ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବାସଭବନ ଘେରିବାକୁ ଆସିଲେ ମହିଳା । କିନ୍ତୁ ଜାଣିନାହାନ୍ତି ସେ କେଉଁ ଦଳର ବିଧାୟକ। ଏପରିକି ଜୟନାରାୟଣ କାହାକୁ ମାରିଥିବା ଅଭିଯୋଗ ହେଉଛି ତାହା ବି ଜଣିନାହାନ୍ତି।
Published: Satyendu Shekher Mishra
Last updated: 19 February 2023, 04:24 PM IST
ଆଗ ମାଆ ସୋନିଆ ଗାନ୍ଧୀ ଜିତିଲେ । ପରେ ଆମେଥି ଆସନରୁ ପୁଅ ରାହୁଲଙ୍କୁ ଛିଡା କରାଇ ଜିତାଇଲେ । ଏବେ ରାହୁଲ ଦୁଇଟି ଆସନରୁ ଜିତି ୱାୟନାଡ ଆସନରୁ ଇସ୍ତଫା ଦେଲେ। ଭଉଣୀ ପ୍ରିୟଙ୍କା ସେହି ଆସନରୁ ଉପନିର୍ବାଚନରେ ପ୍ରାର୍ଥୀ ହୋଇ ଜିତିଲେ । ଏବେ ସଂସଦରେ ନେହରୁ ଗାନ୍ଧୀ ପରିବାରର ୩ ଜଣ ସଦସ୍ୟ । ଭାରତ ଇତିହାସରେ ରେକର୍ଡ ।