ଆସନ୍ତା ମାର୍ଚ୍ଚ ମାସ ୨୧ ତାରିଖରୁ ଆରମ୍ଭ ହେବ IPL ୨୦୨୫
ନଜର ପକାନ୍ତୁ IPL ଇତିହାସରେ ସର୍ବାଧିକ ମେଡେନ ଓଭର ପକାଇଥିବା ବୋଲରଙ୍କ ତାଲିକା ଉପରେ
ଭୁବନେଶ୍ୱର କୁମାର : IPLରେ ସର୍ବାଧିକ ୧୪ଟି ମେଡେନ ଓଭର ପକାଇଛନ୍ତି ଭୁବନେଶ୍ୱର କୁମାର
ପ୍ରବୀଣ କୁମାର : ପୂର୍ବତନ ଭାରତୀୟ କ୍ରିକେଟର ପ୍ରବୀଣ କୁମାର ମଧ୍ୟ ୧୪ଟି ମେଡେନ୍ ଓଭର ବୋଲିଂ କରିଛନ୍ତି
ଟ୍ରେଣ୍ଟ ବୋଲ୍ଟ: ରାଜସ୍ଥାନ ରୟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଥିବା ବୋଲ୍ଟ ୧୧ଟି ମେଡେନ ଓଭର ବୋଲିଂ କରିଛନ୍ତି
ଇର୍ଫାନ ପଠାନ A: ଦିଲ୍ଲୀ, ପଞ୍ଜାବ ଓ ଚେନ୍ନାଇ ପକ୍ଷରୁ ଖେଳିଥିବା ଅଲରାଉଣ୍ଡର ଇର୍ଫାନ ପଠାନ ଆଇପିଏଲରେ ୧୦ ମେଡେନ ଓଭର ବୋଲିଂ କରିଛନ୍ତି
ଧୱଲ କୁଲକର୍ନୀ: ରାଜସ୍ଥାନ ରୟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିଥିବା ଧୱଲ ଆଇପିଏଲ କ୍ୟାରିୟରରେ ୮ ମେଡେନ ଓଭର ପକାଇଛନ୍ତି