Advertisment

ଏଥର ତାତିବ ବିଧାନସଭାର ବଜେଟ୍ ଅଧିବେଶନ

କେଉଁ କେଉଁ ପ୍ରସଙ୍ଗକୁ ବିଧାନସଭାରେ କିଭଳି ଢଙ୍ଗରେ ଉଠାଯିବ ସେ ନେଇ ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରିଛି ବିଜେପି ।

author-image
Satyendu Shekher Mishra

ତାତିବ ବିଧାନସଭାର ବଜେଟ୍ ଅଧିବେଶନ । ନବ ଦାସ ହତ୍ୟା ଘଟଣାକୁ ନେଇ ହୁଲସ୍ତୁଲ ହେବ ଗୃହ । ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ସରକାରଙ୍କୁ ଅଡୁଆରେ ପକାଇବାକୁ ତୟାର ବିରୋଧୀ । ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ବଜେଟ୍ ଅଧିବେଶନ। ଲମ୍ବା ଅଧିବେଶନ, ବିରୋଧୀଙ୍କ ହାତରେ ବି ପ୍ରସଙ୍ଗର ଲମ୍ବା ତାଲିକା । କେଉଁ କେଉଁ ପ୍ରସଙ୍ଗକୁ ବିଧାନସଭାରେ କିଭଳି ଢଙ୍ଗରେ ଉଠାଯିବ ସେ ନେଇ ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରିଛି ବିଜେପି ।

Advertisment
BJD BJP Assembly Session Odisha Politics
Advertisment
Advertisment