୍କ ବିସ୍ମୟକର ଉଦୟ

ପେସାଦାର ଟେନିସ୍‌ରେ ଏବେ ଇଟାଲୀର ଜାନିକ୍ ସିନର୍‌ଙ୍କୁ ନେଇ ଖୁବ୍ ଚର୍ଚ୍ଚା ।  ନିକଟରେ କ୍ରମାଗତ ଦ୍ୱିତୀୟ ଥର ଅଷ୍ଟ୍ରେଲିଆନ୍ ଓପନ୍ ମୁକୁଟ ଜିତିଛନ୍ତି ଏହି ନୂଆ ପିଢ଼ିର ତାରକା ।

Cricket
Cricket Match: ଚର୍ଚ୍ଚାରେ ଟିଲୋ ଖେଳ ପଡ଼ିଆ: ଏଇଠି ଖେଳିଥିଲେ ଧୋନୀ ଓ ଈସାନ

୨୦୦୨ ମସିହାରେ ଶେରସାହ ଖଡ଼ଗପୁର ତରଫରୁ ମ୍ୟାଚ ଖେଳିଥିଲେ ମହେନ୍ଦ୍ର ସିଂ ଧୋନି। ପରେ ୨୦୧୪ ମସିହାରେ ସେଲ ରାଞ୍ଚି ପାଇଁ ଅଣ୍ଡର ୧୬ ଟିମରୁ ଖେଳିଥିଲେ ଈଶାନ କିଶାନ୍।

bumrah
Bumrah and Mandhana ICC Cricketer: ଇତିହାସ ରଚିଲେ ବୁମରା ଓ ମନ୍ଧାନା, ପ୍ରଥମ ଥର କଲେ ଏମିତି ରେକର୍ଡ

ଭାରତୀୟ କ୍ରିକେଟ ଦଳର ଖେଳାଳି ଯଶପ୍ରୀତ ବୁମରା ଓ ସ୍ମୃତି ମନ୍ଧାନା ଏକ ନିଆରା ରେକର୍ଡ ନିଜ ନାମରେ କରିଛନ୍ତି। ଉଭୟ ଖେଳାଳି ୨୦୨୪ ବର୍ଷ ପାଇଁ ଶ୍ରେଷ୍ଠ ଆଇସିସି କ୍ରିକେଟର ହେବାର ଗୌରବ ଅର୍ଜନ କରିଛନ୍ତି।

Payal Journey from Labourer to Champion
Inspirational Stories: ଦାଦନ ଦୁଃଖର ସଫଳ କାହାଣୀ; ହାତ-ପାଦ ନାହିଁ, ଅର୍ଜୁନ ବିଜେତାଙ୍କୁ ହରାଇଲେ ଗୋଲ୍ଡ ଗାର୍ଲ ପାୟଲ

କଠିନ ପରିଶ୍ରମ କରିଚାରିଲେ ଆଉ ବନିଗଲେ ଗୋଲ୍ଡେନ ଗାର୍ଲ। ଦୃଢ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ହିଁ ସଫଳତାର ଏକମାତ୍ର ଚାବି କାଠି ଏକଥାକୁ ପ୍ରମାଣ କରିଛନ୍ତି ବଲାଙ୍ଗୀର ଯମୁନାବାହାଲ ଗାଁର ପାୟଲ ନାଗ । 

Rohit Sharma receives heartfelt letter
Rohit Sharma: ରୋହିତଙ୍କୁ ଭାବବିହ୍ବଳ ହୋଇ ଚିଠି ଲେଖିଲେ ଫ୍ୟାନ୍‌; କହିଲେ...

ଜମ୍ମୁ ଓ କାଶ୍ମୀର ବିପକ୍ଷରେ ମୁମ୍ବାଇ ପାଇଁ ରଣଜୀ ଟ୍ରଫି ଖେଳିବା ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କୁ ଜଣେ ୧୫ ବର୍ଷୀୟ ଫ୍ୟାନ୍‌ଙ୍କଠାରୁ ହୃଦୟସ୍ପର୍ଶୀ ଓ ଭାବବିହ୍ବଳ ଚିଠି ମିଳିଛି। 

Barabati Stadium To Host ODI Match
ବାରବାଟୀରେ ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା

ଦୀର୍ଘଦିନ ପରେ ବାରବାଟୀ ଆୟୋଜନ କରିବ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍ ମ୍ୟାଚ୍। କିନ୍ତୁ ଉଦବେଗର କଥା ହେଲା, ଏହି ଷ୍ଟାଡିୟମରେ ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା। ଏନେଇ ଅଗ୍ନିଶମ ବିଭାଗ ଡିଜି ଅତିରିକ୍ତ ଶାସନ ସଚିବଙ୍କୁ ଅବଗତ କରିଛନ୍ତି।

Barabati Stadium To Host ODI Match
Barabati Stadium: ବାରବାଟୀରେ ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା; କେମିତି ଆୟୋଜନ ହେବ ଅନ୍ତର୍ଜାତୀୟ ଦିନିକିଆ ?

କେମିତି ସୁରୁଖୁରୁରେ ହେବ ବାରବାଟୀ ଲଢେଇ ? କିଭଳି ସୁରକ୍ଷିତ ମ୍ୟାଚ୍ ଦେଖି ଫେରିବେ ପ୍ରାୟ ୪୫ ହଜାର ଦର୍ଶକ ? କେମିତି ସୁଦୃଢ ହେବ ଷ୍ଟାଡିୟମର ଅସ୍ଥାୟୀ ଅଗ୍ନି ନିରାପତ୍ତା ବ୍ୟବସ୍ଥା ? ଏଥିପାଇଁ ଜୋରସର ପ୍ରସ୍ତୁତି ସହ ପୁରା ଦମ୍ ଲଗାଇ ଦେଇଛନ୍ତି କମିଶନରେଟ ପୋଲିସ ।

ଆଜି ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟି-୨୦
IND vs ENG: ଆଜି ଚେନ୍ନାଇରେ ଖେଳାଯିବ ଦ୍ୱିତୀୟ ଟି-୨୦, ଜାଣନ୍ତୁ କ’ଣ ରହିବ ଉଭୟ ଟିମ୍‌ ଚୁଡ଼ାନ୍ତ ଏକାଦଶ

ଆଜି ଦ୍ୱିତୀୟ ମ୍ୟାଚ୍‌ରେ ଉଭୟ ଦଳ ଚେନ୍ନାଇର ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମୁହାଁମୁହିଁ ହେବେ । ସନ୍ଧ୍ୟା ୭ ଟାରେ ଆରମ୍ଭ ଏହି ହାଇଭୋଲଟେଜ୍‌ ମ୍ୟାଚ୍‌ ଆରମ୍ଭ ହେବ ।

ଅର୍ଶଦୀପଙ୍କୁ ବଡ଼ ସୁଯୋଗ
Sports: ଚାମ୍ପିଅନ୍ସ ଟ୍ରଫି ଟିମ୍‌ରେ ଅର୍ଶଦୀପ ସିଂହଙ୍କ ଚୟନ କେତେ ଯଥାର୍ଥ

ଦିନିକିଆରେ ସ୍ୱଳ୍ପ ଅଭିଜ୍ଞତା ସତ୍ତ୍ୱେ ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଭାରତୀୟ ଟିମ୍‌ରେ ସ୍ଥାନ ପାଇଛନ୍ତି ବାମହାତି ପେସର୍ ଅର୍ଶଦୀପ ସିଂହ ।ଏହି ବଡ଼ ସୁଯୋଗ ଜରିଆରେ ସେ ଟି-୨୦ ଭଳି ଦିନିକିଆ ଫର୍ମାଟ୍‌ରେ ବି ନିଜକୁ ସ୍ଥାପିତ କରିପାରିବେ ।

ଜଣଙ୍କୁ ୨ଟା ଟିକେଟ୍
Barabati Match Ticket: ଦୁଲୁକିବ ବାରବାଟୀ...୨ରୁ ଟିକେଟ ବିକ୍ରି, ଗୋଟିଏ IDରେ ମିଳିବ ୨ଟା ଟିକେଟ୍

ବାରବାଟୀରେ ମ୍ୟାଚ୍‌ ପାଇଁ ଫେବୃଆରୀ ୨ ତାରିଖରେ ଜମାଟୋ ଓ ପେଟିଏମରେ ଉପଲବ୍ଧ ହେବ ୪୦୦୦ ଅନଲାଇନ ଟିକେଟ । ସେହିପରି ୫ ଓ ୬ ତାରିଖରେ ୧୯ରୁ ୨୦ ହଜାର ଅଫଲାଇନ ଟିକେଟ ଉପଲବ୍ଧ ହେବ ବୋଲି ସୂଚନା ଦେଇଛନ୍ତି କ୍ରୀଡା ମନ୍ତ୍ରୀ ।

ଫେବୃଆରୀ ୫ରୁ ଟିକେଟ୍‌ ବିକ୍ରି
Barabati Match Ticket : ବାରବାଟୀ ଦିନିକିଆ: ୨ରେ ଅନଲାଇନ୍‌, ୫ ଓ ୬ରେ କାଉଣ୍ଟରରେ ବିକ୍ରି ହେବ ଟିକେଟ୍‌

ଫେବ୍ରୁଆରୀ ୯ରେ ମ୍ୟାଚ୍‌ ହେବାକୁ ଥିବା ବେଳେ ୨ ତାରିଖରେ ଅନଲାଇନରେ ଟିକେଟ୍‌ ବିକ୍ରି ହେବ । ୨ ତାରିଖରେ ଅନଲାଇନରେ ୪ ହଜାର ଟିକେଟ୍‌ ବିକ୍ରି ହେବ ।

Virender Sehwag Divorce News
Virender Sehwag Divorce News: ଅଲଗା ହେବେକି ବିରେନ୍ଦ୍ର ସେହୱାଗ ଏବଂ ପତ୍ନୀ ଆରତୀ ଅହଲାୱତ...

ବିରେନ୍ଦ୍ର ସେହୱାଗ ନିଜର ପତ୍ନୀ ଆରତୀ ଅହଲାୱତଙ୍କ ଠାରୁ ବିବାହର ୨୦ ବର୍ଷ ପରେ ଅଲଗା ହେବାକୁ ଯାଉଥିବା ନେଇ ଚର୍ଚ୍ଚା ହେଉଛି ।

Gukesh
Gukesh Became Number One: ଭାରତର ନମ୍ବର ୱାନ ଖେଳାଳି ହେଲେ ଡି. ଗୁକେଶ

ଭାରତୀୟ ଚେସ ଗ୍ରାଣ୍ଡମାଷ୍ଟର ଡି. ଗୁକେଶ ଦେଶର ଏକ ନମ୍ବର ଚେସ ଖେଳାଳି ପାଲଟିଛନ୍ତି। ଅର୍ଜୁନ ଇରିଗାସୀଙ୍କୁ ହଟାଇ ଗୁକେଶ ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି।

Rohit
Superstars Failed on ranji Return: ରଣଜୀ ପ୍ରତ୍ୟାବର୍ତ୍ତନରେ ଫେଲ ମାରିଲେ ସୁପରଷ୍ଟାର୍

ଗୁରୁବାର ଠାରୁ ରଣଜୀ ଟ୍ରଫି ଆରମ୍ଭ ହୋଇଥିବା ବେଳେ ଭାରତୀୟ ଦଳର ଏକାଧିକ ସୁପରଷ୍ଟାର ମଇଦାନକୁ ଓହ୍ଲାଇଥିଲେ। ତେବେ ପ୍ରଥମ ଦିନରେ ସମସ୍ତ ସୁପରଷ୍ଟାର ଖେଳାଳିଙ୍କ ଫ୍ଲପ ଶୋ ଦେଖିବାକୁ ମିଳିଛି।

India vs England, 1st T20I
India Vs England: ଇଂଲଣ୍ଡକୁ ଘାଇଲା କଲେ ଅଭିଷେକ; ୭ ୱିକେଟ୍‌ରେ ଜିତିଲା ଭାରତ...

ପ୍ରଥମ ଟ୍ବେଣ୍ଟି-୨୦ରେ ବିଜୟ ବାନା ଉଡ଼ାଇଲା ଟିମ୍‌ ଇଣ୍ତିଆ । ଇଂଲଣ୍ଡକୁ ୭ ୱିକେଟ୍‌ରେ ହାରାଇଲା ଟିମ୍‌ ଇଣ୍ତିଆ । ୧୩୩ ରନ୍‌ର ଟାର୍ଗେଟ୍‌କୁ ପିଛା କରି ଟିମ୍‌ ଇଣ୍ତିଆ ୭ ୱିକେଟ୍‌ରେ ବିଜୟ ହାସଲ କରିଛି ।

Top most maiden over in the history of IPL
IPL ଇତିହାସରେ ସର୍ବାଧିକ ମେଡେନ ଓଭର

Top most maiden over in the history of IPL-IPL ଇତିହାସରେ ସର୍ବାଧିକ ମେଡେନ ଓଭର

  • Wednesday, 22 January 2025
India vs England ODI In Cuttack
India vs England ODI In Cuttack: ଭାରତ-ଇଂଲଣ୍ଡ କଟକ ବାରବାଟୀ ଦିନିକିଆ ମ୍ୟାଚ୍‌; ପ୍ରଥମ ଟିକେଟ୍ କିଣିଲେ ମୁଖ୍ୟମନ୍ତ୍ରୀ...

ମୁଖ୍ୟମନ୍ତ୍ରୀ ବାରବାଟୀରେ ହେବାକୁ ଥିବା ଇଂଲଣ୍ଡ-ଭାରତ ୱାନ୍ ଡେ ପାଇଁ ପ୍ରଥମ ଟିକେଟ କିଣିଛନ୍ତି। ଅନ୍ୟପଟେ ଓସିଏ ପକ୍ଷରୁ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ନିମନ୍ତ୍ରଣ କରାଯାଇଛି । 

India VS England T20 Squad 2025
India VS England T20 Squad 2025: ଟ୍ବେଣ୍ଟି-୨୦ରେ ବିଜୟ ବାନା ଉଡ଼ାଇବା ଲକ୍ଷ୍ୟରେ ଭାରତୀୟ କ୍ରିକେଟ୍ ଦଳ

ଭ୍ରମଣକାରୀ ଇଂଲଣ୍ଡକୁ ଘାଇଲା କରି ୫ ଟିକିଆ ଶୃଙ୍ଖଳାକୁ ଜିତିବା ସହ ଘରୋଇ ପରିବେଶରେ ଆୟୋଜିତ ହେବାକୁ ଥିବା ଟ୍ବେଣ୍ଟି-୨୦ ସିରିଜ୍‌କୁ ହାତେଇବାକୁ କସରତ କରିଛି ସୂର୍ଯ୍ୟ ବାହିନୀ ।

India
BCCI Not Ready to Write Pakistan: ଚାମ୍ପିୟନ୍ସ ଟ୍ରଫି ଜର୍ସିରେ ପାକିସ୍ତାନ ନ ଲେଖିବା ଜିଦରେ ଅଟଳ ବିସିସିଆଇ

ବର୍ତ୍ତମାନ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଜର୍ସିରେ ପାକିସ୍ତାନ ନ ଲେଖିବା ପାଇଁ ଜିଦ ଧରିଛି। ଆଇସିସିର ନିୟମ ଅନୁସାରେ ଯେଉଁ ଦେଶରେ ଟୁର୍ନାମେଣ୍ଟ ଆୟୋଜନ କରାଯାଇଥାଏ ସେହି ଦେଶର ନାମ ଜର୍ସିରେ ଲେଖିବାକୁ ପଡିଥାଏ।

Why Karun Nair did not get a place in the Champions Trophy team
Sports: ଚାମ୍ପିଅନ୍ସ ଟ୍ରଫି ଟିମ୍‌ରେ କାହିଁକି ସ୍ଥାନ ପାଇଲେନି କରୁଣ ନାୟର

ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ୧୫ଜଣିଆ ଭାରତୀୟ ଟିମ୍‌ରେ ସ୍ଥାନ ପାଇ ନାହାନ୍ତି ବିଦର୍ଭର ବ୍ୟାଟର୍ କରୁଣ ନାୟର। ବିଜୟ ହଜାରେ ଟ୍ରଫିରେ ତାଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ ଚୟନ ପାଇଁ ଯଥେଷ୍ଟ ହୋଇ ନାହିଁ ।

Virat Kohli
ରାଣଜୀକୁ ବିରାଟଙ୍କ କମବ୍ୟାକ୍‌

ରାଣଜୀକୁ ବିରାଟଙ୍କ କମବ୍ୟାକ୍‌। ଘରୋଇ କ୍ରିକେଟ ଖେଳିବେ କିଙ୍ଗ କୋହଲି। ୧୨ ବର୍ଷ ପରେ ରଣଜୀ ମଇଦାନକୁ ଓହ୍ଲାଇବେ ବିରାଟ। ବିସିସିଆଇର ନୂଆ ନିୟମ ଅନୁସାରେ କୋହଲି ରେଡ୍ ବଲ ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ।

Virat Kohli To Play Ranji Trophy
Virat Kohli To Play Ranji Trophy: ରାଣଜୀକୁ ବିରାଟଙ୍କ କମବ୍ୟାକ୍‌; ୧୨ ବର୍ଷ ପରେ ଘରୋଇ କ୍ରିକେଟ ଖେଳିବେ କିଙ୍ଗ କୋହଲି...

୧୨ ବର୍ଷ ପରେ ରଣଜୀ ମଇଦାନକୁ ଓହ୍ଲାଇବେ ବିରାଟ । ବିସିସିଆଇର ନୂଆ ନିୟମ ଅନୁସାରେ କୋହଲି ରେଡ୍ ବଲ ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ । 

Neeraj Chopra Marriage
Neeraj Chopra Marriage: ହଠାତ୍ ନିଜ ବିବାହର ଫଟୋ ଶେୟାରକଲେ ନିରୋଜ ଚୋପ୍ରା, କାହାକୁ କଲେ ବିବାହ, କ’ଣ ତାଙ୍କ ପରିଚୟ...

ଫ୍ୟାନ୍‌ଙ୍କୁ ଚମକାଇ ଦେଇଛନ୍ତି ନିରୋଜ ଚୋପ୍ରା । ହଠାତ୍ ନିଜ ବିବାହ ସମ୍ପର୍କରେ ଘୋଷଣା କରିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଫ୍ୟାନ୍‌।