• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଶ୍ରମିକଙ୍କ ପାଖରେ ପହଞ୍ଚିବା ପରେ ବାହାରକୁ କିପରି ଆସିବେ ? ପାଇପ୍ ଜରିଆରେ ବାହାରକୁ କେମିତି ବାହାରିବେ ? ଏନେଇ NDRF ପକ୍ଷରୁ ମକଡ୍ରିଲ୍ କରାଯାଇଛି । କିପରି ୩ ଇଞ୍ଚର ପାଇପ୍‌ରେ, ଯାହା ଟନେଲ୍ ଭିତରେ ବିଛା ଯାଇଛି, ସେଥିରେ କେମିତି ଶ୍ରମିକମାନେ ବାହାରିବେ, ତାର ଡେମୋ ଦେଖାଇଛନ୍ତି NDRF ଯବାନ ।

Also Read

ଏକ ଟ୍ରଲି କାର୍ ଭଳି ବ୍ୟବସ୍ଥା କରାଯାଇଛି। ଯେଉଁଥିରେ ଶ୍ରମିକ ମାନଙ୍କୁ ଲମ୍ବା ଭାବେ ଶୋଇବା ପରେ ଉପରକୁ ଟଣା ଯିବ। ଜଣେ ଜଣେ କରି ସମସ୍ତ ଶ୍ରମିକ ସେହିଭଳି ହିଁ ବାହାରକୁ ବାହାରିବେ। ଏନେଇ ସଫଳତା ସହ ମକଡ୍ରିଲ୍ ସରିଥିବା NDRF ପକ୍ଷରୁ ସୂଚନା ଦିଯାଇଛି।