ସାଉଥ୍ରୁ ତାଙ୍କର ଆଉ ଏକ ଫିଲ୍ମର ଟିଜର ରିଲିଜ୍ ହୋଇଛି। ଟିଜର୍କୁ ଦେଖିଲେ ଲାଗେ ଫିଲ୍ମ ରେକର୍ଡ ଭାଙ୍ଗିବ। ଏହି ଚଳଚ୍ଚିତ୍ରରେ ବବି ଦେଓଲ୍ ଏକ ଭିଲେନ୍ ଭୂମିକାରେ ଅଛନ୍ତି। ତାଙ୍କୁ ପୱନ କଲ୍ୟାଣଙ୍କ ସହ ଫାଇଟ୍ କରୁଥିବା ଦେଖିବାକୁ ମିଳେ।
ଆଜିର ବ୍ୟସ୍ତବହୁଳ ଦୁନିଆରେ ମଣିଷ ହସକୁ ପୂରା ଭୁଲିଯାଇଛି। କାହା ମୁହଁରେ ପ୍ରକୃତ ମନ ଖୋଲା ହସ ପ୍ରାୟ ଦେଖାଯାଉ ନାହିଁ। ତେଣୁ ସମସ୍ତେ ଅନ୍ୟକୁ ହସେଇବା ନେଇ ଚେଷ୍ଟା କରିବା ଦରକାର। ତେବେ ନିଜେ ହସିବା ସହ କାହାକୁ ହସେଇବାକୁ ହେଲେ କ’ଣ କରିବାକୁ ହୁଏ ଆସନ୍ତୁ ଜାଣିବା।
ଭାଇରାଲ ଭିଡିଓରେ ଯେଉଁ ସାପ ରହିଛି ତାହା ଜୀବନ୍ତ । ଆଉ ହିଂସ୍ର ବୋଲି ମଧ୍ୟ ଜଣାପଡ଼ୁଛି । କାରଣ ମଝିରେ ମଝିରେ ସେ ଚୋଟ ମାରିବାକୁ ବି ପଛାଉ ନାହିଁ ।
ଗୁରୁଦ୍ୱାରା ସାହେବ ବାବା ବୀର ସିଂହଙ୍କ ଧର୍ମ ଗ୍ରନ୍ଥକୁ ଯୁବକ ଜଣକ ଚିରି ଦେଇଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ସେଠାରେ ଉପସ୍ଥିତ ଲୋକେ ରାଗି ଯାଇ ଯୁବକଙ୍କୁ ଗୁରୁଦ୍ୱାର ଭିତରେ ହିଁ ପିଟିପିଟି ମାରି ଦେଇଥିବା କୁହାଯାଉଛି ।
ଛୁଆ ଦୁଇଜଣଙ୍କର ବୟସ ୧୧ ଓ ୧୩ବର୍ଷ। ପୋଲିସର ସୂଚନା ଅନୁଯାୟୀ, ଉଭୟ ଶିଶୁଙ୍କ ଦେହରେ କ୍ଷତ ଚିହ୍ନ ଥିଲା। ସେମାନଙ୍କର ତଣ୍ଟିଚିପି ହତ୍ୟା କରାଯାଇଛି ନା ବିଷ ଦିଆଯାଇଛି ସେନେଇ ଏଯାଏ ସ୍ପଷ୍ଟ ହୋଇନି।
ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଭାରତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୧,୮୩୦ ଟଙ୍କା ହୋଇଛି । ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୫,୮୫୦ ଟଙ୍କା ରହିଛି ।
ଆତଙ୍କୀଙ୍କ ଗୁଳିମାଡ଼ରେ ଜଣେ ଯବାନ ସହିଦ, ୪ ଗୁରୁତର । ରାଷ୍ଟ୍ରୀୟ ରାଇଫଲ୍ସ ପକ୍ଷରୁ କର୍ଡନ କରି ଜୋରଦାର ତଲାସୀ ।
ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କଂଗ୍ରେସ ନେତା ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି, ସମାଜପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ସହ ସମସ୍ତ ଦଳର ଷ୍ଟାର୍ କ୍ୟାମ୍ପେନର ନିଜ ଦଳ ବଳକୁ ପ୍ରଚାରରେ ଲଗାଇଛନ୍ତି।
ସୈାର ମେଷ ମାସ ବୈଶାଖ କୃଷ୍ଣପକ୍ଷ। ଇଂରାଜୀରେ ୦୫ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଭଲରେ ନିଦ ନ ହେବାର ଅନେକ କାରଣ ଥାଇପାରେ। ଉଦାହରଣ ସ୍ୱରୂପ, ଚାପ ଏବଂ ଚିନ୍ତା ନିଦ୍ରାରେ ବାଧା ଆଣେ। ଯୋଗ ଏହି ଅନିଦ୍ରାକୁ ହ୍ରାସ କରିଥାଏ ଏବଂ ସ୍ୱାସ୍ଥ୍ୟରେ ଉନ୍ନତି ଆଣେ। ତେବେ ଆସନ୍ତୁ କେଉଁସବୁ ଯୋଗାସନ କରିବା ଦ୍ୱାରା ଭଲ ନିଦ ହୁଏ ସେ ବିଷୟରେ ଜାଣିନେବା।
ଯଦି ଆପଣଙ୍କର ପିଲାକୁ ୧୦ବର୍ଷ ହୋଇଯାଇଛି, ତେବେ ନିଶ୍ଚିତ ଭାବରେ ତାଙ୍କୁ ବର୍ତ୍ତମାନଠାରୁ କିଛି ଜିନିଷ ଶିଖାଇବା ଆରମ୍ଭ କରନ୍ତୁ। ଯଦି ଏହି ଜିନିଷ ମନରେ ରହିଯାଏ, ତେବେ ଭବିଷ୍ୟତରେ ସେମାନଙ୍କୁ କୌଣସି ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ।
ଲୋକସଭା ପ୍ରାର୍ଥୀ ମାରିଲେ ଚାପୁଡ଼ା । ତେଲେଙ୍ଗାନାର ନିଜାମାବାଦ ଲୋକସଭା ନିର୍ବାଚନମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଜୀବନ ରେଡ୍ଡୀ ଜଣେ କୃଷକ ମହିଳାଙ୍କୁ ଚାପୁଡ଼ା ମାରିଥିବା ଜଣାପଡିଛି ।
ରୋହିତ ଶର୍ମାଙ୍କ ନେତୃତ୍ୱରେ ଟି-୨୦ ବିଶ୍ୱକପ୍ ଖେଳିବ ଟିମ୍ ଇଣ୍ଡିଆ। ଦଳ ଘୋଷଣା ହେବା ପରେ ଏବେ ଫ୍ୟାନ୍ସଙ୍କ ମନରେ ଅସନ୍ତୋଷ ତେଜିବାରେ ଲାଗିଛି। ଦଳରେ ରିଙ୍କୁ ସିଂ ଓ କେ ଏଲ୍ ରାହୁଲଙ୍କ ଅନୁପସ୍ଥିତିକୁ ନେଇ ଅନେକ ପ୍ରଶ୍ନ ଉଠିଛି।
ଶିଶୁଟିର ମା’ ଫରହିୟା WCCOନିକଟରେ ଅଭିଯୋଗ ଦାଖଲ କରି କହିଛନ୍ତି, ନିଜ ପୁଅର ଏପରି ଭିଡିଓ ଦେଖି ସେ କାନ୍ଦିବା ସହ ଚିତ୍କାର କରି ଉଠିଥିଲେ। ଗତବର୍ଷ ପୁଅ ଅଟିଜିମ ରୋଗରେ ଆକ୍ରାନ୍ତ ହେବା ପରେ ତାକୁ ଏହି କେନ୍ଦ୍ରରେ ନାମ ଲେଖାଇଥିଲେ।
ଗତ କିଛିଦିନ ଧରି ରାହୁଲ ଗାନ୍ଧି ଓ ପ୍ରଧାନମନ୍ତ୍ର ନରେନ୍ଦ୍ର ମୋଦିଙ୍କ ମଧ୍ୟରେ କଥା କଟାକଟି ଲାଗି ରହିଛି । ଉଭୟେ ପରସ୍ପରକୁ ଆକ୍ଷେପ କରିବାକୁ ପଠାଉ ନାହାନ୍ତି । ଗତକାଲି ଏକ ନିର୍ବାଚନ ସଭାରେ ରାହୁଲଙ୍କର ରାୟବରେଲିରୁ ନିର୍ବାଚନ ଲଢ଼ିବାକୁ ନେଇ ମଇଦାନରୁ ପଳାୟନ ନକରିବାକୁ କହିଥିଲେ ପ୍ରଧାନମନ୍ତ୍ରୀ ।
ଯେଉଁମାନେ ଗୃହ ମନ୍ତ୍ରଣାଳୟରେ ଚାକିରି କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏକ ଖୁସି ଖବର। ଏଥିପାଇଁ MHA ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଚୟନ ହେଲେ ପ୍ରାର୍ଥୀ ମାସକୁ ୧ ଲକ୍ଷରୁ ଅଧିକ ଦରମା ପାଇବେ।
ଉଭୟଙ୍କୁ ଗୁଣିଗାରେଡି ସନ୍ଦେହରେ ପଞ୍ଚାୟତରେ ହାଜର କରାଯାଇଥିଲା। ଏହାପରେ ୩ଘଣ୍ଟା ଧରି ସେମାନଙ୍କୁ ତଳେ ପକାଇ ମାଡ଼ ମାରିବା ସହ ନିର୍ଯାତନା ଦିଆଯାଇଥିଲା। ଯାହାଫଳରେ ତେଲାମିଙ୍କ ମୃତ୍ୟୁ ଘଟିଥିଲା। ।
ଏବେ ପ୍ରଶଂସକମାନେ ଶାହରୁଖ୍ ଖାନ୍ଙ୍କ ନୂଆ ଫିଲ୍ମ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ସେପଟେ ଶାହରୁଖ ଖାନ କହିଛନ୍ତି ଯେ ସେ କେଉଁ ମାସରୁ ଚଳିତ ବର୍ଷ ଶୁଟିଂ ଆରମ୍ଭ କରିବେ। ତେବେ କେଉଁ ଫିଲ୍ମ ପାଇଁ ସେ ବ୍ୟସ୍ତ ରହିବେ ତାହା କିଙ୍ଗ ଖାନ ପ୍ରକାଶ କରି ନାହାଁନ୍ତି।
କର୍ଣ୍ଣାଟକ ଗୃହମନ୍ତ୍ରୀ ଜି ପରମେଶ୍ୱର ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆମେ ବର୍ତ୍ତମାନ ଉଭୟ ଏଚ୍ଡି ରେଭାନ୍ନା ଏବଂ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ବିରୋଧରେ ଲୁକ୍ଆଉଟ୍ ନୋଟିସ୍ ଜାରି କରିଛୁ। କାରଣ ପ୍ରଜ୍ଜ୍ୱଳ ବିଦେଶରେ ଥିବା ବେଳେ ଏଚ୍ଡି ରେଭାନ୍ନା ମଧ୍ୟ ଦେଶ ଛାଡି ବିଦେଶକୁ ଯିବାକୁ ଯୋଜନା କରିପାରନ୍ତି।
ନାଇମା ଖାତୁନ ଗୁଲରେଜ ଜଣେ ଓଡ଼ିଆ ଝିଅ । ତାଙ୍କ ଘର ଯାଜପୁର ଜିଲ୍ଲାରେ। ଆଲିଗଡ଼ ମୁସଲିମ୍ ୟୁନିଭର୍ସିଟିର ଶହେ ବର୍ଷ ଇତିହାସରେ ସେ ହୋଇଛନ୍ତି ପ୍ରଥମ ମହିଳା କୁଳପତି।
ଭାଇରାଲ୍ ହେଉଛନ୍ତି ହେମା-ଧର୍ମେନ୍ଦ୍ର। ୪୪ ତମ ବିବାହ ବାର୍ଷିକୀରେ ଧର୍ମେନ୍ଦ୍ର ଏବଂ ହେମା ମାଳିନୀ ପୁଣି ଥରେ ବରଣମାଳ ପିନ୍ଧିଛନ୍ତି ଆଉ ବିବାହ କରିଛନ୍ତି। ଏନେଇ ଏହି ଗୋଲ୍ଡେନ୍ ଦମ୍ପତିଙ୍କ ଫଟୋ ଇଣ୍ଟରନେଟ୍ରେ ଭାଇରାଲ ହେଉଛି।
ଶିକ୍ଷୟିତ୍ରୀ ଜଣକ ପ୍ରିନ୍ସପାଲଙ୍କ ପୋଷାକ ଚିରିଦେଇଥିଲେ। ସେହିପରେ ଉଭୟ ଚୁଟି ଝିଙ୍କାଝିଙ୍କି ହୋଇଥିଲେ। ଏଥିରେ ଶିକ୍ଷୟିତ୍ରୀଙ୍କ ଆଖିରେ ଆଘାତ ଲାଗିଥିବା ଜଣାପଡିଛି।
ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଭାରତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୧,୭୨୦ ଟଙ୍କା ହୋଇଛି । ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୫,୭୪୦ ଟଙ୍କା ରହିଛି ।
ସଜନା ଶାଗରେ ଭିଟାମିନ୍ ଏ, ଭିଟାମିନ୍ ସି, କ୍ୟାଲସିୟମ୍, ପୋଟାସିୟମ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ପରି ଭଲ ପରିମାଣର ପୋଷକ ତତ୍ତ୍ୱ ରହିଥାଏ। ଯାହା ଫଳରେ ଏହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ଏବଂ ଅନେକ ରୋଗର ମୁକାବିଲା କରିବାରେ ସାହାଯ୍ୟ କରିଥାଏ।
ଡାକ୍ତରଖାନାର ନିର୍ଦ୍ଦେଶକ ଡା ପି ଥିରୁନାଭୁକ୍କାରାସୁ, ବରିଷ୍ଠ ଡାକ୍ତର ଡା ଏ ରାଜକୁମାର ଏବଂ ଡା ଚିତ୍ରାସୁ କୃଷ୍ଣଙ୍କ ନେତୃତ୍ୱରେ ଏକ ତିନିଜଣିଆ ଟିମ୍ ତାଙ୍କ ଦକ୍ଷତାର ମୂଲ୍ୟାଙ୍କନ କରିଥିଲେ। ଏହାପରେ ଡାକ୍ତରମାନେ ତାଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରିଥିଲେ।