• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

Fish Farming
ମାଛ ଚାଷ କରି ଲକ୍ଷପତି ! ସ୍ତ୍ରୀଙ୍କ ସହଯୋଗରେ ବନିଗଲେ ମାଛଚାଷୀ

ଲକ୍ଷପତି ମାଛଚାଷୀ ସ୍ୱାମୀ ସ୍ତ୍ରୀଙ୍କ ଏହି ତରିକା, ପରସ୍ପର ପ୍ରତି ସହଯୋଗ ଓ କର୍ମନିଷ୍ଠା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ ।

Arpana Ratha Controversy
ଥମିନି ଅର୍ପଣ ରଥ ଓ ଗୁଆ-ଚାଉଳ କ୍ଷୋଭ !

ପରିକ୍ରମା ପରିଦର୍ଶନକୁ ନେଇ ସାଂଘାତିକ ଅଭିଯୋଗ । ସରକାରୀ ଟଙ୍କାରେ ବିଜେଡି କର୍ମୀଙ୍କୁ ନିଆଯାଉଥିବା ଅଭିଯୋଗ ।

  • Monday, 29 January 2024
Twin City Police Commissioner
‘ଆଇନଶୃଙ୍ଖଳା-ଅପରାଧ-ମହିଳାଙ୍କ ସୁରକ୍ଷାକୁ ଦିଆଯିବ ଗୁରୁତ୍ୱ’

ଦାୟିତ୍ୱ ଗ୍ରହଣ କଲେ ନୂଆ ପୋଲିସ କମିଶନର । ପୋଲିସ କମିଶନର ଭାବେ ଦାୟିତ୍ବ ଗ୍ରହଣ କଲେ ସଂଜୀବ ପଣ୍ଡା ।

  • Monday, 29 January 2024
  • Police
VOTE
ଏଥର ପୋଲିଂ ଅଧିକାରୀଙ୍କ ପାଇଁ ନୂଆ ବ୍ୟବସ୍ଥା, ଯେଉଁଠି ଡ୍ୟୁଟି ସେଇଠି ଭୋଟ

ସାଧାରଣ ନିର୍ବାଚନରେ ଭୋଟ ଦେବା ପାଇଁ ନୂଆ ବ୍ୟବସ୍ଥା । ପୋଲିଂ କର୍ମଚାରୀ ଯେଉଁଠି ଡ୍ୟୁଟି କରିବେ, ସେଇଠି ଦେବେ ଭୋଟ୍ ।

Doctor Donate Property
ମହିଳା କଲେଜ ହଷ୍ଟେଲ ପାଇଁ ୨ ମହଲା ଘରକୁ ଦାନରେ ଦେଇଦେଲେ

ସମାଜସେବୀ ଡାକ୍ତର ନାରାୟଣୀ ପଣ୍ଡାଙ୍କ ଆଉ ଏକ ବଡ ଉତ୍ସର୍ଗ । ସମ୍ବଲପୁର ସରକାରୀ ମହିଳା କଲେଜକୁ ଦାନ କଲେ ନିଜ ଘର ।

  • Thursday, 25 January 2024
Jeypore-Malkangiri railway project
ଅନୁଦାନ ସତ୍ତ୍ୱେ ଉଧୋଉନି ରେଳ ପ୍ରକଳ୍ପ...ଟ୍ରେନ ଚାଲିବା ନେଇ ଦ୍ୱନ୍ଦ୍ୱରେ ଦୁଇ ଜିଲ୍ଲାବାସୀ

ରେଳପଥର କଚ୍ଛପ ଗତିକୁ ନେଇ ଦୋଷ ଲଦାଲଦି ହୋଇଛନ୍ତି ସ୍ଥାନୀୟ ନେତା। ବିଜେପି ଅଭିଯୋଗ କରିଛି- କେନ୍ଦ୍ର ପ୍ରତି ବଜେଟରେ ବ୍ୟୟ ବରାଦ କରୁଛି, ହେଲେ ରାଜ୍ୟ ଇଞ୍ଚେ ବି ଜମି ହସ୍ତାନ୍ତର କରିନି।

School Closed
ଶନିବାର ସବୁ ସ୍କୁଲ, କଲେଜ ଛୁଟି; ଲୋକାର୍ପଣ ହେବ ସମଲେଇ ପ୍ରକଳ୍ପ

ସମ୍ବଲପୁର ସମଲେଇ ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର ।

Malkangiri
ମାଲକାନଗିରିକୁ ଆକାଶମାର୍ଗରେ ଯୋଡିବାକୁ ବ୍ୟଗ୍ର ହେଲେ ଭୁଲିଗଲେ ରେଳ କଥା !

ଅନୁଦାନ ସତ୍ତ୍ୱେ ୭ବର୍ଷ ପରେ ବି ଉଧୋଉନି ଜୟପୁର-ମାଲକାନଗିରି- ନବରଙ୍ଗପୁର ନୂଆ ଲାଇନ୍ ପ୍ରକଳ୍ପ, ଇଞ୍ଚେ ବି ଜମି ଦେଇ ପାରିଲେନି ରାଜ୍ୟ ସରକାର, ତେଜିଲା ରାଜନୀତି ।

Cabage
ଫୁଲ କୋବି କିଲୋ ୨ ଟଙ୍କା, ଆହୁରି ଶସ୍ତାରେ ମାଗୁଛନ୍ତି ବେପାରୀ

ଶୀତଳଭଣ୍ଡାର ଅସୁବିଧା ଓ ଅଭାବୀ ବିକ୍ରି ଡର । ବାଧ୍ୟ ହୋଇ ମୂଳଠୁ କମରେ ବିକୁଛି ଚାଷୀ ।

  • Wednesday, 24 January 2024
  • Farmer
IPS Reshuffle
ସଂଜୀବ ପଣ୍ଡା ହେଲେ ଟୁଇନ ସିଟି ପୋଲିସ କମିଶନର

କନୱର ବିଶାଲ ସିଂହ ହେଲେ କଟକ ଡିସିପି । କଟକ ଡିସିପି ପିନାକ ମିଶ୍ର ହେଲେ ପୁରୀ ଏସ୍‌ପି । ବି. ଯୁଗଳ କିଶୋର ହେଲେ କେନ୍ଦ୍ରାପଡ଼ା ଏସ୍‌ପି ।

Satyabadi Odia University
ବିରିୟାନୀ ଲୋଭ ସାଙ୍ଗକୁ ଧମକ ! ଓଡ଼ିଆ ବିଶ୍ୱବିଦ୍ୟାଳୟ ଲୋକାର୍ପଣକୁ ଆସିବାକୁ ପିଲାଙ୍କୁ ଅଫର...

ଭାଇରାଲ୍ ହେଉଥିବା ହ୍ବାଟ୍ସଆପ୍ ମେସେଜକୁ ନେଇ ଚର୍ଚ୍ଚା । ‘ନଆସିଲେ ପରେ କଲେଜ୍ କର୍ତ୍ତୃପକ୍ଷଙ୍କୁ ଦୋଷ ଦେବନାହିଁ’ ।

Black Tiger
ଶିମିଳିପାଳରେ ହେବ ମେଲାନିଷ୍ଟିକ ବାଘ ସଫାରୀ, ବୁଲି ଦେଖିପାରବେ ପର୍ଯ୍ୟଟକ

‘ଏକ୍ସ’ ଜରିଆରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଫାରୀରେ ବୁଲି କଳା ବାଘଙ୍କୁ ଦେଖିପାରବେ ପର୍ଯ୍ୟଟକ ।

Girl Child
ରାଜ୍ୟରେ କମୁଛନ୍ତି ଝିଅ ! ୭ ଜିଲ୍ଲାରେ ପୁଅଙ୍କ ଅନୁପାତରେ ଝିଅଙ୍କ ସଂଖ୍ୟା ଢେର୍ କମ୍

ନୟାଗଡ, ଗଞ୍ଜାମ, ସୁବର୍ଣ୍ଣପୁର, କଟକ, ଜଗତସିଂହପୁର, ଢେଙ୍କାନାଳ ଓ ଝାରସୁଗୁଡା ।

Arpana Chaula
ଦେବଗଡ଼-ଜଗତସିଂହପୁରରୁ ଆସିଲା ଅର୍ପଣ ରଥ ଚାଉଳ

ଆଗକୁ ଏହି ଅର୍ପଣ ଚାଉଳ, ଗୁଆ ଓ ନଡ଼ିଆ ଅନେକ ଜିଲ୍ଲାରୁ ଆସିବ। ତେଣୁ ଏହି ପ୍ରକ୍ରିୟା ଆସନ୍ତା ଫେବ୍ରୁଆରୀ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ।

New Born Baby
ପୁଅ ନୁହେଁ ଘରକୁ ରାମ ଆସିଛନ୍ତି; ପ୍ରାଣ ପ୍ରତିଷ୍ଠାରେ ପିଲା ଜନ୍ମ କରି କୃତ୍ୟ କୃତ୍ୟ ବାପା ମା’

ପ୍ରାଣ ପ୍ରତିଷ୍ଠାବେଳେ ଶିଶୁଜନ୍ମ ନେଇ କୃତ୍ୟ କୃତ୍ୟ ବାପା ମା’। କାହା ନାଁ ସୀତା, ପୁଣି କାହା ନାଁ ରାମ-ରହିମ୍। ଅଭିଜିତ ବେଳାରେ SCB, କ୍ୟାପିଟାଲ୍ ହସ୍ପିଟାଲ, AIIMSରେ ୫୦ ଶିଶୁଙ୍କ ଜନ୍ମ ।

Health Service
ସ୍ୱାସ୍ଥ୍ୟସେବାରେ ଯୋଡ଼ିହେଲା ନୂଆ ଫର୍ଦ୍ଦ; ଆକାଶମାର୍ଗରେ ଆସିବ ଜରୁରୀ ଔଷଧ

ଏମ୍ସରୁ କିଭଳି ଏ ଡ୍ରୋନ୍ ପରିଚାଳିତ ହେବ? କେତେ ବେଗରେ ଆଉ କେତେ ଦୂର ଯାଇପାରିବ?

Bhubaneswar AIIMS
AIIMSରେ ଡ୍ରୋନ୍ ସେବା; ଡ୍ରୋନ୍‌ରେ ପଠାଯିବ ରକ୍ତ,ଔଷଧ ଓ ମେଡିକାଲ ଉପକରଣ

AIIMSରୁ ରକ୍ତ ନେଇ ଟାଙ୍ଗି ମେଡିକାଲ ଯାଇ ଫେରିଥିଲା ଡ୍ରୋନ୍ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଏମସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସ ।

Elephant
ହାତୀ ପଢ଼ିବେ ପାଠ ! ନେବେ କୁମକି ତାଲିମ

ଉତ୍ପାତିଆ ହାତୀଙ୍କୁ ଚେକ୍ ଦେବେ ପ୍ରଶିକ୍ଷିତ ହାତୀ । ଧନଜୀବନ ରକ୍ଷା ପାଇଁ ବନ ବିଭାଗର ନୂଆ ପ୍ଲାନ ।

Financial Aid For Treatment
ଡଉଲ ଡାଉଲ ଗୌତମ ଆଜି ହସ୍ପିଟାଲରେ..

ହସଖୁସିର ପରିବାରରେ ଯେମିତି କାହାର ନଜର ଲାଗିଗଲା.. କାଲିର ଏଇ ଡଉଲ ଡାଉଲ ଚେହେରା ଆଜି ହସ୍ପିଟାଲରେ ନିସ୍ତେଜ ପଡ଼ି ପ୍ରତି କ୍ଷଣ ଜୀବନ ସହ ସଂଗ୍ରାମ କରୁଛି.. ହସ୍ପିଟାଲ ଆଗରୁ ପଣତ ପତାଇ ସହାୟତାର ଭିକ୍ଷା ମାଗୁଛି ମାଆ..

Water Scarcity
କୂଅ, ଚୁଆରୁ ପାଣି ପିଇବୁ.. ଭୋଟ୍ ଦେବୁ କାହିଁକି ?

ସରକାରୀ ଯୋଜନାର ଏ ହେଉଛି ବାସ୍ତବ ଚିତ୍ର.. ୩ ବର୍ଷ ତଳୁ ପାଇପ୍ ବିଛା ସରିଛି ହେଲେ ଆଜି ଯାଏ ଆସୁନି ପାଣି.. କେନ୍ଦ୍ର ବି ଫେଲ୍, ରାଜ୍ୟ ବି ବିଫଳ..କୂଅ ଓ ଚୁଆରୁ ପାଣି ପିଉଛନ୍ତି ଲୋକେ..

Divyang Girl
କୌଶଲ୍ୟା ମୁଣ୍ଡରେ ବୋଝର ପାହାଡ଼; ବୟସ ବଢିବା ସହ ବଢୁଛି ମୁଣ୍ଡର ଆକାର

ଜୀବନର ଅର୍ଥ ବୋଧେ ଯନ୍ତ୍ରଣା । ଆଉ ଏହି ଯନ୍ତ୍ରଣା ସହ ଆମକୁ ଜିଇଁବାକୁ ପଡ଼ିବ । କୌଶଲ୍ୟା କିନ୍ତୁ ଏହି ଯନ୍ତ୍ରଣାକୁ ପ୍ରତି ସେକେଣ୍ଡରେ ପ୍ରତି ମୁହୁର୍ତ୍ତରେ ଅନୁଭବ କରୁଛନ୍ତି । ଅନୁଭବ ତ କେଳ କରୁନାହାନ୍ତି ବରଂ ନିଇତି ମରି ମରି ବଞ୍ଚିବାକୁ ପଡ଼ୁଛି । କନ୍ଧମାଳ ବାଲିଗୁଡ଼ାର ଏହି ୨୧ ବର୍ଷୀୟା ଝିଅର ଚିକିତ୍ସା ପାଇଁ ଏବେ ଅର୍ଥ ସାଜିଛି ବାଧକ..

Lord Ram
ଓଡ଼ିଶା ଭୂଇଁରେ ରାମ କାହାଣୀ

ସପ୍ତଶଯ୍ୟା..ମନୋରମ ପ୍ରକୃତିର କୋଳରେ ହସୁଥିବା ଏ ଦେବ ସ୍ଥାନର ରହିଛି ତ୍ରେତୟା ଯୁଗ ସହ ସଂପର୍କ । ଲୋକକଥା ଅନୁସାରେ ପ୍ରଭୂ ଶ୍ରୀରାମଙ୍କ ଏଠି ପଡ଼ିଥିଲା ଚରଣ ରେଣୁ । ବନବାସ ସମୟରେ ଭାଇ ଲକ୍ଷ୍ମଣ ଓ ପତ୍ନୀ ଜାନକୀଙ୍କ ସହ ରଘୁନାଥ ଏଠି କାଟିଥିଲେ ସାତଦିନ ଓ ସାତରାତି ।

Lord Ram
ସପ୍ତଶଯ୍ୟା ସହ ରହିଛି ରାମଙ୍କ ନିବିଡ଼ ସମ୍ପର୍କ ! ଶାସ୍ତ୍ର ଅନୁସାରେ କଟକରେ ଏହି ୩ ଶିବଲିଙ୍ଗକୁ କରିଥିଲେ ପ୍ରତିଷ୍ଠା

ସପ୍ତଶଯ୍ୟା, ମନୋରମ ପ୍ରକୃତିର କୋଳରେ ହସୁଥିବା ଏହି ଦେବ ସ୍ଥାନର ବି ରହିଛି ତ୍ରେତୟା ଯୁଗ ସହ ସଂପର୍କ । ଜନଶ୍ରୁତି କହେ- ପ୍ରଭୁ ଶ୍ରୀ ରାମଙ୍କର ଏଠି ପଡ଼ିଥିଲା ଚରଣ ରେଣୁ ।

Srimandir
ଅସନ୍ତୋଷ ଚାପିବା ପାଇଁ କୁହାଗଲା କି ମହାପ୍ରଭୁଙ୍କ ସେବାରେ ଲାଗିବ ଗୁଆ-ଚାଉଳ ?

ଅର୍ପଣ ରଥ ବୁଲାଇ ମହାପ୍ରଭୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଗୁଆ, ଚାଉଳ ଦେବାକୁ ଅନୁରୋଧ କରିଥିଲେ ସରକାର। ଯାହାକୁ ସରକାରଙ୍କ ପ୍ରଚାର ଯାତ୍ରା କହିଥିଲେ ଗଜପତି ମହାରାଜ ।

Dolphine
ନଦୀରୁ ମିଳିଲା ଡଲଫିନ୍, ପୋଖରୀରେ ଛାଡ଼ିଲେ ଲୋକେ

ବାଲେଶ୍ୱର ବସ୍ତାରେ ଜଳକା ନଦୀରୁ ଉଦ୍ଧାର । ନଦୀର ଡଲଫିନ୍ ପୋଖରୀରେ ଛାଡ଼ିଲେ ।