ମଣିଷକୁ ବନାଇପାରିବେ ମେସିନ୍ । ୟୁରୋପର ଦମିତ୍ରୀ ବାଗିନ୍ ତାଙ୍କର ଏହି କଳାକୃତି ପାଇଁ ଏବେ ସେ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ତାଙ୍କର ବିଶେଷତ୍ୱ ହେଉଛି ମଣିଷଙ୍କ ପାଇଁ ସେ ଖୁବ୍ ସୁନ୍ଦର ଭାବରେ ଅବିକଳ ମେସିନ୍ ପରି ମାସ୍କ ତିଆରି କରନ୍ତି ।
ଆମ ଦୁନିଆ ରହସ୍ୟରେ ଭରପୁର । ପୃଥିବୀରେ ଏଭଳି ଅନେକ ରହସ୍ୟପୂର୍ଣ୍ଣ ସ୍ଥାନ ଅଛି, ଯେଉଁ ବିଷୟରେ ଖୁବ୍ କମ୍ ଲୋକ ଜାଣିଛନ୍ତି । ସେହିଭଳି ଏକ ରହସ୍ୟମୟ ଗାଁ ରହିଛି ଋଷରେ । କୁହାଯାଏ ଏହି ଗାଁକୁ ଯିଏ ଥରେ ଯାଏ, ସେ ଆଉ ଫେରେ ନାହିଁ । କିନ୍ତୁ ଏ କଥା କେତେ ବାସ୍ତବ, କଣ ଏହି ଗାଁର ରହସ୍ୟ । ଚାଲନ୍ତୁ ଜାଣିବା ।
ହୁ ହୁ ହୋଇ ମାଡି ଚାଲିଛି ଓମିକ୍ରନ୍ । ଦେଶରେ ହଜାରେ ଟପିଲା ଓମିକ୍ରନ ସଂକ୍ରମଣ। ଦେଶରେ ଏପର୍ଯ୍ୟନ୍ତ ୧୨୭୦ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ମହାରାଷ୍ଟ୍ରରେ ସର୍ବାଧିକ ୪୫୦, ଦିଲ୍ଲୀରେ ୩୨୦ ଚିହ୍ନଟ ହୋଇଛନ୍ତି ।
କାଶ୍ମୀରରେ କମୁଛି ଆତଙ୍କୀବାଦୀଙ୍କ ସଂଖ୍ୟା । ସେନାର ଲଗାତାର ଅପରେସନ୍ ପରେ ନିପାତ ହେବାକୁ ଲାଗିଲେଣି ଆତଙ୍କୀ ସଂଗଠନ । ତେବେ ଗତକାଲି ମଧ୍ୟ ଆତଙ୍କବାଦୀଙ୍କ ବିରୁଦ୍ଧରେ ବଡ ଆକ୍ସନ ନେଇଛନ୍ତି ସୁରକ୍ଷାକର୍ମୀ । ଗୁରୁବାର ବିଳମ୍ବିତ ରାତିରେ ସୁରକ୍ଷାକର୍ମୀ ତିନି ଆତଙ୍କୀଙ୍କୁ ନିହତ କରିଛନ୍ତି ।
କରୋନା ଭାଇରସ୍ର ସବୁଠାରୁ ମାରାତ୍ମକ ଭାରିଆଣ୍ଟ୍ ଓମିକ୍ରନ୍ ସାରା ବିଶ୍ୱ ସମେତ ଭାରତରେ ଧୀରେ ଧୀରେ ଏହା କାୟା ବିସ୍ତାର କରିବାରେ ଲାଗିଛି। ଯଦି କୌଣସି ବ୍ୟକ୍ତିଙ୍କ ଠାରେ ଓମିକ୍ରନ୍ ଲକ୍ଷଣ ଦେଖାଦିଏ, ତୁରନ୍ତ ଡାକ୍ତରଙ୍କ ପରାମର୍ଶ କ୍ରମେ ନିଜକୁ ସଂଗରୋଧରେ ରହିବା ଲାଗି ପରାମର୍ଶ ଦିଆଯାଇଛି।
ଲଗାଣ ବର୍ଷାରେ ଉବୁଟୁବୁ ତାମିଲନାଡୁ । ରାଜଧାନୀ ଚେନ୍ନାଇରେ ସ୍ଥିତି ସଂଗୀନ ହୋଇପଡିଛି । ଗତ ୨୪ ଘଣ୍ଟା ମଧ୍ୟରେ ସେଠାରେ ୨୦୦ମିଲି ମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ପ୍ରବଳ ବର୍ଷାଯୋଗୁଁ ଜନଜୀବନ ଗୁରୁତର ପ୍ରଭାବିତ ହୋଇଛି । ପାଣି ଜମି ରହିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାର ଦେଖିବାକୁ ମିଳିଛି ।
ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ। ଗତକାଲି ଦିଲ୍ଲୀରେ ୧,୩୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୭ ମାସ ମଧ୍ୟରେ ଏହା ସବୁଠାରୁ ଅଧିକ।
ଦେଶରେ ପ୍ରଥମ ଜୀବନ ନେଲା ଓମିକ୍ରନ୍। ମହାରାଷ୍ଟ୍ରରେ ଦେଶର ପ୍ରଥମ ଓମିକ୍ରନ୍ ମୃତ୍ୟୁ ହୋଇଛି। ସେ ନାଇଜେରିଆରୁ ଫେରିଥିଲେ। ଗତ ୧୩ ବର୍ଷ ଧରି ଡାଇବେଟିସ୍ରେ ପୀଡ଼ିତ ଥିଲେ।
କିଛି ଡ୍ରାଏଫ୍ରୁଟ୍ସକୁ ରାତିରେ ବତୁରାଇ ସକାଳେ ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହିତକର ହୋଇଥାଏ । ପୋଷାକ ତତ୍ତ୍ୱରେ ଭରପୁର ଖାଦ୍ୟ ଆମକୁ କେବଳ ଉର୍ଜା ଦେଇନଥାଏ ବରଂ ଅନେକ ରୋଗରୁ ରକ୍ଷା କରିବାରେ ମଧ୍ୟ ସାହାଯ୍ୟ କରିଥାଏ । କିଛି ଡ୍ରାଏଫ୍ରୁଟ୍ସ ସକାଳୁ ଖାଇବା ଉଚିତ। କିନ୍ତୁ ଏହାକୁ ରାତିରେ ବତୁରାଇ ସକାଳେ ଖାଇବା ଉଚିତ।
ଶାସ୍ତ୍ର ଅନୁସାରେ ଶରୀରରେ ରୁଦ୍ରାକ୍ଷ ପିନ୍ଧିବା ଭଗବାନ ଶିବଙ୍କୁ ଧାରଣ କରିବା ସହିତ ସମାନ । ତେବେ ଶାସ୍ତ୍ର ଅନୁସାରେ ଏହାକୁ ଧାରଣ କରିଲେ ବହୁ ସଂକଟରୁ ମୁକ୍ତି ମିଳିଥାଏ । ରୁଦ୍ରାକ୍ଷ ଧାରଣ କରିବା ପାଇଁ ବହୁ ନିୟମ ମଧ୍ୟ ରହିଛି । ତେବେ ଆସନ୍ତୁ ଜାଣିବା କେଉଁ ସମୟରେ ରୁଦ୍ରାକ୍ଷ ଧାରଣ କରିବା ମନା ।
ଏହି ଜୀବର ଡେଣା ପ୍ରାୟ ୪୦ ଫୁଟ୍ ଚଉଡ଼ା । ଏହାର ପୁରା ନାଁ ହେଉଛି କେଟ୍ଜାଲ୍କୋଏଟ୍ଲସ୍ । କିନ୍ତୁ ସେମାନେ କିପରି ଉଡ଼ୁଥିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । ନୂଆ ରିସର୍ଚ୍ଚରେ କେବଳ ସେମାନଙ୍କର ଉଡ଼ାଣ ପ୍ରକିୟାର ଅନୁସନ୍ଧାନ କରାଯାଇଛି ।
ନିକଟରେ ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନ ଉଜୈନର ବାବା ମହାକାଳଙ୍କ ଦର୍ଶନ କରିଥିଲେ । ସାରା ବାବା ମହାକାଳଙ୍କ ମନ୍ଦିରରେ ପହଞ୍ଚି ବହୁ ଫଟୋ ଉଠାଇ ସୋସିଆଲ ମିଡିଆ ଆକାଉଣ୍ଟରେ ତାଙ୍କର ଅନେକ ଫଟୋ ସେୟାର କରିଥିଲେ ।
ସରକାର ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ ଆୟକର ରିଟର୍ଣ୍ଣ ଦାଖଲ କରିବାର ସମୟ ସୀମା ୩୧ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି ।
ମଧ୍ୟପ୍ରଦେଶ, ଖଜୁରାହୋରୁ କାଳିଚରଣ ମହାରାଜଙ୍କୁ ରାୟପୁର ପୋଲିସ ଦ୍ୱାରା ଗିରଫ କରାଯାଇଥିଲା। ଯାହାକୁ ନେଇ ଏବେ ବିବାଦ ତେଜିବାରେ ଲାଗିଛି ।
ଦେଶରେ ୧୪ ସହରରେ ହଠାତ୍ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ କେନ୍ଦ୍ର ସରକାର ୮ ରାଜ୍ୟକୁ ଚିଠି ଲେଖିଛନ୍ତି। ସଂକ୍ରମଣ ରୋକିବା ଲାଗି ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଲାଗି କେନ୍ଦ୍ର ସରକାର କହିଛନ୍ତି।
ଟିକା ପାଇଁ ଯୋଗ୍ୟ ବରିଷ୍ଠ ନାଗରିକଙ୍କ ପାଖକୁ SMS ଆସିବ। ଜାନୁଆରୀ ୧୦ରୁ ବରିଷ୍ଠ ନାଗରିକଙ୍କୁ ବୁଷ୍ଟର ଡୋଜ୍ ଦିଆଯିବ।
ଏବେ ଇଣ୍ଟରନେଟ ଉପରେ ସମସ୍ତେ ନିର୍ଭରଶୀଳ। ପାଠପଢାଠୁ ଆରମ୍ଭ କରି ମିଟିଂ ସବୁ କିଛି ହେଉଛି ଅନଲାଇନରେ। ବେଳେ ବେଳେ ଇଣ୍ଟରନେଟ ସ୍ପିଡ୍ ବୁଦ୍ଧି ଗୁଡୁମ୍ କରି ଦେଉଛି। ଆଉ ଚିନ୍ତା କରନ୍ତୁନି ଆସିବାକୁ ଗୋଡ କାଢିଲାଣି 5G
ଦେଶରେ ଚାଷୀଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ କରିବା ଲାଗି ମୋଦି ସରକାର ଅନେକ ଯୋଜନା ଆରମ୍ଭ କରିଥିବା ବେଳେ ନୂଆବର୍ଷରେ ଚାଷୀଙ୍କୁ ଉପହାର ଦେବେ ସରକାର। ଜାନୁଆରୀ ପହିଲାରେ ପିଏମ୍-କିଷାନ୍ ଯୋଜନାର ଦଶମ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ମୋଦି।
ହାତରେ ଆଉ ମାତ୍ର କେଇଟା ଦିନ। ନୂଆ ବର୍ଷଠାରୁ ନୂଆ ନିୟମ ମାନିବାକୁ ହେବ। ବର୍ଷ ୨୦୨୨ରୁ ପକେଟ୍ ଉପରେ ପଡିବାକୁ ଯାଉଛି ପ୍ରଭାବ। ନୂଆ ବର୍ଷ ଖୁସି ଆଣୁଛି ସତ, କିନ୍ତୁ ଦରବୃଦ୍ଧି ଚିନ୍ତା ମଧ୍ୟ ଆଣୁଛି। ଏବେ ଜାଣନ୍ତୁ କ’ଣସବୁ ବଢୁଛି...
ଜଣକ ପରେ ଜଣେ ବଲିଉଡ୍ ଷ୍ଟାର୍ କରୋନାର ଶିକାର ହେଉଥିବା ଦେଖିବାକୁ ମିଳୁଛି । ଗତକାଲି ଅର୍ଜୁନ୍ କପୁର ଓ ତାଙ୍କ ପରିବାର କୋଭିଡ୍ ସଂକ୍ରମିତ ଚିହ୍ନଟ ହେବା ନେଇ ଖବର ସାମ୍ନାକୁ ଆସିଥିଲା । ଆଉ ଏବେ ନୋରା ଫତେହୀ ମଧ୍ୟ ସଂକ୍ରମିତ ହୋଇଛନ୍ତି ।
ଶୀତ ଦିନରେ ପ୍ରବଳ ଥଣ୍ଡା ଅନୁଭୂତ ହୋଇଥାଏ । ଥଣ୍ଡାରୁ ରକ୍ଷା ପାଇବା ପାଇଁ ଆମେ ବିଭନ୍ନ ଶୀତ ବସ୍ତ୍ର ବ୍ୟବହାର କରୁ। ଏହି ଗୁଡ଼ିକ ମଧ୍ୟରୁ ସ୍ୱେଟର ଅନ୍ୟତମ । ବହୁତ ଲୋକ ଥଣ୍ଡାରୁ ନିଜକୁ ରକ୍ଷା କରିବା ପାଇଁ ସ୍ୱେଟର ପିନ୍ଧିବାକୁ ଭଲ ପାଆନ୍ତି। କିନ୍ତୁ ପ୍ରାୟ ସମୟରେ ବହୁତ ଲୋକ ଶୀତରେ ସ୍ୱେଟର ପିନ୍ଧି ଶୋଇଥାନ୍ତି । ସ୍ୱେଟର ପିନ୍ଧି ଶୋଇବା ଦ୍ୱାରା ଆମ ଶରୀରରେ ଖରାପ ପ୍ରଭାବ ପଡ଼ିଥାଏ। ଆସନ୍ତୁ ଜାଣିବା ଏହାର କୁପ୍ରଭାବ ବିଷୟରେ ।
ସାରା ଦେଶରେ କରୋନା ସଂକ୍ରମଣ ଏବଂ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ନାଇଟ୍ କର୍ଫ୍ୟୁର ମଜାକ ଉଡ଼ାଇଛନ୍ତି ଜଣେ ସରକାରୀ କର୍ମଚାରୀ। ଫେସ୍ବୁକ୍ରେ ଏକ ପୋଷ୍ଟ୍ ଶେଆର କରି ନାଇଟ୍ କର୍ଫ୍ୟୁ ଲାଗୁ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତିର ମଜାକ ଉଡ଼ାଇଛନ୍ତି ଏହି ସରକାରୀ କର୍ମଚାରୀ।
କାଶ୍ମୀରରେ କମୁଛି ଆତଙ୍କୀବାଦୀଙ୍କ ସଂଖ୍ୟା । ସେନାର ଲଗାତାର ଅପରେସନ୍ ପରେ ନିପାତ ହେବାକୁ ଲାଗିଲେଣି ଆତଙ୍କୀ ସଂଗଠନ । ପରିସ୍ଥିତି ଏପରି ହୋଇଛି କି ଏବେ ମାତ୍ର ଉପତ୍ୟକାରେ ରହିଛନ୍ତି ଶହେରୁ କମ୍ ଆତଙ୍କବାଦୀ । ଆଜି ପ୍ରେସମିଟରେ କାଶ୍ମୀର ଆଇଜି ବିଜୟ କୁମାର ଏହି ସୂଚନା ଦେଇଛନ୍ତି ।
ଆଜିକାଲି ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଯେଉଁମାନଙ୍କର ବି କୁକୁର ପ୍ରତି ଘୃଣାଭାବ ଥିବ ତାହା ଦୂର ହୋଇଯିବ। ଏହି ଭିଡିଓରେ ଦେଖାଯାଏ ଯେ, ଭୋକିଲା ମା’କୁ ଖାଇବାକୁ ନ ଦେଇ ପୁଅ ଖାଉଥିବା ଦେଖି କୁକୁରଟି ନେଇଛି ଏକ ଉତ୍ତମ ପଦକ୍ଷେପ।
ଚାରି ଚାରି ଥର ଭ୍ୟାକ୍ସିନେଟେଡ୍ ହେବା ପରେ ବି କରୋନା ପଜିଟିଭ୍ ଚିହ୍ନଟ ହେଲେ ଜଣେ ମହିଳା । ଏଭଳି କିଛି ଦୃଶ୍ୟ ମଧ୍ୟପ୍ରଦେଶର ଇନ୍ଦୋର ଏୟାରପୋର୍ଟରେ ଦେଖିବାକୁ ମିଳିଛି । କୋଭିଡ ପଜିଟିଭ୍ ବାହାରିବାରୁ ତାଙ୍କର ଦୁବାଇ ଯାତ୍ରାକୁ ବାରଣ କରାଯାଇଥିବା କଥା ଏୟାରପୋର୍ଟ ଅଧିକାରୀ କହିଛନ୍ତି । ମହିଳା ଜଣକ ଚାରି ଥର ଭ୍ୟାକ୍ସିନ ନେବା କଥା କହୁଥିବାର ଶୁଣିବାକୁ ମିଳୁଛି ।