ଏଥିରେ ବିନିଯୋଗ ହୋଇଥିବା ଟଙ୍କା କଳାଧନ ବୋଲି ଅଭିଯୋଗ କରିଛି ଟିଡିପି। ଗତଥର ଜଗନ୍ କ୍ଷମତାକୁ ଆସିବା ପରେ ଚନ୍ଦ୍ରବାବୁଙ୍କ ଘରକୁ ବେଆଇନ ଦର୍ଶାଇ ଭଙ୍ଗା ଯାଇଥିଲା ତେଣୁ ଏଥର ଜଗନଙ୍କ ଘର କଣ ହେବ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି।
ସାଙ୍ଗଲଡାନରୁ ରିଆସି ପର୍ଯ୍ୟନ୍ତ ଟ୍ରେନ୍ ଚଳାଚଳର ସଫଳ ପରୀକ୍ଷଣ ପରେ ଲୋକଙ୍କ ମଧ୍ୟରେ, ବିଶେଷକରି ଯୁବକମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ରବିବାର ପ୍ରଥମ ଥର ପାଇଁ ଏକ ଇଲେକ୍ଟ୍ରିକ୍ ଇଞ୍ଜିନ୍ ରିଆସି ଷ୍ଟେସନରେ ପରୀକ୍ଷାମୂଳକ ଭାବରେ ଗଡିଥିଲା। ଏହାକୁ ଦେଖିବା ପାଇଁ ରିଆସି ଷ୍ଟେସନରେ ଯୁବକଙ୍କ ଭିଡ ଲାଗିଥିଲା।
ରିପୋର୍ଟ ଅନୁସାରେ, ଇଜିପ୍ଟର ସର୍ବାଧିକ ୬୫୮ ଜଣ ତୀର୍ଥ ଯାତ୍ରୀ ପ୍ରାଣ ହରାଇଲେଣି। ସେମାନଙ୍କ ମଧ୍ୟରୁ ୬୩୦ଜଣ ତୀର୍ଥଯାତ୍ରୀଙ୍କର ରେକର୍ଡ ରେଜିଷ୍ଟର ହୋଇନି।
ଭୂମିହୀନ ଲୋକଙ୍କ ପାଇଁ କାର୍ଯ୍ୟ କରୁଥିବା ଏକ ଏନଜିଓ ସେଣ୍ଟର ଫର ହୋଲିଷ୍ଟିକ୍ ଡେଭଲପମେଣ୍ଟ ଦାବି କରିଛି ଯେ ଜୁନ୍ ୧୧ରୁ ୧୯ ତାରିଖ ମଧ୍ୟରେ ଦିଲ୍ଲୀରେ ଅତ୍ୟଧିକ ଗରମ ହେତୁ ୧୯୨ଜଣ ବାସହୀନଙ୍କ ମୃତ୍ୟୁ ଘଟିଛି। ଗତ ଦୁଇ ଦିନ ମଧ୍ୟରେ ୨୨ଜଣ ରୋଗୀଙ୍କୁ ରାମ ମନୋହର ଲୋହିଆ (ଆରଏମଏଲ) ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଆନ୍ଦୋଳନକାରୀ ଛାତ୍ର ନକଲି ଟଙ୍କା ଉଡ଼ାଇ ବିରୋଧ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା । ସେମାନଙ୍କୁ ପୋଲିସ ଅଟକ ରଖିଛି ।
ଗତ ମାର୍ଚ୍ଚ ୩୧ତାରିଖରେ ଆଇଆଇଟି ବମ୍ୱେରେ ଆର୍ଟ ଫେଷ୍ଟିଭାଲ୍ ଆୟୋଜିତ ହୋଇଥିଲା। ଏଥିରେ ରାମାୟଣ ଉପରେ ଆଧାରିକ ଏକ ନାଟକ ‘ରାହୋବନ’ ପରିବେଷଣ କରିଥିଲେ କିଛି ଛାତ୍ର
ଏହା ଦେଖି ଯାତ୍ରୀ ଭୟଭୀତ ହୋଇପଡିଥିଲେ। ତେବେ ହାଇଦ୍ରାବାଦ ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରେ ଭୋର୍ ପ୍ରାୟ ୩ଟାରେ ବିମାନଟି ଏମର୍ଜେନ୍ସି ଲ୍ୟାଣ୍ଡିଂ କରିଥିଲା।
ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ୍ ସୋସିଆଲ୍ ମିଡିଆ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ଯଦି ରାଜ୍ୟରେ ଯେଉଁଠି ବେଆଇନ ଭାବେ ମଦ ତିଆରି ହେଉଛି, ତେବେ ତୁରନ୍ତ ପୋଲିସ ନିକଟରେ ଅଭିଯୋଗ କରନ୍ତୁ । ଲୋକଙ୍କ ସୂଚନା ଆଧାରରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ।
କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୧୮ ମସିହାଠାରୁ ଚାଷୀଙ୍କ ପାଇଁ ଏହି ଯୋଜନା ଲାଗୁ କରାଯାଇଛି । କ୍ଷୁଦ୍ର ଓ ନାମମାତ୍ର ଚାଷୀ ଯେଉଁମାନଙ୍କ ନାମରେ ଅଳ୍ପ ଜମି ଅଛି ସେମାନଙ୍କ ସୁବିଧା ପାଇଁ କେନ୍ଦ୍ର ସରକାର ଏହି ସୁନ୍ଦର ଯୋଜନା ପ୍ରଣୟନ କରିଛନ୍ତି ।
ସୌର ବୃଷମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ଗୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଏପରି କିଛି ଲୋକ ମଧ୍ୟ ଅଛନ୍ତି ଯେଉଁମାନେ ପ୍ରାକୃତିକ ବିପର୍ଯ୍ୟୟ ହେତୁ ନିଜ ଘର ଛାଡି ଅନ୍ୟ ସ୍ଥାନକୁ ସ୍ଥାନାନ୍ତର ହେବାକୁ ବାଧ୍ୟ ହୁଅନ୍ତି। ଏମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ପାଳନ ହୁଏ ‘ବିଶ୍ୱ ଶରଣାର୍ଥୀ ଦିବସ’।
ୟୁଜିସି ନେଟ୍ ପରୀକ୍ଷାରେ ଘୋଟାଲା ହୋଇଥିବା ନେଇ ଇଣ୍ଡିଆନ୍ ସାଇବର କ୍ରାଇମ୍ କୋଅର୍ଡିନେସନ୍ ସେଣ୍ଟର ପକ୍ଷରୁ ସୂଚନା ମିଳିଥିଲା।
ଚଳିତ ଖରିଫ ଋତୁ ପାଇ ଧାନର ଏହି ଏମଏସପି ଧାର୍ଯ୍ୟ କରାଯାଇଛି। କେନ୍ଦ୍ର କ୍ୟାବିନେଟର ଏ ନିଷ୍ପତ୍ତି ନେଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି।
ଗତ କିଛିଦିନ ତଳେ ଆଇସକ୍ରିମରୁ ଆଙ୍ଗୁଠି ବାହାରିଥିବା ଖବର ତ ଆପଣମାନଙ୍କର ମନେ ଥିବ । ଆଇସକ୍ରିମଟି ଅନଲାଇନ ମଗାଯାଇଥିବା ବେଳେ ଖାଇବା ବେଳେ ସେଥିରୁ ଗୋଟେ ମଣିଷ ଆଙ୍ଗୁଠି ବାହାରିଥିଲା ।
ଏହି ସମୟରେ ନୀତୀଶ କୁମାର ହଠାତ୍ ପିଏମ ମୋଦୀଙ୍କ ହାତ ଧରୁଛନ୍ତି । ଆଉ ତାଙ୍କ ଆଙ୍ଗୁଠି ଦେଖୁଛନ୍ତି ।
ଟି-ଟ୍ୱେଣ୍ଟି ବିଶ୍ୱକପ୍ରୁ ବାଦ୍ ପଡ଼ି ସାରିଛି ପାକିସ୍ତାନ । ଅତି ଦୟନୀୟ ଖେଳ ପ୍ରଦର୍ଶନ କରି ସୁପର୍ ଆଠ ଖେଳିବାର ଯୋଗ୍ୟତା ହରାଇ ସାରିଛି ପାକିସ୍ତାନ । ଏହା ପରେ ମଧ୍ୟ ବିବାଦ ପାକିସ୍ତାନ ଦଳର ପିଛା ଛାଡ଼ୁନାହିଁ ।
ରେଳବାଇରେ ଚାକିରି କରିବାକୁ ପ୍ରାୟ ଯୁବକଙ୍କ ସ୍ୱପ୍ନ ଥାଏ। ଆପଣ ଯଦି ଏଭଳି ସ୍ୱପ୍ନ ଦେଖୁଛନ୍ତି ତେବେ ଏହାକୁ ପୂରଣ କରିବାର ସୁଯୋଗ ଆସିଯାଇଛି। ଦଶମ ପାଶ୍ କରିଥିବା ପ୍ରାର୍ଥୀମାନେ ଏହାର ସୁଯୋଗ ନେଇପାରିବେ।
ବିମାନରେ ଚାଲିଲାନି AC, ଝାଳରେ ଭିଜିଲେ ଲୋକେ । ଏଭଳି କିଛି ଘଟଣା ଘଟିଛି ଦିଲ୍ଲୀରୁ ଦରଭଙ୍ଗା ଯାଉଥିବା ସ୍ପାଇସ୍ଜେଟ୍ ବିମାନରେ ।
ମକ୍କାର ସବୁଠାରୁ ବଡ ଶବ ଗୃହ ମଧ୍ୟରୁ ଗୋଟିଏ ଅଲ-ମୁଆଇସମରେ ମୋଟ ୫୫୦ଟି ଶବ ଅଛି।
ଗୋଟିଏ ପରେ ଗୋଟିଏ ଅନେକ ସିରିଜ୍ ଏବଂ ହଲିଉଡ୍ ଚଳଚ୍ଚିତ୍ରରେ ନଜର ଆସୁଥିବା ପ୍ରିୟଙ୍କା ହୁଏତ ଭାରତଠାରୁ ଦୂରରେ ଥାଇ ମଧ୍ୟ ସୋସିଆଲ ମିଡିଆ ମାଧ୍ୟମରେ ସେ ତାଙ୍କ ପ୍ରଶଂସକଙ୍କ ସହ ଯୋଡି ହୋଇ ରହିଛନ୍ତି। ନିକଟରେ ସେ ଏପରି ଏକ ଫଟୋ ଶେୟାର କରିଛନ୍ତି ଯାହାକୁ ଦେଖିବା ପରେ ତାଙ୍କ ପ୍ରଶଂସକମାନେ ଚିନ୍ତାରେ ପଡିଯାଇଛନ୍ତି।
ସରଜାପୁର ରୋଡ୍ରେ ରହୁଛୁ । ଏହି ପୁରା ଘଟଣାର ଭିଡିଓ ରେକର୍ଡିଂ ମଧ୍ୟ କରିଛୁ । ଖାଲି ସେତିକି ନୁହେଁ ଆମ ସହ ଏହି ଘଟଣାର ପ୍ରତ୍ୟକ୍ଷଦର୍ଶୀ ମଧ୍ୟ ରହିଛନ୍ତି ।
କ୍ୟାମ୍ପସରେ ଇଣ୍ଟରନ୍ୟାସନାଲ୍ ସେଣ୍ଟର୍ । ୨୦ରୁ ଅଧିକ ରାଷ୍ଟ୍ରର ଛାତ୍ରଛାତ୍ରୀ ଆଡମିଶନ୍ ନେଲେଣି ।
ପତ୍ନୀଙ୍କ ମୃତ୍ୟୁ ସହିପାରିଲେନି ଆସାମ ଗୃହ ସଚିବ । ହସ୍ପିଟାଲ ଭିତରେ ହିଁ ନିଜକୁ ଗୁଳି କରିଦେଲେ ବରିଷ୍ଠ IPS ଅଫିସର ।
ସାଧାରଣ ଦର୍ଶକଙ୍କ ସହ କାର୍ତ୍ତିକ ଆର୍ଯ୍ୟନଙ୍କ 'ଚନ୍ଦୁ ଚମ୍ପିଅନ୍' ଚଳଚ୍ଚିତ୍ରକୁ କିଛି ବିଶେଷ ଦର୍ଶକ ମଧ୍ୟ ପସନ୍ଦ କରୁଛନ୍ତି। ନିକଟରେ କପିଲ ଦେବ ଅଭିନେତାଙ୍କ ଏହି ଫିଲ୍ମ ଦେଖି ବହୁତ ଖୁସି ହୋଇଯାଇଛନ୍ତି। ଫିଲ୍ମ ଦେଖିବା ପରେ କପିଲ କାର୍ତ୍ତିକ ଆର୍ଯ୍ୟନଙ୍କୁ ବହୁତ ପ୍ରଶଂସା କରିଛନ୍ତି।
ସୌର ବୃଷମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ବୁଧବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...