• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Benifits Of Curry Leaves

special oil made from curry leaves will make hair black long and thick
Health Tips: ଭୃସଙ୍ଗ ପତ୍ର ବ୍ୟବହାର କରି ତିଆରି କରନ୍ତୁ ସ୍ୱତନ୍ତ୍ର ତେଲ; ଚୁଟି ହେବ କଳା-ମୋଟା

ଭୃସଙ୍ଗ ପତ୍ରକୁ ତରକାରୀରେ ବ୍ୟବହାର କରିବ ସମସ୍ତେ ଜାଣନ୍ତି। କିନ୍ତୁ, ଆପଣ ଜାଣନ୍ତି କି ଏହି ପତ୍ରର ସ୍ୱାଦ ସହିତ ଏହାର ଔଷଧୀୟ ଗୁଣ ମଧ୍ୟ ଅଛି? ଏହି ପତ୍ରକୁ ନଡିଆ ତେଲ ସହିତ ମିଶ୍ରଣ କରି ଏକ ସ୍ୱତନ୍ତ୍ର ତେଲ ପ୍ରସ୍ତୁତ କରାଯାଏ, ଯାହା ଚୁଟିରେ ଲଗାଇବା ପରେ ଚୁଟି କଳା, ମୋଟା ଏବଂ ଲମ୍ବା ହୋଇଥାଏ।

curry leaves
ରକ୍ତଚାପ ନିୟନ୍ତ୍ରଣ କରେ ଭୃସଙ୍ଗ ପତ୍ର

ଭାରତୀୟ ରୋଷେଇରେ ଭୃସଙ୍ଗ ପତ୍ରର ବ୍ୟବହାର ବହୁତ ହୋଇଥାଏ । ଏହା କେବଳ ତରକାରୀର ସ୍ୱାଦକୁ ବଢାଇ ନ ଥାଏ ବରଂ ଅନେକ ରୋଗକୁ ମଧ୍ୟ ଭଲ କରିଥାଏ । ଏହା ସ୍ୱାସ୍ଥ୍ୟ ଓ ସୁନ୍ଦରତା ପାଇଁ ବହୁତ ଲାଭଦାୟକ ଅଟେ । ଭୃସଙ୍ଗ ପତ୍ରରେ ଅଛି ଅନେକ ଔଷଧୀୟ ଗୁଣ । ଖାଲି ପେଟରେ ଭୃସଙ୍ଗ ପତ୍ର ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ । ଭୃସଙ୍ଗ ପତ୍ରରେ ପୋଷକ ତତ୍ତ୍ୱ ଭରପୂର ରହିଥାଏ, ଯାହା ହଜମ ପ୍ରକ୍ରିୟାକୁ ମଜବୁତ କରିଥାଏ ଏବଂ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ । ତେବେ ଆସନ୍ତୁ ଜାଣିବା ଭୃସଙ୍ଗ ପତ୍ରର ବହୁ ଜଣା ଅଜଣା କଥା।