ସୁଭଦ୍ରା ଯୋଜନାକୁ ନେଇ ତେଜିବାରେ ଲାଗିଛି ରାଜନୀତି । ନବୀନଙ୍କ ସମାଲୋଚନାର କଡ଼ା ଜବାବ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ଶଙ୍ଖ ଭବନରେ ତାଲିମ୍ ନେବେ ବିଜେଡ଼ି ବିଧାୟକ । ବିଧାନସଭାରେ ଅୟୋଜିତ ବିଧାୟକ ପ୍ରଶିକ୍ଷଣ ଶିବିରକୁ ବୟକଟ୍ କରିଥିଲା ବିଜେଡି ।
ରାଜ୍ୟ କଂଗ୍ରେସ ମୂରବି ଶୂନ୍ୟ ହେବାର ଦେଢ଼ ମାସ ବିତିଲା, ତଥାପି ମଙ୍ଗୁଆଳ ଖୋଜା ସରୁନି । ଏଆଇସିସି ଗଢ଼ିଥିବା ଷ୍ଟିୟରିଂ କମିଟିର ପ୍ରଥମ ବୈଠକ ହେଲା, କିନ୍ତୁ କାହା ନାଁରେ ମୋହର ବାଜିଲାନି । ଏବେ କହିଲେଣି ଜିଲ୍ଲାସ୍ତରର ନେତାଙ୍କଠୁ ମତାମତ ଆଣି ନାଁ ସ୍ଥିର ହେବ ଓ ଏଆଇସିସିକୁ ପଠାଯିବ।
ଦେଢ ମାସ ଧରି ବିନା ମୁରବିରେ ଚାଲିଛି ରାଜ୍ୟ କଂଗ୍ରେସ । ନାଁ ବାଛି ପାରୁନି ଷ୍ଟିୟରିଂ କମିଟି ।
ଆଜି ଶୂନ୍ୟକାଳ ଆରମ୍ଭରେ କଂଗ୍ରେସ ସଦସ୍ୟ ସଂରକ୍ଷଣକୁ ନେଇ ପ୍ରବଳ ହଟ୍ଟଗୋଳ କରିଥିଲେ । ଗୃହ ଭିତରେ ଲିଫ୍ଲେଟ୍ ଫିଙ୍ଗି ପ୍ରତିବାଦ କରିଥିଲା କଂଗ୍ରେସ ।
ବିଶୃଙ୍ଖଳାର ସବୁ ସୀମା ଟପିଲେ ବିରୋଧୀ । ବିଧାନସଭାରେ ମହିଳା ବାଚସ୍ପତିଙ୍କୁ ଘେରାବନ୍ଦୀ କରିବା ଉଦ୍ଦେଶ୍ୟରେ ପୋଡ଼ିୟମ୍ ଦଖଲ ପାଇଁ ବିଜେଡି ବିଧାୟକଙ୍କ ଉଦ୍ୟମ।
ବିଶୃଙ୍ଖଳାର ସବୁ ସୀମା ଟପିଲେ ବିରୋଧୀ । ବିଧାନସଭାରେ ମହିଳା ବାଚସ୍ପତିଙ୍କୁ ଘେରାବନ୍ଦୀ କରିବା ଉଦ୍ଦେଶ୍ୟରେ ପୋଡ଼ିୟମ୍ ଦଖଲ ପାଇଁ ବିଜେଡି ବିଧାୟକଙ୍କ ଉଦ୍ୟମ।
ଯୁଦ୍ଧ ଭିତରେ ମୋଦି-ଜେଲେନସ୍କି ଭେଟ । ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ବିଜେଡିର ୨ ବିଧାୟକ ବାଚସ୍ପତିଙ୍କ ପୋଡ଼ିୟମ ଉପରେ ଚଢ଼ିଯାଇଥିଲେ। ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ସୋର ବିଧାୟକ ମାଧବ ଧଡ଼ା ଓ ଦେବଗଡ଼ ବିଧାୟକ ରୋମାଞ୍ଚ ବିଶ୍ବାଳ ଚଢ଼ିଯାଇଥିଲେ।
୩ ବର୍ଷରେ ଖାଲି ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ୩ ହଜାର ୭୪ କୋଟିର ଅନୁଦାନ। ପୁଣି ୨ ବର୍ଷ ପୂର୍ବର ପ୍ରକଳ୍ପ ଆରମ୍ଭ ହୋଇନି, ହେଲେ ପୁଣି ପ୍ରକଳ୍ପ ପରେ ପ୍ରକଳ୍ପ ଅଜାଡି ଦେଇଥିଲେ ତତକାଳୀନ ବିଜେଡି ସରକାର।
ଯାଜପୁର ପାଇଁ ଭଣ୍ଡାର ଖୋଲି ଦେଇଥିଲେ କି ନବୀନ ?
ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା J-K ନ୍ୟାସନାଲ କନଫରେନ୍ସର ସଭାପତି ଫାରୁକ୍ ଅବଦୁଲ୍ଲା ଘୋଷଣା କରିଛନ୍ତି ଯେ ତାଙ୍କ ଦଳ ଆଗାମୀ ବିଧାନସଭା ନିର୍ବାଚନରେ କଂଗ୍ରେସ ସହ ମେଣ୍ଟ କରିବ ।
ବିଧାୟକ ଅଶୋକଙ୍କ ବୟାନକୁ ନେଇ ତେଜିଲା ରାଜନୀତି । ଆଗକୁ ବିଜେଡିର ବହୁ ନେତା ବିଜେପିରେ ମିଶିବେ କହିଲେ ଅଶୋକ।
ବିଜେପି ନେତା ଜଗନ୍ନାଥ ପ୍ରଧାନ ଆଜି ରାଜ୍ୟସଭା ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି । ବିଜେପି ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି ମମତା ମହାନ୍ତ ।
ବିଧାନସଭାରେ ନାମାଙ୍କନ ଦାଖଲ କଲେ ମମତା ମହାନ୍ତ । କୁଡୁମୀ ସମାଜର ବରିଷ୍ଠ ନେତ୍ରୀ ହେଉଛନ୍ତି ମମତା ମହାନ୍ତ ।
ମମତା ମହାନ୍ତଙ୍କୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛି ବିଜେପି । କିଛି ଦିନ ତଳେ ସେ ରାଜ୍ୟସଭା ସାଂସଦ ପଦ ସହ ବିଜେଡିରୁ ଇସ୍ତଫା ଦେଇଥିଲେ ।
ପୋଲାଭରମ, ଭତ୍ତା, ରାଜ୍ୟପାଳଙ୍କ ପୁଅଙ୍କ ମାଡ ପ୍ରସଙ୍ଗ, ଭୂତ ରାସନ କାର୍ଡ ସହ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଗୃହରେ ଉଠିପାରେ । ଏହାସହ କେନ୍ଦ୍ରୀୟ ଅନୁଦାନ ଦେବାରେ ଟାଳଟୁଳ ନୀତି ଓ ବିଧାୟକଙ୍କ ପ୍ରଶିକ୍ଷଣ ଶିବିରକୁ ପ୍ରସଙ୍ଗ କରିପାରନ୍ତି ବିରୋଧୀ ।
ସଂଖ୍ୟା ବଢେଇ ଶକ୍ତି ବଢାଇବାକୁ ପଦ୍ମ ଦଳର ମାଷ୍ଟରପ୍ଲାନ । ଦେଢ ମାସରେ କୋଟିଏ କାର୍ଯ୍ୟକର୍ତ୍ତା ପାଇଁ ବ୍ଲୁପ୍ରିଣ୍ଟ । ପ୍ରତି ବୁଥରେ ୨୦୦ ଜଣଙ୍କୁ ଟାର୍ଗେଟ୍ ।
ଛାତ୍ର ସଂସଦ ନିର୍ବାଚନ ପାଇଁ ଏବର୍ଷ ପ୍ରଥମେ ସମସ୍ତ କଲେଜରେ ଆନୁସଙ୍ଗିକ ପ୍ରସ୍ତୁତି କରାଯିବ। ସେ କାମ ସରିଲେ ଆସନ୍ତାବର୍ଷ କଲେଜ ଭୋଟ୍ ନିଶ୍ଚିତ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଆଇନମନ୍ତ୍ରୀ।
ସମୟ ଅଭାବରୁ ଏଥର ଆନୁସଙ୍ଗିକ ପ୍ରସ୍ତୁତି ପରେ ଆରବର୍ଷ କଲେଜ ଭୋଟ୍ ହେବ କହିଲେ ଆଇନ ମନ୍ତ୍ରୀ ।
ସରକାରୀ ଦଳ ହେବା ପରେ ସଙ୍ଗଠନ ବଢ଼ାଇବାକୁ ରାଜ୍ୟ ବିଜେପିର ବ୍ଲୁପ୍ରିଣ୍ଟ । ଦୁଇ ଗୁଣା କାର୍ଯ୍ୟକର୍ତ୍ତା ପାଇଁ ଷ୍ଟ୍ରାଟେଜି । ପ୍ରତି ବୁଥରେ ୨୦୦, ଆଉ ସାରା ରାଜ୍ୟରେ କୋଟିଏ ଲୋକଙ୍କୁ ଦଳ ସହ ଯୋଡ଼ିବାକୁ ଲକ୍ଷ୍ୟ ।
ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ନୂଆହାଟ ସ୍ଥିତ ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟର ୪୫ ତମ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅଥିତି ଭାବେ ଯୋଗଦେଇଥିବା ବେଳେ ଆଇନ ମନ୍ତ୍ରୀ ଏହା କହିଛନ୍ତି ।
ହେମନ୍ତ ସୋରେନଙ୍କୁ ଇଡି ଗିରଫ କରିବା ପରେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ବନିଥିଲେ ଜେଏମ୍ଏମ୍ରର ବରିଷ୍ଠ ନେତା ଚମ୍ପାଇ ସୋରେନ୍ ।
ବିଜେଡିକୁ ଗାଁ ଚିନ୍ତା । ଭୁଶୁଡୁଛି ପଞ୍ଚାୟତ ସଂଗଠନ । ଦଳ ଛାଡୁଛନ୍ତି ବିଜେଡି ସମର୍ଥିତ ପଞ୍ଚାୟତ ପ୍ରତିନିଧି । ସରପଞ୍ଚ ଓ ସମିତି ସଭ୍ୟଙ୍କୁ ଏକାଠି ରଖିବାକୁ ଦଳପତି ଆରମ୍ଭ କଲେ ରଣନୀତି ।
ବିଜେଡିକୁ ଗାଁ ଚିନ୍ତା । ଭୁଶୁଡୁଛି ପଞ୍ଚାୟତ ସଂଗଠନ । ଦଳ ଛାଡୁଛନ୍ତି ବିଜେଡି ସମର୍ଥିତ ପଞ୍ଚାୟତ ପ୍ରତିନିଧି । ସରପଞ୍ଚ ଓ ସମିତି ସଭ୍ୟଙ୍କୁ ଏକାଠି ରଖିବାକୁ ଦଳପତି ଆରମ୍ଭ କଲେ ରଣନୀତି ।