• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Randeep Hooda

Jaat Box Office Collection Day 01
Jaat Day 1 Collection: ଭାଇଜାନ୍‌ଙ୍କ ଉପରେ ଭାରି ପଢିଲେ ସନ୍ନି ଦେଓଲ; ପ୍ରଥମ ଦିନରେ Jaat କଲା ଏତେ ରୋଜଗାର

ସମଗ୍ର ଭାରତରେ 'ଜାଟ୍‌' ଭଲ ଓପନିଂ କରିଛି। କେବଳ ଏତିକି ନୁହେଁ, ସମାଲୋଚକମାନେ ଏହାକୁ ଭଲ ସମୀକ୍ଷା ମଧ୍ୟ ଦେଉଛନ୍ତି। ସନ୍ନି ଦେଓଲ 'ଜାଟ୍‌' ସହିତ ପୁଣିଥରେ ଆକ୍ସନ ଅବତାରରେ ଫେରିଛନ୍ତି ଏବଂ ଏଥର ସେ ଉତ୍ତର ଏବଂ ଦକ୍ଷିଣ ଭାରତରେ ଚହଳ ସୃଷ୍ଟି କରୁଛନ୍ତି।

Sunny Deol Jaat Fees
Jaat: 'ଗଦର ୨' ପରେ ବଢିଲା ସନ୍ନି ଦେଓଲ୍‌ଙ୍କ ଚାହିଦା; ‘ଜାଟ୍’ ପାଇଁ ନେଲେ ମୋଟା ଅଙ୍କ

‘ଗଦର ୨’ ପରେ ସନ୍ନି ଦେଓଲଙ୍କ ଚାହିଦା ବହୁତ ବଢ଼ିଯାଇଛି। ଅଭିନେତା ତୁରନ୍ତ ତାଙ୍କର ଫିସ୍ ବଢେଇ ଡବଲ କରିଦେଇଛନ୍ତି। ତେବେ ୨୦୦ କୋଟି ବଜେଟ୍‌ରେ ତିଆରି ହୋଇଥିବା ଏହି ଫିଲ୍ମ ପାଇଁ କିଏ କେତେ ନେଇଛନ୍ତି ଆସନ୍ତୁ ଜାଣିବା।

jaat song oh rama shri rama released on ram navami
Jaat New Song: ରିଲିଜ୍ ହେଲା 'ଜାଟ୍‌'ର ନୂଆ ଗୀତ 'ହେ ରାମା ଶ୍ରୀରାମା'; ସୋସିଆଲ ମିଡିଆରେ ଛାଇ ଗଲାଣି

ରାମ ନବମୀର ବିଶେଷ ଉତ୍ସବରେ ଫିଲ୍ମ 'ଜାଟ୍‌'ର ଦ୍ୱିତୀୟ ଗୀତ 'ହେ ରାମା ଶ୍ରୀରାମା' ରିଲିଜ୍‌ ହୋଇଛି। ଭଗବାନ ଶ୍ରୀରାମଙ୍କ ସ୍ତୁତିରେ ନିର୍ମିତ ଏହି ଗୀତକୁ ପ୍ରଶଂସକମାନେ ଖୁବ୍ ପସନ୍ଦ କରୁଛନ୍ତି।

Jaat trailer trending number 1 on youtube
Jaat: ଟପ୍ ୱାନ୍‌ରେ ଟ୍ରେଣ୍ଡିଂ କରୁଛି ସନ୍ନି ଦେଓଲଙ୍କ 'ଜାଟ୍‌'; ପଛରେ ସଲମାନ୍-ଅକ୍ଷୟ

'ଜାଟ୍' ହେଉଛି ଏକ ଆକ୍ସନ୍-ପ୍ୟାକ୍ ଫିଲ୍ମ, ଯେଉଁଥିରେ ସନ୍ନି ଦେଓଲ୍ ତାଙ୍କର 'ଢାଇ କିଲୋ କା ହାଥ୍'ର କରାମତି ଦେଖାଉଥିବାର ନଜର ଆସିଛନ୍ତି। ସୋମବାର ମୁକ୍ତିଲାଭ କରିଥିବା ଏହି ଟ୍ରେଲର୍‌ ୧୫ ମିଲିୟନରୁ ଅଧିକ ଭିୟୁ ପାଇସାରିଛି ଏବଂ ଶୀର୍ଷ ଟ୍ରେଣ୍ଡିଂ ତାଲିକାରେ ପ୍ରଥମ ସ୍ଥାନରେ ରହିଛି।

Sunny deol returns with action avatar after gadar 2
Jaat Trailer: ଅଢେଇ କିଲିଆ ହାତର ଶକ୍ତି ଏବେ ସାଉଥ୍ ଦେଖିବ; ଜାଟ୍ ହୋଇ ରଣଦୀପଙ୍କ ସହ ଲଢିବେ ସନ୍ନି

ସନ୍ନି ଦେଓଲଙ୍କ ଆକ୍ସନ୍ ଫିଲ୍ମ 'ଜାଟ୍'ର ଟ୍ରେଲର୍‌ ରିଲିଜ ହୋଇଛି। ଏହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପୁଣି ଥରେ ସନ୍ନି ଦେଓଲଙ୍କ ଦମଦାର ଡାଏଲଗ ଶୁଣିବାକୁ ମିଳିଛି।

Jaat villain randeep hooda changed look and voice for sunny deol
Jaat: ଭିଲେନ ହେବାକୁ ରଣଦୀପ ହୁଡା ପରିବର୍ତ୍ତନ କରିଦେଲେ ଶରୀର ଆଉ ସ୍ୱର; ଦେଖିଲେ ବିଶ୍ୱାସ କରିପାରିବେନି

‘ଜାଟ୍‌’ରେ ସନ୍ନି ଦେଓଲଙ୍କ ନିଦ ହଜାଇବାକୁ ଯାଉଥିବା ରଣଦୀପ ହୁଡାଙ୍କ ଲୁକ୍‌କୁ ବହୁତ ପ୍ରଶଂସା କରାଯାଉଛି। ଏହି ଚଳଚ୍ଚିତ୍ରରେ ସେ ଏକ ଭୟଙ୍କର ଗ୍ୟାଙ୍ଗଷ୍ଟର ଭୂମିକାରେ ଅଭିନୟ କରୁଛନ୍ତି ଏବଂ ଏହି ଚରିତ୍ରକୁ ପ୍ରକୃତ ରୂପ ଦେବା ପାଇଁ ସେ ନିଜକୁ ସମ୍ପୂର୍ଣ୍ଣ ରୂପେ ପରିବର୍ତ୍ତନ କରିଛନ୍ତି।

Lin laishram and randeep hooda will get married on this day in Manipur
ଖୁବ୍ ଶୀଘ୍ର ବାହାହେବେ ରଣଦୀପ ହୁଡା; ଜାଣନ୍ତୁ କିଏ ହେବ ତାଙ୍କ କନିଆ

ରଣଦୀପ ହୁଡା ତାଙ୍କର ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ଏବଂ ଅଭିନେତ୍ରୀଙ୍କୁ ନଭେମ୍ବର ଶେଷରେ ବିବାହ କରିବେ। କୁହାଯାଉଛି ଯେ ଅଭିନେତା ନିଜ ଗର୍ଲଫ୍ରେଣ୍ଡଙ୍କ ନିଜ ସହର ମଣିପୁରରେ ପାରମ୍ପରିକ ରୀତିନୀତି ସହିତ ବରଣମାଳା ପିନ୍ଧେଇବେ। କିଏ ମନହରିଣୀ ଆସନ୍ତୁ ଜାଣିବା।