ଆସନ୍ତା ଜାନୁଆରୀ ପ୍ରଥମ ସପ୍ତାହରେ ଘୋଷଣା ହୋଇପାରେ ସୂଚୀ । ଜାନୁଆରୀ ୫ ତାରିଖରେ ପ୍ରକାଶ ପାଇବ ଚୂଡାନ୍ତ ଭୋଟର ତାଲିକା ।
କଳା ସମୁଦ୍ର ଦେଖିଛନ୍ତି । କଳା ସାଗରର ନାଁ ଶୁଣି ଆଶ୍ଚର୍ଯ୍ୟ ହେଲେ ନା । ସମୁଦ୍ର କଣ କଳା ହୋଇପାରେ କି । ଆମ ବିଚିତ୍ର ବିଶ୍ୱରେ ସବୁ କିଛି ସମ୍ଭବ । ଏହା ଏକ ମହାଦ୍ୱୀପ ସମୁଦ୍ର । ଯାହା ଦକ୍ଷିଣ ପୂର୍ବ ୟୁରୋପ, କକେସସ୍, ଓ ଅନାତୋଲିଆ ସବ ଆଏଲ୍ୟାଣ୍ଡ ସହ ଜଡିତ । ତେବେ କଣ ଏହି କଳା ସାଗର । ବାସ୍ତବରେ କଣ ହୋଇଥାଇ ପାରେ ଏହାର ରହସ୍ୟ ।
ଖୁବ୍ ଶୀଘ୍ର କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମିଳିପାରେ ଖୁସି ଖବର। ଶୁଣିବାକୁ ମିଳୁଛି, କେନ୍ଦ୍ର ସରକାରୀ କର୍ମଚାରୀଙ୍କ ସର୍ବନିମ୍ନ ଦରମା ମଧ୍ୟ ବୃଦ୍ଧି ହୋଇପାରେ। ଫଳରେ କର୍ମଚାରୀଙ୍କ ସର୍ବନିମ୍ନ ବେସିକ୍ ସାଲାରୀ ୧୮ ହଜାର ଟଙ୍କାରୁ ବୃଦ୍ଧି ହୋଇ ୨୬ ହଜାର ଟଙ୍କା ହୋଇପାରେ।
ମଧ୍ୟପ୍ରଦେଶ ଖଜୁରାହରୁ କାଳୀଚରଣ ମହାରାଜଙ୍କୁ ଉଠାଇଲା ଛତିଶଗଡ଼ ପୋଲିସ୍ । ତେବେ ଏହି ଘଟଣାକୁ ନେଇ ମୁହାଁମୁହିଁ ମଧ୍ୟପ୍ରଦେଶ ଓ ଛତିଶଗଡ଼ ସରକାର । ପୋଲିସର କାର୍ଯ୍ୟଶୈଳୀକୁ ନେଇ ଆପତ୍ତି ଉଠାଇଲେ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ।
କୌଣସି ସ୍ଥାନକୁ ଯାତ୍ରା ନକରି ଅର୍ଥାତ୍ ଟ୍ରାଭେଲ୍ ହିଷ୍ଟ୍ରି ନଥାଇ ମଧ୍ୟ ଲୋକମାନେ କରୋନାର ନୂଆ ଭାରିଏଣ୍ଟ୍ ଓମିକ୍ରନ୍ ଆକ୍ରାନ୍ତ ହେଉଛନ୍ତି। ଏହାର ଅର୍ଥ ଧୀରେ ଧୀରେ ଏହା ଗୋଷ୍ଠୀ ସଂକ୍ରମଣ ମୁହାଁ ହେଉଛି ବୋଲି ଦିଲ୍ଲୀର ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏହା କହିଛନ୍ତି।
ପେଡିକିୟର କରାଇ ଗୋଡ଼ ହରାଇଲେ ମହିଳା । ପାର୍ଲର ଏବେ ମହିଳାଙ୍କୁ କ୍ଷତିପୂରଣ ପ୍ରଦାନ କରିଛି ।
ନ୍ୟୁଜିଲ୍ୟାଣ୍ଡର ବରିଷ୍ଠ କ୍ରିକେଟର ତଥା ପୂର୍ବତନ ଅଧିନାୟକ ରସ୍ ଟେଲର ନିଜର ଅବସର ଘୋଷଣା କରିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ନେଇ ସେ ନିଜ ଟ୍ୱିଟର ପେଜରେ ପୋଷ୍ଟ ସେୟାର କରିଛନ୍ତି । ରସ୍ଙ୍କ ପାଇଁ ବାଂଲାଦେଶ ବିପକ୍ଷ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଶେଷ ଟେଷ୍ଟ ମ୍ୟାଚ୍ ହେବ । ନେଦରଲାଣ୍ତ ଓ ଅଷ୍ଟ୍ରେଲିଆ ବିପକ୍ଷରେ ସେ ତାଙ୍କ ଶେଷ ଦିନିକିଆ ମ୍ୟାଚ୍ ଖେଳିବେ ।
ଯଦି ଆସନ୍ତା ବର୍ଷ ଜାନୁଆରୀ ମାସରେ ବ୍ୟାଙ୍କ୍ ସହ ଜଡ଼ିତ କିଛି କାମ ରହିଛି, ତା’ହେଲେ ଆପଣ ଏହା ପୂର୍ବରୁ ନିଶ୍ଚିତ ଭାବେ ଛୁଟି ଦିନର ଲିଷ୍ଟ୍ ଚେକ୍ କରି ନିଅନ୍ତୁ। କାରଣ ଆସନ୍ତା ଜାନୁଆରୀରେ ୪ କି ୬ ଦିନ ନୁହେଁ ବରଂ ୧୬ ଦିନ ବ୍ୟାଙ୍କ୍ ବନ୍ଦ ରହିବ।
ଗୋଟିଏ ଛେଳି ମଣିଷ ପରି ଏକ ସନ୍ତାନକୁ ଜନ୍ମ ଦେଇଛି। ଯେଉଁମାନେ ଏହି ଘଟଣାକୁ ଦେଖୁଛନ୍ତି ସେମାନେ ନିଜ ଆଖିକୁ ବିଶ୍ୱାସ କରିପାରୁ ନାହାନ୍ତି। ଏହି ମାମଲା ଆସାମ ରାଜ୍ୟର କଛାର ଜିଲ୍ଲାର ବୋଲି ଜଣାପଡିଛି।
ଜାମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀଙ୍କୁ ବଡ଼ ସଫଳତା ମିଳିଛି । ଅନନ୍ତନାଗ ଏବଂ କୁଲଗାମରେ ଦୁଇଟି ପୃଥକ ଏନକାଉଣ୍ଟରରେ ୬ ଆତଙ୍କବାଦୀ ନିହତ ହୋଇଛନ୍ତି ।
ଚିନ୍ତା ବଢାଇଲାଣି ଓମିକ୍ରନ୍ । କୋଭିଡ ବିଶେଷ କରି ଓମିକ୍ରନକୁ ନେଇ ଅନ୍ତର୍ଜାତୀୟ ସମୁଦାୟକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସତର୍କବାଣୀ । କରୋନାର ଆଗାମୀ ସୁନାମିରେ ହୁଏତ ସ୍ୱାସ୍ଥ୍ୟ ବ୍ୟବସ୍ଥା ଭୁଶୁଡ଼ି ଯାଇପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ନିଜେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରସ୍ ଗେବ୍ରିୟେସୁସ୍ ।
ଦେଶକୁ ଆସିଗଲା କି ତୃତୀୟ ଲହରୀ । ଅନ୍ୟ ଦେଶ ପରି ଭାରତରେ ମଧ୍ୟ ସଂକ୍ରମଣ ଲଙ୍ଗ ଜମ୍ପ୍ ମାରୁଛି । ଧୀରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଲାଣି ।
ବଜାରରେ ଏବେ ମିଳିଲାଣି ବାହୁବଳୀ ଗୁପ୍ଚୁପ୍। ଏହା ଦେଖିବାକୁ ଖୁବ ସ୍ୱତନ୍ତ୍ର। ଏଥିରେ ଦିଆଯାଉଛି ୫ ପ୍ରକାରର ପାଣି। ଏହା ଭିତରେ ଆଳୁ ଭର୍ତ୍ତି କରିବା ପରିବର୍ତ୍ତେ, ଏହାର ଉପରେ ପୂରା ଦେଉଳିଆ କରି ଲଦିଦିଆଯାଉଛି ଏବଂ ଆଳୁ ଉପରେ ଦହି, ସେଓ, ବୁନ୍ଦି ଆଉ କିଛି ଡାଳିମ୍ବ ମଞ୍ଜି ମଧ୍ୟ ପଡୁଛି।
ଜଣେ ମହିଳାଙ୍କ ପାଖରେ ଦେଖାଦେଇଛି ପ୍ରକୃତିର ଚମତ୍କାର। କାରଣ ତାଙ୍କ ପେଟରେ ଗୋଟିଏ ନୁହେଁ ଦୁଇଟି ଗର୍ଭାଶୟ ଅଛି। ଆହୁରି ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଯେ ସେ ଏକକାଳୀନ ଉଭୟ ଗର୍ଭାଶୟରୁ ଗର୍ଭବତୀ ହୋଇଛନ୍ତି।
ୟେଲୋ ଆଲର୍ଟ ଜାରି ହୋଇଥିବା ଦିଲ୍ଲୀରେ, ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୭୦ ପ୍ରତିଶତ ବଢ଼ିଛି । ୪୯୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପଜିଟିଭିଟି ରେଟ୍ ପ୍ରାୟ ୧ ପ୍ରତିଶତ ରହିଛି । ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ୨୩୮କୁ ବଢ଼ିଛି, ଯାହାକି ଦେଶରେ ସର୍ବାଧିକ ବୋଲି କୁହାଯାଉଛି ।
ବୁଧବାର ସଂଧ୍ୟାରେ ଏ ନେଇ ଗାଇଡଲାଇନ ଜାରି କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଜିରୋ ନାଇଟ ସେଲିବ୍ରେସନରେ ଯୋଗ ଦେଉଥିବା ଅତିଥି ମଧ୍ୟ କୋଭିଡ୍ ନେଗେଟିଭ୍ ସାର୍ଟିଫିକେଟ ସହ କୋଭିଡ୍ର ପୂର୍ଣ୍ଣ ଦୁଇଟି ଟିକା ନେଇଥିବା ଜରୁରୀ ରହିଛି ।
ଗତ ସପ୍ତାହରେ ୫ ହଜାରରୁ ୬ ହଜାର ମଧ୍ୟରେ ପଜିଟିଭ ଚିହ୍ନଟ ହୋଇଥିଲେ । ଏଭଳି ସ୍ଥିତିରେ ସରକାର ସତର୍କ ଦୃଷ୍ଟି ରଖିଥିବା କହିଛନ୍ତି ମହାରାଷ୍ଟ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ । କେଭିଡ୍ କଟକଣାକୁ ଠିକ୍ ଭାବେ ପାଳନ କରାଯାଉଥିବା କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ।
ପ୍ରତିଦିନ ପରିବର୍ତ୍ତନ ହୁଏ ତୈଳ ଦର । ଆପଣ ଘରେ ବସି ମଧ୍ୟ ତୈଳ ଦର ଜାଣିପାରିବେ । ହେଲେ କିପରି, ଜାଣନ୍ତୁ . . .
ସୋସିଆଲ ମିଡିଆରେ ବର୍ତ୍ତମାନ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହା ସମସ୍ତଙ୍କୁ ପ୍ରେରଣା ଦେଉଛି। ଏହି ଭିଡିଓରେ ଜଣେ ଦିବ୍ୟାଙ୍ଗ ନିଜ ପାଦକୁ ବ୍ୟବହାର କରି ଲକ୍ଷ୍ୟଭେଦ କରୁଛନ୍ତି। ଏହା ବାସ୍ତବରେ ଗୋଟିଏ ହାରିଯାଇଥିବା ମନରେ ଉତ୍ସାହ ଭରିବା ଭଳି ଏକ ଦୃଶ୍ୟ।
ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜଣେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ତରେ ଦଣ୍ତିତ କଲେ ସ୍ୱତନ୍ତ୍ର ପକ୍ସୋ କୋର୍ଟ । ୨୦୨୧ ଏପ୍ରିଲରେ ଜଣେ ପାଞ୍ଚ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ତରେ ଦଣ୍ତିତ କରାଯାଇଛି । ଆଶ୍ଚର୍ଯ୍ୟର ବିଷୟ ଯେ,ଏହି ମାମଲାର ଶୁଣାଣି ସରିବା ପରେ ଦୋଷୀ ଯୁବକ ବିଚାରପତିଙ୍କ ଉପରକୁ ଚପଲ ଫୋପାଡି ଥିଲା ।
ପ୍ରଧାନମନ୍ତ୍ରୀ ମୋଦିଙ୍କ କାନପୁର ଗସ୍ତ ସମୟରେ ଭଙ୍ଗାରୁଜା ଓ ଆକ୍ରମଣ ମାମଲାରେ ନୌବାସ୍ତା ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି । ଚାରି ଜଣ ସମାଜବାଦୀ ପାର୍ଟି ନେତାଙ୍କୁ ଗିରଫ କରାଯାଇଛି ।
ବଲିଉଡର ଜଣେ ସଫଳ ନାୟିକା ଭାବେ ଦିଶା ପାଟନୀଙ୍କ ନାମ ଆସେ। ସେ ପିଲାବେଳେ ଖୁବ୍ ଲାଜକୁଳୀ ଥିବା ବେଳେ କେବେ ବି ଚାହୁଁ ନଥିଲେ ହିରୋଇନ୍ ହେବାକୁ। ସେ ଚାହୁଁଥିଲେ ଜଣେ ପାଇଲଟ୍ ହେବେ ଆଉ ଉଡାଜାହାଜ ଚଲେଇବେ। କିନ୍ତୁ ଏମିତି କ’ଣ ହେଲା ଯେ ସେ ଅଭିନୟ ଜଗତରେ ପାଦ ରଖିଦେଲେ?
ଏଣିକି ବାଲ୍କୋନିରେ ପୋଷାକ ଶୁଖାଇବା ପଡିବ ମହଙ୍ଗା । ଦୁବାଇରେ କିଛି ନୂଆ ନିୟମ ଲାଗୁ କରାଯାଇଛି । ଯାହାର ଉଲ୍ଲଂଘନ କଲେ ଦେବାକୁ ପଡିବ ଜରିମାନା । ଦୁବାଇରେ ବାଲ୍କୋନିରେ ପୋଷାକ ଶୁଖାଇବା ନିଷେଧ କରାଯାଇଛି । ଯଦି କେହି ଏହା କରନ୍ତି, ତେବେ ତାଙ୍କୁ ଜରିମାନା ଦେବାକୁ ପଡିବ ବୋଲି ନଗର ପୌରପାଳିକା ପକ୍ଷରୁ ଘୋଷଣା କରାଯାଇଛି ।
ନିକଟରେ ରିଲିଜ୍ ହୋଇଥିବା ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ 'ଅତରଙ୍ଗି ରେ'କୁ ଜୋରଦାର ବିରୋଧ କରାଯାଉଛି। କୁହାଯାଉଛି ଯେ ଏହି ଫିଲ୍ମରେ ହିନ୍ଦୁ ଧର୍ମକୁ ଟାର୍ଗେଟ୍ କରାଯାଉଛି ଆଉ ଅପମାନ କରାଯାଉଛି। କାହିଁକି ଜାଣନ୍ତୁ…
ଗରିବଙ୍କ ପାଇଁ କେବଳ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୨୫ ଟଙ୍କା ହ୍ରାସ । କେବଳ ବିପିଏଲ୍ କାର୍ଡଧାରୀଙ୍କୁ ୨୫ ଟଙ୍କା କମ୍ରେ ମିଳିବ ତେଲ । ଜାନୁଆରୀ ୨୬ରୁ ଲାଗୁ ନେଇ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଘୋଷଣା ।