ପଦ୍ମପୁର ଭୋଟ୍ ପୂର୍ବରୁ ଟଙ୍କା ବଣ୍ଟା ନେଇ ଅଭିଯୋଗ ହୋଇଛି। ବିଜେଡି କର୍ମୀ ଟଙ୍କା ବାଣ୍ଟୁଥିବା ଅଭିଯୋଗ ହୋଇଛି।
ଷଣ୍ଢକୁ ଫୁଲମାଳରେ ସଜେଇ ବଜାରରେ ଶୋଭାଯାତ୍ରା କରିଥିଲେ। ଏହାପରେ ବ୍ଲକ୍ କାର୍ଯ୍ୟାଳୟ ଆଗରେ କେକ୍ କାଟି ବିଜେପି ଯୁବମୋର୍ଚ୍ଚାର କର୍ମୀ ଜନ୍ମଦିନ ପାଳନ କରିଥିଲେ।
ଆପଣ ଥକି ଗଲେଣି, ବୋଧେ କିଛି ବୁଝି ପାରୁନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଆଜି କିଛି ଏମିତି ଢଙ୍ଗରେ କଡ଼ା ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।ଗତକାଲି ପଦ୍ମପୁରକୁ ରେଳ ଲାଇନ୍ ପ୍ରସଙ୍ଗକୁ ନେଇ କେନ୍ଦ୍ର ମନ୍ତ୍ରୀଙ୍କୁ ଜବାବ ମାଗିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ବର୍ଷାଙ୍କୁ ଅସମ୍ମାନ ନେଇ ବିଜେଡି ଆଣିଲା ଅଭିଯୋଗ। ମହିଳା ଅସୁରକ୍ଷିତ ଆରୋପ ପ୍ରତ୍ୟାରୋପକୁ ନେଇ ମୁହାଁମୁହିଁ । ଭୋଟର ଦିନକ ପୂର୍ବରୁ କାହିଁକି ଏମିତି ମହିଳା କାର୍ଡ ତାକୁ ନେଇ ଚର୍ଚ୍ଚା.....
ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ଥିବା ଅଭିଯୋଗ ଆଣି ମାଷ୍ଟର କ୍ୟାଣ୍ଟିନ ଛକରେ ଧାରଣାକୁ ଓହ୍ଲାଇଥିଲା ବିଜେପି।
କେନ୍ଦୁପତ୍ରରେ ଜିଏସ୍ଟି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କୁମ୍ଭୀର କାନ୍ଦଣା କାନ୍ଦୁଥିବା କହିଛନ୍ତି ଧର୍ମେନ୍ଦ୍ର।
ପଦ୍ମପୁରରେ ହାଇଭୋଲଟେଜ୍ ପ୍ରଚାର। ବିଜେଡି ପ୍ରାର୍ଥୀ ବର୍ଷା ଓ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କଲେ ଅପରାଜିତା। ବର୍ଷାଙ୍କ ଶାଶୂଘର ସତ୍ୟବାଦୀ, ସେଠିକାର କଥା ସେ ଚିନ୍ତାକରନ୍ତୁ। ଝିଅ ବାହା ହେବା ପରେ ବାପ ଘରେ କେତେ ଦିନ ରହିପାରିବ? ମୁଁ ମୋ ବାପଘରକୁ କେବେ ଯାଇଥିଲି ଆଉ ମନେ ବି ନାହିଁ।
ପଦ୍ମପୁର କାହିଁକି ଜିଲ୍ଲା ହୋଇପାରିବ ନାହିଁ ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି । ବିଜେଡି ପ୍ରାର୍ଥୀ ବର୍ଷା ସିଂଙ୍କୁ କଟାକ୍ଷ କରି ସେ ପୁଣି କହିଥିଲେ, ବୋହୂ ଭାବେ ବର୍ଷା ସତ୍ୟବାଦୀରେ ଶାଶୁ ସେବା କରିବା ଉଚିତ ।
ପଦ୍ମପୁରରେ ପଦ୍ମ ଫୁଟାଇ ଉପ ନିର୍ବାଚନ ଜିତିବାକୁ ବିଜେପିର ଜୋରଦାର କସରତ । ପ୍ରଚାରର ଶେଷ ପର୍ଯ୍ୟାୟରେ ଦଳୀୟ ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ମୈଦାନ୍ରେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ଭେଉଁରିଆ, ପୁରେଣା, ଲୁହାରପାଲି, ବାରିକେଳ ପଦ୍ମପୁର ବ୍ଲକର ଚାରି ଚାରିିଟି ସ୍ଥାନରେ ମାରଥନ ପ୍ରଚାର ଆଉ ସବୁଠି ନିଶାନାରେ ମୁଖ୍ୟମନ୍ତ୍ରୀ, ରାଜ୍ୟ ସରକାର । ଆଉ ତା ସାଙ୍ଗକୁ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ।
ପଦ୍ମପୁରରେ ନବୀନଙ୍କ ମାରାଥନ୍ ପ୍ରଚାର । ଝାରବନ୍ଧ, ପାଇକମାଳ ଓ ପଦ୍ମପୁରରେ ନବୀନଙ୍କ ନିର୍ବାଚନୀ ସଭା । ନିକଟ ଅତୀତରେ ହୋଇଥିବା ଏକାଧିକ ବାଏ ଲେକସନ୍ରେ ନବୀନ ପ୍ରଚାର କରିନଥିଲେ । ତେବେ ପ୍ରାୟ ୩ ବର୍ଷ ପରେ ମଇଦାନକୁ ଓହ୍ଲାଇଥିବା ବେଳେ ପଦ୍ମପୁରରେ ଜୋରଦାର ଢଙ୍ଗରେ ପ୍ରଚାର କରିଛନ୍ତି ।
ଚାଷୀଙ୍କ ପାଇଁ ବିଜେପିର ରଣହୁଙ୍କାର । ବିଧାନସଭା ବାହାରରେ କାନ୍ଧରେ ହଳ ଲଙ୍ଗଳ, ରାସ୍ତାରେ ଶଗଡ ଆଉ ଟ୍ରାକ୍ଟରରେ ବସି ବିଧାନସଭା ଆଡ଼େ ମୁହାଁଇଥିଲେ ବିଜେପି ନେତା, କର୍ମୀ ଓ ଚାଷୀ । ରାଜ୍ୟ ସରକାରଙ୍କ ନୀତିକୁ ବିରୋଧ କରି ରାଜଧାନୀରେ ବିଜେପି ଆଜି ଚାଷୀ ସମାବେଶ ଆୟୋଜନ କରିଥିଲା । ଚାଷୀଙ୍କୁ ଠିକ୍ରେ ଇନପୁଟ୍ ସବ୍ସିଡି ମିଳୁନି, ଚାଷୀ ସାରବିହନ ପାଉନାହାନ୍ତି ।
ପଦ୍ମପୁର ଜିଲ୍ଲା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ଅପରାଜିତା।
ବଜେଡିର ତିନିଟି ସ୍ଥାନରେ ମାରାଥନ୍ ନିର୍ବାଚନୀ ସଭା ।
ଗୃହ ଭିତରେ ଓ ବାହାରେ ହଲ୍ଲାବୋଲ୍ । ଗୃହରେ ଉଠିଲା ଇନ୍ପୁଟ୍ ସବ୍ସିଡି-ସାର ବିହନ ପ୍ରସଙ୍ଗ ।
ପଦ୍ମପୁରରେ ରେଳ ପ୍ରକଳ୍ପ ନେଇ କେନ୍ଦ୍ର ସରକାରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଶାନା କରିଛନ୍ତି। ପ୍ରକଳ୍ପ ନେଇ ଡିପିଆର୍ କରିଛନ୍ତି କି କେନ୍ଦ୍ର ସରକାର ? ଏଭଳି ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ।
ପ୍ରଚାର ଅବସରରେ ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ଅପରାଜିତା ।
ପାଇକମାଳ ଓ ଝାରବନ୍ଧରେ ଜନସଭାରେ ଯୋଗ ଦେଇ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ନବୀନ ।
ପଦ୍ମପୁରରୁ ନବୀନଙ୍କୁ ଟାର୍ଗେଟ୍ କଲେ ସୁରେଶ ପୂଜାରୀ। ୫ରେ ଭୋଟର ଛାଡିବେ ବ୍ରହ୍ମାସ୍ତ୍ର...ଟଳମଳ ହେବ ନବୀନ ବାବୁଙ୍କ ସିଂହାସନ। କେନ୍ଦ୍ର କୋଟି କୋଟି ଟଙ୍କା ଦେଉଛି, ରାଜ୍ୟ ସରକାର ସବୁ ଖାଇଦେଉଛି ।
ପଦ୍ମପୁରରୁ ନବୀନଙ୍କୁ ଟାର୍ଗେଟ୍ କଲେ ସୁରେଶ ପୂଜାରୀ। ୫ରେ ଭୋଟର ଛାଡିବେ ବ୍ରହ୍ମାସ୍ତ୍ର...ଟଳମଳ ହେବ ନବୀନ ବାବୁଙ୍କ ସିଂହାସନ। କେନ୍ଦ୍ର କୋଟି କୋଟି ଟଙ୍କା ଦେଉଛି, ରାଜ୍ୟ ସରକାର ସବୁ ଖାଇଦେଉଛି...ସୁଶାନ୍ତ କହିଲେ..
ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ମାଗିବେ ଭୋଟ
ବର୍ଷା ସିଂ ବରିହା ନୁହେଁ, ବର୍ଷା ବଳିୟାର ସିଂ । ବିଜେଡି ପ୍ରାର୍ଥୀ ବର୍ଷା ଆଦିବାସୀ ନୁହଁନ୍ତି କହି କଡ଼ା ସମାଲୋଚନା କରିଛନ୍ତି ବିଜେପି ଆଦିବାସୀ ନେତା ତଥା ସୁନ୍ଦରଗଡ ସାଂସଦ ଜୁଏଲ୍ ..
ତିନି ଦିନ ପରେ ନିଜ ବିଧାୟକ ବାଛିବାକୁ ଯାଉଥିବା ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ଏବେ ଜୋର୍ ଧରିଛି ଜାତି ରାଜନୀତି..
ରାଜ୍ୟ ସରକାରଙ୍କ ତଥ୍ୟକୁ ମାନିବାକୁ ବିରୋଧୀ ନାରାଜ । ଶ୍ୱେତପତ୍ର ଆଣିବାକୁ ବିଜେପିର ଦାବି । ରାଜ୍ୟ ସରକାରଙ୍କୁ କଂଗ୍ରେସ ବି କଲା ଟାର୍ଗେଟ୍ ।
ବିଜେଡିର ଦାବି ଶଙ୍ଖକୁ ଯିବ ୭୦ ପ୍ରତିଶତ ଜାତି ଭୋଟ୍ । ଜାତି ରାଜନୀତି କାର୍ଡ ଖେଳୁଥିବା କହି ବର୍ଷିଲେ ବିରୋଧୀ ।
ବାହା ପରେ କେମିତି ଆଦିବାସୀ ହେଲେ ବର୍ଷା ? ଯେ ଜାତିର ନୁହେଁ, ସେ ପାର୍ଟିର କେମିତି ହେବେ ପ୍ରଶ୍ନ କଲେ ଜୁଏଲ ।