• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Badri Narayan Patra

Raja Chakra EOW Case
Raja Chakra Arrested: ରାଜା ଚକ୍ରଙ୍କ ପରେ ବଡ ମାଛ ଧରିବାକୁ ଯୋଜନା କରିଛି କି EOW ?

ରାଜା ଚକ୍ରଙ୍କ ପରେ କିଏ ? କାହାକୁ ଟାଣିବ କ୍ରାଇମବ୍ରାଞ୍ଚ ? ରାଜନେତା ନା ଆଇଏଏସ ନା ଆଇପିଏସ, କିଏ ଫସିବେ ? ରାଜା ଚକ୍ରଙ୍କ ବିଜନେସ୍ ପାର୍ଟନର ଆଇପିଏସ୍ ମିତ୍ରଭାନୁଙ୍କ ଶଳା କିଏ? ଗତକାଲି ରାଜା ଚକ୍ରଙ୍କ କଳା ସାମ୍ରାଜ୍ୟ ବାବଦରେ ବଦ୍ରି ପାତ୍ରଙ୍କ ଖୁଲାସାପରେ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ।

Raja Chakra EOW Case
Raja Chakra EOW Case: ବିଜେଡି ବେକରେ ରାଜା ଚକ୍ର କଣ୍ଟା; ବଦ୍ରି ପାତ୍ରଙ୍କ ବିସ୍ଫୋରଣକୁ ନେଇ ହଲଚଲ୍

ବିଜେଡି ନେତା ରାଜା ଚକ୍ରଙ୍କ ଗିରଫଦାରୀ ପରେ ଦଳରେ କମ୍ପନ । ଖୋଦ୍ ନିଜ ଦଳର ବରିଷ୍ଠ ନେତା ବିଧାୟକ ବଦ୍ରି ପାତ୍ର କହିଛନ୍ତି, ରାଜାଙ୍କ ପକେଟରେ ଥିଲେ ତତ୍କାଳୀନ ଜିଲ୍ଲାପାଳ ଓ ଏସପି । ପାଣ୍ଡିଆନ୍ ଓ ସିଏମଓ ବି ଏନେଇ ଅବଗତ ଥିଲେ । ଆଉ ବଦ୍ରିଙ୍କ ଏଭଳି ବୟାନ ପରେ ତେଜିଛି ରାଜନୀତି । ବିଜେଡିକୁ ଘେରି ଶାସକ ବିଜେପି ଓ କଂଗ୍ରେସ କରିଛନ୍ତି ଜୋରଦାର ହମଲା ।

Badri Narayan Patra
Transport Scam: ସତ ମାନିଲେ ବିଜେଡି ବିଧାୟକ ବଦ୍ରି ପାତ୍ର, ସରକାର ବଦଳିବା ପରେ...

ଅନିୟମିତତା ନେଇ ସବୁବେଳେ ସ୍ୱର ଉଠୁଥିଲା । ସରକାର ବଦଳିବା ପରେ ତଦନ୍ତ ହେଉଛି । କେନ୍ଦୁଝରରେ ଖଣିଜ ଲୁଟ୍ ହେଉଛି, ଦାଦାଗିରି ହେଉଛି, ଚାନ୍ଦା ଆଦାୟ କରୁଛନ୍ତି। ଏଭଳି ଅଭିଯୋଗ ହୋଇଆସୁଥିଲା। ତଦନ୍ତରୁ କିଛି ବାହାରିଲେ ଆମେ ଜାଣିବା ଯେ କିଛି ହୋଇଛି । ଏଭଳି କହିଛନ୍ତି ବଦ୍ରିନାରାୟଣ ପାତ୍ର । ଏଥିସହ କାହାର ନାଁ ନନେଇ ବଦ୍ରିନାରାୟଣ କହିଛନ୍ତି, ସେ କେତେ ମାତ୍ରାର ଦାୟୀ ଅନୁସନ୍ଧାନ କଲେ ଜଣାପଡିବ ।

Badri Narayan Patra
BJD MLA Controversial Statement: ବଦ୍ରିଙ୍କ ବିସ୍ପୋରଣ; ନିଜ ଦଳ ଉପରେ ବର୍ଷିଲେ, କହିଲେ-‘ନେତା ଧାର ଆଣି ଆମେ ଭୁଲ କରିଛୁ’ 

ବିଜେଡିର ବରିଷ୍ଠ ବିଧାୟକ ବଦ୍ରି ପାତ୍ରଙ୍କ ବୟାନକୁ ନେଇ ସରଗରମ ହୋଇଛି ରାଜନୀତି । କହିଲେ- ଅତୀତରେ ଆମ ଦଳ ଭୁଲ କରିଛି । ବିଜେପିରେ ଟିକେଟ ପାଇଥିବା କିଛି ପାର୍ଥିଙ୍କୁ ଆଣିକି ଆମ ଦଳରେ ମିଶାଇଲେ । ବର୍ତ୍ତମାନ ବିଜେପି ସାଂସଦ ମାନଙ୍କୁ ନେଇଯାଉଛନ୍ତି । 

ବଦ୍ରି ଖୋଲିଦେଲେ ବାହାସ୍ଫୋଟିଆ ନେତାଙ୍କ ଗୁମର
Video: ବଦ୍ରି ଖୋଲିଲେ ବିଜେଡି ନେତାଙ୍କ ଗୁମର

ଆଗରୁ ବିରୋଧୀ କହୁଥିଲେ ଦିବାସ୍ବପ୍ନ। ଏବେ ନିଜ ଦଳ ଲୋକ କହିଲେଣି ୫ ବର୍ଷ ପୂର୍ବରୁ ପୁଣିଥରେ ସରକାର ଗଠନ ଅବାସ୍ତବ ଚିନ୍ତାଧାରା।

ବଦ୍ରି ଖୋଲିଦେଲେ ବାହାସ୍ଫୋଟିଆ ନେତାଙ୍କ ଗୁମର
Badri Patra on BJD-Congress Coalition: ବଦ୍ରି ଖୋଲିଲେ ବିଜେଡି ନେତାଙ୍କ ଗୁମର; କହିଲେ, ୫ ବର୍ଷ ପୂର୍ବରୁ ସରକାର ଗଠନ ଅବାସ୍ତବ ଚିନ୍ତାଧାରା

ବଦ୍ରି ଖୋଲିଲେ ନିଜ ଦଳ ବିଜେଡି ନେତାଙ୍କ ଗୁମର । ସରକାରକୁ ପୁଣି ବିଜେଡି ଫେରିବା ଦମ୍ଭୋକ୍ତିକୁ କଲେ କଡ଼ା ସମାଲୋଚନା । ଦେବାଶିଷ ସାମନ୍ତରାୟ, ମୁନ୍ନା ଖାଁ ଓ ଅତନୁ ସବ୍ୟସାଚୀଙ୍କ ବୟାନକୁ କହିଲେ ଅବାସ୍ତବ ।

BJD MLA Badri Narayan Patra Criticises Own Party Leaders
Badri Narayan Patra Criticises Own Party Leaders: ବିଜେଡି ନେତାଙ୍କ ଦମ୍ଭୋକ୍ତିକୁ ଭାଙ୍ଗିଦେଲେ BJD ବିଧାୟକ; କହିଲେ-ନେତାଙ୍କ ମତି ବିଭ୍ରାଟ ହେଲାଣି...

ବିଜେଡି ସରକାରକୁ ଫେରିବା ବୟାନବାଜିକୁ ନେଇ ବଦ୍ରି ପାତ୍ରଙ୍କ କଟାକ୍ଷ । ଯେଉଁମାନେ କହୁଛନ୍ତି ସେମାନଙ୍କର ମତି ବିଭ୍ରାଟ ହୋଇଛି ଏବଂ ସେମାନେ ଅଧିକ ନିନ୍ଦିତ ହେଉଛନ୍ତି ବୋଲି ବଦ୍ରି ପାତ୍ର କହିଛନ୍ତି । 

Badri Patra
ପ୍ରଦୀପଙ୍କ ପରେ ମୁହଁ ଖୋଲିଲେ ବଦ୍ରି, କହିଲେ ବିଜେଡି ପରାଜୟର କାରଣ

ନବୀନ ପଟ୍ଟନାୟକ ବୁଲିଲେ ନାହିଁ କି ସମୟ ଦେଇ ପାରିଲେ ନାହିଁ । ସେ ଦୃଷ୍ଟିରୁ କେତେକ ସ୍ଥାନରେ ସଂଗଠନ କ୍ଷତିଗ୍ରସ୍ତ ହେଲା ।

debasis-badri-arrest
ବିଧାୟକ ବଦ୍ରି ପାତ୍ରଙ୍କ ପୁଅ ବିରୋଧରେ ଆସିଲା ସାଂଘାତିକ ଅଭିଯୋଗ, କେସ୍‌ ଉଠାଇବାକୁ ଘରେ ପଶି ଦେଲେ ଧମକ

ଘସିପୁରା: ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ । ଦେବାଶିଷ ଜଣେ ମହିଳାଙ୍କ ଘରେ ପଶି ଥାନାରୁ ମାମଲା ପ୍ରତ୍ୟାହାର କରିବାକୁ ବାଧ୍ୟ କରିଛନ୍ତି । ଉକ୍ତ ମହିଳା ଜଣକ ଅସଦାଚରଣର ଶିକାର ହୋଇ…