• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Omicron Symptoms

omicron symptoms
ଓମିକ୍ରନ୍ ଲକ୍ଷଣ ଥିଲେ, ଖାଆନ୍ତୁ ଏହି ସବୁ ଖାଦ୍ୟ, ମିଳିବ ଭରପୁର ପୋଷଣ

ଦେଶରେ କାୟା ବିସ୍ତାର କରିବାରେ ଲାଗିଛି ଓମିକ୍ରନ୍। ଏହି କିଛି ଦିନରେ ଏହା ହୁହୁ ହୋଇ ବଢୁଥିବା ଦେଖିବାକୁ ମିଳିଛି। ହେଲଥ୍ ଏକ୍ସପର୍ଟଙ୍କ କହିବା ମୁତାବକ ଓମିକ୍ରନ ଲକ୍ଷଣକୁ କମ୍ କରିବାର ସବୁଠୁ ଭଲ ଉପାୟ ହେଉଛି ଭ୍ୟାକ୍ସିନେସନ୍। କିନ୍ତୁ ଅନେକ ଭ୍ୟାକସିନ୍ ନେଇଥିବା ଲୋକେ ମଧ୍ୟ କରୋନାରେ ଆକ୍ରାନ୍ତ ହେଉଛନ୍ତି। କିନ୍ତୁ ଯେଉଁମାନେ ଟିକା ନେଇଛନ୍ତି ସେମାନଙ୍କ କ୍ଷେତ୍ରରେ ଲକ୍ଷଣ ଖୁବ୍ କମ୍ ରହିଛି । ଯେଉଁମାନେ ଓମିକ୍ରନରେ ଆକ୍ରାନ୍ତ ହେଉଛନ୍ତି ତାଙ୍କୁ ଜଣା ନଥାଏ ସେମାନେ କେଉଁ ଖାଦ୍ୟ ଖାଇବେ, ଖାସ୍ କରି ଯେଉଁମାନଙ୍କୁ ଭୋକ ନ ଲାଗୁଛି। କାହିଁକି ନା ଭୋକ ନ ଲାଗିବା ବି ଓମିକ୍ରନର ଏକ ଲକ୍ଷଣ ।

Omicron
ସାମ୍ନାକୁ ଆସିଲା ଓମିକ୍ରନ୍‌ର ୫ ମାରାତ୍ମକ ଲକ୍ଷଣ

ଦେଶରେ ପୁଣିଥରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍‌କୁ ନେଇ ମଧ୍ୟ ଚିନ୍ତା ବଢ଼ିଛି। ଦେଶରେ ଏଯାବତ୍‌ ୩,୦୦୭ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହେଲେଣି।

Omicron Symptoms
ସାମ୍ନାକୁ ଆସିଲା ଓମିକ୍ରନ୍‌ର ୨ ନୂଆ ଲକ୍ଷଣ

କରୋନା ଭାଇରସ୍‌ର ସବୁଠାରୁ ମାରାତ୍ମକ ଭାରିଆଣ୍ଟ୍‌ ଓମିକ୍ରନ୍‌ ସାରା ବିଶ୍ୱ ସମେତ ଭାରତରେ ଧୀରେ ଧୀରେ ଏହା କାୟା ବିସ୍ତାର କରିବାରେ ଲାଗିଛି। ଯଦି କୌଣସି ବ୍ୟକ୍ତିଙ୍କ ଠାରେ ଓମିକ୍ରନ୍‌ ଲକ୍ଷଣ ଦେଖାଦିଏ, ତୁରନ୍ତ ଡାକ୍ତରଙ୍କ ପରାମର୍ଶ କ୍ରମେ ନିଜକୁ ସଂଗରୋଧରେ ରହିବା ଲାଗି ପରାମର୍ଶ ଦିଆଯାଇଛି।

Omicron Tension
ଓଡ଼ିଶାକୁ ଛୁଇଁଛି କି ଓମିକ୍ରନ୍? ଶୁକ୍ରବାରକୁ ଅପେକ୍ଷା !

ଗୋଟିଏ ପଟେ ଓମିକ୍ରନକୁ ନେଇ ଡର ବଢୁଥିବା ବେଳେ ଶିକ୍ଷାନୁଷ୍ଠାନରେ ସଂକ୍ରମଣ ଉପର ମୁହାଁ ହେବା ଆଶଙ୍କାକୁ ଦ୍ୱିଗୁଣିତ କରିଛି।

cold
କେବେ ଭାରତରେ ପିକ୍‌ ସ୍ତରରେ ପହଞ୍ଚିବ ଓମିକ୍ରନ୍‌ ? କ’ଣ ଏହାର ଲକ୍ଷଣ ?

କରୋନା ଭାଇରସ୍‌ର ନୂଆ ଭାରିଏଣ୍ଟ୍‌ ଓମିକ୍ରନ୍‌ ସଂକ୍ରମଣ ଧୀରେ ଧୀରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ଓମିକ୍ରନ୍‌ କେବେ ପିକ୍‌ ସ୍ତରରେ ପହଞ୍ଚିବ ? କେତେଦିନ ପର୍ଯ୍ୟନ୍ତ ଏହି ବିପଦ ରହିବ ? ଏସବୁ କୁ ନେଇ ସମସ୍ତଙ୍କ ମନ ମଧ୍ୟରେ ଏବେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି।

New Data Offers Insights Into Omicron Symptoms, Severity
ଦେଶରେ ବଢୁଛି ଓମିକ୍ରନ ସଂକ୍ରମଣ

ଦେଶରେ କ୍ରମାଗତ ଭାବେ ଚିନ୍ତା ବଢ଼ାଇବାରେ ଲାଗିଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍.. ମହାରାଷ୍ଟ୍ରରେ ୧୦ ସଂକ୍ରମିତଙ୍କ ସହ ଦେଶରେ ବର୍ତ୍ତମାନ ସୁଦ୍ଧା ୨୩ରେ ପହଞ୍ଚିଛି ମୋଟ୍ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା