• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

Baijayant Panda
ସଦସ୍ୟ ସଂଗ୍ରହ ଅଭିଯାନରେ ସାଂସଦ ବୈଜୟନ୍ତ ପଣ୍ଡା

ସମ୍ବଲପୁର ଜିଲ୍ଲା ଗସ୍ତରେ ବିଜେପି ସାଂସଦ ବୈଜୟନ୍ତ ପଣ୍ଡା । ଅଁଳାପାଲିରେ ବୈଜୟନ୍ତଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ।

Pradeep Dishari BJD
ବିଜେଡି ନେତାଙ୍କ ବଡ଼ ବୟାନ, ସମାଲୋଚନା କରୁଥିବା ନେତା ଦଳରେ ନରହିବା ଉଚିତ୍...

ଆଗାମୀ ଦିନରେ ଦଳକୁ ସୁଦୃଢ କରିବାକୁ ପଦକ୍ଷେପ ନେବା କଥା । ହାରିଯିବା ପରେ ଦୁର୍ବଳ ମନୋଭାବ କି ଅସନ୍ତୋଷ ଦେଖାଇବା ଠିକ୍ ନୁହଁ ।

Vijaypal Singh Tomar
‘ବିଜେଡି ଯାହା କରିପାରିନଥିଲା, ଶହେ ଦିନର ଶାସନ ଭିତରେ କଲା ବିଜେପି’

ଓଡ଼ିଶାରେ ୫ ବର୍ଷ ନୁହେଁ, ଅନେକ ବର୍ଷ ଧରି କାର୍ଯ୍ୟ କରିବ ବିଜେପି ସରକାର । ବିଜେଡି ଖତମ୍ ହେଇସାରିଛି । ଦଳର ଆଉ ଦମ ନାହିଁ ।

  • Saturday, 28 September 2024
  • BJD
  • BJP
BJD
ବିଜେଡି ପରାଜୟର କାରଣ ବଖାଣିଲେ ମଙ୍ଗଳା କିଷାନ; କହିଲେ, ଆମ ଭିତରେ ଭୁଲ୍ ବୁଝାମଣା ଯୋଗୁଁ ଦଳ ହାରିଲା

ଯେଉଁମାନେ ସଂଗଠନ ଦାୟିତ୍ୱରେ ଥିଲେ ସେମାନେ ସମୟ ସମୟରେ ଯାଇ ଜିଲ୍ଲା ସ୍ତରରେ ନୂଆ ନୂଆ ପ୍ରାର୍ଥୀ ସୃଷ୍ଟି କଲେ । ସେଥିପାଇଁ ଆମର ଫଳାଫଳ ଖରାପ ହେଲା ବୋଲି କହିଛନ୍ତି ବରିଷ୍ଠ ନେତା ମଙ୍ଗଳା କିଷାନ ।

  • Saturday, 28 September 2024
  • BJD
Naveen Patnaik
ବବି-ମାନସଙ୍କୁ ବିଜେଡିରେ ଅଣଦେଖା ! ତାଲିକାରୁ ନବୀନ କାଟିଦେଲେ ନାଁ

ବିଜେଡିର ପରାଜୟ ପରେ ଚାଲିଛି ମଙ୍ଗୁଆଳଙ୍କ ପକ୍ଷଛେଦନ । ଗୋଟିଗୋଟି କରି ହିସାବ ମାଗୁଛନ୍ତି ବିଜେଡି ସୁପ୍ରିମୋ ।

Odisha CM Mohan Majhi
ଅଫିସରମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବାର୍ତ୍ତା, ସେକାଳ ପଖାଳ ଆଉ ନାହିଁ

ନିଜ ଅନୁଭୁତି ଓ ଅଭିଜ୍ଞତାରୁ ପୂର୍ବ ସରକାର ସମୟରେ ପ୍ରଶାସନିକ ସ୍ତରରେ ହେଉଥିବା ତ୍ରୁଟି ବିଚ୍ୟୁତିର ଉଦାହରଣ ଦେଇ ପ୍ରଶାସନକୁ ଲୋକାଭିମୁଖୀ ହେବାକୁ ପରାମର୍ଶ ବି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

  • Friday, 27 September 2024
BJD
ବୁଧବାର ପ୍ରଦୀପ ମାଝୀ, ଗୁରୁବାର ଅବିନାଶ ସାମଲଙ୍କ ପରେ ଆଜି ମହୀଧର ରଣା

ଦଳର ଦ୍ବିତୀୟ କ୍ଷମତାକେନ୍ଦ୍ର ପାଣ୍ଡିଆନ ଏବଂ ପ୍ରଣବ ପ୍ରକାଶ ଦାସଙ୍କୁ ଇଙ୍ଗିତ କରି ମହୀଧର କହିଛନ୍ତି, ନିର୍ବାଚନ ପରିଚାଳନାରେ ତ୍ରୁଟି ରହିଲା।

  • Friday, 27 September 2024
BJD
ବିଜେଡି ବିପର୍ଯ୍ୟୟର ପୋଷ୍ଟମର୍ଟମ୍, ସୁପ୍ରିମୋଙ୍କ ସାମ୍ନାରେ ନେତାଙ୍କ ସମାନ ଅଭିଯୋଗ

ପୂର୍ବରୁ ପ୍ରଦୀପ ମାଝୀ, ବଦ୍ରୀ ପାତ୍ର, ଅଶ୍ୱିନୀ ପାତ୍ର ଏବଂ ଅବିନାଶ ସମାଲ ମଧ୍ୟ ପରାଜୟର କାରଣ କହି ଦଳର ଭୁଲ ନିଷ୍ପତ୍ତି ଓ ତ୍ରୁଟିପୂର୍ଣ୍ଣ ନିର୍ବାଚନ ପରିଚାଳନା କୁ ଦାୟୀ କରିଥିଲେ।

Himanta Biswa Sarma
ହିମନ୍ତ-ରଘୁବର ସାକ୍ଷାତକୁ ନେଇ ଚର୍ଚ୍ଚା!! ମୋହନଙ୍କୁ ମଧ୍ୟ ଭେଟିଲେ ହିମନ୍ତ

ରାଜଭବନରେ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ଆଜି ପୂର୍ବାହ୍ନରେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସିଧାସଳଖ ରାଜଭବନକୁ ଯାଇଥିଲେ ।

Odisha CM Mohan Majhi
ବାବୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା, 'ଗର୍ବ ଛାଡ଼ି ଜନପ୍ରତିନିଧିଙ୍କୁ ସମ୍ମାନ କର'

ମୋହନ ସରକାରର ପ୍ରଥମ ଜିଲ୍ଲାପାଳ ସମ୍ମିଳନୀରେ ଅଫିସରମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବାର୍ତ୍ତା । ସେକାଳ ପଖାଳ ଆଉ ନାହିଁ । ଗର୍ବ ଛାଡ଼ି ଲୋକପ୍ରତିନିଧିଙ୍କୁ ସମ୍ମାନ କର, ନିୟମିତ ଫିଲ୍ଡ ଭିଜିଟ୍ କରି ସରକାରଙ୍କ ଯୋଜନାର ସଫଳ କାର୍ଯ୍ୟାନ୍ୱୟ ଉପରେ ଗୁରୁତ୍ୱ ଦିଅ ।

BJD
କାହିଁକି ହାରିଲା ବିଜେଡି; ମୁହଁ ଖୋଲିଲେ ଆଉ ଜଣେ ନେତା, କହିଲେ...

ନିର୍ବାଚନରେ ପଞ୍ଚାୟତ, ବ୍ଲକ ସଭାପତିଙ୍କୁ ସାଂଗଠନିକ ଦାୟିତ୍ୱ ଦିଆଗଲାନି । ଦାୟିତ୍ୱ ଓ ଗୁରୁତ୍ୱ ଦିଆ ନଯିବାରୁ ଦଳର ପରାଜୟ ହେଲା ବୋଲି କହିଛନ୍ତି ପୂର୍ବତନ ବିଧାୟକ ମହୀଧର ରଣା ।

Police-Public
ପୁଲିସକୁ କାହିଁକି “ଭିଲେନ୍” ନଜରରେ ଦେଖାଯାଉଛି ?

ଭରତପୁର ଥାନାର ସେହି ଭୟଙ୍କର ଅମାନବିକ କାଣ୍ଡ ବିଷୟରେ କାହାରିକୁ ଅଜଣା ନାହିଁ, ଊଣା ଅଧିକ ପ୍ରାୟ ଆମେ ସଭିଏ ଅବଗତ । ଗତ ୧୫ ତାରିଖ ରାତିରେ ଜଣେ ଆର୍ମି କ୍ୟାପଟେନ୍ ଏବଂ ତାଙ୍କ ଆଇନଜୀବୀ ବାନ୍ଧବୀଙ୍କୁ ପୁଲିସର ଦୁର୍ବ୍ୟବହାର ଓ ନିର୍ଯାତନା ସମଗ୍ର ରାଜ୍ୟ ତଥା ଦେଶରେ କମ୍ପନ ସୃଷ୍ଟି କରିଛି ।

JP Nadda
ରୁଟିନ୍ ତିଆରି କରି ଲୋକଙ୍କ ସହ ଯୋଡି ହୁଅ, ବିଜେପି ନେତାଙ୍କୁ ନଡ୍ଡାଙ୍କ ପରାମର୍ଶ

ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଇ ୫ ଶହରୁ ଅଧିକ ବୁଦ୍ଧିଜୀବୀ ଏବଂ ଛାତ୍ରଛାତ୍ରୀଙ୍କୁ ଦଳର ସଦସ୍ୟ ବି କରାଇଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ।

BJD
ପ୍ରାର୍ଥୀ ଖୋଲୁଛନ୍ତି ବିଜେଡିର ବିପର୍ଯ୍ୟୟ ଗୁମର

ଶଙ୍ଖ ଭବନରେ ନବୀନ ଢେଙ୍କାନାଳ ଜିଲ୍ଲା ସମୀକ୍ଷା କରୁଥିବା ବେଳେ ଅବିନାଶ ଖୋଲାଖୋଲି ତାଙ୍କୁ ନିର୍ବାଚନ ପରାଜୟର କାରଣ କହିଛନ୍ତି।

  • Thursday, 26 September 2024
BJD
​​​​​​​ବଢୁଛି ବିଜେଡିର ଘର କଳି ! ଜଣଙ୍କ ପରେ ଜଣେ ଖୋଲୁଛନ୍ତି ବିପର୍ଯ୍ୟୟର ଗୁମର

ପ୍ରଦୀପ ମାଝୀଙ୍କ ପରେ ଢେଙ୍କାନାଳ ସାଂସଦ ପ୍ରାର୍ଥୀ ଅବିନାଶ ସାମଲ । ସୁପ୍ରିମୋଙ୍କ ସାମ୍ନାରେ ବିପର୍ଯ୍ୟୟ ୫ ଗୁମର ଖୋଲିଲେ ଅବିନାଶ ସାମଲ ।

JP Nadda
ନଡ୍ଡାଙ୍କ ଟାସ୍କ .. 'ୱାର୍କ ଚାର୍ଟ ବନାଅ .. ଲୋକଙ୍କ ପାଖକୁ ଯାଅ'

ରୁଟିନ୍ ତିଆରି କରି ଲୋକଙ୍କ ସହ ଯୋଡି ହୁଅ । ସୋସିଆଲ ମିଡ଼ିଆରେ ଅଧିକରୁ ଅଧିକ କ୍ରିୟାଶୀଳ ହୁଅ ।

J P Nadda
ବିଜେପିରେ ନେତା ପୁଅ ନେତା ହୁଏନି, ମାଟିରୁ ଆସିଥିବା ବ୍ୟକ୍ତି ନେତା ହୁଏ: ନଡ୍ଡା

ଆମେରିକା, ୟୁରୋପ, ଅଷ୍ଟ୍ରେଲିଆର ଅର୍ଥନୀତି ଅସ୍ଥିର ରହିଛି । କିନ୍ତୁ ଭାରତର ଅର୍ଥନୀତି କ୍ରମଶଃ ଅଗ୍ରଗତି କରୁଛି। ଚୀନ, ଆମେରିକା ଅପେକ୍ଷା ଆମର ସ୍ଥିତି ଭଲ ବୋଲି କହିଲେ ନଡ୍ଡା।

 J P Nadda
ଭୁବନେଶ୍ବରରେ ପହଞ୍ଚିଲେ ନଡ୍ଡା; ଦଳର ସାଂସଦ, ବିଧାୟକ ଓ ରାଜ୍ୟ ପଦାଧିକାରୀଙ୍କ ସହ କରିବେ ଆଲୋଚନା 

ଭୁବନେଶ୍ବରରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ  ସଭାପତି ଜେପି ନଡ୍ଡା । ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେବେ ।

BJD-BJP
Odisha Politics: ଆଗକୁ ହେବ କି ବଡ଼ ହଲଚଲ ? ‘୩ ମାସ ଭିତରେ BJDରେ ବଡ଼ ବିସ୍ଫୋରଣ’ !

ସାଂସଦ ସୁକାନ୍ତ ପାଣିଗ୍ରାହୀ କହିଲେ ଯୋଗାଯୋଗରେ ବହୁ ବିଜେଡି ନେତା । ବିଜେଡିର କାଉଣ୍ଟର 'ଆମ ସଂପର୍କରେ ବି ଅଛନ୍ତି ତାଙ୍କ ଲିଡର' ।

Mohan Majhi
ବିଜେଡି ସୁପ୍ରିମୋଙ୍କୁ ସମାଲୋଚନା କଲେ ମୋହନ; କହିଲେ, ନିଜ ହୀନ ଚକ୍ରାନ୍ତରେ ନିଜେ ଫସିଲେ ନବୀନ

ଓଡ଼ିଆ ଅସ୍ମିତାକୁ ବିପଦରେ ପକାଇଦେଲେ । ଓଡ଼ିଆ ଯଦି କଷ୍ଟ ପାଇବ, ସରକାର ନିଶ୍ଚିତ ପରିବର୍ତ୍ତନ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

Sukant Panigrahi
ବିଜେପି ନା ବିଜେଡି, ରାଜ୍ୟ ରାଜନୀତିରେ ଆଗକୁ କିଏ କରିବ ବଡ଼ ହଲ୍‌ଚଲ୍‌ ?

ବିଜେପି ସାଂସଦ ସୁକାନ୍ତ ପାଣିଗ୍ରାହୀ କହିଛନ୍ତି ଆଗକୁ ବଡ଼ ବଡ଼ ବିସ୍ଫୋରଣ ହେବ । ବହୁତ ବଡ଼ ବଡ଼ ନେତା ବିଜେପିରେ ସାମିଲ ହେବେ । ଖାଲି ରାଜ୍ୟସଭା ନୁହେଁ ବହୁ ପଦାଧିକାରୀ ବିଜେପି ସହ ସମ୍ପର୍କରେ ଅଛନ୍ତି ।

BJD Politics
ଭିତରୁ ଅସମ୍ଭାଳ ହେଲାଣି ବିଜେଡି ଅସନ୍ତୋଷ

୨୪ ବର୍ଷର ରାଜୁତି, ୫ ପାଳିର ମୁଖ୍ୟମନ୍ତ୍ରୀ। କିନ୍ତୁ ସଠିକ୍ ନିର୍ବାଚନ ପରିଚାଳନା ନହେବାରୁ ଦଳ ୨୪ରେ ପରାଜିତ ହେଲା। ଖୋଦ୍ ନବୀନଙ୍କ ଆଗରେ ଏକଥା କହିଛନ୍ତି…

BJD Politics
ଅସମ୍ଭାଳ ହେଲାଣି ବିଜେଡି ଅସନ୍ତୋଷ!! କେମିତି ମ୍ୟାନେଜ୍ କରିବେ ମୁଖିଆ ?

୨୪ ବର୍ଷର ରାଜୁତି, ୫ ପାଳିର ମୁଖ୍ୟମନ୍ତ୍ରୀ । କିନ୍ତୁ ସଠିକ୍ ନିର୍ବାଚନ ପରିଚାଳନା ନହେବାରୁ ଦଳ ୨୪ରେ ପରାଜିତ ହେଲା ।

Badri Patra
ପ୍ରଦୀପଙ୍କ ପରେ ମୁହଁ ଖୋଲିଲେ ବଦ୍ରି, କହିଲେ ବିଜେଡି ପରାଜୟର କାରଣ

ନବୀନ ପଟ୍ଟନାୟକ ବୁଲିଲେ ନାହିଁ କି ସମୟ ଦେଇ ପାରିଲେ ନାହିଁ । ସେ ଦୃଷ୍ଟିରୁ କେତେକ ସ୍ଥାନରେ ସଂଗଠନ କ୍ଷତିଗ୍ରସ୍ତ ହେଲା ।

Siddaramaiah
MUDA ଦୁର୍ନୀତି: ସିଦ୍ଦରମୈୟାଙ୍କୁ ଶକ୍ତ ଝଟକା, ମାମଲା ଚାଲୁରହିବ

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କୁ ବଡ଼ ଝଟକା । ରାଜ୍ୟପାଳଙ୍କ ତଦନ୍ତ ମଞ୍ଜୁରୀ ବିରୋଧରେ ହାଇକୋର୍ଟରେ ହୋଇଥିବା ଆବେଦନ ଖାରଜ ।