ମହାଦେବଙ୍କ ଅପାର କରୁଣା । ରାଜାଙ୍କ ସ୍ୱପ୍ନାଦେଶ ହେଲା ମୁଁ ପୂଜା ପାଉଥିବା ଜାଗାରେ ମନ୍ଦିର ତୋଳିବୁ ନାହିଁ । ଖରା, ବର୍ଷା ଓ ଶୀତରେ ମୁଁ ରହିବି...ସେବେଠୁ ଯେତେଥର ଛାତ କଲେ ବି ରହୁନି । ସକାଳୁ ସକାଳୁ ଭକ୍ତଙ୍କର ଲାଗୁଛି ଲମ୍ବା ଲାଇନ୍
Published By: Sarbeswar
Last updated: 16 June 2023, 11:23 PM IST
ୟାଙ୍କ ବୁଦ୍ଧିକୁ ମାନିବାକୁ ପଡ଼ିବ । ପୂରା ଦେଶୀ ବୁଦ୍ଧି ଲଗାଇଲେ...ବାଇକ୍ରେ ୮ ଜଣଙ୍କୁ ବସାଇ ନେବାର ବ୍ୟବସ୍ଥା କରିଦେଲେ ...ଦେଖିବା ଲୋକ ବି ଆଶ୍ଚର୍ଯ୍ୟ ହେଉଛି