• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Medical Problem

Train Accident
ଓଡ଼ିଶା ଟ୍ରେନ୍‌ ଟ୍ରାଜେଡ଼ି: ଏଇ ମେଡିକାଲ ପାଇଁ ମଲେ ୨୮୮ !

କେବଳ ଦୁର୍ଘଟଣା ପାଇଁ ଖୋଲିଥିଲା ଏହି ମେଡିକାଲ । ହେଲେ ଭିତ୍ତିଭୂମିର ବିକାଶ ନହେବାରୁ କାମରେ ଆସୁନି ସ୍ୱାସ୍ଥ୍ୟକେନ୍ଦ୍ର । ଯଦି ଶୁକ୍ରବାର ଦିନ ଏଇ ମେଡିକାଲ ଖୋଲାଥାଆନ୍ତା ତାହାଲେ ଏତେ ସଂଖ୍ୟାରେ ଲୋକ ମରିନଥାଆନ୍ତେ

Dhenkanal DHH
ଚେଇଁ ଶୋଇଛି ସ୍ୱାସ୍ଥ୍ୟ ବିଭାଗ : ଏସି ଚାଲୁନି କି ଲିଫ୍ଟ କାମ କରୁନି

୨୦୧୮ରେ ହସ୍ପିଟାଲ କାର୍ଯ୍ୟକ୍ଷମ ହେବା ଦିନଠୁ ଏଠାରେ ମୋଟ ୨୨୭ଟି ଏସି ଲାଗିଥିଲା । ସେଥିରୁ ରୋଗୀସେବା ପାଇଁ ୧୭୫ଟି ଉଦ୍ଦିଷ୍ଟ ଥିଲା । ଆଉ ଏବେ ସେଥିରୁ ୧୨୫ ଅଚଳ ହୋଇ ପଡିଛି । ଏପରିକି ପ୍ରସୂତି ୱାର୍ଡ, ଆଉଟଡୋର, ଇଂଜେକସନ ରୁମ ସମେତ ମେଡିସିନ ବଣ୍ଟନ ପ୍ରକୋଷ୍ଠରେ ବି ଏସି କାମ କରୁନି।

Patients at Dhenkanal DHH suffer as lift
କୋମାରେ ଏସି, ଅଚଳ ଲିଫ୍ଟ...ହନ୍ତସନ୍ତ ରୋଗୀ..

କୋମାରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଥଣ୍ଡା ବ୍ୟବସ୍ଥା..କାମକରୁନି ଏସି, ଏମର୍ଜେନ୍ସି ଆୱାର୍ଡରେ ଗରମରେ ଆଉଟପାଉଟୁ ରୋଗୀ । ଲିଫ୍ଟ ମଧ୍ୟ ଅଚଳ, ପାହାଚ ଚଢି ଯାଉଛନ୍ତି ରୋଗୀ ।

Nilagiri
ମେଡିକାଲରେ ବେଡ୍‌ ନାହିଁ, ବେଡସିଟ୍‌ରେ ଶୋଉଛନ୍ତି ରୋଗୀ

ନାହିଁ ନାହିଁରେ ଚାଲୁଛି ନୀଳଗିରି ଉପଖଣ୍ଡ ଚିକିତ୍ସାଳୟ । ବେଡ୍‌ ବଦଳରେ ବେଡସିଟ୍‌ରେ ଶୋଉଛନ୍ତି ରୋଗୀ

Special story
୧୭ ଡାକ୍ତର ପଦବୀ ଅଛି, ହେଲେ ଅଛନ୍ତି ୩ ଜଣ : ରୋଗୀସେବା ବାଧାପ୍ରାପ୍ତ

ଡାକ୍ତର ଅଭାବ ଯୋଗୁ ଲୋକଙ୍କୁ ମିଳୁନି ସଠିକ ରୋଗୀ ସେବା