• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

CM Mohan Majhi
୨୨ ଦିନ ପରେ ତୃତୀୟ ମହଲାରେ ଏଣ୍ଟ୍ରି କଲେ ମୋହନ

ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ନେବା ପରେ ୨୨ ଦିନ ହେଲା ରାଜ୍ୟ ଅତିଥି ଭବନରେ ଚାଲିଥିଲା ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟ।

BJD
୨୪ ନିର୍ବାଚନରେ ମାଟି କାମୁଡ଼ିବା ପରଠୁଁ ଚବିଶ ବର୍ଷର ଶାସକ ବିଜେଡିରେ ଏବେ ଫାଟ ଜଳ ଜଳ

ବିଜେଡି କର୍ପୋରେଟର ଅମରେଶ ଜେନା ଦଳରେ ବିଭୀଷଣ ଥିବା କହିଥିବାବେଳେ ଦଳୀୟ ବୁଝାମଣାରୁ ପରାଜୟ କହି, ନିଆଁରେ ଘିଅ ଢାଳିଛନ୍ତି ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ।

  • Wednesday, 03 July 2024
Hemant Soren
ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଚମ୍ପାଇ ସୋରେନ

ହେମନ୍ତ ଜେଲ ଯିବା ପରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ଚମ୍ପାଇ ସୋରେନ।

BJD
ନିଆଁରେ ଘିଅ ଢାଳିଲେ କି ପ୍ରଭାତ, ବିଜେଡିରେ ବିଭୀଷଣ କିଏ ?

୨୪ ନିର୍ବାଚନରେ ମାଟି କାମୁଡ଼ିବା ପରଠୁଁ ଚବିଶ ବର୍ଷର ଶାସକ ବିଜେଡିରେ ଏବେ ଫାଟ ଜଳ ଜଳ । ଯେତେ ଲୁଚାଇଲେ ବି ଆଉ ଲୁଚୁନି ।

Odisha Politics
ଦାଣ୍ତରେ ପଡ଼ି ହାଟରେ ଗଡ଼ିଲାଣି ବିଜେଡି ଗୋଷ୍ଠୀ କନ୍ଦଳ, ଟିକେଟ୍ ବଣ୍ଟା ପରଠାରୁ ଚାଲିଛି ଟଣାଓଟରା

ଭୁବନେଶ୍ୱର ବିଜେଡିରେ ଗୋଷ୍ଠୀ କନ୍ଦଳ ନୂଆ ନୁହେଁ । ଗତ ସାଧାରଣ ନିର୍ବାଚନରେ ଟିକେଟ୍ ବଣ୍ଟା ସମୟରୁ ହିଁ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଟଣାଓଟରା ଲାଗି ଆସୁଛି ।

Prithviraj Harichandan
‘ରତ୍ନଭଣ୍ଡାର ଖୋଲିବା ନିଶ୍ଚିତ, ଆଜି କାଲି ଭିତରେ ନିଷ୍ପତ୍ତି’

ଆସନ୍ତା ୫ ତାରିଖରେ ବସିପାରେ ରତ୍ନଭଣ୍ଡାର ତଦାରଖ କମିଟି ବୈଠକ। ଅଳଙ୍କାର ଗଣତି ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ଅରିଜିତ୍ ପଶାୟତ ତା ପୂର୍ବଦିନ ଅର୍ଥାତ୍ ଜୁଲାଇ ୪ ତାରିଖରେ ଓଡିଶା ଆସିବା କାର୍ଯ୍ୟକ୍ରମ ରହିଛି। ସେ ପୁରୀରେ ୨୭ ତାରିଖ ଯାଏ ରହିବେ।

Amaresh Jena
‘ବିଜେଡିରେ ଅଛନ୍ତି ବିଭୀଷଣ, ଦଳ ଭାଙ୍ଗିବାକୁ କରୁଛନ୍ତି ଉଦ୍ୟମ ’

ବିଜେଡି କର୍ପୋରେଟର ଅମରେଶ ଜେନା କହିଛନ୍ତି, କିଛି ଲୋକ ଆମ ଭିତରେ ବିଭାଜନ ଉଦ୍ୟମ କରୁଛନ୍ତି । କିନ୍ତୁ ଆମେ ଏକଜୁଟ ଅଛୁ।

Pravat Biswal
ବିଜେଡି ପରାଜୟ ପରେ ମୁହଁ ଖୋଲିଲେ ପ୍ରଭାତ ବିଶ୍ୱାଳ; କହିଲେ, ‘ଭୁଲ୍‌ ବୁଝାମଣାରୁ ହାରିଲା ଦଳ’

ନବୀନ ପଟ୍ଟନାୟକ ୫ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ । କେଉଁଠି ନା କେଉଁଠି ଆଣ୍ଟି ଇନକମ୍ବେନ୍ସୀ ବା ଦଳ ବିରୋଧୀ ହାୱା ଗୋଟିଏ ବଡ଼ ଫ୍ୟାକ୍ଟର ଭାବରେ କାମ କରିଛି ।

Rift in BJD
ବିଜେପି ଆଡ଼କୁ ଢଳୁଛନ୍ତି କି ବିଜେଡି କର୍ପୋରେଟର ?

ବିଜେଡି କର୍ପୋରେଟରଙ୍କୁ ଧରି ଦୁଇ ଗୋଷ୍ଠୀ କରାଯାଉଥିବାରୁ ସୁପ୍ରିମୋଙ୍କ ମୁଣ୍ଡ ବିନ୍ଧା ବଢିଛି । ଅନ୍ୟପଟେ ତୁ ତୁ ମେ ମେ ଜାରି ରହିଛି ।

Odisha Congress
୯ଦିନ ତାଲା ପଡ଼ିଲା । ପିସିସି ସଭାପତିଙ୍କ ଦେଖା ନଥିଲା

ଗୋଟିଏ ପଟେ ପିସିସି ସଭାପତିଙ୍କ ବିରୁଦ୍ଧରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି ତ ଅନ୍ୟପଟେ ଦଳର ଜଣକ ପରେ ଜଣେ ନେତା ବି ମଙ୍ଗୁଆଳଙ୍କ ବିରୋଧରେ ଖୋଲାଖୋଲି ମନ୍ତବ୍ୟ ଦେବାକୁ ପଛାଉ ନାହାନ୍ତି ।

Odisha Congress
ମୁରବୀଶୂନ୍ୟ ହୋଇଛି କି ଓଡ଼ିଶା କଂଗ୍ରେସ ? ପାର୍ଟି ଅଫିସରେ ୯ ଦିନ ଝୁଲିଲା ତାଲା !

ଆଜି ତାଲା ଖୋଲିଥିଲେ ବି କଂଗ୍ରେସ ଅଫିସ୍ ଖାଁ ଖାଁ । AICCକୁ ସବୁ ଜଣାଇଛି କହିଲେ ଶରତ ।

Contractor
‘ବାହାରିଆ ଅଣଓଡ଼ିଆ ଠିକାଦାରଙ୍କୁ କାମ ଦେବା ହୋଇଥିଲା ବଡ଼ ଷଡ଼ଯନ୍ତ୍ର’

ଅଣ ଓଡ଼ିଆଙ୍କୁ କାମ ଦେବା ପାଇଁ ଛୋଟ ଛୋଟ କାମକୁ ମିଶାଇ ହଜାରେ କୋଟିରୁ ଅଧିକ ବଡ଼ ଟେଣ୍ଡର କରାଯାଉଥିଲା। ଏସବୁର ଖୋଳତାଡ ନିହାତି ଆବଶ୍ୟକ ବୋଲି ମଧ୍ୟ ସେ ଦାବି କରିଛନ୍ତି।

Narendra Modi Vs Rahul Gandhi
ସଂସଦରେ କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କୁ ମୋଦିଙ୍କ ପ୍ରବଳ ଧୁଲେଇ

୨୦୨୪ ନିର୍ବାଚନରେ ଓଡ଼ିଶାର ବିଜେପିର ଅପୂର୍ବ ସଫଳତା କଥା ମନେ ପକାଇ ଏହାକୁ ଜଗନ୍ନାଥଙ୍କ ଭରପୁର ଆଶୀର୍ବାଦ ବୋଲି ମଧ୍ୟ କହିଛନ୍ତି।

Rift in BJD
ବିଜେପି ଆଡକୁ ଢଳୁଛନ୍ତି ବିଜେଡି କର୍ପୋରେଟର! ସତ୍ତା ବଦଳିବା ପରେ ଚର୍ଚ୍ଚା ଜୋର

ବିଜେପି ଆଡ଼କୁ ଢଳୁଛନ୍ତି କି ବିଜେଡି କର୍ପୋରେଟର ? ଖୋଦ ବିଜେଡି କର୍ପୋରେଟର ଏଭଳି ବଡ଼ ଖୁଲାସା କରିବା ପରେ ରାଜଧାନୀ ବିଜେଡି ରାଜନୀତି ଏବେ ଚର୍ଚ୍ଚାରେ ।

Face-Off
ମାଷ୍ଟରକ୍ୟାଣ୍ଟିନ ଛକରେ ଲଙ୍କାକାଣ୍ଡ, ମୁହାଁମୁହିଁ ହେଲେ ବିଜେପି- ଛାତ୍ର କଂଗ୍ରେସ

ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରେ ଲଙ୍କାକାଣ୍ଡ । ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ଛାତ୍ର କଂଗ୍ରେସ କର୍ମୀ ।

Narendra Modi
ସଂସଦରେ ଉଠିଲା ଓଡ଼ିଶା କଥା, ମୋଦି କହିଲେ ...

ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ପ୍ରସ୍ତାବ ଦେବା ଅବସରରେ ଓଡ଼ିଶା ନିର୍ବାଚନ କଥା ଉଠାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କହିଛନ୍ତି, ଓଡ଼ିଶାବାସୀ ଆମ ଉପରେ ଭରସା କରିଛନ୍ତି, ଆମକୁ ଭରପୁର ଆଶୀର୍ବାଦ ମିଳିଛି ।

PM Modi
ବିକାଶର ଗୋଲାପୀ ଚିତ୍ର ଦେଖାଇଲେ ପ୍ରଧାନମନ୍ତ୍ରୀ, ବିରୋଧୀଙ୍କ ପ୍ରବଳ ହୋହଲ୍ଲାରେ କମ୍ପିଲା ଗୃହ

ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ । ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଅବସରରେ ପ୍ରଧାନମନ୍ତ୍ରୀ ନିଜର ଅଭିଭାଷଣ ରଖିଛନ୍ତି ।

Manmohan Samal
ଥମୁନି ରାହୁଲ ବୟାନ୍‌ ଝଡ଼; କଡ଼ା ଭର୍ସନା କଲେ ମନମୋହନ, କହିଲେ ...

ଲୋକସଭାରେ ହିନ୍ଦୁମାନଙ୍କୁ ହିଂସ୍ର ଓ ମିଛୁଆ କହିବାକୁ ନେଇ ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଲା ବିଜେପି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, କଂଗ୍ରେସ ବିରୋଧୀ ସିଟରେ ବସିବାରୁ ଅଣନିଃଶ୍ୱାସୀ ହୋଇଛନ୍ତି ।

BJD
ଭୁବନେଶ୍ବର ବିଜେଡିରେ ଫାଟ ! 'ଦଳବଦଳ କରିପାରନ୍ତି କର୍ପୋରେଟର'

ବିଜେଡିରେ ଫାଟ ଆଶଙ୍କା । ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ଇଙ୍ଗିତ ପରେ ଏଭଳି ଚର୍ଚ୍ଚା ଏବେ ଜୋର ଧରିଛି।

Puri Jagannath Dham
ଗଣତନ୍ତ୍ରର ଜନ୍ମ ଶ୍ରୀକ୍ଷେତ୍ରରେ ହୋଇଛି: ସମ୍ବିତ ପାତ୍ର

ଗଣତନ୍ତ୍ର ପୁରୀରେ ହିଁ ହୋଇଛି । ଲୋକସଭାରେ ନିଜ ପ୍ରଥମ ଅଭିଭାଷଣରେ ଏପରି କିଛି କହିଛନ୍ତି ପୁରୀ ସାଂସଦ ସମ୍ବିତ ପାତ୍ର। 

CM Mohan Majhi
୧୬ ବର୍ଷ ପରେ ଖୋଲିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ

୧୬ ବର୍ଷ ପରେ ଖୋଲିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ। ଲୋକଙ୍କ ଅଭିଯୋଗ ଶୁଣିଲେ ମୋହନ ସରକାର। ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଲେ ୱାନ ଟୁ ୱାନ ଆଲୋଚନା। ଆଉ ଫୈସଲା ବି ଅନ୍ ଦି ସ୍ପଟ୍।

Rahul Gandhi
ରାହୁଲ ଗାନ୍ଧିଙ୍କ ହିନ୍ଦୁ ବୟାନକୁ ନେଇ ଲୋକସଭାରେ ହଙ୍ଗାମା

ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ହିନ୍ଦୁ ବୟାନ ଓ ଶିବଙ୍କ ଫଟୋ ପ୍ରଦର୍ଶନକୁ ନେଇ ଲୋକସଭାରେ ଜୋରଦାର ହଙ୍ଗାମା।

CM Mohan Majhi
ପାଖରେ ବସାଇ ଲୋକଙ୍କ ଗୁହାରି ଶୁଣିଲେ ସିଏମ୍ ମୋହନ

ପ୍ରଥମ ଦିନରେ ୧୫୫୦ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ ଓ ଟିମ୍ । ଅନ୍ ଦି ସ୍ପଷ୍ଟ ଫୈସଲା ପାଇ କୃତ୍ୟ କୃତ୍ୟ ଜନତା ।

BMC
ଅଭିଯୋଗ ଶୁଣିବ BMC, ସମସ୍ୟା ନେଇ ଲୋକଙ୍କ ଲାଗିଲା ଲମ୍ବା ଲାଇନ୍

ଆରମ୍ଭ ହୋଇଛି ନୂଆ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି । ବିଭିନ୍ନ ଆଡୁ ଆସିଥିବା ଜନତାଙ୍କ ଗୁହାରି ଶୁଣିଛନ୍ତି ନୂଆ ମୁଖ୍ୟମନ୍ତ୍ରୀ ।

Rahul Gandhi
ରାହୁଲଙ୍କ ହିନ୍ଦୁ ବୟାନ, ଲୋକସଭାରେ ହଙ୍ଗାମା; ଦେଶବାସୀଙ୍କୁ କ୍ଷମା ମାଗିବାକୁ ଗୃହମନ୍ତ୍ରୀଙ୍କ ଦାବି

ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ହିନ୍ଦୁ ବୟାନ ଓ ଶିବଙ୍କ ଫଟୋ ପ୍ରଦର୍ଶନକୁ ନେଇ ଲୋକସଭାରେ ଜୋରଦାର ହଙ୍ଗାମା ।