୩ ଜଣଙ୍କୁ ନୂଆ ଜୀବନ ଦେଲେ ସଂଯୁକ୍ତା ପାତ୍ର । ଦୁଇଟି ଯାକ କିଡନୀ ଓ ଲିଭର ଦେଲେ ସଂଯୁକ୍ତା । କଟକ ତିଗିରିଆର ରାଜୀବ ଦାସଙ୍କ ଠାରେ କିଡନୀ ପ୍ରତିରୋପଣ ।
ଶିଶୁଟି ଜନ୍ମ ହେବା ପରେ ବୋହୋସ ଥିଲା ପରେ ତାକୁ ବ୍ରେନ୍ ଡେଡ୍ ଘୋଷଣା କରାଯାଇଥିଲା। ଆଇସିୟୁରେ ରଖାଯିବା ପରେ ମଧ୍ୟ ଶିଶୁଟିକୁ ବଞ୍ଚାଯାଇପାରିନଥିଲା।
ଚିକିତ୍ସା ଆରମ୍ଭ ହେବା ପରେ ଡାକ୍ତର ତାଙ୍କୁ ବ୍ରେନ୍ ଡେଡ୍ ଘୋଷଣା କରିବା ମାତ୍ରେ ଝିଅର ଅଙ୍ଗଦାନ ନିଷ୍ପତ୍ତି ନେଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ସୁନୀତା।