ରବୀନ୍ଦ୍ର ଜାଡେଜା ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ସେ ଅବସର ଗୁଜବକୁ ମିଛ ବୋଲି କହିଛନ୍ତି । ସେ ଆହୁରି କହିଛନ୍ତି, "ଅଯଥା ଗୁଜବ ପ୍ରସାର କରନାହିଁ ।
ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବା ପରେ ରୋହିତଙ୍କୁ ଭବ୍ୟ ସ୍ବାଗତ କରାଯାଇଥିବା ବେଳେ ତାଙ୍କୁ ଦେଖିବାକୁ ଫ୍ୟାନ୍ଙ୍କ ପ୍ରବଳ ଗହଳି ଲାଗିଥିଲା ।
IPL କର୍ତ୍ତୁପକ୍ଷଙ୍କୁ ଏନେଇ ମନ୍ତ୍ରାଳୟ ଚିଠି ଲେଖି ନିର୍ଦ୍ଦେଶ ଦେଇଛି। ପ୍ରତ୍ୟକ୍ଷ ବିଜ୍ଞାପନ ସହ ସରୋଗେଟ୍ ବା ପରୋକ୍ଷ ବିଜ୍ଞାପନ ଉପରେ ରୋକ ଲଗାଇବାକୁ ସ୍ବାସ୍ଥ୍ୟ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି।
ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ପୁଣି ଥରେ ସମସ୍ତଙ୍କ ହୃଦୟ ଜିତିବାରେ ସଫଳ ହୋଇଛନ୍ତି। ସର୍ବଦା ପଡିଆ ଭିତରେ ହେଉ କି ପଡିଆ ବାହାରେ ଫ୍ୟାନ ମାନଙ୍କ ହୃଦୟ ଜିତିଥିବା ବିରାଟ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଏମିତି କିଛ କାରନାମା ପୁଣି ଥରେ କରିଛନ୍ତି।
ଭାରତ ଚାମ୍ପିଅନ୍ସ ଟ୍ରଫି ଚାମ୍ପିଅନ୍ । ଫାଇନାଲରେ ନ୍ୟୁଜିଲାଣ୍ଡକୁ ମାତ୍ ଦେଲା ଟିମ୍ ଇଣ୍ଡିଆ । କିୱି ଟିମକୁ ୪ ୱିକେଟରେ ହରାଇଲା ଭାରତ ।
ଭାରତ ୨୫୨ ରନ୍ ବିଜୟ ଲକ୍ଷ୍ୟକୁ ହାସଲ କରି ପ୍ରଥମ ଦଳ ଭାବେ ତୃତୀୟ ଥର ଆଇସିସି ଚାମ୍ପିଆନ୍ସ ଟ୍ରଫିରେ ବିଜୟ ହାସଲ କରିଛି।
ସୁପର ସଣ୍ଡେରେ ସୁପର ସୋ’। ଦୁବାଇ ଇଣ୍ଟର ନ୍ୟାସନାଲ ଷ୍ଟାଡିୟମରେ ଚାଲିଛି ହାଇଭୋଲଟେଜ୍ ମ୍ୟାଚ । ଆଜିର ଏହି ଫାଇନାଲ ମ୍ୟାଚ୍ରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । କିନ୍ତୁ ଭାରତୀୟ ସ୍ପିନର ଜାଲରେ ଫସିଗଲେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ୍ । ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ ବିନିମୟରେ ମାତ୍ର ୨୫୧ ରନ୍ କରିଥିଲା ନ୍ୟୁଜିଲାଣ୍ଡ ।
ଆଇସିସି ଚାମ୍ପିଅନ୍ସ ଟ୍ରଫି ପାଇଁ ପ୍ରାୟ ୫୮୬ କୋଟିର ବଜେଟ୍ ଅନୁମୋଦନ କରିଛି। ଗୋଟିଏ ମ୍ୟାଚ୍ ପାଇଁ ବଜେଟ୍ ପ୍ରାୟ ୩୯ କୋଟି ଟଙ୍କା ରହିଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୫ଟି ମ୍ୟାଚ୍ ଖେଳା ଯାଇଥିଲା । ଏଥିମଧ୍ୟରୁ ଭାରତ ତିନୋଟି ଗ୍ରୁପ୍ ମ୍ୟାଚ୍ ଏବଂ ଗୋଟିଏ ସେମିଫାଇନାଲ ଦୁବାଇରେ ଖେଳିଥିଲା । ଆଉ ଆଜି ଫାଇନାଲ ମ୍ୟାଚ୍ ମଧ୍ୟ ଦୁବାଇରେ ଖେଳାଯାଉଛି ।
ଆଜିର ଏହି ଫାଇନାଲ ମ୍ୟାଚ୍ରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । କିନ୍ତୁ ଭାରତୀୟ ସ୍ପିନର ଜାଲରେ ଫସିଗଲେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ୍ ।
ଆଜି ହେଉଛି ସେସବୁକୁ ଭୁଲିବାର ଓ ଭାରତୀୟ ଫ୍ୟାନଙ୍କ କ୍ଷତରେ ମଲମ ମାରିବାର ଦିନ । ଟିମ୍ କିଓ୍ୱିଙ୍କୁ ସୁଧ ମୂଳ ସହ ସବୁ ଫେରାଇବାର ଆସିଛି ସୁବର୍ଣ୍ଣ ସୁଯୋଗ ।
ମ୍ୟାଚକୁ ଆଉ ମାତ୍ର କିଛି ଘଣ୍ଟା ଥିବାବେଳେ ନ୍ୟୁଜିଲାଣ୍ଡକୁ ଘାରିଛି ପରାଜୟ ଭୟ ? ଖୋଦ୍ ନ୍ୟୁଜିଲାଣ୍ଡ କ୍ୟାପଟେନ୍ ମିଚେଲ ସାଣ୍ଟନର କହିଛନ୍ତି କେଉଁ ଭାରତୀୟ ଖେଳାଳିଙ୍କ ପାଇଁ ଅଧିକ ଚିନ୍ତାରେ ରହିଛି ଦଳ ।
ରୋହିତ ଶର୍ମା ଏବେ ଦିନିକିଆରେ ଅଧିନାୟକ ଭାବରେ ସର୍ବାଧିକ ଟସ୍ ହାରିଥିବା ଖେଳାଳି ହୋଇସାରିଛନ୍ତି । ରୋହିତ ଶର୍ମା ଏବଂ ୱେଷ୍ଟଇଣ୍ଡିଜର ବ୍ରାଏନ୍ ଲାରା ଲଗାତାର ୧୨ ଥର ଟସ୍ ହାରିଥିଲେ ।
ସେମିଫାଇନାଲ ମ୍ୟାଚ୍ରେ ଅଷ୍ଟ୍ରେଲିଆ ବିପକ୍ଷରେ ଯେଉଁ ଟିମ୍ ସହ ଭାରତ ଓହ୍ଲାଇଥିଲା, ଆଜି ମଧ୍ୟ ସେହି ଟିମ୍ ସହ ଫାଇନାଲ ମ୍ୟାଚ୍ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି ଅଧିନାୟକ ରୋହିତ ଶର୍ମା ।
ମ୍ୟାଚକୁ ଆଉ ମାତ୍ର କିଛି ଘଣ୍ଟା ଥିବାବେଳେ ନ୍ୟୁଜିଲାଣ୍ଡକୁ ଘାରିଛି ପରାଜୟ ଭୟ ? ଖୋଦ୍ ନ୍ୟୁଜିଲାଣ୍ଡ କ୍ୟାପଟେନ୍ ମିଚେଲ ସାଣ୍ଟନର କହିଛନ୍ତି କେଉଁ ଭାରତୀୟ ଖେଳାଳିଙ୍କ ପାଇଁ ଅଧିକ ଚିନ୍ତାରେ ରହିଛି ଦଳ ।
ଆଜି ହେଉଛି ସେସବୁକୁ ଭୁଲିବାର ଓ ଭାରତୀୟ ଫ୍ୟାନଙ୍କ କ୍ଷତରେ ମଲମ ମାରିବାର ଦିନ । ଟିମ୍ କିଓ୍ୱିଙ୍କୁ ସୁଧ ମୂଳ ସହ ସବୁ ଫେରାଇବାର ଆସିଛି ସୁବର୍ଣ୍ଣ ସୁଯୋଗ ।
୨୫ ବର୍ଷ ପରେ ପ୍ରତିଶୋଧର ସୁଯୋଗ । ଅଢେଇ ଦଶନ୍ଧି ପରେ ବଦଲା ନେବ ଟିମ୍ ଇଣ୍ଡିଆ । ମିନି ୱାର୍ଲ୍ଡ କପ୍ କୁହାଯାଉଥିବା ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଭାରତ-ନ୍ୟୁଜିଲାଣ୍ଡ ଟକ୍କର ।
ସୁପରସଣ୍ଡେରେ ସୁପର ସୋ | ପୁଣି ଏକ ରବିବାର ହାଇଭୋଲଟେଜ୍ ମ୍ୟାଚ | ଏଥର କିନ୍ତୁ ଫାଇନାଲ୍ ଫାଇଟ୍ ପାଇଁ ଲାଗିଛି ବାଜି । ଟାଇଟଲ ହାସଲ ଲାଗି ଜି ଜାନ୍ ଲଗାଇ ଲଢ଼େଇ କରିବେ ଟିମ୍ ଇଣ୍ଡିଆ ଓ ନ୍ୟୁଜିଲାଣ୍ଡ |
ଦୁବାଇରେ ଡେରା ପକାଇଛନ୍ତି ଅନ୍ତର୍ଜାତୀୟ ଗ୍ୟାଙ୍ଗ। ଏମାନଙ୍କ ମଧ୍ୟରୁ ଅଧିକାଂଶ ବୁକି ଅଣ୍ଡରୱାର୍ଲଡ ସହ ଜଡ଼ିତ। ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ ଦ୍ବାରା ୫ ଜଣ ବୁକି ଗିରଫ ହେବା ପରେ ସାମନାକୁ ଆସିଛି ଏଭଳି ସାଂଘାତିକ ତଥ୍ୟ।
ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ମାର୍ଚ୍ଚ ୯ରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବ ଫାଇନାଲ୍ ମୁକାବିଲା । ଫାଇନାଲ୍ରେ ନ୍ୟୁଜିଲାଣ୍ଡକୁ ହରାଇପାରିବ କି ରୋହିତ ସେନା? ଟୁର୍ଣ୍ଣାମେଣ୍ଟରେ ରେକର୍ଡ ତୃତୀୟ ମୁକୁଟ ଜିତିପାରିବ କି ଟିମ୍ ଇଣ୍ଡିଆ?
ଆଇପିଏଲର ହାଇଏଷ୍ଟ ୱିକେଟ ଟେକର
ରବିବାର ଦୁବାଇର ସମାନ ଗ୍ରାଉଣ୍ଡରେ ଉଭୟ ଦଳ ପୁନର୍ବାର ଫାଇନାଲରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଏହି ମ୍ୟାଚ ପାଇଁ ଭାରତୀୟ ଦଳରେ ଗୋଟିଏ ବଡ ପରିବର୍ତ୍ତନ ଦେଖିବାକୁ ମିଳିପାରେ।
ଦୁବାଇରେ ୨୦୨୫ ଆଇସିସି ଚାମ୍ପିଅନ୍ସ ଟ୍ରଫିର ଫାଇନାଲ । ଭାରତ-ନ୍ୟୁଜିଲ୍ୟାଣ୍ଡ ଫାଇନାଲ ଫାଇଟ୍ । ଆଇସିସି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଭାରତ ସାମ୍ନାରେ ପୁଣି କିୱି ଟିମ୍ । କାହାର ପଲ୍ଲା ଭାରୀ ?
ଏପ୍ରିଲ ୧୮ରୁ ୨୮ ତାରିଖ ଯାଏ କଳିଙ୍ଗ ସୁପର୍ କପ୍ ଖେଳାଯିବ। ଏଥିରେ ସାମିଲ ହେବେ ବଛା ବଛା କ୍ଲବ୍। ଦେଶର ଶ୍ରେଷ୍ଠ କ୍ଲବ୍ ମାନଙ୍କ ମଧ୍ୟରେ ହେବ ପ୍ରତିଯୋଗିତା। AIFF ରାଜ୍ୟ କ୍ରୀଡ଼ା ବିଭାଗକୁ ଚିଠି ଲେଖି ଏହା ସ୍ପଷ୍ଟ କରିଥିବା ବେଳେ, କ୍ରୀଡ଼ା ବିଭାଗ ପକ୍ଷରୁ ସୋଶାଲ ମିଡିଆରେ ମଧ୍ୟ ଏନେଇ ଘୋଷଣା କରାଯାଇଛି।
ମହମ୍ମଦ ଶାମିଙ୍କୁ ନେଇ ବିବାଦ। ରୋଜା ଚାଲିଥିବା ବେଳେ କାହିଁକି ପିଇଲେ ପାନୀୟ ? ଭଡ଼କିଲେ ମୌଲାନା, ଉତ୍ତର ରଖିଲେ କୋଚ୍ ଓ ଭାଇ ।
ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ପାପୀ ବୋଲି କହିଛନ୍ତି ମୁସଲିମ ଧର୍ମଗୁରୁ(ମୌଲାନା) ଶାହାବୁଦ୍ଦିନ ରିଜଭି। ଚାମ୍ପିୟନ୍ସ ଟ୍ରଫି ମ୍ୟାଚ ସମୟରେ ଅଷ୍ଟ୍ରେଲିଆ ବିପକ୍ଷ ସେମି ଫାଇନାଲରେ ଶାମି ମ୍ୟାଚ ଅଧାରେ ପାଣି ପିଉଥିବା ଦେଖିବାକୁ ମିଳିଥିଲା।