SHG
ଗାଁ ଗାଁରୁ ଆସି ରାଜଧାନୀରେ ଗର୍ଜିଲେ । କହିଲେ ସରକାର ସବୁ କାମ କରାଉଛନ୍ତି, ହେଲେ ଆମ କଥା ବୁଝୁନାହାଁନ୍ତି । ୧୦ ଦଫା ଦାବି ନେଇ ଭୁବନେଶ୍ୱରର ମହାତ୍ମାଗାନ୍ଧି ମାର୍ଗରେ ଓଡ଼ିଶା ଗ୍ରାମ ପଞ୍ଚାୟତ ଲେବଲ ଫେଡରେସନ ମିଶନ ଶକ୍ତି କର୍ମୀ ସାମୁଖ୍ୟର ବିଶାଳ ସମାବେଶ । ଆଉ ଏହି ଅବସରରେ ରାଜ୍ୟ ସରକାରଙ୍କ ଉପରେ ରାଗ ଝାଡ଼ିଛନ୍ତି କର୍ମୀ । ସଫା ସଫା ଅଭିଯୋଗ କରିଛନ୍ତି, ସରକାର ନିର୍ବାଚନଠୁ ଆରମ୍ଭ କରି ସବୁ କାମରେ ଆମକୁ ଲଗାଉଛନ୍ତି, ହେଲେ ପରିଶ୍ରମର ଫଳ ଦେବା ବେଳେ ମୁହଁ ମୋଡି ଦେଉଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)