ଖାଦ୍ୟସାମଗ୍ରୀର ଦରଦାମ ଅହେତୁକ ଭାବେ ବଢୁଥିବାବେଳେ ସେହି ଅନୁପାତରେ ମୁଣ୍ଡପିଛା ଖର୍ଚ୍ଚ ବଢୁନଥିବାରୁ ଏହା ପିଲାଙ୍କ ମଧ୍ୟାହ୍ନ ଭୋଜନ ଥାଳିକୁ ପ୍ରଭାବିତ କରେ । ଥାଳି ପିଁଛା ଖର୍ଚ୍ଚ ବଢାଇବାକୁ ଅନେକ ସମୟରେ ବିଭିନ୍ନ ଫୋରମରେ ଦାବି ହୋଇଆସିଛି ।
ପାର୍କ ତିଆରି ନାଁରେ ୭୦ ଲକ୍ଷ ସ୍ୱାହା। ସର୍ବଶିକ୍ଷା ଅଭିଯାନ ବିରୋଧରେ ସାମ୍ନାକୁ ଆସିଲା ସାଙ୍ଘାତିକ ଅବିଯୋଗ...ପାର୍କ ପାଇଁ ବ୍ୟୟଅଟକଳ ଥିଲା ୭୩ ଲକ୍ଷ, ହେଲେ କାମ ପୂରା ଶୂନ୍