• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

Berhampur Bus Stand
ଉଦଘାଟନ ହେଲା କିନ୍ତୁ କାମରେ ଲାଗୁନି : ପାଣିରେ ପଡିଲା ୭ କୋଟି !

ଟ୍ରାଫିକ୍‌ ସମସ୍ୟା କମାଇବାକୁ ୭ କୋଟି ଟଙ୍କା ବ୍ୟୟରେ ବସଷ୍ଟାଣ୍ଡ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ୨୦୧୬ ଠୁ ଆଜିଯାଏଁ ଗୋଟିଏ ବସ୍‌ ବି ଯାଇନାହିଁ ନୂଆ ଷ୍ଟାଣ୍ଡକୁ । ନିଜ ଜିଦ୍‌ରେ ଅଟଳ ଘରୋଇ ବସ୍‌ ମାଲିକ ସଂଘ । ସେପଟେ ନୂଆ ବସଷ୍ଟାଣ୍ଡର ଅବସ୍ଥା ପୂରା ବେହାଲ।

Puri Ratha Jatra
Ratha Jatra: ବଡ଼ ତ୍ରୁଟି, ସୁଭଦ୍ରାଙ୍କ ରଥ ଅଖରେ ଫାଟ

ଏତେ ବଡ଼ ତ୍ରୁଟିକୁ କିଏ ଓ କାହିଁକି ଲୁଚେଇଲା ତାକୁ ନେଇ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି ।

Mahadev Temple
ମହାଦେବଙ୍କ ଅପାର କରୁଣା : ଖରାରେ ରହିବାକୁ ଦେଲେ ସ୍ୱପ୍ନାଦେଶ...ସେବେଠୁ ଆଜିଯାଏଁ...

ମହାଦେବଙ୍କ ଅପାର କରୁଣା । ରାଜାଙ୍କ ସ୍ୱପ୍ନାଦେଶ ହେଲା ମୁଁ ପୂଜା ପାଉଥିବା ଜାଗାରେ ମନ୍ଦିର ତୋଳିବୁ ନାହିଁ । ଖରା, ବର୍ଷା ଓ ଶୀତରେ ମୁଁ ରହିବି...ସେବେଠୁ ଯେତେଥର ଛାତ କଲେ ବି ରହୁନି । ସକାଳୁ ସକାଳୁ ଭକ୍ତଙ୍କର ଲାଗୁଛି ଲମ୍ବା ଲାଇନ୍‌

Drug Abuse
ନିଶା ନିବାରଣ କେନ୍ଦ୍ର ଏବେ ହାଉସ୍ ଫୁଲ୍

ରାଜ୍ୟରେ ବଢି ଚାଲିଛି ନିଶା ନିବାରଣ କେନ୍ଦ୍ର ସଂଖ୍ୟା । କେବଳ କଟକ, ଖୋର୍ଦ୍ଧା ଓ ପୁରୀ ଜିଲାରେ ପାଖାପାଖି ୧୦୦ଟି ନିଶା ନିବାରଣ କେନ୍ଦ୍ର ରହିଛି ।

  • Friday, 16 June 2023
  • Drugs
Power Cut During Match
ବିଦେଶୀ ଖେଳାଳିଙ୍କ ଆଗରେ ଓଡ଼ିଶାର ନାକ କାଟିଦେଲା ବିଦ୍ୟୁତ ବିଭ୍ରାଟ !

ଗତରାତିରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଭାରତ ଓ ଲେବାନନ୍ ମଧ୍ୟରେ ଚାଲିଥିଲା ଇଣ୍ଟର କଣ୍ଟିନେଣ୍ଟାଲ ଫୁଟବଲ ମ୍ୟାଚ୍। ହାଫ୍ ଟାଇମରେ ଖେଳାଳିମାନେ ଡ୍ରେସିଂ ରୁମକୁ ଯିବା ବେଳେ, ଅଚାନକ କଟିଗଲା ଲାଇନ୍।

Drug Abuse
କାହିଁକି ନିଶାଖୋର ହେଉଛନ୍ତି ଯୁବପିଢ଼ି ?

ରାଜ୍ୟରେ ବଢ଼ୁଛି ନିଶାଡ଼ିଙ୍କ ସଂଖ୍ୟା । ବିଭିନ୍ନ ଜିଲ୍ଲାରେ ନିଶା ନିବାରଣ କେନ୍ଦ୍ର ହାଉସଫୁଲ୍ । କଟକ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ପ୍ରାୟ ଶହେ କେନ୍ଦ୍ର ଫୁଲ୍ ପଡ଼ିଛି । ନିଶା ସେବନ ବଦଭ୍ୟାସ ନୁହେଁ ବରଂ ରୋଗ ବୋଲି କହିଛନ୍ତି ମାନସିକ ରୋଗ ବିଶେଷଜ୍ଞ ।

  • Friday, 16 June 2023
  • Drugs
Conman Sukesh Chandra Sekhar
‘ମୁଁ ଦାୟିତ୍ୱବାନ୍-ସୁନାଗରିକ, ଓଡ଼ିଶା ଟ୍ରେନ୍‌ ଦୁର୍ଘଟଣା ପୀଡ଼ିତଙ୍କୁ ୧୦ କୋଟି ଦେବି’

ଗତ କିଛି ଦିନ ହେବ ମୋର ମନ ଭଲ ନାହିଁ । ସମସ୍ତଙ୍କ ପାଇଁ ଏହା ଅତ୍ୟନ୍ତ ଯନ୍ତ୍ରଣାଦାୟକ, ଯାହାର ନିକଟ ତଥା ପ୍ରିୟ ବ୍ୟକ୍ତିମାନେ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ।

Train Tragedy
ବାହାନଗା ଟ୍ରେନ ଟ୍ରାଜେଡିକୁ ପୁରିଲା ୨ ସପ୍ତାହ, ଏବେବି ପରିଚୟ ଖୋଜୁଛି ୮୧ ଶବ

ଡିଏନଏ ରିପୋର୍ଟକୁ ଅପେକ୍ଷା କରିଛନ୍ତି ମୃତକଙ୍କ ପରିବାର ।

Power Cut During Match
ବିଶ୍ୱସ୍ତରୀୟ ଆୟୋଜନକୁ ଫ୍ୟୁଜ୍ କରିଦେଲା ବିଜୁଳି ବିଭ୍ରାଟ !

ଅନ୍ତର୍ମହାଦେଶୀୟ ଫୁଟବଲ ମ୍ୟାଚ ବେଳେ ବିଦ୍ୟୁତ ବିଭ୍ରାଟ । କଳିଙ୍ଗ ଷ୍ଟାଡିୟମରେ ବିଦ୍ୟୁତ ବିଭ୍ରାଟ ପାଇଁ ଲଜ୍ଜିତ ହେଲା ରାଜ୍ୟ ।

temple of Lord Shiva
ମହାଦେବଙ୍କ ଅପାର କରୁଣା : ଖରାରେ ରହିବାକୁ ଦେଲେ ସ୍ୱପ୍ନାଦେଶ...ସେବେଠୁ ଆଜିଯାଏଁ...

ମହାଦେବଙ୍କ ଅପାର କରୁଣା । ରାଜାଙ୍କ ସ୍ୱପ୍ନାଦେଶ ହେଲା ମୁଁ ପୂଜା ପାଉଥିବା ଜାଗାରେ ମନ୍ଦିର ତୋଳିବୁ ନାହିଁ । ଖରା, ବର୍ଷା ଓ ଶୀତରେ ମୁଁ ରହିବି...ସେବେଠୁ ଯେତେଥର ଛାତ କଲେ ବି ରହୁନି । ସକାଳୁ ସକାଳୁ ଭକ୍ତଙ୍କର ଲାଗୁଛି ଲମ୍ବା ଲାଇନ୍‌

Water Probelm
ପ୍ରୋଜେକ୍ଟ ପରେ ପ୍ରୋଜେକ୍ଟ ଘୋଷଣା ହେଉଛି, ହେଲେ ପାଣି ମିଳୁନି

ଲୋକଙ୍କୁ ପିଇବା ପାଣି ଯୋଗାଇ ଦେବାକୁ ଗୋଟିଏ ପରେ ଗୋଟିଏ ପ୍ରୋଜେକ୍ଟ ଘୋଷଣା କରୁଛନ୍ତି ରାଜ୍ୟ ସରକାର । ହେଲେ ପ୍ରୋଜେକ୍ଟ ସରୁନି କି ଲୋକଙ୍କୁ ପାଣି ମିଳୁନି...ବାବୁ କହୁଛନ୍ତି ନିର୍ଦ୍ଧାରିତ ସମୟରେ କାମ ସରିନଥିବାରୁ ପୁଣି ଥରେ ବଢାଯାଇଛି ଧାର୍ଯ୍ୟ ସମୟ।

locals construct road
ଶୁଣିଲାନି ପ୍ରଶାସନ : କୋଦାଳ ଶାବଳ ଧରି ଗାଁକୁ ରାସ୍ତା କଲେ ଗ୍ରାମବାସୀ

ବାରମ୍ବାର ଦାବି ପରେ ବି ଶୁଣିଲାନି ପ୍ରଶାସନ । ହଇରାଣ ହରକତ ହେବା ପରେ ନିଜ ଗାଁକୁ ନିଜେ ରାସ୍ତା ତିଆରି କଲେ ଗ୍ରାମବାସୀ । ତାହା ପୁଣି ନିଜେ ଚାନ୍ଦା ଆଦାୟ କରି...ଏବେ ପ୍ରଶାସନ କହୁଛି ଜମି ନଥିଲା, ଏବେ ରାସ୍ତା ହେବାରୁ...

  • Thursday, 15 June 2023
Marriage
ମଟନ ପାଇଁ ଭାଙ୍ଗିଗଲା ବାହାଘର

ସାମାନ୍ୟ ମଟନ୍ ପାଇଁ ଭାଙ୍ଗିଗଲା ବାହାଘର। ମାଛ, ମାଂସ, କ୍ଷୀରି ତରକାରି ଠାରୁ ଆରମ୍ଭ କରି ପର୍ଯ୍ୟାପ୍ତ ପରିମାଣର ଭୋଜିଭାତ ହୋଇଥିଲେ ବି ବରଯାତ୍ରୀଙ୍କୁ ମଟନ୍ ପାଇଲାନି ବୋଲି ବର ସାଙ୍ଗ କଲେ ହଙ୍ଗାମା।

World Blood Donor Day
ଆଜି ସାରା ବିଶ୍ବ ପାଳୁଛି ରକ୍ତଦାତା ଦିବସ

ରକ୍ତ ଅଭାବରୁ ଗୋଟିଏ ବି ଜୀବନ ନଯାଉ। ସେଇଥିଲାଗି ରକ୍ତଦାନକୁ ଜୀବନର ବ୍ରତ କରିଛନ୍ତି ଅନେକ ରକ୍ତଦାତା।

Boat Capsize In Nigeria
ବାହାଘରରୁ ଫେରୁଥିଲେ ବରଯାତ୍ରୀ, ବୁଡ଼ିଗଲା ଡଙ୍ଗା ! ଚାଲିଗଲା ଶତାଧିକ ଜୀବନ

ଅଧିକାରୀଙ୍କ କହିବାନୁଯାୟୀ ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ବଢ଼ିବାର ଖୁବ୍‌ ସମ୍ଭାବନା ରହିଛି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Baliguda Dowry Case
ଯୌତୁକରେ ବାଇକ୍ ମାଗିଥିଲା ବର ! ଏବେ କାନ୍ଦି କାନ୍ଦି କ୍ଷମା ମାଗୁଛି...

ସ୍ତ୍ରୀକୁ ଘରକୁ ନେବି, ତାକୁ ସୁଖ ଶାନ୍ତିରେ ରଖିବି ବୋଲି କହିଛି ବର । ଏବେ ଦୁଇ ପକ୍ଷ ମଧ୍ୟରେ ଆପୋଷ ସମାଧାନ ପାଇଁ ଆଲୋଚନା ଚାଲିଛି ।

Jagannath Mahapatra
ଭୁବନେଶ୍ୱର ଭଷାଣ ଉତ୍ସବର ପ୍ରତିଷ୍ଠାତା ଜଗନ୍ନାଥ ମହାପାତ୍ରଙ୍କ ପରଲୋକ

ଭୁବନେଶ୍ୱରେ ଶିଶୁ ଓ ମହିଳାଙ୍କ ସୁଲଭ ଦରରେ ଚିକିତ୍ସା ଲାଗି ଏକ ହସ୍ପିଟାଲ ମଧ୍ୟ ନିର୍ମାଣ କରିଥିଲେ ।

  • Wednesday, 14 June 2023
  • BMC
Cot Vehicle
ଚମତ୍କାର ଜୁଗାଡ଼ ! ଶସ୍ତାରେ ଯିବା ଆସିବା ପାଇଁ ଆସିଲା ଖଟିଆ ଗାଡ଼ି

ଭିଡିଓ ଦେଖିବା ପରେ ଆପଣ ନିଜେ ହିଁ ଏହାର ନାମ କରଣ କରନ୍ତୁ । ଏହାକୁ କ’ଣ କହିବେ । ଗାଡ଼ି କହିବେ ନା ଆଉ କିଛି ।

Yoga Break
କେନ୍ଦ୍ର ସରକାରଙ୍କ ନୂଆ ନିୟମ, ଏଣିକି ଅଫିସ୍‌ରେ ବସି କର୍ମଚାରୀ କରିବେ ଯୋଗ

ଏହି ସମୟରେ ଅଫିସ୍‌ରେ ଥିବା ସମସ୍ତ କର୍ମଚାରୀ ଯୋଗ କରିବେ । ଖାଲି ସେତିକି ନୁହେଁ ଏଥିପାଇଁ ଏକ ବିଦ୍ଧିବଦ୍ଧ ନିୟମ ଆଣିବାକୁ ସରକାର ଚିନ୍ତା କରୁଥିବା ଜଣାପଡ଼ିଛି। 

Train Tragedy
ବାହାନଗା ଟ୍ରେନ୍ ଟ୍ରାଜେଡିରେ ସିବିଆଇ ହାତରେ କେଉଁ ପ୍ରମାଣ ଲାଗିଲା ?

ଦୁର୍ଘଟଣା ପଛରେ ଆଉ କିଏ, ସେନେଇ ପ୍ରାୟ ସପ୍ତାହେ ଧରି ଘଣ୍ଟାଚକଟା କରିବା ପରେ ସିବିଆଇ ଆଜି ବାଲେଶ୍ବର ଛାଡୁଥିବା ଚର୍ଚ୍ଚା ହେଉଛି।

Odisha Power Cut
ଶକ୍ତିମନ୍ତ୍ରୀଙ୍କ ସଭାରେ କଟିଲା ଲାଇନ। ସଂସ୍କୃତି ମନ୍ତ୍ରୀଙ୍କ ଘରେ ବିଜୁଳି ଗାଏବ

ଜେନେରେଟର ଲାଗିବା ପରେ ସ୍ୱାଭାବିକ ହୋଇଥିଲା ସଭା। ପ୍ରାୟ ୩୦ ମିନିଟ ପରେ ଆସିଲା ଲାଇନ୍।

Nandankanan Zoo
ଅସହ୍ୟ ତାତିରେ ଅତିଷ୍ଠ ଜୀବଜନ୍ତୁ; ବରଫରେ ଖେଳୁଛି ଭାଲୁ, ପାଣିରେ ବୁଡ଼ିଛି ବାଘ

କଲବଲ କରୁଛି ଟାଇଁ ଟାଇଁ ଖରା । ଜନଜୀବନ ପୁରା ଅସ୍ତବ୍ୟସ୍ତ । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରୁ ବାଦ୍ ପଡ଼ିନାହାନ୍ତି ଜୀବଜନ୍ତୁ । ଭୁବନେଶ୍ୱର ନନ୍ଦନକାନନ ଚିଡ଼ିଆଖାନାରେ ଖରା ଦାଉରୁ ଟିକେ ଆଶ୍ୱସ୍ତି ପାଇଁ ବରଫ ଖଣ୍ଡ ସହ ଖେଳୁଛନ୍ତି ଭାଲୁପଲ ।

Odisha Power Cut
ବିଜୁଳି ଯନ୍ତ୍ରଣାରେ ଛଟପଟ ସାରା ରାଜ୍ୟ, ଶକ୍ତିମନ୍ତ୍ରୀଙ୍କ ସଭାରେ ବି କଟିଲା ଲାଇନ

ସଂସ୍କୃତି ମନ୍ତ୍ରୀଙ୍କ ଘରେ ବିଜୁଳି ଗାଏବ । ଟାଟା ପାୱାର ଅଫିସରେ ବି ବିଜୁଳି ବିଭ୍ରାଟ ।

Cuttack BJD
କଟକ ବିଜେଡିରେ ଫାଟ ଜଳ ଜଳ ! ମେୟରଙ୍କୁ ତାତ୍ସଲ୍ୟ କଲେ ଦେବାଶିଷ

ସୁବାସ ସିଂହଙ୍କୁ କଟାକ୍ଷ କରି ଦେବାଶିଷ କହିଛନ୍ତି, ଏହା ସରକାରୀ ନା ବ୍ୟକ୍ତିଗତ କାର୍ଯ୍ୟକ୍ରମ ଥିଲା, ତାହା ସୁବାସ ସିଂ କହିପାରିବେ ।

Indian Railway
ଟ୍ରେନ୍‌ ଛାତରେ ଶୋଇଥିଲେ ଯାତ୍ରୀ, ଦେଖନ୍ତୁ ଭିଡିଓ...

ଉଦ୍ଧାର ପରେ ସଂପୃକ୍ତ ବ୍ୟକ୍ତିଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି ରେଲୱେ ପୋଲିସ ।