• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Social Media Updates

viral video
ବାପ୍‌ରେ !! ଅର୍ଡର କଲେ ଆଇଫୋନ୍, ଡେଲିଭର୍‌ ହେଲା ଦୁଇ ଖଣ୍ଡ ପଥର

ସପିଂ ସାଇଟ୍‌ରୁ ଜିନିଷ ମଗାଇବା ସମୟରେ ସାବଧାନ୍ . . ଏପରି ହେଲେ ଲୋକେ ଅନଲାଇନ୍‌ ସାଇଟ୍‌ରୁ କିଛି ବି ଅର୍ଡର କରିବା ପାଇଁ ଭୟ କରିବେ ।

 Husband apologizing wife
VIDEO : ‘କାନ ଧରୁଛି, ଆଉ କେବେ ମଦ ପିଇବି ନାହିଁ . .’

ହସ୍ପିଟାଲ ବେଡ୍‌ରେ ସ୍ତ୍ରୀକୁ ଦେଖି ମଦୁଆ ସ୍ୱାମୀର ନିଶା ଛାଡ଼ିଗଲା । ନିଜର ଭୁଲ ବୁଝି ପାରି କ୍ଷମା ମାଗିବା ସହ ମଦ ନପିଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ପପୁ ।

Donald Trump
ଭାଇରାଲ ହେଉଛି ଫଟୋ ! ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗିରଫ କଲା କି ପୋଲିସ ?

ସୋସିଆଲ ମିଡିଆରେ କିଛି ଫଟୋ ଏବେ ଭାଇରାଲ ହେଉଛି । ସେହି ଫଟୋ ଗୁଡ଼ିକୁ ଦେଖିଲେ ଆପଣ ଭାବିବେ ଯେ ଡୋନାଲ୍ଡ ଟ୍ରମ୍ପଙ୍କୁ ପୋଲିସ ଗିରଫ କରିଛି ।

Bag Full Of Coin
Viral Video: ବସ୍ତାରେ ବସ୍ତେ କଏନ୍‌ ଧରି ଆସିଲେ ଗାଡ଼ି କିଣିବାକୁ, ଦେଖନ୍ତୁ...

ଯିଏ ବି ଦେଖୁଛି ଟିକେ ଅଟକି ଯାଉଛି । ଆଉ ଲାଇକ୍‌ କମେଣ୍ଟ ସହ ଅନେକ ଳୋକ ଭିଡିଓକୁ ସେୟାର ମଧ୍ୟ କରୁଛନ୍ତି । 

Amitabh Bachchan
ଦେଢ଼ ଲକ୍ଷ ଟଙ୍କାର ମୋବାଇଲ ପାଇ ଫେରାଇଲେ କୁଲି, ମିଳିଲା ପୁରସ୍କାର...

ରେଳ ଷ୍ଟେସନ୍‌ରେ ଥିବା ରେଲୱେ ପୋଲିସ ଷ୍ଟେସନ୍‌ରେ ଦଶରଥ ଏହି ମୋବାଇଲ ଧରି ପହଞ୍ଚିଲେ ଆଉ ତାକୁ ପୋଲିସ ଜିମାରେ ଦେଲେ ।

Hanuman Chalisa
କାଫେ ବାହାରେ ହନୁମାନ ଚାଳିଶା ପାଠ; ଭାଇରାଲ ହେଉଛି ଭିଡିଓ

ବଦଳୁଛି ଯୁଗ ଆଉ ବଦଳୁଛି ଯୁବପିଢ଼ିଙ୍କ ପସନ୍ଦ। ଏବେ ଆଧୁନିକତା ଛାଡି ଆଧ୍ୟାତ୍ମିକ ଆଢ଼କୁ ଢ଼ଳୁଛନ୍ତି ଯୁବପିଢ଼ି। ଏଭଳି ଏକ ଦୃଶ୍ୟ ଏବେ ଦେଖିବାକୁ ମିଳିଛି କଫି କାଫେ ବାହାରେ ।

MBA Chaiwala
୫ ଟଙ୍କାରେ ଚା’ ବିକୁଥିଲେ, ଆଜି ୩୦ କୋଟିର ମାଲିକ

୧୯୯୬ ଗୁଜରାଟରେ ଜନ୍ମଗ୍ରହଣ କରିଥିଲେ ପ୍ରଫୁଲ୍ଲ ବିଲୋର । ବର୍ତ୍ତମାନର ଯୁବପିଢ଼ିଙ୍କ ପାଇଁ ସେ ପ୍ରେରଣା ସାଜିଛନ୍ତି ।

Bengaluru Company Looking For Chief Meme Officer Salary One Lakh Per Month
ମିମ୍ସଙ୍କ ପାଇଁ ଚାକିରି, ମାସକୁ ଦରମା ୧ ଲକ୍ଷ ଟଙ୍କା...

ଆପଣ ମିମ୍ସ କରିବାକୁ ପସନ୍ଦ କରନ୍ତି କି ? ଯଦି ହଁ, ତା’ହେଲେ ଆପଣଙ୍କ ପାଇଁ ଏକ ଭଲ ସୁଯୋଗ। ଦରମା ମାସକୁ ୧ ଲକ୍ଷ ଟଙ୍କା।

Wife find husband affair says best thing that ever happened to me
Viral: ପର ସ୍ତ୍ରୀ ସହ ସ୍ୱାମୀଙ୍କ ସଂପର୍କକୁ ନେଇ ଖୁସି ହେଲେ ପତ୍ନୀ

ସ୍ୱାମୀ ଯଦି ଆଉ କେଉଁ ମହିଳା ସହ ପ୍ରେମ ସଂପର୍କ ରଖେ କୋଉ ସ୍ତ୍ରୀ ବା ସହିବ। ଏଠି କିନ୍ତୁ କିଛି ବ୍ୟତିକ୍ରମ ଦେଖାଦେଇଛି। ଏହି ଘଟଣାରେ ସ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି। ଏହାର କାରଣ କ’ଣ ଆସନ୍ତୁ ଜାଣିବା।

Fresh Vegetable
Viral Video: ଶୁଖିଲା ପରିବାକୁ କେମିକାଲରେ ବୁଡ଼ାଇଲେ, ଦୁଇ ମିନିଟ୍‌ରେ ଏକ୍‌ଦମ୍‌ ସତେଜ

ମାତ୍ର ଦୁଇ ମିନିଟ ମଧ୍ୟରେ ସେହି ଶୁଖିଲା ଧନିଆପତ୍ର ସମ୍ପୂର୍ଣ୍ଣ ତାଜା ହୋଇଯାଉଛି ।

 Naatu Naatu
ଆମେରିକାରେ ନାଟୁନାଟୁ ଗୀତ; ଭାଇରାଲ ହେଉଛି କାର୍‌ ଲାଇଟିଂ ଡ୍ୟାନ୍ସ

ଆମେରିକାରେ ଏହି ଭିଡିଓଟି କରାଯାଇଥିବା ଜଣାପଡ଼ିଛି । ଭିଡିଓରେ ଦେଖିବାକୁ ମିଳୁଛି ତେସଲା କାର୍‌ କମ୍ପାନୀ ପକ୍ଷରୁ ଅନେକ କାର୍‌କୁ ନେଇ ନାଟୁନାଟୁ ଗୀତରେ ଏକ ଲାଇଟିଂ ଡ୍ୟାନ୍ସ କରାଯାଇଛି ।

  • Monday, 20 March 2023
  • RRR
Boy proposes girl student gets slapped on face video goes viral
ଉତୁରିଗଲା ପ୍ରେମ ନିଶା: କ୍ଲାସ୍‌ରୁମ୍‌ ଭିତରେ ଛାତ୍ରୀଙ୍କୁ ପ୍ରପୋଜ କରି ଚାପୁଡ଼ା ଖାଇଲେ ଯୁବକ...

ଯୁବତୀ ଜଣକ ପ୍ରପୋଜାଲକୁ ଗ୍ରହଣ କରିବା ବଦଳରେ ଯୁବକଙ୍କୁ ଚାପୁଡ଼ା ମାରିଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି।

Alissa Carlson Schwartz
ଖବର ପଢ଼ୁ ପଢ଼ୁ ହଠାତ୍‌ ଗଳିପଡ଼ିଲେ ନ୍ୟୁଜ୍‌ ଆଙ୍କର; ଭାଇରାଲ ହେଉଛି ଭିଡିଓ

ଜଣେ ଆଙ୍କର ଖବର ପରିବେଶଷଣ କରିବା ସମୟରେ ଷ୍ଟୁଡିଓରୁ ହଠାତ୍‌ ତଳକୁ ଖସିପଡ଼ିଛନ୍ତି । ଯାହାର ଭିଡିଓ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଖୁବ୍‌ ଭାଇରାଲ ହେଉଛି । ଘଟଣାଟି ଘଟିଛି କାର୍ଲିଫନିଆର ଏକ ନ୍ୟୁଜ୍‌ ଚ୍ୟାନେଲରେ ।

  • Sunday, 19 March 2023
Woman catches boyfriend during dinner date with another girl
Viral Video: ଧୋକା ଦେଇ ଅନ୍ୟ ଯୁବତୀଙ୍କ ସହ ଡିନର୍‌ ଡେଟ୍‌ରେ ଯାଇଥିଲେ, ପହଞ୍ଚିଗଲେ ଗର୍ଲଫ୍ରେଣ୍ଡ୍‌...

ମହଙ୍ଗା ପଡ଼ିଲା ଗର୍ଲଫ୍ରେଣ୍ଡ୍‌କୁ ଧୋକା ଦେଇ ଅନ୍ୟ ଯୁବତୀଙ୍କ ସହ ଡିନର୍‌ ଡେଟ୍‌ରେ ଯିବା। ରାସ୍ତାକଡ଼ରେ ଚେୟାରରେ ବସି ଅନ୍ୟ ଯୁବତୀଙ୍କ ସହ ଖାଉଥିବା ବେଳେ ଧରି ପକାଇଥିଲେ ଗର୍ଲଫ୍ରେଣ୍ଡ୍।

India’s helmet man
ହେଲମେଟ୍‌ ମ୍ୟାନ୍‌ ରାଘବେନ୍ଦ୍ର : କାର୍‌ ଭିତରେ ବି ପିନ୍ଧନ୍ତି ହେଲମେଟ୍‌

ସୋସିଆଲ ମିଡିଆରେ ଗତ କିଛିଦିନ ହେବ ହେଲମେଟ୍‌ ମ୍ୟାନଙ୍କୁ ନେଇ ଭାରି ଚର୍ଚ୍ଚା ଚାଲିଛି । କାରଣ ରାସ୍ତାରେ ସିଏ ଲୋକଙ୍କୁ ବୁଲିବୁଲି ବାଣ୍ଟୁଛନ୍ତି ହେଲମେଟ୍‌ । ହଁ...ଦର୍ଶକବନ୍ଧୁ ସିଏ ହେଉଛନ୍ତି ରାଘବେନ୍ଦ୍ର କୁମାର। ସ୍ନେହରେ ଲୋକେ ତାଙ୍କୁ ହେଲ‌ମେଟ ମ୍ୟାନ ‌ବୋଲି ଡାକୁଛନ୍ତି । କାରଣ ସେ ସମସ୍ତଙ୍କୁ ବୁଲିବୁଲି ଦେଉଛନ୍ତି ହେଲମେଟ୍‌ ।

Father dropped daughter at the wrong board exam center
Viral: ଝିଅକୁ ଭୁଲ୍ ପରୀକ୍ଷା କେନ୍ଦ୍ରରେ ଛାଡି ଚାଲିଗଲେ ବାପା, ତା’ପରେ…

ସୋସିଆଲ ମିଡିଆରେ ଏଭଳି ଖବର ଭାଇରାଲ ହେବାରେ ଲାଗିଛି। ବୋର୍ଡ ପରୀକ୍ଷା ଦେଉଥିବା ଜଣେ ଛାତ୍ରୀଙ୍କୁ ତାଙ୍କ ବାପା ଭୁଲ ପରୀକ୍ଷା କେନ୍ଦ୍ରରେ ଛାଡି ଦେଇଛନ୍ତି। ଏହା ପରେ ସେ ଘାବରେଇ ଯାଇଥିଲେ ଆଉ କାନ୍ଦିଥିଲେ। ତା’ପରେ କ’ଣ ହେଲା ଜାଣନ୍ତୁ…

special story
ବିଶ୍ୱର ସବୁଠାରୁ ବାମନ ବଡିବିଲଡର୍‌ଙ୍କୁ ମିଳିଗଲା ଜୀବନ ସଙ୍ଗିନୀ

ବିଶ୍ୱର ସବୁଠାରୁ ବାମନ ବଡିବିଲ୍‌ଡରଙ୍କ ସ୍ୱପ୍ନ ସତ ହେଲା । ପଡ଼ିଲା ହାତଗଣ୍ଠି, ଧୁମଧାମରେ ହେଲା ବାହାଘର ।

Marriage Video Viral
ବିବାହ ଉତ୍ସବରେ କନ୍ୟାକୁ ୩ କୋଟି ଟଙ୍କାର ଉପହାର, ଫଟୋ-ଭିଡିଓ ଦେଖି ସବୁ ଆଶ୍ଚର୍ଯ୍ୟ...

ଆମେ ଯେଉଁ ବିବାହ ଉତ୍ସବ ବିଷୟରେ କହୁଛୁ ସେଥିରେ କନ୍ୟାକୁ ୩ କୋଟି ଟଙ୍କାର ଉପହାର ଦିଆଯାଇଛି । ଆଉ ଏଭଳି ଉପହାର ଏବେ ରେକର୍ଡ ସୃଷ୍ଟି କରିଛି ।

Lottery
ରାସ୍ତା କାମ କରୁଥିଲେ ଶ୍ରମିକ; ଲାଗିଲା ଲଟେରୀ; ସିଧା ଧାଇଁଲେ ଥାନା...

କେରଳର ଜଣେ ଶ୍ରମିକଙ୍କ ଭାଗ୍ୟରେ ଫୁଟିଛି ଲଟେରୀ । ଲକ୍ଷେ କି ଦୁଇ ଲକ୍ଷ ନୁହେଁ, ଏକାଥରକେ ୭୫ ଲକ୍ଷ ଟଙ୍କାର ଲଟେରୀ ଲାଗିଛି ।

Biryani
ATM ରୁ ଟଙ୍କା ନୁହେଁ ବାହାରୁଛି ଗରମ ଗରମ ବିରିୟାନୀ, ଜାଣନ୍ତୁ କେଉଁଠି ?

ଚେନ୍ନାଇ କୋଲାଟୁରରେ ଏବେ ଏକ ସ୍ୱୟଂଚାଳିତ ବିରିୟାନୀ ମେସିନକୁ ବାଇ ଭେଟୁ କଲ୍ୟାଣମ୍ କିମ୍ବା ବି.ଭି.କେ ବିରିୟାନି ଦ୍ୱାରା ଲଞ୍ଚ କରାଯାଇଛି । ଯେଉଁଥରୁ ବିରିୟାନୀ ଲଭର୍‌ ସହଜରେ ଏବଂ କିଛି ସମୟ ମଧ୍ୟରେ ଗରମ ଓ ତାଜା ବିରିୟାନୀର ମଜା ନେଇପାରିବେ ।

International Sleep Day
ଅଜବ ! ଅଫିସ୍‌ ଦେଲା ନିଦ୍ରା ଉପହାର, ସକାଳୁ ସକାଳୁ ସବୁ କର୍ମଚାରୀଙ୍କୁ ମେଲ୍‌ ଆସିଲା, ଶୋଇପଡ଼...

ଖାଲି ସେତିକି ନୁହେଁ ସଂସ୍ଥା ପକ୍ଷରୁ ସକାଳୁ ସକାଳୁ ଆସିଥିବା ଏହି ସର୍ପ୍ରାଇଜ୍‌ ହଲିଡେ ମେଲ୍‌ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

SNAKE
ମଣିଷ ସ୍ନେହରେ ଅଜଗର; ଭାଇରାଲ ହେଉଛି ଭିଡିଓ...

ଭିଡିଓଟିରେ ଦେଖିବାକୁ ମିଳୁଥିବା ଦୁଇଟି ସାପର ରଙ୍ଗ ଭିନ୍ନ ଭିନ୍ନ ରହିଛି । ଗୋଟିଏ ଅଜଗରର ରଙ୍ଗ କଳା ହୋଇଥିବା ବେଳେ ଅନ୍ୟଟି ଧଳା ରଙ୍ଗର ରହିଛି ।

Man Gets Rs 25,000 After GF's Betrayal
ହାର୍ଟବ୍ରେକ୍‌ ଇନ୍‌ସ୍ୟୁରାନ୍ସ ଫଣ୍ଡ୍‌: ଧୋକା ଦେଲେ ମିଳିବ ଟଙ୍କା...

ବ୍ରେକ୍‌ଅପ୍‌ ପରେ ସମ୍ପୃକ୍ତ ଯୁବକ ୨୫ ହଜାର ଟଙ୍କା ପାଇଛନ୍ତି। ପ୍ରେମିକା ପ୍ରତାରଣା କରିବା ପରେ ତାଙ୍କୁ ଏହି ଟଙ୍କା ମିଳିଛି। ତେବେ ଏହି ଟଙ୍କା ବୀମା ରାଶି ଭାବେ ଯୁବକଙ୍କୁ ମିଳିଛି। 

  • Friday, 17 March 2023
Viral Video
କଲେଜରେ ଏମିତି ହେଉଛି ମିଛି ମିଛିକା ବାହାଘର, ଦେଖିଲେ ଲାଗିବ ସତ, ଦେଖନ୍ତୁ ଭିଡିଓ...

ଏହା ବାହାଘର ନଥିଲେ ବି ବର କନ୍ୟା ବେଶରେ ଦୁଇ ଜଣଙ୍କୁ ଦେଖିବାକୁ ମିଳୁଛି । 

'Only In India'
ଭିଡ଼ରାସ୍ତାରେ ଏମିତି ଟ୍ରାକ୍ଟର ଚଳାଇଲେ ଡ୍ରାଇଭର; ଭାଇରାଲ ହେଲା ଭିଡିଓ

ଟ୍ରାକ୍ଟରଟି ଏକ ଉଠାଣି ରାସ୍ତାରେ ଉଠିବାକୁ ଚେଷ୍ଟା କରୁଛି । ଟ୍ରାକ୍ଟରଟିକୁ ଚଳାଉଥିବା ଡ୍ରାଇଭର ଜଣକ ଧୀରେ ଧୀରେ ଟ୍ରାକ୍ଟରଟିକୁ ଉପରକୁ ଉଠାଉଛନ୍ତି ।