କି ପୂର୍ବ, କି ପଶ୍ଚିମ, ଉତ୍ତର ହେଉ କି ଦକ୍ଷିଣ ସବୁଠି ଅଗ୍ନିବର୍ଷା ସାଙ୍ଗକୁ ଅସମ୍ଭବ ଗୁଳୁଗୁଳି । କିଏ କହୁଛି ଭାଜି ହେଉଛି, ଆଉ କିଏ କହୁଛି ସିଝି ଯାଉଛି । ପଥିକଙ୍କ ପାଇଁ ଗଛ ଛାଇ ବି ସ୍ୱର୍ଗ ଭଳି ଲାଗୁଛି ।
Published By: Manoranjan Behera
Last updated: 18 June 2023, 11:24 AM IST
ପଥିକଙ୍କ ପାଇଁ ଗଛ ଛାଇ ବି ସ୍ୱର୍ଗ ଭଳି ଲାଗୁଛି
ଅସହ୍ୟ ତାତି; ରାସ୍ତାକଡ଼ ଅଟୋ ବି ଭରସା
ଲୋଡ଼ା ନାହିଁ ତୁଳିତଳ୍ପ; ଟ୍ରଲି ହିଁ ମୋର ଜୀବନ ଜୀବିକା
ହେଉ ପଛେ ଗଛ ତଳ, ଥକା ତ ମେଣ୍ଟାଇବାକୁ ହେବ