ଜ୍ୟୋତିଙ୍କୁ ନେଇ ଏବେ ବିଜେଡି ଦଳରେ କମ୍ପନ । ପ୍ରଶାନ୍ତ ମୁଦୁଲିଙ୍କୁ ଦାୟୀ କଲେ ବିଧାୟକ ସମ୍ବିତ ରାଉତରାୟ ।
ବିଜେଡିରେ କେଁ । ପ୍ରଶାନ୍ତଙ୍କୁ ଦୋଷ ଦେଲେ ସମ୍ବିତ । ଜଗତସିଂହପୁର ଜିଲ୍ଲା ବିଜେଡି ଉପସଭାପତି ପଦକୁ ନେଇ ବଢ଼ିଲା ବିବାଦ । ଟିଟୋ ସହଯୋଗୀ ଜ୍ୟୋତିକାନ୍ତ ପରିଡ଼ା ଓରଫ ବାପୁଙ୍କୁ ନେଇ ବିବାଦ ଆରମ୍ଭ ହୋଇଛି ।
ପାଣିଭାର ପାଇଁ ଦୁଇ ଜଣ କାଉଡ଼ିଆ ବୁଡ଼ମାରିବା ବେଳେ ବୁଡ଼ି ଯାଇଥିଲେ । ସ୍ଥାନୀୟ ଲୋକ ଏହା ଦେଖିବା ପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।
ଜଗତସିଂହପୁର ଜିଲ୍ଲା ଦେଇ ଯାଇଥିବା ମାଛଗାଁ କେନାଲର ଦୁଇଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି।
ଘର ଘରକୁ ପାନୀୟଜଳ ଯୋଗାଇ ଦେବାକୁ ପ୍ରଶାସନ ତିଆରି କଲା ପାଣି ଟାଙ୍କି । ହେଲେ ଏବେ ସେହି ପାଣି ଟାଙ୍କି ହିଁ ଲୋକଙ୍କ ଜୀବନକୁ ବିପଦରେ ପକାଇ ଦେଇଛି । ଯଦି କେତେବେଳେ ନଈ ବନ୍ଧ ଭାଙ୍ଗେ ତେବେ...
ସ୍କୁଲ ଯାଉଥିଲେ କିନ୍ତୁ ଖେଳରେ ବିଶେଷ ରୁଚି ଥିଲା..ପଡିଆରୁ ବାପାଙ୍କଠାରୁ ମାଡ ଖାଉଥିଲେ, ରାତିରାତି ମାଆ ଘରେ ବସି ବୁଝାଉଥିଲେ । ଖେଳ ପ୍ରତି ଥିବା ଭଲପାଇବା କେବେ କମିନଥିଲା । ଆଜି ଖେଳ ପାଇଁ ପୂରା ଦେଶରେ ତାଙ୍କୁ ନେଇ ବଢିଲାଣି ଚର୍ଚ୍ଚା
ମନ୍ଦିରର ମଝି ଦେଉଳ ଓ ଗର୍ଭଗୃହ ମଧ୍ୟକୁ ମୋବାଇଲ ନେବା ମନା କରାଯାଇଛି ।
ଗତ କିଛି ଦିନ ହେଲା ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି। ହେଲେ ଏହାରି ଭିତରେ ପୁଣି ଥରେ ବର୍ଷା ହେବା ସମ୍ଭାବନା ରହିଛି।
5T ସଚିବଙ୍କୁ ବିରୋଧୀଙ୍କ ଘନ ଘନ ଆକ୍ରମଣ ଓ କେନ୍ଦ୍ରର ଚିଠି ଆଧାରରେ ତାଙ୍କୁ ଚାକିରିକୁ ସସପେଣ୍ଡ କିମ୍ବା ବହିଷ୍କାର କରିବାକୁ ଦାବି ଜୋର୍ ଧରିବା ପରେ ଅକଳରେ ପଡ଼ିଛି ବିଜେଡି।
ଜଗତସିଂହପୁର, ରାହାମା, କୁଜଙ୍ଗ, ପାରାଦୀପରେ 5T ସଚିବ ଭି.କେ. ପାଣ୍ଡିଆନଙ୍କ ଗସ୍ତକୁ ବିରୋଧ କରାଯାଇଛି ।
୧୦ ବର୍ଷ ତଳେ ଏକ ପାନୀୟ ଜଳ ପ୍ରକଳ୍ପ ପ୍ରତିଷ୍ଠା ହୋଇଥିଲା। କିଛି ବର୍ଷ ଠିକ୍ ଠାକ୍ ଚାଲିବା ପରେ ଏବେ ସଂପୂର୍ଣ୍ଣ ଅଚଳ।
ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ଉତ୍ତର-ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ସେପଟେ ଆସନ୍ତା ୩ ଘଣ୍ଟା ପର୍ଯ୍ୟନ୍ତ ଟ୍ୱିନ୍ ସିଟିରେ ବର୍ଷା ଲାଗି ରହିବ।
ବାପା ଚାଲିଗଲେ, ମାଆଙ୍କୁ ଲିଭର ସିରୋସିସ୍ ରୋଗ । ଯାହା ଯେତିକି ଟଙ୍କା ଥିଲା ସେତିକିରେ କଷ୍ଟରେ ଚଳୁଥିଲା ପରିବାର । ଏବେ ଡାକ୍ତର କହୁଛନ୍ତି ଚିକିତ୍ସା ଲାଗି ଦରକାର ଅଧିକ ଟଙ୍କା । ଏମିତି ସ୍ଥିତିରେ ମାଆ କହୁଛି ମୋର କିଛି ହେଲେ ମୋ ପିଲାଙ୍କ ଦାୟିତ୍ୱ ନେବ କିଏ ?
ଆଜି ୭ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ୭ ଜିଲ୍ଲାକୁ ଆଲର୍ଟ କରାଯାଇଛି।
ଏଣିକି ପୋଖରୀରେ କି ନଈରେ ବୁଡିବେନି ପିଲା । ଦିଆଯାଉଛି ପହଁରା ତାଲିମ୍....ଯେତେ ପାଣି ଥିଲେ ବି ପହଁରିପାରିବେ ପିଲା
ପୋଲିସକୁ ଶୌଚ ପାଇଁ ଯିବାକୁ କହି ଶାଢ଼ୀ ପିନ୍ଧି ସାଜନ ଖସିଯାଇଥିବା ସୂଚନା ମିଳିଛି।
ଜଗତସିଂହପୁର ଜିଲ୍ଲାର ସବୁ ପଞ୍ଚାୟତରେ ଖୋଳତାଡ଼ କରାଯାଏ, ତେବେ କୋଟି କୋଟି ଟଙ୍କା ଫଲ୍ସ ବିଲ୍ ହୋଇଥିବା ସାମ୍ନାକୁ ଆସିବ।
ବାଲିକୁଦା ଥାନା ଚଷାପଡ଼ା ଛକ ନିକଟରେ ଦୁର୍ଘଟଣା, ମାଆ, ଝିଅଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା
୩୮ ନମ୍ବର ରାଙ୍କ ରଖି ସାରା ଜଗତସିଂହପୁର ଜିଲ୍ଲା ପାଇଁ ଗର୍ବ ଆଣିଛନ୍ତି ଅନୁପ ଦାସ। ଅବଶ୍ୟ UPSC ପରୀକ୍ଷା ତାଙ୍କ ପାଇଁ ନୂଆ ନୁହେଁ। କିନ୍ତୁ ଭଲ ରାଙ୍କ ଆସିନଥିବାରୁ ଏଥର ପୁଣି ଥରେ UPSC ପରୀକ୍ଷା ଦେଇ ୩୮ ନମ୍ବର ରାଙ୍କ ଆଣିଛନ୍ତି।
ପ୍ରଥମ ଆଟେମ୍ପ୍ଟରେ ମୁଁ ପ୍ରିଲିମ୍ରେ ସଫଳତା ପାଇପାରିନଥିଲି। ଓଏଏସ୍ ପରୀକ୍ଷାରେ ମୋର ସଫଳତା ମୋତେ ନୂଆ ଆଶା ଦେଇଥିଲା।
ଗତଥର ରାଜ୍ୟ ବୋର୍ଡର ପାସ୍ ହାର ଥିଲା ୯୦. ୫୫% । ଏଥରେ ସେଥିରେ ୫.୮୫ ପ୍ରତିଶତ ବୃଦ୍ଧି ଘଟିଛି । ଅନ୍ୟପକ୍ଷରେ ଚଳିତ ଥର କଟକ ଓ ଜଗତସିଂହପୁରରେ ସର୍ବାଧିକ ପାସ୍ ହାର ରହିଛି ୯୭.୯୯% ।
ନବୀକରଣ, ରୂପାନ୍ତରୀକରଣ ଓ ମରାମତି ନାଁରେ କୋଟି କୋଟି ଟଙ୍କା ଆତ୍ମସାତ୍
ଜଗତସିଂହପୁରର ସାରଳା ମନ୍ଦିରରେ ଚନ୍ଦନ ଯାତ୍ରା ବେଳେ ଅଘଟଣ ଘଟିଛି। ବାଣ ନିଆଁ ଛିଟିକି ବାଣ ଗଦା ଉପରେ ପଡ଼ିବାରୁ ଜୋରରେ ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି।
ଆଇନର ପଞ୍ଝା ସଶକ୍ତ ହୋଇଥିବା ସତ୍ୱେ ସମାଜରୁ ଏବେ ବି ଲୋପ ପାଇନି ସାମାଜିକ ବାସନ୍ଦ ଭଳି କୁପ୍ରଥା।
ହଙ୍ଗା ପଡ଼ିଲା କି ବିଜେଡ଼ି ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ମାମଲା ? ତା’ ସହ ବିଜେଡିର ଅନ୍ତର୍ଦ୍ବନ୍ଦ୍ବ ବି ମାତ୍ ଦେବାରେ ସାହାଯ୍ୟ କଲା କି ? ଏହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା।