• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

Gold Biscuits Worth Over Rs 6 Crore Seized
କାର୍‌ରେ ଚୋରା ସୁନା ବିସ୍କୁଟ୍‌ ଧରି ଯାଉଥିଲେ, ଚଢ଼ଉ କରି ଧରିଲା ପୋଲିସ୍‌...

ପଶ୍ଚିମବଙ୍ଗରୁ ୧୦ କେଜି ଓଜନର ସୁନା ବିସ୍କୁଟ୍ ଜବତ ହୋଇଛି । ସୁନା ବିସ୍କୁଟ୍ କୁଆଡୁ ଆଣି କାହା ପାଖକୁ ନିଆଯାଉଥିଲା ସେନେଇ ଖୋଳତାଡ଼ ଚାଲିଛି ।

Narendra Modi
ଫାଇଟର୍‌ ପ୍ଲେନ୍‌ ତେଜସ୍‌ରେ ଉଡ଼ିଲେ ପ୍ରଧାନମନ୍ତ୍ରୀ ମୋଦି

‘ଏକ୍ସ’ରେ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି....ତେଜସ୍‌ରେ ଉଡ଼ିବା ଅନୁଭୂତି ଅତୁଲ୍ୟ କହିଲେ ମୋଦି..

Uttarkashi Tunnel Collapse
ବାଧା ସୃଷ୍ଟି କରୁଛି ଲୁହା ଛଡ଼: ଆଉ ଅଗର ମେସିନ ନୁହେଁ, ଆଗକୁ ହାତ କଟର...

କେବଳ ଲୁହା ଛଡ଼ ନୁହେଁ, କିଛି ଧାତବ ପଦାର୍ଥ ପଡ଼ିବାରୁ ଅଗର ମେସିନ୍‌ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଉତ୍ତରକାଶୀ ଟନେଲର ୧୪ ଦିନ ହେଲା ଫସିଛନ୍ତି ୪୧ ଜଣ ଶ୍ରମିକ ।

murder
ଜନ୍ମଦିନରେ ଦୁବାଇ ବୁଲେଇ ନେଲେନି, ପିଟି ପିଟି ସ୍ୱାମୀଙ୍କୁ ମାରିଦେଲା ପିଶାଚୀ ସ୍ତ୍ରୀ

ଉପହାର ନମିଳିବାରୁ ସ୍ୱାମୀଙ୍କୁ ନାକକୁ ଏକ ଶକ୍ତ ମୁଥ ମାରିଲା ସ୍ତ୍ରୀ, ଘଟଣାସ୍ଥଳରେ ହିଁ ଅଚେତ ହୋଇ ପଡ଼ିଲେ ପୀଡ଼ିତ..ଆଉ ତା’ପରେ

2024 will have nine long weekends
ଆସନ୍ତା ବର୍ଷ ପ୍ରବଳ ଛୁଟି, ବୁଲିବା ପାଇଁ କରନ୍ତୁ ପ୍ଲାନ୍

କର୍ଣ୍ଣାଟକରେ ଛୁଟି ଘୋଷଣା । ଆସନ୍ତା ବର୍ଷ ପାଇଁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି ।

Tunnel Tragedy
ମାତ୍ର ଅଳ୍ପ କେଇ ଘଣ୍ଟା, ଆଜି ସୂର୍ଯ୍ୟାଲୋକ ଦେଖି ପାରନ୍ତି ଶ୍ରମିକ

ଆଉ କିଛି ଘଣ୍ଟାର ଅପେକ୍ଷା.. ଉତ୍ତରାଖଣ୍ଡ ଟନେଲ୍ ଦୁର୍ଘଟଣାରେ ଫସିଥିବା ଶ୍ରମିକଙ୍କୁ କରାଯିବ ଉଦ୍ଧାର । ଆଜି କିଛି ବୃହତ ସଫଳତା ମିଳିପାରେ ।

Israel Hamas War
ଯୁଦ୍ଧ ଶେଷ ନେଇ ନୂଆ ଆଶା, ୨୫ ପଣବନ୍ଦୀଙ୍କୁ ମୁକ୍ତ କଲା ହାମାସ

ହାମାସ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧକୁ ୪୫ ରୁ ଅଧିକ ଦିନ ବିତି ଗଲାଣି । ବର୍ତ୍ତମାନ ସୁଦ୍ଧା ଉତ୍ତର ଗାଜାରେ ପ୍ରାୟ ୧୨ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇ ସାରିଥିବା ବେଳେ, ୧୫ ଲକ୍ଷରୁ ଅଧିକ ଲୋକ ବିସ୍ଥାପିତ ହୋଇ ସାରିଲେଣି । ହମାସର ପ୍ରାୟ ସମସ୍ତ ସେଣ୍ଟର ଧ୍ୱଂସ ହୋଇ ସାରିଲାଣି ।

Tunnel Tragedy
ତ୍ବରାନ୍ବିତ ହେବ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ, ଉତ୍ତରକାଶୀ ଯିବେ ପରିବାର ଲୋକେ

ଉତ୍ତରକାଶୀ ଟନେଲରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କାର୍ଯ୍ୟ ଆଜି ତ୍ବରାନ୍ବିତ ହେବ । ଗତକାଲି ଏକ ସର୍ଭେ ଟିମ୍ ପାଇପ ମାଧ୍ୟମରେ ଭିତରକୁ ଯାଇ ରାଡାର ଦ୍ବାରା ସେଠାକାର ସ୍ଥିତି ଅନୁଧ୍ୟାନ କରିଥିଲେ ।

Rajasthan Vote
ରାଜସ୍ଥାନ ଭୋଟ: ସକାଳ ୭ଟାରୁ ଆରମ୍ଭ, ସନ୍ଧ୍ୟା ୬ଟା ରେ ଶେଷ

କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରାଜସ୍ଥାନ ବିଧାନସଭା ପାଇଁ ଭୋଟଗ୍ରହଣ ଚାଲିଛି । ଭୋଟରମାନେ ଲମ୍ବାଲାଇନରେ ଠିଆ ହୋଇ ଭୋଟ ଦେଉଛନ୍ତି । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ଏହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ।

5 Crore Sezied
କାରରେ ଯାଉଥିଲା ବିଡ଼ା ବିଡ଼ା ନୋଟ, ଅଧା ବାଟରେ ଧରିଦେଲା ପୋଲିସ

ଅକଟୋବର ୯ରୁ ଆଚରଣ ବିଧି ଲାଗୁ କରାଯାଇଛି । ସେବେଠାରୁ ପୋଲିସ ପକ୍ଷରୁ ଯାଞ୍ଚ କଡାକଡି କରାଯାଇଛି। 

Tunnel Tragedy
ସରିବ ସରିବ ହେଲେ ସରୁନି ଟନେଲ୍ ଅପରେସନ, ଚାପମୁକ୍ତ ରହିବାକୁ ସୁଡ଼ଙ୍ଗ ଭିତରେ ଚୋର-ପୋଲିସ ଖେଳ

ରେସ୍କ୍ୟୁ ସରିବା ଆଶାରେ ହେଲା ମକଡ୍ରିଲ । ଚୋର-ପୋଲିସ ଖେଳୁଛନ୍ତି ଓ ଯୋଗ କରୁଛନ୍ତି ଶ୍ରମିକ ।

Lin laishram and randeep hooda will get married on this day in Manipur
ଖୁବ୍ ଶୀଘ୍ର ବାହାହେବେ ରଣଦୀପ ହୁଡା; ଜାଣନ୍ତୁ କିଏ ହେବ ତାଙ୍କ କନିଆ

ରଣଦୀପ ହୁଡା ତାଙ୍କର ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ଏବଂ ଅଭିନେତ୍ରୀଙ୍କୁ ନଭେମ୍ବର ଶେଷରେ ବିବାହ କରିବେ। କୁହାଯାଉଛି ଯେ ଅଭିନେତା ନିଜ ଗର୍ଲଫ୍ରେଣ୍ଡଙ୍କ ନିଜ ସହର ମଣିପୁରରେ ପାରମ୍ପରିକ ରୀତିନୀତି ସହିତ ବରଣମାଳା ପିନ୍ଧେଇବେ। କିଏ ମନହରିଣୀ ଆସନ୍ତୁ ଜାଣିବା।

Tunnel Rescue System
ଟନେଲ ଭିତରୁ କେମିତି ବାହାରିବେ ଶ୍ରମିକ ? ଦେଖନ୍ତୁ ଡେମୋ ଭିଡିଓ...

ଶ୍ରମିକ ମାନଙ୍କୁ ଲମ୍ବା ଭାବେ ଶୋଇବା ପରେ ଉପରକୁ ଟଣା ଯିବ।

Meerut Girl Kidnapped
ନାବାଳିକାକୁ ଅପହରଣ ! ଅପହରଣ ପାଇଁ ଗୋଡ଼ାଉଥିବା ୩ ଯୁବକଙ୍କ ଭିଡିଓ ଭାଇରାଲ

ପରିବାର ଲୋକ କୌଣସି ଅଘଟଣ ଘଟିବା ଆଶଙ୍କା କରି ଏନେଇ ଥାନାରେ ଏତଲା ଦେଇଛନ୍ତି ।

ranbir kapoor fan got worried after watching bobby deol monster look in animal
‘ଆନିମଲ୍’ରେ ବବି ଦେଓଲଙ୍କ ମୋନ୍‌ଷ୍ଟର୍ ଲୁକ୍ ଦେଖି ଦର୍ଶକ ଆତଙ୍କିତ

‘ଆନିମଲ୍’ରେ ବବି ଦେଓଲଙ୍କ ଲୁକ୍ ଏବେ ଚାରିଆଡେ ଚର୍ଚ୍ଚାରେ। ତାଙ୍କ ଲୁକ ସମସ୍ତଙ୍କୁ ଭୟଦେଉଥିବା ଲୋକେ କହୁଛନ୍ତି। କେହି କେହି କହୁଛନ୍ତି ବବି ହେଉଛନ୍ତି ଚଳିତ ବର୍ଷର ଶ୍ରେଷ୍ଠ ଖଳନାୟକ!

pneumonia
ଚୀନରେ ରହସ୍ୟମୟ ନିମୋନିଆ, ହସ୍ପିଟାଲରେ ବଢ଼ୁଛି ରୋଗୀଙ୍କ ସଂଖ୍ୟା

କୋରନା ପରେ ଏବେ ଚୀନରେ ରହସ୍ୟମୟ ନିମୋନିଆ ବ୍ୟାପୁଛି। ଏଥିରେ ହଜାର ହଜାର ପିଲା ଆକ୍ରାନ୍ତ ହେଉଛନ୍ତି। ଅସୁସ୍ଥ ଶିଶୁଙ୍କ ନେଇ ହସ୍ପିଟାଲ ମଧ୍ୟ ଭର୍ତ୍ତି ହୋଇଯାଇଛି।

Crude Oil Becomes Cheaper
ଦର ହ୍ରାସ ସତ୍ତ୍ବେ କମୁନି ତୈଳ ଦର; ଚିନ୍ତାରେ ଗ୍ରାହକ

ଦେଶରେ କମୁନି ପେଟ୍ରୋଲ ଡିଜେଲ ଦର । ଗତ କିଛି ଦିନ ହେବ ଅଶୋଧିତ ତୈଳ ବଜାରରେ ଦର ହ୍ରାସ ଜାରି ରହିଛି । ଏହା ସତ୍ତ୍ବେ ଦେଶରେ ଦର କମିବାର ନାଁ ଗନ୍ଧ ନାହିଁ ।

Health service high in India
ଆକାଶ ଛୁଉଁଛି ଦରଦାମ: ପେଟ୍ରୋଲ ଖାଦ୍ୟ ସାମଗ୍ରୀ ପରେ ବର୍ତ୍ତମାନ ସ୍ୱାସ୍ଥ୍ୟ ସେବା ମଧ୍ୟ ମହଙ୍ଗା

ମହଙ୍ଗାଇ ମାଡ଼ରେ ବେହାଲ ସାଧାରଣ ଜନତା । ଅତ୍ୟାବଶ୍ୟକୀୟ ସାମଗ୍ରୀ ମହଙ୍ଗା, ଖାଦ୍ୟ ସାମଗ୍ରୀ ମହଙ୍ଗା, ଶିକ୍ଷା ମହଙ୍ଗା । ବର୍ତ୍ତମାନ ସ୍ବାସ୍ଥ୍ୟ ସେବା ମଧ୍ୟ ମହଙ୍ଗା ।

Uttarkashi tunnel collapse
ଟନେଲ ଟ୍ରାଜେଡି : ଆଜି ବାହାରି ପାରନ୍ତି ଶ୍ରମିକ, ହୀରାକୁଦରୁ ଗଲା ମେସିନ

ଉତ୍ତରାଖଣ୍ଡ ଉତ୍ତରକାଶୀକୁ ଗଲା ହୀରାକୁଦରୁ ସ୍ବତନ୍ତ୍ର ଅଗର ମେସିନ । ଟନେଲ ଟ୍ରାଜେଡିର ଖନନ କାମରେ ଏହି ମେସିନ ଲଗାଯିବ ।

Uttarkashi tunnel collapse
ଜିତିବ ଜୀବନ: ଆଉ ମାତ୍ର କେଇ ମିଟର ଦୂରରେ ୪୧ ଜୀବନ

୪୧ ଶ୍ରମିକଙ୍କୁ ଉଦ୍ଧାର ଲାଗି ଚାଲିଥିବା ଅଭିଯାନ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ସୁଡ଼ଙ୍ଗ ଭିତରକୁ ଡ୍ରୋନ୍ ଛଡାଯାଇ ଶ୍ରମିକଙ୍କ ଗତିବିଧି ନିରୀକ୍ଷଣ କରାଯାଉଛି ।

Ind Vs Aus T20
ବିଶ୍ୱକପ୍ ପରାଜୟ କ୍ଷତରେ ସାମାନ୍ୟ ମଲମ; ଅଷ୍ଟ୍ରେଲିଆକୁ ୨ ୱିକେଟରେ ହରାଇଲା ଭାରତ

ଟି-ଟ୍ୱେଣ୍ଟି ସିରିଜର ପ୍ରଥମ ମ୍ୟାଚରେ ଆଜି ବାଜି ମାରିଛି ଭାରତ ।

Lok Sabha website
ସାଂସଦ ମହୁଆ ମୈତ୍ରଙ୍କ ପାଇଁ ବଦଳିଲା ଲୋକସଭା ୱେବ୍‌ସାଇଟ୍‌ ଭିଜିଟ୍‌ ନିୟମ !

କେବଳ ସଂସଦୀୟ ସଦସ୍ୟମାନେ ସେମାନେ ବ୍ୟକ୍ତିଗତ ଭାବେ ଲଗଇନ୍ କରି ତଥ୍ୟ ଦେଇପାରିବେ ଏବଂ ୱେବ୍‌ସାଇଟ୍ ବ୍ୟବହାର କରିପାରିବେ । ସବୁଠାରୁ ବଡ଼ କଥା ହେଉଛି ସାଂସଦମାନେ ପଞ୍ଜୀକୃତ କରିଥିବା ଫୋନ୍‌ ନମ୍ବର ଦ୍ୱାରା ଏହା କେବଳ ପରିଚାଳିତ ହୋଇପାରିବ ।

Deepfake
ଡିପ୍ ଫେକ୍ ରୋକିବାକୁ କେନ୍ଦ୍ର ଆଣିବ ନୂଆ ନିୟମ; ଆପଣାଯିବ ଚାରି ସୂତ୍ରୀ କାର୍ଯ୍ୟପନ୍ଥା

ଅଭିନେତା କି ନେତା, ସେଲିବ୍ରିଟି ହୁଅନ୍ତୁ ଅବା ସାଧାରଣ ଜନତା । ସମସ୍ତଙ୍କୁ ଏବେ ଘାରିଛି ଡିପ୍ ଫେକର ଡର । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା AI ପ୍ରଯୁକ୍ତି ବ୍ୟବହାର କରି ନକଲି ଭିଡିଓ ପ୍ରସ୍ତୁତ କରାଯିବାକୁ ନେଇ ବଢ଼ିଛି ସମସ୍ତଙ୍କ ଚିନ୍ତା । ଏଭଳି ଅନୈତିକ ଏବଂ ବେଆଇନ କାର୍ଯ୍ୟ ଉପରେ ରୋକ ଲଗାଇବାକୁ ଅଣ୍ଟା ଭିଡିଛନ୍ତି କେନ୍ଦ୍ର ସରକାର ।

Uttarkashi tunnel collapse
ଟନେଲ୍ ନିକଟରୁ ଆସିପାରେ ଖୁସି ଖବର; ବାହାରେ ତୟାର ଆମ୍ବୁଲାନ୍ସ, ହସ୍ପିଟାଲରେ ପ୍ରସ୍ତୁତ ବେଡ୍

ଆଉ ମାତ୍ର କେଇ ମିଟର ଦୂରରେ ୪୧ଟି ନିରୀହ ଜୀବନ । ସରି ସରି ଆସୁଛି ୨ଶହରୁ ଅଧିକ ଘଣ୍ଟାର ଅପେକ୍ଷା ଓ ଅନିଶ୍ଚିତତା । ୮ଶହ ମିଲିମିଟର ଓସାରିଆ ପାଇପ ଯେତେ ଭିତରକୁ ପଶୁଛି, ସେତେ ଉଜ୍ଜୀବିତ ହେଉଛି ଉତ୍ତରକାଶୀ ଟନେଲରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର ଆଶା ।

Uttarkashi, Tunnel Tragedy
‘ଆଉ କିଛି ଅସୁବିଧା ହେବନି, ସବୁ କିଛି ଠିକ୍‌ ହୋଇଯିବ.. ଠାକୁର ବୁଲିଲେଣି !’

ଆପଣଙ୍କ ମନେଥିବ ଟନେଲ ଅଘଟଣ ବେଳର ସେହି କାହାଣୀ । ଯେଉଁଠି ଗ୍ରାମବାସୀ କହିଥିଲେ, ଟନେଲ ନିର୍ମାଣ ପୂର୍ବରୁ ଏଠାରେ ବୖଖନାଥ ଠାକୁରଙ୍କ ମନ୍ଦିର ଥିଲା।