ସୁନ୍ଦରଗଡ଼ରେ ଗୋଷ୍ଠୀ ସଂଘର୍ଷ। ଏଥିରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ସୁନ୍ଦରଗଡ଼ ସଦର ଥାନା କରମଡିହି ଅଞ୍ଚଳରେ ରକ୍ତାକ୍ତ ଗୋଷ୍ଠୀ ସଂଘର୍ଷ ଘଟିଛି । ଗୀତାପଡ଼ାରେ ମଧ୍ୟରାତ୍ରରେ ୨ ଯାଯାବର ଗୋଷ୍ଠୀଙ୍କ ମଧ୍ୟରେ ଭୟଙ୍କର ସଂଘର୍ଷ ହୋଇଥିବା ସୂଚନା ମିଳିଛି।
ପ୍ରକୃତିପ୍ରେମୀଙ୍କୁ ଦେଉଛି ଅନନ୍ୟ ଅନୁଭୂତି । ମିଳୁଛି ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ସହ ସୁବିଧା ସୁଯୋଗ ।
ରାଜ୍ୟରେ ଲଗାତର ଗୋଟିଏ ସରକାର ୨୫ ବର୍ଷ ଶାସନ କରିବା ପରେ କ୍ଷମତାଚ୍ୟୁତ ହୋଇଛି । କିନ୍ତୁ ତଥାପି ସରିଲାନି ଏମାନଙ୍କ ଦୁଃଖ ।
ବନବିଭାଗ ହାତୀର ଚଳ ପ୍ରଚଳ ଉପରେ ଅତି ସହଜରେ ନଜର ରଖିବା କଥା କିନ୍ତୁ ଏଥିରେ ବ୍ୟତିକ୍ରମ ଘଟିବାରୁ ଆଜି ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି ।
ଇଏ ପ୍ରକୃତିର ଓଢ଼ଣୀ... ଯୁଆଡ଼େ ଚାହିଁବେ ସବୁଜବନାନୀ । ପାହାଡ଼ ଆଉ ଗଛଲତାରେ ଭରପୂର ଏ ସ୍ଥାନ ।
ଧନୁତୀର ଧରି ଗତ ଶନିବାର ଠାରୁ ବଡଜଲ ସ୍କୁଲକୁ ଅକ୍ତିଆରରେ ରଖିଥିଲା ଯୁବକ ଜଣକ। ଏପରିକି ତାର ତୀର ଓ ବାଟୁଳୀ ମାଡରେ ଲହୁ ଲୁହାଣ ହୋଇଥିଲେ ଥାନାଧିକାରୀଙ୍କ ସହ ଦୁଇ ଜଣ ପୋଲିସ ଓ ପ୍ରଧାନଶିକ୍ଷକ।
ଗତ ୫ ଦିନ ହେଲା ସ୍କୁଲକୁ କବଜା କରି ରଖିଛି ଯୁବକ । ହାତରେ ଧନୁତୀର ଓ ବାଟୁଳି ସହ ଅନ୍ୟ ମାରଣାସ୍ତ୍ର ରଖିଥିବା ସୂଚନା ମଳିଛି । ଗତକାଲି IICଙ୍କୁ ସେ ତୀର ମାଡ଼ କରିଥିଲା ।
ଅତି ପ୍ରବଳ ବର୍ଷା ନେଇ ସୁନ୍ଦରଗଡ଼ ଓ କେନ୍ଦୁଝରକୁ ଅରେଞ୍ଜ ଆଲର୍ଟ । ବର୍ଷାରେ କିଛି ସ୍ଥାନରେ ସାମୟିକ ପାଣି ଜମିବା ସହ ଭୂସ୍ଖଳନ ହୋଇପାରେ ।
ଗାଁରେ ପହଞ୍ଚିବା ପରେ ଗ୍ରାମବାସୀଙ୍କ ସ୍ଵାଗତ ଦେଖି ଭାବବିହ୍ବଳ ହୋଇପଡ଼ିଥିଲେ ଅମିତ ।
୪ ଅଭିଯୁକ୍ତ କୁତ୍ରା ଅଞ୍ଚଳର ସୂଚନା, ଅଧିକ ଖୋଳତାଡ଼ ଜାରି । କେତେ ଝିଅଙ୍କୁ ଚାଲାଣ କରାଯାଇଛି ଜାଣିବାକୁ ପୋଲିସର ତନାଘନା ।
ଆଜି ଓ ଆସନ୍ତାକାଲି ୨ ଦିନ ପାଇଁ କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ। ପ୍ରବଳ ବର୍ଷା ନେଇ ଆଜି ପାଇଁ ୫ଟି ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ।
ଉତ୍ତର ବଙ୍ଗୋପସାଗର ଓ ଆଖପାଖରେ ସକ୍ରିୟ ରହିଛି ଲଘୁଚାପ । ଆଗାମୀ ୨ ଦିନ ଭିତରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ୱେଲମାର୍କଡ ଲୋ ପ୍ରେସରର ରୂପ ନେବାପରେ ବାଂଲାଦେଶ ଉପକୂଳ ମୁହାଁ ହେବ ।
ଖଣି ଅଞ୍ଚଳ ବିକାଶ ନାଁରେ କେଉଁଠି ଏକାଧିକ ଥର ଅନୁଦାନ ମଞ୍ଜୁର ହୋଇଥିଲେ ବି ପ୍ରସ୍ତାବିତ ପ୍ରକଳ୍ପର ଅବସ୍ଥା ଯାହାକୁ ସେୟା, ଆଉ କେଉଁଠି ଜରୁରୀକାଳୀନ ପାଣ୍ଠି ଖର୍ଚ୍ଚକୁ ନେଇ ଘୋଟାଲା ଅଭିଯୋଗ।
ଶୋଇଥିବା ବେଳେ ଘର ଭାଙ୍ଗିଲା ଦନ୍ତା ହାତୀ । କାନ୍ଥ ତଳେ ଚାପି ହେଇ ଗର୍ଭବତୀ ମାଆ ଓ ପୁଅର ମୃତ୍ୟୁ ।
ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏହି ଜିଲ୍ଲାଗୁଡିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ଦେବଗଡ଼, କୋରାପୁଟ ଓ ନବରଙ୍ଗପୁର।
ଟ୍ରାପ୍ ଲାଇନ୍ ପ୍ରଭାବରେ ରାଜ୍ୟରେ ଆହୁରି ୩ ଦିନ ବର୍ଷିବ । ଆଜି ପ୍ରବଳ ବର୍ଷା ନେଇ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ । କାଲି ଅଧିକ ଛେଚିବ, ୧୯ ଜିଲ୍ଲାକୁ ପାଣିପାଗ ବିଭାଗର ସତର୍କ ସୂଚନା ।
ବଙ୍ଗୋପସାଗରରେ ପଛକୁ ପଛ ଲଘୁଚାପ । ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ବେଳେ ଆଜି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି ।
ଚାଲିଛି ପରିବହନ ବିଭାଗର ସ୍ପେଶାଲ୍ ଡ୍ରାଇଭ୍ । ଗାଡ଼ିର ପରମିଟ୍, ଇନସୁରାନ୍ସ, ଟ୍ୟାକ୍ସ ଆଦି ସବୁ ଦସ୍ତାବିଜ୍ର କରାଯାଉଛି ଯାଞ୍ଚ ।
ଆସନ୍ତା ୩୧ ତାରିଖ ସୁଦ୍ଧା ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।
୩ ପର୍ଯ୍ୟନ୍ତ ଉତ୍ତର, ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା । ୩୧ରୁ ୨ ଯାଏଁ ଛତିଶଗଡ଼ରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି ।
ଚର୍ଚ୍ଚାରେ ସୁନ୍ଦରଗଡ ବଣାଇର ଗୋଗୁଆ ଗାଁ । କାରଣ, ଏଠି ଅନଲାଇନ୍ ଗେମ୍ ଖେଳି କୋଟିପତି ବନିଛନ୍ତି କିଛି ଯୁବକ ।
ଆହୁରି ୩ ଦିନ ଏପରି ବର୍ଷା ଜାରି ରହିବ। କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଓ କେଉଁଠି ପ୍ରବଳ ବର୍ଷିପାରେ।
ଅଚାନକ ରବିବାର ଦିନ ରାତିରେ ଡ୍ରାଇଭର ରାଜୁ ନାଗ, ଯୁବତୀଙ୍କ ଘରେ ପହଞ୍ଚିଥିଲା । ଆଉ ଯୁବତୀଙ୍କୁ ବାହାରକୁ ଯିବାକୁ ବାଧ୍ୟ କରିଥିଲା ।
ଚଳିତ ବର୍ଷ ଆରମ୍ଭରୁ ଜୁଲାଇ ୯ ପର୍ଯ୍ୟନ୍ତ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ସରକାରୀ ଭାବେ ୫୭ ରହିଛି । ତେବେ ଏମାନଙ୍କ ମଧ୍ୟରୁ ପ୍ରାୟ ୮୦ ପ୍ରତିଶତ ରୋଗୀ ସେକ୍ଟର-୧୪ ଅଞ୍ଚଳରୁ ଚିହ୍ନଟ ହେଉଛନ୍ତି ।
ବାହାଘର ଭୋଜି ଖାଇ ଫେରିବା ବେଳେ ସ୍କର୍ପିଓକୁ ଧକ୍କାଦେଲା ହାଇୱା । ଦୁର୍ଘଟଣାରେ ଗୋଟିଏ ପରିବାରର ୩ ମୃତ, ୨ ଗୁରୁତର ।