• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bonai

Elderly couple
ଯାଆଁଳା ଶିଶୁଙ୍କ ପାଇଁ ସାହାରା ମାଗୁଛନ୍ତି ଅଜା ଆଈ

ଦେଖନ୍ତୁ ଏଇ ବାପା ମା’ ଛେଉଣ୍ଡ ନିରୀହ ଜାଆଁଳା ଶିଶୁଙ୍କୁ... ଭଲ କରି ମୁହଁ ଦେଖିବା ପୂର୍ବରୁ, ପର କରି ଆର ପାରିକୁ ଚାଲିଗଲେ ବାପା ମା’… କୁନି ଶିଶୁଙ୍କ ଅବସ୍ଥା ଦେଖି, କଷ୍ଟ ସହି ନପାରି ନିଜ ପାଖକୁ ନେଇ ଆସିଲେ ଅଜା ଆଇ... , ଯୋଉ ବୟସରେ ବାପା, ମାଙ୍କ କୋଳରେ ବସି ଅଳି ଅଝଟ କରି ହଇରାଣ କରିବା କଥା ସେହି ବୟସରେ ବୃଦ୍ଧ ଅଜା ଆଇଙ୍କ ହେପାଜତରେ ରହୁଛନ୍ତି ଏ ଦୁଇ ଭାଇ ଭଉଣୀ।

Water Scarcity
ଏଇଠି ଖାଇବ...ଘରକୁ ଯାଇ ହାତ ଧୋଇବ

ଏଇଠି ଖାଇବ...ଘରକୁ ଯାଇ ହାତ ଧୋଇବ । ହଁ ଆଜ୍ଞା ଠିକ୍ ଏପରି କିଛି କଥା ଦେଖିବାକୁ ମିଳିଛି ଅଙ୍ଗନବାଡିର କୁନିକୁନି ପିଲାଙ୍କ କ୍ଷେତ୍ରରେ ।

Woman fails to avail house
ବଞ୍ଚି ଥାଉଥାଉ ଦେଲନି...ମରିଗଲେ କଣ ଘର ଦେବ?

ସରକାରଙ୍କୁ ପ୍ରଶ୍ନ ପଚାରୁଛି ଜଣେ ଅସହାୟ ମହିଳା । ବାରମ୍ବାର ଦଉଡି ଦଉଡି ଘରେ ଖଣ୍ଡିଏ ଦେଲନି...ଭୋଟ୍‌ ମାଗିଲ, ଆମେ ଦେଲୁ । ଏବେ ତ କିଛି ଶୁଣୁନ, ମୁଁ ମଲା ପରେ କଣ ଘର ଦେବ କି?

Family seeks govt aide
ଜୀବନ ସଂଗ୍ରାମରେ ଏକାକି ଲଢୁଛନ୍ତି ମଙ୍ଗୁଳି, ସରକାର ସହାୟତା କେବେ?

ସବୁ କିଛି ଠିକ୍ ଠାକ୍ ଚାଲିଥିଲା । ସୁନାର ସଂସାରରେ କିନ୍ତୁ ଦଇବ ଦାଉ ସାଥିଲା । ଅକର୍ମା ହୋଇଗଲା ରୋଜଗାରିଆ ପୁଅ । ଏବେ ବିଛଣାରେ ପଡ଼ି ପଡ଼ି ସରକାରୀ ସାହାଯ୍ୟକୁ ଚାତକ ପରି ଚାହିଁ ରହିଛନ୍ତି ମଙ୍ଗୁଳି ଓ ତାଙ୍କ ପରିବାର ଲୋକ । ସୁନ୍ଦରଗଡ଼ ବଣାଇ ଧରଣୀଧରପାଲିର ମଙ୍ଗୁଳିକୁ ସରକାରୀ ସହାୟତା ପାଇଁ ଦାବି ଜୋର ଧରିଛି...

Water crisis looms large in Bonai
ପାହାଡ ଚଢ଼ି ପାଣି ଆଣୁଛୁ

ପାହାଡ଼ର ୧ କିଲୋମିଟର ଗଲେ ମିଳେ ପିଇବା ପାଣି, ସେ ପୁଣି ଜଙ୍ଗଲରେ ବୋହି ଯାଉଥିବା ନାଳର ପାଣି, କାରଣ ନଳ କୂଅରୁ ଯେତିକି ପାଣି ବାହାରୁଛି ତା ଗାଁ ଲାଗି ଯତେଷ୍ଟ ନୁହେଁ….

Wild Elephants Wreak Havoc In Odisha\'s Bonai
ସଞ୍ଜ ନଇଁଲେ ଆସୁଛନ୍ତି ଦନ୍ତା, ଉଜାଡି ଦେଉଛି ଅମଳ ଫସଲ

ଫସଲ ଅମଳ ବେଳେ ବନ୍ୟଜନ୍ତୁଙ୍କ ଆରମ୍ଭ ହୋଇଛି ଉପଦ୍ରବ । ସଞ୍ଜ ନଇଁଲେ ଜଙ୍ଗଲି ହାତୀ ଆସି ଉଜାଡ଼ି ଦେଉଛନ୍ତି ଫସଲ । ଯାହାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ବଣାଇ ବନଖଣ୍ଡ ଅଞ୍ଚଳବାସୀ । ୨୪ଟିକିଆ ହାତୀ ପଲ ଆସି ଉତ୍ପାତ କରୁଛନ୍ତି ଫଳରେ ଅତିଷ୍ଠ ହୋଇଗଲେଣି ସ୍ଥାନୀୟ ଗ୍ରାମବାସୀମାନେ, ବନ ବିଭାଗ।

Elderly Woman Injured In Elephant Attack In Bonai
କମୁନି ଦନ୍ତାଙ୍କ ଉତ୍ପାତ

ସୁନ୍ଦର ଗଡ଼ ଜିଲ୍ଲା ବଣାଇ ଅଂଚଳ ରେ ଦୀର୍ଘ କମୁନି ହାତୀଙ୍କ ଉପଦ୍ରବ । 15ଦିନ ହେବ ଦନ୍ତା ହାତୀଙ୍କ ଉତ୍ପାତ ଯୋଗୁ ଗ୍ରାମରେ ତାଟି କବାଟ ପଡିଛି । ସେପଟେ ଗତକାଲି ଡରେଇକଲା ନିକଟରେ ମର୍ଣ୍ଣିଂ ୱାର୍କ କରୁଥିବା ବେଳେ ହାତୀ ଆକ୍ରମଣରେ ଜଣେ ଗୁରୁତର ।

police arrested lootera gang
ଟ୍ରକ୍‌ ଚୋରି କରି ଏହାର ଯନ୍ତ୍ରାଂଶକୁ ଖଣ୍ଡ ଖଣ୍ଡ କରି କାଟି ଦେଉଥିଲେ, ତା’ପରେ...

ଟିପର୍‌ ଟ୍ରକ୍‌ ଗୁଡ଼ିକୁ ଚୋରି କରି ଏହାର ଯନ୍ତ୍ରାଂଶକୁ ଖଣ୍ଡ ଖଣ୍ଡ କରି କାଟି ଦେଉଥିଲେ। ଏପରିକି ଇଞ୍ଜିନରେ ଲାଗିଥିବା ପାର୍ଟ୍ସ ଗୁଡିକୁ ଅଲଗା କରି ଦିଆଯାଉଥିଲା। ଆଉ ଏସବୁକୁ ନେଇ ବାହାର ରାଜ୍ୟରେ ବିକ୍ରି କରି ଦିଆ ଯାଉଥିଲା।