Advertisment

ବଢ଼ିଲା ତିର୍ତ୍ତୋଲ ବିଧାୟକଙ୍କ ଅଡ଼ୁଆ, ଗର୍ଲଫ୍ରେଣ୍ଡ୍‌ଙ୍କ ଆବେଦନକୁ ଗ୍ରହଣ କଲେ ହାଇକୋର୍ଟ

ବଢ଼ିଲା ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସଙ୍କ ଅଡ଼ୁଆ। ବାନ୍ଧବୀ ସୋମାଲିକାଙ୍କ ଆବେଦନକୁ ହାଇକୋର୍ଟ ଗ୍ରହଣ କରିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Tirtol MLA Bijaya Shankar Das

Tirtol MLA Bijaya Shankar Das' rumoured girlfriend Somalika files fresh case after High Court order

ବଢ଼ିଲା ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସଙ୍କ ଅଡ଼ୁଆ। ବାନ୍ଧବୀ ସୋମାଲିକାଙ୍କ ଆବେଦନକୁ ହାଇକୋର୍ଟ ଗ୍ରହଣ କରିଛନ୍ତି। ଜଗତସିଂହପୁର ଆଇଆଇସିଙ୍କ ପାଖରେ ସାନି ଆବେଦନ ପାଇଁ ସୋମାଲିକାଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଯଦି ଆବେଦନ ଦାଖଲ ହୁଏ ତା’ହେଲେ ଏହାକୁ ପଞ୍ଜୀକୃତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଧର୍ତ୍ତବ୍ୟ ଅପରାଧ ଥିଲେ ପଞ୍ଜୀକୃତ କରିବାକୁ ଆଇଆଇସିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। 

ସୂଚନାଥାଉ କି, ପ୍ରେମିକାକୁ ପ୍ରତାରଣା ବିବାଦରେ ଛନ୍ଦି ହୋଇ ପଡିଛନ୍ତି ବିଜେଡିର ଯୁବ ବିଧାୟକ ବିଜୟ ଶଙ୍କର ଦାସ। ଠକେଇ, ପ୍ରତାରଣା ଓ ସେକ୍ସ ରାକେଟ୍ ଚଳାଇବା ଭଳି ସଙ୍ଗୀନ୍ ଅଭିଯୋଗ ଆସିଛି ବିଧାୟକଙ୍କ ନାଁରେ। ବିଧାୟକ ବିଜୟଶଙ୍କର ସେକ୍ସ ରାକେଟ ଚଳାଇଛନ୍ତି ବୋଲି ବାନ୍ଧବୀ ସୋମାଲିକା ଦାସ ଅଭିଯୋଗ କରିଥିଲେ। ଏହି ଘଟଣାକୁ ନେଇ ନିରପେକ୍ଷ ତଦନ୍ତ କରିବାକୁ ଦାବି କରିଥିଲା ବିଜେପିକଂଗ୍ରେସ

Advertisment
Tirtol MLA Bijay Shankar Das Tirtol MLA Bijaya Shankar Das
Advertisment
Advertisment