/odishatv-khabar/media/post_attachments/uploadimage/library/16_9/16_9_0/IMAGE_1714442119.jpg)
Panchang Today
ସୈାର ମେଷ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୦୧ ତାରିଖ ବୁଧବାର। ଚନ୍ଦ୍ର- ମକର ଅହୋରାତ୍ର। ତିଥି-୭ମୀ ପ୍ରାତଃ ୦୫.୪୬ ଗତେ। ୮ମୀ ରାତ୍ରୀ ୦୪.୦୧ ଗତେ ୯ମୀ। ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର। ଘାତବାର- କର୍କଟ ରାଶିର। ପୁଷ୍କର ଦୋଷ- ୧ ପାଦ-ପଶୁ ସମ୍ପଦ ନାଶ-ଅନ୍ନ ଦାନ ପ୍ରାତଃ ୦୫.୪୬ ପର୍ଯ୍ୟନ୍ତ।
Advertisment
ଶୁଭ ସମୟ
ପ୍ରାତଃ- ୦୫.୨୧ ରୁ ୦୭.୦୩
ଦିବା-୧୦.୦୮ ରୁ ୧୧.୧୮
ଦିବା-୦୧.୫୧ ରୁ ୦୫.୧୫
ସନ୍ଧ୍ୟା-୦୬.୫୧ ରୁ ୧୦.୩୬
ରାତ୍ରି-୦୧.୩୫ ରୁ ୦୨.୩୨
ରାତ୍ରି- ୦୩.୫୬ ରୁ ୦୫.୨୦
ଅଶୁଭ ସମୟ
ରାହୁକାଳ-ଦିବା ୧୧.୪୩ ରୁ ୦୧.୧୯
କାଳବେଳା- ଦିବା ୦୮.୩୨ ରୁ ୧୦.୦୮
ବାରବେଳା- ଦିବା ୧୧.୪୩ ରୁ ୦୧.୧୯
କାଳରାତ୍ରି- ରାତ୍ରି ୦୨.୩୨ ରୁ ୦୩.୫୬
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)