ରେଷ୍ଟୁରାଣ୍ଟ ମାଲିକ ଆଞ୍ଜେଲୋ ଲିଲା ଗତ ମାର୍ଚ୍ଚରେ ଉତ୍ତର ଇଟାଲୀରେ ଏହି ରେଷ୍ଟୁରାଣ୍ଟଟି ଆରମ୍ଭ କରିଥିଲେ । ସେବେଠାରୁ ଗ୍ରାହକମାନଙ୍କୁ ସେ ରାତ୍ରୀ ଭୋଜନ ବେଳେ ମୋବାଇଲ ବଦଳରେ ପରସ୍ପର ସହ କଥାବାର୍ତ୍ତା କରିବାକୁ ଉତ୍ସାହିତ କରି ଆସୁଛନ୍ତି ।
ଥିଲା ଥିଲା....ରାସ୍ତାରେ ନାଲି ୱାଇନ୍ ବର୍ଷା ହେଲା । ହଠାତ୍ ଏତେ ମାତ୍ରାରେ ମଦ ଆସିଲା କେଉଁଠୁ ? ଭାଇରାଲ ହେଲା ଭିଡିଓ
ଏଣିକି ଅଧିକ ଆମୋଦଦାୟକ ହେବ ଓଡ଼ିଶାରେ ବେଳାଭୂମି ପର୍ଯ୍ୟଟନ । କାହିଁକି ନା ରାଜ୍ୟର ପ୍ରମୁଖ ୬ଟି ସମୁଦ୍ରତଟରେ ଗୋଆ ଭଳି ବେଳାଭୂମି କୁଟୀର ବା ଅସ୍ଥାୟୀ ବାର ନିର୍ମାଣ ଲାଗି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର