ମାଟ୍ରିକ ପରୀକ୍ଷା ସୋସିଆଲ ସାଇନ୍ସ ପ୍ରଶ୍ନପତ୍ରରେ ବିଭ୍ରାଟ ହୋଇଛି। ‘ବି’ ସେଟ୍ ପ୍ରଶ୍ନପତ୍ରରେ ‘ଏ’ ସେଟ୍ର ପ୍ରଶ୍ନ ରହିଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି।
ଆଜି ଅଧିକ ପ୍ରଭାବ ଦେଖାଇବ ପଶ୍ଚିମା-ଝଡ଼ା ଗତ ଦୁଇ ଦିନ ଧରି ରାଜ୍ୟରେ ବିଭିନ୍ନ ସ୍ଥାନରେ ଲାଗି ରହିଥିବା ବର୍ଷାର ପରିମାଣ ଆଜି ଅଧିକ ବଢ଼ିବ।
ଆସନ୍ତା ୧୫ ତାରିଖରୁ ପଶ୍ଚିମାଝଡ଼ର ପ୍ରଭାବ ସମ୍ଭାବନା
ସକ୍ରିୟ ପଶ୍ଚିମା ଝଡ଼ ପ୍ରଭାବରେ ଆଜି ବି କିଛି ଜିଲ୍ଲାରେ ବର୍ଷା ହୋଇପାରେ। ଗତକାଲି ମଧ୍ୟ କିଛି ସ୍ଥାନରେ ବର୍ଷା ରେକର୍ଡ ହୋଇଥିଲା।
ପୋଲିସ ଓ ପ୍ରଶାସନର ଢିଲାପଣକୁ ନେଇ ଉଠିଲା ପ୍ରଶ୍ନ । ସଠିକ୍ SOP ଅନୁପାଳନ ପାଇଁ ପରାମର୍ଶ ।
ବାନ୍ଧବୀ ସୋମାଲିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗ ମାମଲାରେ ତିର୍ତ୍ତୋଲ ବିଜେଡ଼ି ବିଧାୟକ ବିଜୟ ଶଙ୍କର ଦାସଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସୋମାଲିକା କହିଛନ୍ତି, ‘ଏତେ ସବୁ ଘଟଣା ଘଟିଲା ପରେ ବିଜୟ ଶଙ୍କର ଫେସ୍ବୁକ୍ରୁ ମୋ ଫଟୋ ନେଇ ସୋସିଆଲ୍ ମିଡିଆରେ ଶେୟାର କରି ମୋତେ ବଦ୍ନାମ କରୁଛନ୍ତି। ଫଟୋ ସବୁ ୨୦୧୯ ମସିହାର ବ୍ୟାଚ୍ ଫିଷ୍ଟ୍ ସମୟର।’
ଭାଇରାଲ ଫଟୋକୁ ନେଇ ବିଜେଡିର ଯୁବ ବିଧାୟକ ପାଇଁ ବଢୁଛି ଅଡୁଆ । ସୋମାଲିକା ଦାଶଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଥାନା ପର୍ଯ୍ୟନ୍ତ ମାମଲା ଯାଇଥିଲା । ମାମଲା ଥମିନଥିବା ବେଳେ ଏବେ ଆଉ ଜଣେ ମହିଳାଙ୍କ ସହ ତାଙ୍କର ଫଟୋ ଭାଇରାଲ ହେଉଛି।
ଏବେ ବି କାନ୍ଦୁଛନ୍ତି ପ୍ରସନ୍ନଙ୍କ ପତ୍ନୀ ମୀନା ସାହୁ। ଆଜି ବି ସ୍ୱାମୀଙ୍କ ବୀରତ୍ୱର କଥାକୁ ମନେ ପକାଇ ଆଖିରୁ ଗଡାଇ ଚାଲିଛନ୍ତି ଲୁହ। ଭୁଲି ପାରୁନାହାନ୍ତି ସେହି କଳା ରାତିର କାହାଣୀକୁ। ଫୁଲୱାମା ଆତଙ୍କବାଦୀ ହାମ୍ଲାରେ ଶହୀଦ ହୋଇଥିବା ଜଗତସିଂହପୁର ପାରିଶିଖର ଗାଁର ସ୍ୱର୍ଗତ ପ୍ରସନ୍ନ ସାହୁଙ୍କ ଘରେ ଖେଳିଯାଇଛି ଶୂନ୍ୟ ନିରବତା। ଶହୀଦ ହେବା ପରେ ପ୍ରଶାସନ ପକ୍ଷରୁ ତାଙ୍କ ସ୍ମୃତିରେ ଏକ ପାର୍କ ନିର୍ମାଣ କରାଯିବ ବୋଲି ପ୍ରତିଶୃତି ଦିଆଯାଇଥିଲା
ଆଜି ରାଜ୍ୟର ଏଧିକାଂଶ ସ୍ଥାନରେ ଘନ କୁହୁଡ଼ି ଦେଖା ଦେଇଥିବା ବେଳେ ରାଜଧାନୀ ଭୁବନେଶ୍ୱର ଓ କଟକରେ ମଧ୍ୟ କୁହୁଡିର ଘନ ଆସ୍ତରଣ ଦେଖିବାକୁ ମିଳିଛି।
ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ଗୁରୁବାର ସନ୍ଧ୍ୟାରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବାନ୍ଧବୀ ସୋମାଲିକା ଦାଶ ତାଙ୍କ ଓକିଲଙ୍କ ସହିତ ଜଗତସିଂହପୁର ସଦର ଥାନାରେ ପହଞ୍ଚି ପୁଣିଥରେ ଏତଲା ଦେଇଛନ୍ତି
ବଢ଼ିଲା ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସଙ୍କ ଅଡ଼ୁଆ। ବାନ୍ଧବୀ ସୋମାଲିକାଙ୍କ ଆବେଦନକୁ ହାଇକୋର୍ଟ ଗ୍ରହଣ କରିଛନ୍ତି।
ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ କୁହୁଡି ସହ ତାପମାତ୍ରା ହ୍ରାସ ପାଇବା ସମ୍ଭାବନା ରହିଛି। ତେବେ ରାଜ୍ୟରେ କିଛି ସ୍ଥାନରେ ସ୍ୱଳ୍ପ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।
ଅଭିନବ ସୋନକାର କୋରାପୁଟ SP । ଜ୍ଞାନରଂଜନ ମହାପାତ୍ର ଢେଙ୍କାନାଳ SP ।
ଜଗତସିଂହପୁର ଡେପୁଟି କଲେର ଚିତ୍ତରଂଜନଙ୍କ ବିପୁଳ ସଂପତ୍ତି ଠାବ ହୋଇଛି ।
ଛବିଳଙ୍କୁ ବୟସ ୭୦ ଉପରେ ହେଲାଣି । ବୟସାଧିକ କାରଣରୁ ସେ ବି ଠିକ୍ରେ କାମଧନ୍ଦା କରିପାରୁନାହାନ୍ତି। ହେଲେ ଘରେ ଯେତେବେଳେ ଦିବ୍ୟାଙ୍କ ଝିଅ ଅଛି ନିଜର କଷ୍ଟକୁ ଭୁଲି ସେବା କରିଚାଲିଛନ୍ତି ସସ୍ମିତାଙ୍କର। ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ଛବିଳଙ୍କୁ ୭୦ ବର୍ଷରୁ ଅଧିକ ବୟସ ହୋଇଥିବା ପରେ ବି ଏଯାଏଁ ତାଙ୍କୁ ମିଳିପାରିନି ବାର୍ଦ୍ଧକ୍ୟ ଭତ୍ତା । ଆଉ ଘରର ଅବସ୍ଥା କହିବା ଠାରୁ ନକହିବା ଭଲ...
ସଂପୃକ୍ତ ରୋଗୀ ଜଣକ ମଦ ନ ପିଇଲେ ଯିବେ ନାହିଁ ବୋଲି ଜିଦ୍ ଧରିଥିଲେ।
ପୁଅକୁ ହରାଇ ରାସ୍ତା ଉପରେ ମାଆ ମୁଣ୍ଡ ବାଡେଇ ବାଡ଼େଇ କାନ୍ଦୁଛନ୍ତି । ତାହାକୁ ଶବ୍ଦରେ ବର୍ଣ୍ଣନା କରିବା ବି କଷ୍ଟକର ।
ବିଲ ହିଡରେ ପୋଲିସ ଜଗିଛି। କ୍ଷେତକୁ ପାଣି ମଡାଚାଲିଛି..ଫସଲ ପାଚିଲା ବେଳକୁ ପାଣିକୁ ନେଇ ବାଡାପିଟା..ଅମଳ ଚିନ୍ତାରେ ଚାଷୀ ।
ସାମୁଦ୍ରିକ ସୀମାରେ ଆତଙ୍କି ଅନୁପ୍ରବେଶ ରୋକିବା ଉଦ୍ଦେଶ୍ୟରେ ଏହା ଏକ ପ୍ରସ୍ତୁତି ଅଭ୍ୟାସ ।
2020-2021 ବର୍ଷରେ ପ୍ରକାଶିତ ହୋଇଥିବା ଉତ୍ଥାନ ଏବଂ ଉଜ୍ଜଳା ପୁସ୍ତକକୁ ଶାଗ ମାଛ ଦରରେ କିଣି ନେଇ ବାହାରେ ଚଢ଼ା ଦରରେ ଏହାର ବିକ୍ରି ହୋଇଛି ।
ଘରେ ଯେତେବେଳେ ଦୁଇ ଦୁଇ ଜଣ ରୋଗୀ ପଡିଛନ୍ତି ସେତେବେଳେ ସିଏ କରିବେ ବା କଣ ?