• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Night Curfew

Night Curfew Lifted In Odisha
ଓଡ଼ିଶାରେ ହଟିଲା ନାଇଟ୍‌ କର୍ଫ୍ୟୁ

ପୁଣି କୋଭିଡ୍‌ କଟକଣା କୋହଳ କଲେ ରାଜ୍ୟ ସରକାର। ଆଜି ଠାରୁ ରାଜ୍ୟର ସମସ୍ତ ସହରାଞ୍ଚଳରୁ ନାଇଟ୍‌ କର୍ଫ୍ୟୁ ହଟାଇ ଦିଆଯାଇଛି। 

ଜୋରଦାର୍ ଚେକିଂ, ଅଯଥାରେ ଘରୁ ବାହାରନ୍ତୁନି..

ରାଜ୍ୟରେ ଉପରମୁହାଁ କରୋନା ସଂକ୍ରମଣ.. ସଂକ୍ରମଣ ରୋକିବାକୁ ସବୁ ସହରରେ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି.. ଭୁବନେଶ୍ୱରରେ ନିଜେ ପୋଲିସ୍ କମିଶନର ଗ୍ରାଉଣ୍ଡଜିରୋରେ ପହଞ୍ଚି ଅମାନିଆଙ୍କୁ ତାଗିଦ୍ କରିଛନ୍ତି.

Night Curfew
ସହରାଞ୍ଚଳରେ ନାଇଟ୍ କର୍ଫ୍ୟୁ: ଅମାନିଆଙ୍କୁ ସାବାଡ କରୁଛନ୍ତି ପୋଲିସ କର୍ମୀ

ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ କଡ଼ାକଡ଼ି ହୋଇଛି କୋଭିଡ କଟକଣା । ରାଜଧାନୀରେ ନାଇଟ କର୍ଫ୍ୟୁ ବେଳେ ଆକ୍ସନ ମୋଡରେ ରହୁଛି ପୋଲିସ୍ ।

Night curfew imposed in several states amid Omicron threat
ବଢୁଛି ସଂକ୍ରମଣ : ଲାଗୁ ହେଲା ନାଇଟ୍‌ କର୍ଫ୍ୟୁ

ରାଜ୍ୟରେ ବଢୁଛି ସଂକ୍ରମଣ : ସବୁ ସହରାଞ୍ଚଳରେ ଲାଗୁ ହେଲା ନାଇଟ୍‌ କର୍ଫ୍ୟୁ

Night Curfew, Other Restrictions In Odisha From Today ॥ Check What’s Exempted, What\'s Not
ଘନେଇଲା ଓମିକ୍ରନ ଭୟ.. ଏବେ କେବଳ ୫୦ ପ୍ରତିଶତ ,

ରାଜ୍ୟରେ ଆଜିଠୁ ଲାଗୁ ହେବ ନୂଆ କରୋନା କଟକଣା... ସବୁ ସହରାଂଚଳରେ ରାତି ୯ରୁ ସକାଳ ୫ଟା ଯାଏଁ ନାଇଟ୍ କର୍ଫ୍ୟୁ ... ହୋଟେଲ ଓ ବାରରେ ୫୦ ପ୍ରତିଶତଙ୍କୁ ଅନୁମତି... ବାହାଘରେ ଶହେ ଏବଂ ଶୁଦ୍ଧିକ୍ରିୟାରେ ସାମିଲ ହୋଇପାରିବେ ୫୦ ଜଣ... ସରକାରୀ ଅଫିସରେ କାମ କରିବେ ୫୦ ପ୍ରତିଶତ କର୍ମଚାରୀ...

Weekend Curfew In Delhi
ହୁ ହୁ ହୋଇ ବଢ଼ୁଛି କରୋନା ସଂକ୍ରମଣ: ଦିଲ୍ଲୀରେ ସପ୍ତାହାନ୍ତ କର୍ଫ୍ୟୁ ଲାଗୁ

କରୋନା ସଂକ୍ରମଣ ବଢ଼ି ଚାଲି ଥିବାରୁ ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସପ୍ତାହାନ୍ତ କର୍ଫ୍ୟୁ ଲାଗୁ ନେଇ ଘୋଷଣା ହୋଇଛି। ନାଇଟ୍‌ କର୍ଫ୍ୟୁ ସହ  ସପ୍ତାହାନ୍ତ କର୍ଫ୍ୟୁ ମଧ୍ୟ ଲାଗୁ ନେଇ ନିଷ୍ପତ୍ତି ନିଆଯାଇଛି। 

Night Curfew In Odisha
ରାତି ୧୦ରୁ ନାଇଟ୍‌ କର୍ଫ୍ୟୁ: ଜାଣନ୍ତୁ, କେଉଁମାନେ କଟକଣା ମୁକ୍ତ...

ପୂର୍ବ ମାସ ଭଳି ସମସ୍ତ ସହରାଞ୍ଚଳରେ ନାଇଟ୍‌ କର୍ଫ୍ୟୁ ଜାରି ରହିବ। ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ସମସ୍ତ ସହରାଞ୍ଚଳରେ ନାଇଟ୍‌ କର୍ଫ୍ୟୁ। ତେବେ ଏହି କଟକଣା ସମୟରେ ଜରୁରୀ ସେବାକୁ ସରକାର ବାଦ୍‌ ଦେଇଛନ୍ତି। 

Night Curfew
ସରକାରୀ ବାବୁ କହିଲେ- କରୋନା କେମିତି ଜାଣିବ ସକାଳ ୫ଟା ହେଲେ ବିଲ ଭିତରେ ପଶିବାକୁ ହେବ ?

ସାରା ଦେଶରେ କରୋନା ସଂକ୍ରମଣ ଏବଂ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ନାଇଟ୍‌ କର୍ଫ୍ୟୁର ମଜାକ ଉଡ଼ାଇଛନ୍ତି ଜଣେ ସରକାରୀ କର୍ମଚାରୀ। ଫେସ୍‌ବୁକ୍‌ରେ ଏକ ପୋଷ୍ଟ୍‌ ଶେଆର କରି ନାଇଟ୍‌ କର୍ଫ୍ୟୁ ଲାଗୁ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତିର ମଜାକ ଉଡ଼ାଇଛନ୍ତି ଏହି ସରକାରୀ କର୍ମଚାରୀ।

Night curfew imposed in several states amid Omicron threat
ଡରାଇଲାଣି ଓମିକ୍ରନ୍‌; ଦେଶର ବିଭିନ୍ନ ସ୍ଥାନରେ ନାଇଟ୍‌ କର୍ଫ୍ୟୁ ଜାରି

ଆଜିଠୁ ନୂଆଦିଲ୍ଲୀରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ । ରାତି ୧୧ଟାରୁ ସକାଳ ୫ଟା ଯାଏଁ ଏହି ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ । ଗତ ୨୪ ଘଣ୍ଟା ମଧ୍ୟରେ ୨୯୦ଟି ନୂଆ ମାମଲା ସାମ୍ନାକୁ ଆସିବା ପରେ ଦିଲ୍ଲୀରେ ଏହି ନିଷ୍ପତ୍ତି ନିଆଯାଇଛି । ଦିଲ୍ଲୀ ସମେତ ମହାରାଷ୍ଟ୍ର, କର୍ଣ୍ଣାଟକ, ଉତ୍ତରପ୍ରଦେଶ,ଆସାମ୍, ହରିୟାଣା ଓ ମଧ୍ୟପ୍ରେଦେଶ ଓ ଗୁଜୁରାଟରେ ମଧ୍ୟ ନାଇଟ୍‌ କର୍ଫ୍ୟୁ ଲାଗୁ କରାଯାଇଛି ।

Omicron Cases In India
ଦିନକରେ ୫୭ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ, ନୂଆବର୍ଷ ଓ ଖ୍ରୀଷ୍ଟମାସ୍‌ ପାଇଁ ୧୨ ରାଜ୍ୟରେ କଟକଣା

ଦିନକରେ ଓମିକ୍ରନ୍‌ କେସ୍‌ ୧୬% ବୃଦ୍ଧି ପାଇଥିବା ଜଣାପଡ଼ିଛି। ଶୁକ୍ରବାର ସାରା ଦେଶରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୫୮ ଥିଲା,ତେବେ ଗୋଟିଏ ଦିନରେ ଏହି ସଂଖ୍ୟା ବୃଦ୍ଧି ପାଇ ଏବେ ୪୧୫ରେ ପହଞ୍ଚିଛି। 

Night Curfew
ପୁଣି ଫେରିଲା କଟକଟଣା, ୪ ରାଜ୍ୟରେ ନାଇଟ୍ କର୍ଫ୍ୟୁ

ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ହରିୟାଣାରେ ନାଇଟ୍ କର୍ଫ୍ୟୁ ଆରମ୍ଭ ହୋଇଛି । ମହାରାଷ୍ଟ୍ରରେ ରାତି ୧୧ଟାରୁ ସକାଳ ୫ଟା ଯାଏଁ ନାଇଟ୍ କର୍ଫ୍ୟୁ ଜାରି ହୋଇଛି ।

Night Curfew
ଆଜିଠୁ ଓଡ଼ିଶାର ଏହି ସହରରେ ଲାଗୁ ହେବ ନାଇଟ୍‌ କର୍ଫ୍ୟୁ

ରାତି ୧୦ଟାରୁ ସକାଳ ୫ଟା ଯାଏ ନାଇଟ୍‌ କର୍ଫ୍ୟୁ ଲାଗୁ କରାଯିବ। ଆଜିଠୁ ନଭେମ୍ବର ୧ ତାରିଖ ଯାଏ ଏହି ନାଇଟ୍‌ କର୍ଫ୍ୟୁ ବଳବତ୍ତର ରହିବ। ଗଜଲକ୍ଷ୍ମୀ ପୂଜାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। 

Night Curfew From 8 PM To 5 AM In Cuttack & Bhubaneswar From Today
ଆଜି ରାତି ୮ଟାରୁ ନାଇଟ୍ କର୍ଫ୍ୟୁ

ଆଜି ରାତି ୮ଟାରୁ ନାଇଟ୍ କର୍ଫ୍ୟୁ। ପାର୍ବଣରେ ପ୍ରଶାସନର କଡ଼ାକଟକଣା। ତା ପୂର୍ବରୁ ଗତ ରାତିରୁ ଲୋକ ହାଉଯାଉ

Night Curfew In cuttack and bhubaneswar
ଆଜିଠୁ ଟ୍ୱିନ୍‌ସିଟିରେ ରାତି ୮ରୁ ନାଇଟ୍‌କର୍ଫ୍ୟୁ

ବିଶେଷ କରି ରେଭ୍ ପାର୍ଟିରେ ନିଶା ସେବନ ଉପରେ କଡ଼ା ନଜର ରହିବ। ବାର୍ ଉପରେ କାର୍ଯ୍ୟାନୁଷ୍ଠାନ ସହ ଏଥିରେ ସଂଶ୍ଳିଷ୍ଟ ଯୁବକଯୁବତୀଙ୍କୁ ମଧ୍ୟ ଧରାହେଉଛି ବୋଲି କହିଛନ୍ତି ପୋଲିସ କମିଶନର।

covid guideline
ବଢିଲା ନାଇଟ୍‌ କର୍ଫ୍ୟୁ କଟକଣା: ରାତି ୮ଟାରୁ ଏକାଠି ହେବା ମନା !

କରୋନା ପାଇଁ ଅକ୍ଟୋବର ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର। ରାଜ୍ୟର ସମସ୍ତ ପୌରାଞ୍ଚଳ ସମେତ ଟ୍ୱିନ୍‌ ସିଟିରେ ଲାଗୁ ହେବ ନାଇଟ କର୍ଫ୍ୟୁ। ପାର୍ବଣ ଋତୁ ପାଇଁ ସ୍ପେଶାଲ ରିଲିଫ୍ କମିଶନର ସତର୍କ କରାଇଛନ୍ତି। ସେପ୍ଟେମ୍ବରରେ ଅନ୍ୟ ଯାହା କଟକଣା ଥିଲା ତାହା ଅକ୍ଟୋବରରେ ବଳବତ୍ତର ରହିବ। ନୂଆ ଗାଇଡଲାଇନ ଅକ୍ଟୋବର ୧ରୁ ନଭେମ୍ବର ୧ ସକାଳ ଯାଏ ଲାଗୁ ହେବ।

night curfew
ବଢିଲା ନାଇଟ୍‌ କର୍ଫ୍ୟୁ କଟକଣା: ରାତି ୮ଟାରୁ ଏକାଠି ହେବା ମନା !

କଟକ, ଭୁବନେଶ୍ୱର ପାଇଁ ନାଇଟ କର୍ଫ୍ୟୁ ଅଧିକ କଡ଼ାକଡ଼ି ହେବ। କଟକ, ଭୁବନେଶ୍ୱରରେ ୧୦ ଦିନ ପାଇଁ ରାତି ୮ରୁ ସକାଳ ୫ ନାଇଟ କର୍ଫ୍ୟୁ ଲାଗୁ ହେବ। ଅକ୍ଟୋବର ୧୧ରୁ ୨୦ ପର୍ଯ୍ୟନ୍ତ ରାତି ୮ଟାରୁ ସକାଳ ୫ଟା ନାଇଟ କର୍ଫ୍ୟୁ ଲାଗୁ ହେବ। 

DELHI NIGHT CURFEW
ଆଜିଠୁ ଦିଲ୍ଲୀରେ ନାଇଟ କର୍ଫ୍ୟୁ: ଜାଣନ୍ତୁ ଆଉ କଣ କଣ କଟକଣା ଲଗାଇଲେ ସରକାର

ସେପଟେ ମାସ୍କକୁ ନେଇ ମଧ୍ୟ ଦିଲ୍ଲୀ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। କୋର୍ଟ କହିଛନ୍ତି ଯେ, ଏଣିକି କାରରେ ଏକାକୀ ଗଲେ ବି ପିନ୍ଧିବାକୁ ପଡ଼ିବ ମାସ୍କ।