• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ମଝିରେ ୨ ଦିନ ଥିବା ବେଳେ ସୁଭଦ୍ରାଙ୍କ ରଥର ଅଖରେ ଫାଟ । ସୁଭଦ୍ରାଙ୍କ ଦର୍ପଦଳନ ରଥର ଉଛୁଳା ଅଖରେ ଫାଟ ଥିବା ଦେଖିବାକୁ ମିଳିଛି । ଫାଟକୁ ଲୁଚେଇବା ପାଇଁ ମହାରଣା ମାନେ ବଟମ୍ ପ୍ୟାକିଂ କରି କ୍ଲାମ୍ପ ଫିଟିଂ କରିଛନ୍ତି । ତେବେ ଅଖଟି ଦୁର୍ବଳ ଥିବା ଜଣାପଡିଛି । ଏତେ ବଡ଼ ତ୍ରୁଟିକୁ କିଏ ଓ କାହିଁକି ଲୁଚେଇଲା ତାକୁ ନେଇ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି ।