• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Sundargarh

3 killed in road accident in sundargarh
ଲୁଟେରାମାନଙ୍କୁ ପଛରୁ ଗୋଡ଼ାଇବା ବେଳେ ମାଡ଼ିଗଲା ଟ୍ରଲର

ଏକ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇରହିଥିଲା। ଆଜି ଉକ୍ତ ବୋଲେରୋରୁ କିଛି ଲୁଟେରା ଟାୟାର ଚୋରି ଉଦ୍ୟମ କରୁଥିଲେ।

Tribal Farmers suffer due to distress sale in Rekhakhol
ଉପଯୁକ୍ତ ବଜାର ବ୍ୟବସ୍ଥା ନାହିଁ: ଚାର ଚାଷୀଙ୍କ ଆଖିରୁ ଲୁହ ଝରୁଛି

ବଣରୁ ଚାର ଆଣିଲେ, ବଜାରରେ ବିକ୍ରି କରିବେ । ଆଉ ଯୋଉ ଦୁଇ ପଇସା ଲାଭ ହେବ ସେତିକିରେ ପରିବାର ଚଳିବ । ସେଇଥି ଲାଗି ତ ସକାଳୁ ହେଲେ ବଣକୁ ଯିବା ସହିତ ଝୁଣା, ମହୁ,ଲାଖ,ଔଷଧୀୟ ଚେର ମୂଳି ସବୁ ଜଙ୍ଗଲଜାତ ମୂଲ୍ୟବାନ ଜିନିଷକୁ ସଂଗ୍ରହ କରନ୍ତି ଆଦିବାସୀ ସମ୍ପ୍ରଦାୟର ଲୋକ।

youth
ଖଣ୍ଡାଧାର ଜଳପ୍ରପାତରେ ଖସି ଯୁବକ ନିଖୋଜ

ଗାଧୋଇବା ବେଳେ ଖସି ପଡ଼ିଲେ ଯୁବକ । ପଥରରେ ଲାଖି ହୋଇ ରହିଥିବା ସନ୍ଦେହ ।

OTV Impact: Dead Man Comes Out Alive
ଓଟିଭିରେ ଖବର ବାଜିଲା, ମଲା ଲୋକ ବଞ୍ଚିଗଲା !

ଓଟିଭିରେ ଖବର ବାଜିଲା, ମଲା ଲୋକ ବଞ୍ଚିଲା । ୫ ମାସର ଭତ୍ତା ବି ପାଇଲା...ଜାଣନ୍ତୁ କଣ ଥିଲା ପୂରା ଘଟଣା

Anganwadi worker
ଜୀବିତ ମହିଳାଙ୍କୁ ମାରିଦେଲେ ଅଙ୍ଗନବାଡ଼ି ଦିଦି !

ବଞ୍ଚି ଥାଉଥାଉ ମହିଳାଙ୍କୁ ମାରିଦେଲେ ଅଙ୍ଗନବାଡ଼ି ଦିଦି । ୭ ମାସ ହେଲାଣି ପାଉନାହାନ୍ତି ଭତ୍ତା । ବ୍ଲକ୍‌କୁ ଗଲା ବେଳକୁ ବାବୁ କହୁଛନ୍ତି ରେକର୍ଡ କହୁଛି ତୁମେ ମରିଯାଇଛ

Rainfall Alert For Various Districts Of Odisha
ତାତିରେ ସଡନ୍ ବ୍ରେକ୍: ୨୨ ଓ ୨୩ରେ କାଳବୈଶାଖୀ ସମ୍ଭାବନା, ଏହିସବୁ ଜିଲ୍ଲାକୁ ସତର୍କ ସୂଚନା...

ତାତିରେ ସଡନ୍ ବ୍ରେକ୍। ହାଲୁକା ବର୍ଷା, ଥଣ୍ଡା ପବନ ପାଇଁ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ୨୨ ଏବଂ ୨୩ ତାରିଖରେ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ରହିଛି।

Severe water scarcity
୧୫ ବର୍ଷ ହେଲାଣି ପାଣି ମିଳୁନି : ଖରାରେ ସିଝି ସିଝି ପାଣି ପାଇଁ ଯାଉଛନ୍ତି ମାଇଲେ ବାଟ

ସୁନ୍ଦରଗଡ଼ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ କୁଆଁରମୁଣ୍ଡା ବ୍ଲକ ବାଙ୍କୀ କଲୋନୀ ବସ୍ତିରେ ଦେଖିବାକୁ ମିଳିଛି ଆଶ୍ଚର୍ଯ୍ୟ କଲାପରି ଦୃଶ୍ୟ I ଟୋପାଏ ପାଣି ପାଇଁ ଡହଳବିକଳ ହେଉଛନ୍ତି ପୂରା ପଞ୍ଚାୟତବାସୀ । ବର୍ଷେ କି ଦୁଇ ବର୍ଷ ନୁହେଁ ବରଂ ୧୫ ବର୍ଷ ହେବ ଏମାନଙ୍କର ସମସ୍ୟା ସମାଧାନ ହିଁ ହେଉନାହିଁ । ପାନୀୟଜଳ ସମସ୍ୟା ସମ୍ପର୍କରେ ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ଅଭିଯୋଗ କଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇପାରି ନାହିଁ।

Controversial Koida BDO transfered to violence-hit Sambalpur
ବିବାଦୀୟ କୋଇଡ଼ା ବିଡିଓଙ୍କ ବଦଳି

ସୁନ୍ଦରଗଡ ଜିଲ୍ଲା କୋଇଡ଼ା ବ୍ଲକ୍‌ର ବିବାଦୀୟ ବିଡିଓ ପଲ୍ଲବୀ ରାଣୀ ରାଜ୍‌ଙ୍କ ବଦଳି ହୋଇଛି।  ଏକାଧିକ ଘଟଣାକୁ ନେଇ ସେ ବିବାଦ ଘେରକୁ ଆସିଥିଲେ।

heat wave
ସାରା ରାଜ୍ୟରେ ବର୍ଷୁଛି ନିଆଁ : ୨୯ ସହରରେ ପାରଦ ୪୦ ଡିଗ୍ରୀ ପାର୍

ଏମିତି ଖରା ଯେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ୁଛି ।

VHP Protest
ଆସନ୍ତାକାଲି ରାଜ୍ୟର ୧୪ ଜିଲ୍ଲାରେ VHPର ବନ୍ଦ ଡାକରା

ସମ୍ବଲପୁରରେ ହିନ୍ଦୁଙ୍କ ଉପରେ ଆକ୍ରମଣ ପ୍ରତିବାଦରେ ଏହି ବନ୍ଦ ଡାକରା ଦିଆଯାଇଛି ।

Heat Wave In Odisha
ଓଃ.. କି ଗରମ.. ! ୮ ଜିଲ୍ଲାକୁ ସତର୍କ ରହିବାକୁ କହିଲା ପାଣିପାଗ ବିଭାଗ

ଉତ୍ତରରୁ ଉପକୂଳ, ଦକ୍ଷିଣରୁ ପଶ୍ଚିମ ସବୁଠି ଖରା । ପ୍ରବଳ ଖରାରେ ଜନଜୀବନ ଅସ୍ତବ୍ୟସ୍ତ ।

Heat Wave Continues To Hit Normal Life In Odisha In Next 4 Days
ଆଉ ୪ ଦିନ କଲବଲ କରିବ ତାତି ! ୪୦ ଡିଗ୍ରୀ ଉପରେ ରହିପାରେ ତାପମାତ୍ରା...

ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ, ଆହୁରି ୪ ଦିନ ଲାଗି ରହିପାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସ୍ଥିତି। ୨୧ ତାରିଖ ପରେ ତାପମାତ୍ରା କ୍ରମେ ହ୍ରାସ ପାଇବ।

Heat Wave
ଅସହ୍ୟ ଗରମରେ ଛଟପଟ ଜନଜୀବନ; ୧୫ ଯାଏଁ କଲବଲ କରିବ ତାତି

ସର୍ବାଧିକ ତାପମାତ୍ରାରେ କାଲି ବିରଳ ରେକର୍ଡ କରିଛି ଝାରସୁଗୁଡ଼ା । ଦେଶ ସହ ଏସିଆର ସର୍ବାଧିକ ଉତ୍ତପ୍ତ ଅଞ୍ଚଳ ପାଲଟିଛି ଝାରସୁଗୁଡା ।

Goat Seller
ଛେଳି ବେପାରୀଙ୍କୁ ଗୁଳି କରି ୯ ଲକ୍ଷ ଲୁଟ୍

ବାଇକରେ ୩ ଜଣ ଛେଳି ବେପାରୀ ଯାଉଥିବା ବେଳେ ଆକ୍ରମଣ କରିଥିଲେ ଲୁଟେରା । ବାଇକ ଅଟକାଇ ଗୁଳିମାଡ଼ କରି ୯ ଲକ୍ଷ ଟଙ୍କା ଲୁଟି ନେଲେ ୩ ଦୁର୍ବୃତ୍ତ ।

Odisha reels under intense heat wave, mercury to rise further
ଆସନ୍ତାକାଲି ଯାଏ ୪ ଜିଲ୍ଲାକୁ ସତର୍କ ସୂଚନା

ଆଗାମୀ କିଛି ଦିନ ଧରି ରାଜ୍ୟର ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ଏଭଳି ଗ୍ରୀଷ୍ଣ ପ୍ରବାହ ଜାରି ରହିବ। ଆଜି ସକାଳେ ସାଢ଼େ ୮ଟାରେ ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୧ ଡିଗ୍ରୀ ରେକର୍ଡ କରାଯାଇଛି। 

Job fraud
ନିରୀହଙ୍କ ସହ ଧୋକ୍କା : ଜାଲ ନିଯୁକ୍ତି ପତ୍ର ଦେଇ ହଜାର ହଜାର ଟଙ୍କାର ଠକେଇ

ସୁନ୍ଦରଗଡ ସରକାରୀ ମେଡିକାଲ କଲେଜ ନାଁରେ ଠକେଇ କରାଯାଇଛି ।

sexual exploitation
ଲମ୍ପଟ ଶିକ୍ଷକଙ୍କୁ ସଜା : ୯୦ ବର୍ଷ ଜେଲ୍ ଦଣ୍ଡ ଶୁଣାଇଲେ କୋର୍ଟ

ଏକାଧିକ ମାମଲାରେ ସବୁ ଦଣ୍ଡକୁ ମିଶାଇ ମୋଟ ୯୦ ବର୍ଷ ସଜା ଶୁଣାଇଛନ୍ତି କୋର୍ଟ ।

BJD Youth Leader Commits Suicide
 ଫ୍ୟାନ୍‌ରେ ଗାମୁଛା ଲଗାଇ ଆତ୍ମହତ୍ୟା କଲେ ଯୁବ ବିଜେଡି ନେତା

ସୁନ୍ଦରଗଡ଼ ଟାଉନ ଯୁବ ବିଜେଡି ସଭାପତି ଧୀରଜ ପ୍ରସାଦ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। କେଉଁ କାରଣ ପାଇଁ ସେ ଆତ୍ମହତ୍ୟା କଲେ ତାହା ଜଣାପଡ଼ିନାହିଁ।

Rainfall Likely In 15 Districts Of Odisha
ଆଜି ଏହିସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ସତର୍କ କଲା ପାଣିପାଗ ବିଭାଗ...

ଗତ କିଛିଦିନ ଧରି ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ହେଉଛି। ଆଜି ମଧ୍ୟ କିଛି ସ୍ଥାନରେ ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି।

Koida BDO
ପୁଣି ଚର୍ଚ୍ଚାରେ କୋଇଡ଼ା ବିଡିଓ; ଟଙ୍କା ନେଣଦେଣକୁ ନେଇ ନିଜ ବାପା-ଭାଇ ଆକ୍ରମଣ କରିଥିବା ଅଭିଯୋଗ

ଯେଉଁ ବିଡିଓଙ୍କୁ ନେଇ ସାରା କୋଇଡ଼ାରେ କମ୍ପନ.... ଯାହାଙ୍କ ବିରୋଧରେ ଜନତାଙ୍କଠୁ ଜନପ୍ରତିନିଧିଙ୍କ ଯାଏଁ ଜଳିଛି ଆକ୍ରୋଶର ନିଆଁ... ସେହି ବିଡିଓଙ୍କୁ ଏବେ ଆକ୍ରମଣ ଅଭିଯୋଗ । ତା’ପୁଣି ଆକ୍ରମଣକାରୀ ଆଉ କେହି ନୁହଁନ୍ତି, ନିଜ ବାପା ଓ ଭାଇ ମାଡ଼ ମାରିଛନ୍ତି ବିବାଦୀୟ ବିଡିଓ ପଲ୍ଲବୀ ରାଣୀ ରାଜଙ୍କୁ ।

2 killed after bus hits hyva in Sundargarh
ଭୋର ସମୟରେ ଭୟଙ୍କର ଦୁର୍ଘଟଣା, ସିଧା ଯାଇ ହାଇୱା ପଛରେ ପିଟି ହେଲା ବସ୍...

ରାସ୍ତା ଉପରେ ଖରାପ ହୋଇ ପଡ଼ିଥିବା ହାଇୱାକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। 

Rainfall Likely Continue In Odisha For Next 2 Days
ଆହୁରି ୨ ଦିନ ତାଣ୍ଡବ ରଚିବ ପଶ୍ଚିମା ଝଡ଼ ! ଆଜି ୧୦ ଜିଲ୍ଲାରେ ବର୍ଷା ସମ୍ଭାବନା...

ଆଜିକୁ ମିଶାଇ ଦୁଇ ଦିନ ଯାଏ ତାଣ୍ଡବ ରଚିବ ପଶ୍ଚିମା ଝଡ଼ । ୨ ଦିନ ଯାଏ ଘଡ଼ଘଡ଼ି ସହ ବର୍ଷା ନେଇ ପାଣିପାଗ ବିଭାଗ ଆଲର୍ଟ କରିଛି।

Rainfall Alert In 5 Districts Of Odisha
୨୪ ଘଣ୍ଟାରେ ୫ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ପଶ୍ଚିମା ଝଡ଼ ପ୍ରଭାବରେ ଉପକୂଳ ସମେତ ଆଭ୍ୟନ୍ତରୀଣ ଅଞ୍ଚଳରେ ଆଜି ମେଘୁଆ ପାଗ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୫ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି।

Water Problem
ଏ ନବୀନ ସରକାର..ଏ ହଳଦିଆ ପାଣିକୁ ତୁମେ ବି ପିଅ

ନିଇତି ଧଡ ଧଡ କରି ନକକୂଅ ବାଡେଇବା ପରେ ହଳଦିଆ ହଳଦିଆ ପାଣି ବାହାରୁଛି । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ବ୍ଲକର ସାନବୁରଡ଼ା ଗାଁରେ । ସରକାର ଯୋଗାଇ ଦେଇଛନ୍ତି ନଳକୂଅ, ହେଲେ ଏମିତି ପାଣି ତ ଗୋଧୋଇବା ଯୋଗ୍ୟ ନୁହେଁ । ରୋଷେଇ କରିବେ କଣ ? ପିଇବେ କଣ ? ଏଠି ବର୍ଷସାରା ସ୍ଥିତି ଏମିତି । ବିଶୁଦ୍ଧ ହେଉ କି ନ ହେଉ ପାଣି ଟିକିଏ ସଫା ଦିଶିଲେ ତ ମଣିଷ ପିଇବ