• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Jagatsinghpur

OAS Result
ଏତେ ଖୁସି ଭିତରେ ବି ଗଭୀର ଦୁଃଖ ! ବାପାଙ୍କ ଆଶା ପୂରଣ ହେଲା, କିନ୍ତୁ ସେ ନାହାନ୍ତି..

ଜଗତସିଂହପୁରର ସ୍ୱର୍ଗତ ମନୋଜ ମହାନ୍ତିଙ୍କ ଝିଅ ସ୍ୱହା ମହାନ୍ତି । ସାରା ଓଡିଶାରେ ୩୪ ନମ୍ବର ରାଙ୍କ ରଖି ଓଏଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ।

Heavy Rainfall Likely In 19 Districts Of Odisha
ସତର୍କ କଲା ପାଣିପାଗ ବିଭାଗ- ଆଜି ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷିବ !

ଉପକୂଳ ଓଡ଼ିଶାରେ ଆଜି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଆଜି ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Heavy Rainfall
ପ୍ରବଳ ବର୍ଷା ନେଇ ଆସନ୍ତା ୨୪ ଘଣ୍ଟା ପାଇଁ ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆଗାମୀ କିଛି ଘଣ୍ଟା ପାଇଁ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁରର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

Raavan Effigies
ବର୍ଷା ଧୋଇଦେଲା ରାବଣପୋଡ଼ି ଉତ୍ସବ

ବାଲିଯାତ୍ରା ତଳ ପଡ଼ିଆରେ ହଜାର ହଜାର ଲୋକ ଉପସ୍ଥିତ ରହି ରାବଣପୋଡି ଉତ୍ସବ ଦେଖିବାପାଇଁ ଅପେକ୍ଷା କରିଥିଲେ । ହେଲେ ବର୍ଷା ହେବା ପରେ କିଏ ଜରି ପାଲ ତଳେ ରହିଥିଲେ ତ କିଏ ମୁଣ୍ଡରେ ଚେୟାର ରଖି ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ଚେଷ୍ଟା କରିଥିଲେ ।

Weather Update
ଆସୁଛି ବଡ଼ ବର୍ଷା; ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

୧୧ଟି ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

Low pressure forms over BoB
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ପ୍ରବଳ ବର୍ଷିବ !

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି।

Rain Forecast During Durga Puja
ପୂଜା ମଉଜକୁ ଫିକା କରିବ ବର୍ଷା ! କାଲିଠୁ ଅଷ୍ଟମୀ ଯାଏ ପ୍ରବଳ ବର୍ଷା ସମ୍ଭାବନା

ଆସନ୍ତା ୨ ତାରିଖରୁ ଅର୍ଥାତ୍‌ ମହାସପ୍ତମୀରୁ ପ୍ରବଳ ବର୍ଷା ହୋଇପାରେ। ବିଶେଷ କରି ଉପକୂଳ ଓଡ଼ିଶାର ୧୧ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଏଥିପାଇଁ ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। 

Paradeep Town
ଲୋକେ ହନ୍ତସନ୍ତ ! ନାଁକୁ ମାତ୍ର ପାରାଦୀପ ସହର, ହେଲେ ୱାର୍ଡରେ ନାହିଁ ରାସ୍ତା କି ଡ୍ରେନ୍..

ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ସାଧାରଣ ଲୋକେ । ଶୋଚନୀୟ ରାସ୍ତାଘାଟ, ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା ।

Heavy Rainfall
ଲଘୁଚାପ ପ୍ରଭାବରେ ଆଜିଠୁ ବଢ଼ିବ ବର୍ଷା; ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଲଘୁଚାପ କ୍ଷେତ୍ରଟି ଆଗାମୀ କିଛି ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ଓଡ଼ିଶା ଉପକୂଳ ଆଡ଼କୁ ଗତି କରିବା ସମ୍ଭାବନା ରହିିଛି ।

Gang Rape Survivour
ଟିଆଇ ପରେଡ୍‌କୁ ଆସିବା ପାଇଁ ପୀଡ଼ିତାଙ୍କୁ ଅଟକାଉଛି କିଏ ?

ରହସ୍ୟଜନକ ହୋଇପଡ଼ିଛି ପାରାଦୀପ ଗଣଦୁଷ୍କର୍ମ ମାମଲା । ଆଗରୁ ୨ ଅଭିଯୁକ୍ତଙ୍କ ଟେଷ୍ଟ ଆଇଡେଣ୍ଟିଫିକେସନ୍ ବା ଟିଆଇ ପରେଡ୍ ସରିଥିବା ବେଳେ ବାକି ୨ ଅଭିଯୁକ୍ତଙ୍କ ଟିଆଇ ପରେଡ୍ ଶନିବାର ହେବାର ଥିଲା । ହେଲେ ଠିକ୍ ସେହି ଦିନ ହିଁ ପୀଡ଼ିତା ନିଖୋଜ ହୋଇଗଲେ ।

Special story
ବନ୍ୟା ପରେ ମରୁଡି ସ୍ଥିତି : ଧାନ ସବୁ ଜଳିଗଲାଣି

ଜଗତସିଂହପୁର ଜିଲ୍ଲାରେ ଚାଷୀ ମୁଣ୍ଡରେ ଚଡ଼କ ।

Crime
କାର୍‌ରେ ଉଠାଇନେଇ ନାବାଳିକାଙ୍କୁ ୪ ଦିନ ଦୁଷ୍କର୍ମ !

ନାବାଳିକାକୁ ଅପହରଣ ପରେ ୪ ଦିନ ଧରି ଅଟକ ରଖି ଦୁଷ୍କର୍ମ କରାଯାଇଥିବା ଲକ୍ ଥାନାରେ ଅଭିଯୋଗ ହୋଇଛି ।

Flood
ଜଳବନ୍ଦୀ ଜୀବନ ଭିତରେ ବାସହରା ଶହ ଶହ ପରିବାର, ପାଣି ଶୁଖିଛି ହେଲେ ବିପଦ ଟଳିନି

ବାଙ୍କିରୁ ଆଠଗଡ଼, କୋଣାର୍କରୁ ପାରାଦୀପ । ସବୁ ଅଞ୍ଚଳରେ ଏବେ ବି ମହାନଦୀର ଶାଖାନଦୀ ଗୁଡ଼ିକର ବଢ଼ି ପାଣି କମୁନଥିବାରୁ ବିପନ୍ନଙ୍କ ପିଛା ଛାଡୁନି ଦୁର୍ଦ୍ଦଶା ।

Flood
ବିପନ୍ନଙ୍କୁ ସାପ ଭୟ ! ଘରୁ ଗୋଡ଼ କାଢ଼ିଲେ କେଉଁଠି ଚନ୍ଦନବୋଡ଼ା ତ କେଉଁଠି ଅଜଗର

SRCଙ୍କ ସୂଚନା ଅନୁଯାୟୀ, ଚଳିତ ବନ୍ୟାରେ ବର୍ତ୍ତମାନ ସୁଦ୍ଧା ବନ୍ୟା ପ୍ଲାବିତ ଅଞ୍ଚଳରୁ ୫ଟି ସାପ କାମୁଡ଼ା ମାମଲା ସାମ୍ନାକୁ ଆସିଲାଣି ।C

Flood
ଭୟଙ୍କର ବନ୍ୟା ଆଁରେ ୧୨ ଜିଲ୍ଲା ! ପୁଣି ଲଘୁଚାପ ଆଶଙ୍କା, ଛାତିରେ ପଶିଲା ଛନକା

ବନ୍ୟାବେଳେ ଲଘୁଚାପ ବର୍ଷାକୁ ନେଇ ବଢୁଛି ଚିନ୍ତା । ୨୦ ତାରିଖରେ ଓଡ଼ିଶା ଓ ଛତିଶଗଡ଼କୁ ଦିଆଯାଇଛି ଅରେଞ୍ଜ ଓ୍ୱାର୍ଣ୍ଣିଂ ।

Flood
ପାଣି କମିଛି ହେଲେ ଦୁର୍ଦଶା କମିନି, ଚୁଲି ଚାଳ ବୁଡ଼ିଥିବାରୁ ଭୋକ ଉପାସରେ ବିପନ୍ନ

କମୁଛି ମହାନଦୀ ଜଳସ୍ତର । ହୀରାକୁଦକୁ ଜଳ ପ୍ରବେଶ କମିବା ପରେ କମୁଛି ଜଳସ୍ତର । ତଥାପି କଟକ, ଜଗତ୍ସିଂହପୁର, ପୁରୀ, କେନ୍ଦ୍ରାପଡ଼ାରେ ସ୍ଥିତି ସଂଗୀନ ।

Cuttack - Jagatsinghpur Flood
କଟକ-ଜଗତସିଂହପୁରରେ ବନ୍ୟାର କରାଳ ରୂପ ! ବୁଡ଼ି ଗଲାଣି ଗାଁ ଗଣ୍ଡା-ରାସ୍ତାଘାଟ

ଘାଇ ମୁହଁରୁ ବିପନ୍ନଙ୍କୁ ବଞ୍ଚାଇବାକୁ ଚାଲିଛି ଉଦ୍ୟମ । ବନ୍ୟା ବିପନ୍ନଙ୍କୁ ଉଦ୍ଧାର କରୁଛି ଅଗ୍ନିଣମ ବାହିନୀ ।

Paradeep
ପାରାଦୀପ: ସ୍ୱସ୍ତିକ ଷ୍ଟିଭେଡର ଲିମିଟେଡକୁ ସୋ-କଜ୍ ନୋଟିସ ! ବିନା ସ୍ଲିପ୍‌ରେ ପୋର୍ଟରୁ ଉଠାଉଥିଲା କୋକିଂ କୋଲ

ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ମାଗିଛନ୍ତି ସୋ-କଜ୍ ନୋଟିସ । କୋକିଂ କୋଲ୍ ଚାଲାଣକୁ ନେଇ କାରଣ ଦର୍ଶାଅ ନୋଟିସ୍ ।

Costly Fish
ବଦଳିଗଲା ମତ୍ସ୍ୟଜୀବୀଙ୍କ ଭାଗ୍ୟ ! ଜାଲରେ ପଡ଼ିଲା ୩୨ କିଲିଆ ତେଲିଆ ମାଛ

 ତେଲିଆ ମାଛକୁ ୩ ଲକ୍ଷ ୧୦ ଟଙ୍କାରେ କଲେ ବିକ୍ରି । କୋଲକାତାର ଏକ କମ୍ପାନି ମାଛକୁ କିଣିଲା ।

Sarala Spinning Mill
ଜରାଜୀର୍ଣ୍ଣ ଶାରଳା ସୂତାକଳ ! ମହାବାତ୍ୟା ପରଠୁ ବନ୍ଦ ପଡ଼ିଛି ୧୨ ଶହ ପରିବାରର ଭାତହାଣ୍ଡି

ଋଣଭାର ବଢିବା ପରେ ନିଲାମ ନୋଟିସ ମାରିଲା ବ୍ୟାଙ୍କ । କିଛି ଅଂଶ ବନ୍ଦ କରିବାକୁ ନୋଟିସ ମାରିଛି ବ୍ୟାଙ୍କ ।

Kidney Transplant
ବିଶ୍ୱସ୍ତରୀୟ SCBରେ ହୋଇପାରିଲାନି କିଡ୍‌ନୀ ପ୍ରତିରୋପଣ ? ହେଲେ ଆଗୁଆ କାଢ଼ି ନେଇଥିଲେ ଡାକ୍ତର

ଜଗତସିଂହପୁରର ୬ ବର୍ଷିୟ ପୁଅର କିଡ୍‌ନୀ ଦାନ କରିଥିଲେ ପରିବାର । ୬ ବର୍ଷିୟ ପୁଅ କିଡ୍ନୀରେ ବଞ୍ଚିଗଲା ଘରୋଇ ହସ୍ପିଟାଲ୍ ରୋଗୀଙ୍କ ଜୀବନ ।

More Trouble For Tirtol MLA
ଫସିବେ ତିର୍ତ୍ତୋଲ ବିଧାୟକ ! ଗର୍ଲଫ୍ରେଣ୍ଡ୍‌ ଆଣିଥିବା ସେକ୍ସ ରାକେଟ୍ ଅଭିଯୋଗର ହୋଇପାରେ ତଦନ୍ତ

ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ତାଙ୍କ ଗର୍ଲଫ୍ରେଣ୍ଡ୍‌ ଆଣିଥିବା ସେକ୍ସ ରାକେଟ୍ କାରବାର ଅଭିଯୋଗର କ୍ରାଇମବ୍ରାଞ୍ଚ ତଦନ୍ତ କରିପାରେ। ଜଗତସିଂହପୁର ଏସ୍‌ପି ଘଟଣାର ତଦନ୍ତ ଲାଗି କ୍ରାଇମବ୍ରାଞ୍ଚକୁ ଚିଠି ଲେଖିଛନ୍ତି।

Jagatsinghpur Spinning Mill
ଋଣ ବଢ଼ି ୪ କୋଟି ଉପରେ; ସୂତା ଖିଅରେ ଝୁଲୁଛି ୧୨ ଶହ ଶ୍ରମିକଙ୍କ ଭବିଷ୍ୟତ

ସୂତା ଖିଅରେ ଝୁଲିଛି ସୂତାକଳର ଭାଗ୍ୟ । ୧୯୯୯ ମସିହା ପରଠାରୁ ବନ୍ଦ ହୋଇଗଲାଣି କାମ । ଋଣ ଭାର ୪ କୋଟି ଉପରେ । କାରଖାନା ଖୋଲିବାକୁ ବାରମ୍ବାର ଦାବି କରୁଛନ୍ତି ଲୋକେ । ହେଲେ ସରକାରଙ୍କ ଆନ୍ତରିକତା ନଥଖିବାରୁ ଅନ୍ଧାରରେ ୧୨ ଶ୍ରମିକଙ୍କ ଭବିଷ୍ୟତ।

Online game
ଜୀବନ ନେଲା ଅନ୍‌ଲାଇନ୍‌ ଗେମ୍‌ ! ୧୦ ହଜାର ଟଙ୍କା ପାଇଁ ଯୁବକଙ୍କ ଆତ୍ମହତ୍ୟା

ମାଆଙ୍କ ନାଁରେ ଶେଷ ଚିଠି ଲେଖି ସେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

Online game
ଅନ୍‌ଲାଇନ୍‌ ଗେମ୍‌ ନେଲା ଜୀବନ! ଲକ୍ଷାଧିକ ଟଙ୍କା ହାରିବା ପରେ ଆତ୍ମହତ୍ୟା

ମୋବାଇଲ ଗେମ୍‌ରେ ଲକ୍ଷାଧିକ ଟଙ୍କା ହରାଇ ଜୀବନ ହାରିଦେଲେ ଯୁବକ ।