ପଶ୍ଚିମବଙ୍ଗରୁ ୧୦ କେଜି ଓଜନର ସୁନା ବିସ୍କୁଟ୍ ଜବତ ହୋଇଛି । ସୁନା ବିସ୍କୁଟ୍ କୁଆଡୁ ଆଣି କାହା ପାଖକୁ ନିଆଯାଉଥିଲା ସେନେଇ ଖୋଳତାଡ଼ ଚାଲିଛି ।
ବ୍ରହ୍ମପୁରରୁ କଟକ ଯାଉଥିବା ଏକ OSRTC ବସ୍ରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇଥିଲା ଅବକାରୀ ବିଭାଗ । ଲାଞ୍ଜିପଲୀ ଛକରେ ବସ୍କୁ ଅଟକାଇ ଚେକିଂ ବେଳେ ଅଭିଯୁକ୍ତଙ୍କ ଠାରୁ ଦୁଇଟି ବ୍ୟାଗ୍ ମିଳିଥିଲା । ସେହି ବ୍ୟାଗ୍ରେ ନଗଦ ୧ କୋଟି ୨୨ ଲକ୍ଷ ଟଙ୍କା ରଖାଯାଇଥିଲା ।